Sangram Keshari Senapati (ଗପୁ)

104K posts

Sangram Keshari Senapati (ଗପୁ) banner
Sangram Keshari Senapati (ଗପୁ)

Sangram Keshari Senapati (ଗପୁ)

@ssgapu22

Writer, Founder & Editor of @Shubhapallaba, @MyPhotography_G, writer for #OdiaWiki, 3rd Wikimeidan in the world to complete #3000WikiDays and a proud #Bharatiya

Odisha, India Katılım Ocak 2013
383 Takip Edilen9K Takipçiler
🇮🇳 Tr. Viswanath विश्वनाथ ବିଶ୍ବନାଥ
ଆଜି ମଧ୍ୟ ବହୁତ ବ୍ୟସ୍ତ। ସକାଳୁ କ୍ଲାସ୍ ସାରି ଯାଇ ପହଞ୍ଚିଲି ବେତଡ଼ା ରେ। ଯୋଗମାୟା ସାହିତ୍ୟ ସଂସ୍କୃତି ଟ୍ରଷ୍ଟ ଦ୍ୱାରା ଆୟୋଜିତ ସାରସ୍ୱତ ସମାରୋହ ରେ ଭଦ୍ରକ ଜିଲ୍ଲା ର ଉପଜିଲ୍ଲାପାଳ ଶ୍ରୀଯୁକ୍ତ କାର୍ତ୍ତିକ ମଣ୍ଡଳ ଙ୍କ କରକମଳ ରୁ ସମ୍ବର୍ଦ୍ଧିତ ହେବାର ଅନୁଭୂତି ନିଆରା ଥିଲା। ତେଣୁ ସମୟ ଅଭାବରୁ ଦୈନିକ ରାଶିଫଳ ଲେଖି ପାରିଲିନି।
🇮🇳 Tr. Viswanath विश्वनाथ ବିଶ୍ବନାଥ tweet media🇮🇳 Tr. Viswanath विश्वनाथ ବିଶ୍ବନାଥ tweet media🇮🇳 Tr. Viswanath विश्वनाथ ବିଶ୍ବନାଥ tweet media
OR
5
1
37
689
Sangram Keshari Senapati (ଗପୁ) retweetledi
Satyabrat:\Majhi
Satyabrat:\Majhi@satya_majhi·
The drains in our area are currently obstructed by construction debris, sand, and gravel. Furthermore, no routine cleaning has been performed since last year, and several drain covers are broken, posing a significant safety hazard.
Satyabrat:\Majhi tweet mediaSatyabrat:\Majhi tweet mediaSatyabrat:\Majhi tweet media
English
1
12
14
1.2K
Sangram Keshari Senapati (ଗପୁ) retweetledi
Satyabrat:\Majhi
Satyabrat:\Majhi@satya_majhi·
Could you please arrange for the debris to be cleared and the covers replaced as soon as possible? We are concerned about potential flooding and public safety risks. @bmcbbsr @ChanchalRanaIAS @safabhubaneswar
Satyabrat:\Majhi tweet mediaSatyabrat:\Majhi tweet media
English
3
9
5
432
Barada Das 🐦🇮🇳
@ssgapu22 ଗୋଲାପ ତ କେହି ଦେଇନାହାନ୍ତି, କଟକି ଗେଣ୍ଡୁ ସହିତ ଥିଲା କିଛି ସ୍ମୃତି।
OR
1
0
1
23
Sangram Keshari Senapati (ଗପୁ)
ଜାଣିଛ, ଆଜି ବାକ୍ସରୁ କିଛି ଜିନିଷ ଖୋଲିବାବେଳେ ସେ ଡାଏରୀଟାରୁ ଗୋଟେ ଶୁଖିଲା ଗୋଲାପ ଖସି ପଡ଼ିଲା । ଅନେକ ଗୋଲାପ ସାଇତି ରଖିଛି, ହେଲେ ଏଇଟା ତମେ ଦେଇଥିବା ଶେଷ ଗୋଲାପ ଥିଲା । ବୋଧେ ସେ ପରୀକ୍ଷା କରୁଥିଲା କି କ'ଣ, କାଳେ ତମକୁ ଭୁଲିଗଲିଣି କି ସେମିତି ମନେ ରଖିଛି! #କଲେଜଡାଏରୀ #CollegeDiary
OR
6
0
21
684
🌿🍀Smruti ☘️🌿
🌿🍀Smruti ☘️🌿@Smruti_Dream·
@ssgapu22 କଲେଜରେ ପଢିଲା ଦିନରୁ ହିଁ କେହି ଗୋଲାପ ଦେଇ ନାହାନ୍ତି । କାଳେ କେହି ଦେଇଦେବ ସେଥିପାଇଁ ବି କାହା ସହ କଥା ହେଇନି । କିନ୍ତୁ ବାହାଘର ପରେ ଗୋଲାପ ଫୁଲ ମିଳିଲାନି କିନ୍ତୁ ଗୋଲାପ ଗଛ ଗୁଡ଼ାଏ ମିଳିଗଲା 😂
OR
1
0
1
18
Manas Muduli
Manas Muduli@manas_muduli·
Beautiful blooms of Kamini Flowers filling the morning air with their soothing fragrance. #MorningClicks
Manas Muduli tweet mediaManas Muduli tweet mediaManas Muduli tweet mediaManas Muduli tweet media
English
3
17
309
4.1K
ପାଣୁ ଜେଜେ • ଓଡ଼ିଆ ପୁଅ
ତାକୁ ହାତରେ ଧରିଲା ବେଳକୁ ଲାଗିଲା ସତେ ଯେମିତି ସେଇ ପୁରୁଣା ସ୍ମୃତି ଗୁଡ଼ିକ ପୁଣିଥରେ ଜୀବନ୍ତ ହୋଇଉଠିଲେ। ଫୁଲଟା ଶୁଖିଯାଇଛି ସତ, ହେଲେ ସେଥିରେ ଥିବା ତୁମ ସ୍ପର୍ଶର ବାସ୍ନା ଆଜି ବି ମୋତେ ସେଇ କଲେଜ କରିଡରକୁ ଟାଣି ନେଉଛି। ଅଧୁରା ଗପର ସେଇ ପାଖୁଡ଼ା ଗୁଡ଼ିକ ଆଜି ବି ମୋ ପାଖରେ ସେମିତି ସତେଜ ହୋଇ ରହିଛି........✍️ #କଲେଜଡାଏରୀ
Sangram Keshari Senapati (ଗପୁ)@ssgapu22

