Barada Das 🐦🇮🇳

17K posts

Barada Das 🐦🇮🇳 banner
Barada Das 🐦🇮🇳

Barada Das 🐦🇮🇳

@BaradaDs

Verified Account 🐦 🙏 ଜୟ ଜଗନ୍ନାଥ 🙏

Bhadrak Katılım Ağustos 2010
701 Takip Edilen2.8K Takipçiler
Barada Das 🐦🇮🇳
@IndianOilcl କୁ ହୃଦୟରୁ ଅନେକ ଧନ୍ୟବାଦ ଏହି କଷ୍ଟକର ସମୟରେ ସେମାନେ ଘରେ ଘରେ ହୋମ ଡେଲିଭରୀ କରୁଛନ୍ତି 🚚 ଅନେକ ଜାଗାରେ ସିଲିଣ୍ଡର୍ ପାଇଁ ଲମ୍ବା ଲାଇନ୍ ଓ ଭିଡ଼ ଲାଗୁଛି, ସେଠାରେ ଏହି ସେବା ଯୋଗାଇ ଦେବାକୁ ଅନୁରୋଧ 🙏 ଲୋକମାନଙ୍କୁ ସୁବିଧା ଦେବା ପାଇଁ ଏମିତି ସେବା ଜାରି ରଖିଥିବାରୁ ପୁଣିଥରେ ଧନ୍ୟବାଦ 🙏
Barada Das 🐦🇮🇳 tweet media
OR
0
0
0
6
Barada Das 🐦🇮🇳
ଓଡ଼ିଶାର ଗୌରବମୟ ଇତିହାସ, ସଂସ୍କୃତି ଓ ଆମର ପ୍ରିୟ ମାଟି ପାଇଁ ଆଜିର ଦିନଟି ବହୁତ ଗୁରୁତ୍ୱପୂର୍ଣ୍ଣ। ଆସନ୍ତୁ ଆମେ ସମସ୍ତେ ମିଶି ଆମର ଭାଷା, ପରମ୍ପରା ଓ ସଂସ୍କୃତିକୁ ଗର୍ବ ସହ ଅଗ୍ରସର କରିବା। ଉତ୍କଳ ଡିବସ ରେ ହାର୍ଦ୍ଧିକ ଅଭିନନ୍ଦନ। "ଜୟ ଜଗନ୍ନାଥ 🙏 ଜୟ ଉତ୍କଳ, ଜୟ ଓଡ଼ିଶା" #UtkalDivas
OR
0
0
3
79
Barada Das 🐦🇮🇳
@ssgapu22 ଗୋଲାପ ତ କେହି ଦେଇନାହାନ୍ତି, କଟକି ଗେଣ୍ଡୁ ସହିତ ଥିଲା କିଛି ସ୍ମୃତି।
OR
1
0
1
23
Sangram Keshari Senapati (ଗପୁ)
ଜାଣିଛ, ଆଜି ବାକ୍ସରୁ କିଛି ଜିନିଷ ଖୋଲିବାବେଳେ ସେ ଡାଏରୀଟାରୁ ଗୋଟେ ଶୁଖିଲା ଗୋଲାପ ଖସି ପଡ଼ିଲା । ଅନେକ ଗୋଲାପ ସାଇତି ରଖିଛି, ହେଲେ ଏଇଟା ତମେ ଦେଇଥିବା ଶେଷ ଗୋଲାପ ଥିଲା । ବୋଧେ ସେ ପରୀକ୍ଷା କରୁଥିଲା କି କ'ଣ, କାଳେ ତମକୁ ଭୁଲିଗଲିଣି କି ସେମିତି ମନେ ରଖିଛି! #କଲେଜଡାଏରୀ #CollegeDiary
OR
6
0
21
684
Barada Das 🐦🇮🇳
Barada Das 🐦🇮🇳@BaradaDs·
Dear @otvnews , କାହିଁକି ମିଛ ଖବର ପ୍ରସାରଣ କରୁଛନ୍ତି , କଉଠି କିଏ ଲକ ଡାଉନ ଘୋଷଣା କଲା , ଲୋକଙ୍କୁ ଖାଲି ଭ୍ରମିତ କରୁଛନ୍ତି .
Barada Das 🐦🇮🇳 tweet media
OR
0
0
3
55
Barada Das 🐦🇮🇳
Barada Das 🐦🇮🇳@BaradaDs·
ମନ୍ତ୍ରୀ କହୁଛନ୍ତି ଗ୍ୟାସ ⛽ ପେଟ୍ରୋଲ ବହୁତ୍ ଅଛି ହେଲେ ଲୋକଙ୍କୁ ମିଳୁନି , ଲୋକ ଲାଇନି ଲଗେଇକି ବସୁଛନ୍ତି । #gascylinershortage
OR
0
0
0
58
Barada Das 🐦🇮🇳
Barada Das 🐦🇮🇳@BaradaDs·
📍 ବାଙ୍ଗାଲୋର ରେ LPG ସିଲିଣ୍ଡର୍ ମିଳୁଛି . ବିଳମ୍ବ ହେଉଛି କିନ୍ତୁ ଘରେ ଆଣିକି ଦେଉଛନ୍ତି, ସମାନ ଦର ରେ ମଧ୍ୟ। ଆପଣଙ୍କ ଆଡେ ମିଳୁଛି ନା ନାହିଁ ଆଉ କେତେ ଦର ରେ ମିଳୁଛି , କମେଣ୍ଟ ରେ କୁହନ୍ତୁ। #LPG #Bangalore #GasDelivery #India #villagelife #war #IndianOil #india
Barada Das 🐦🇮🇳 tweet mediaBarada Das 🐦🇮🇳 tweet media
OR
2
0
7
481