ଜାଣିଛ, ଆଜି ବାକ୍ସରୁ କିଛି ଜିନିଷ ଖୋଲିବାବେଳେ ସେ ଡାଏରୀଟାରୁ ଗୋଟେ ଶୁଖିଲା ଗୋଲାପ ଖସି ପଡ଼ିଲା । ଅନେକ ଗୋଲାପ ସାଇତି ରଖିଛି, ହେଲେ ଏଇଟା ତମେ ଦେଇଥିବା ଶେଷ ଗୋଲାପ ଥିଲା । ବୋଧେ ସେ ପରୀକ୍ଷା କରୁଥିଲା କି କ'ଣ, କାଳେ ତମକୁ ଭୁଲିଗଲିଣି କି ସେମିତି ମନେ ରଖିଛି! #କଲେଜଡାଏରୀ #CollegeDiary

OR
1
0
1
71
ନିଧି ଅଜା
ନିଧି ଅଜା@nidhi_budha·
@ssgapu22 ବିରତ ରୁହ ଏମିତି ଶୁଖିଲା ଗୋଲାପ ପୋଷ୍ଟରୁ । 😁😁🤪🤪
OR
1
0
3
200
Sangram Keshari Senapati (ଗପୁ) retweetledi
Debabrat Das
Debabrat Das@Debabrat__Das·
ଦୁଇ ମାସ ହେଇଗଲାଣି ଧାନ ଯାଇପାରୁନାହିଁ ,ଏଠି ଜାଣିବାକୁ ଚାହୁଛି ଏଠାରେ ଚାଷୀଙ୍କର ଧାନ ସଂଗ୍ରହ ହେଉଛି ନା ବେପାରୀଙ୍କ ଧାନ ସଂଗ୍ରହ ହେଉଛି । ଦୟାକରି ଏହା ଉପରେ ସରକାରୀ ଅଫିସରଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । @dmkendrapara @CMO_Odisha @Food_Odisha @krushibibhag @akshya_patra
OR
0
2
4
179
Sangram Keshari Senapati (ଗପୁ) retweetledi
Debabrat Das
Debabrat Das@Debabrat__Das·
ପାଞ୍ଚଦିନ ହେଲା ମୁଁ ନିକଟସ୍ଥ ମଣ୍ଡି ରେ ଧାନ ରଖିବା ପରେ ଆଜି ମୋତେ ନଜଣାଇ ରାତି ରେ ଚୋର ଙ୍କ ପରି ରାତି ରେ ଧାନ ସଂଗ୍ରହ କରୁଛନ୍ତି । ମଣ୍ଡିରେ ଅବ୍ୟବସ୍ଥା ଏବଂ ଟୋକନ ବ୍ୟବସ୍ଥାରେ ଗରିବ ଚାଷୀଙ୍କୁ ଲୁଟି ଖାଉଛନ୍ତି ସରକାରୀ ଏଜେଣ୍ଟ । ପଚାରିବାରୁ କୌଣସି ଉତ୍ତର ନରଖି ପଳାଇଲେ ସଭାପତି ତପନ ମହାପାତ୍ର (ସଭାପତି ) ମଧୁରଗଣ୍ଡ ଖମାର।
Debabrat Das tweet mediaDebabrat Das tweet media
OR
1
1
2
298