
@otvkhabar ତୁମ ଘୋଡାକୁ ଖାଇବା ବଞ୍ଚିବା କହିବା ବୁଲିବା ରହିବା ସ୍ୱାଧୀନତା ନାହିଁ. ଯାହା ପାଇଁ ତୁମ ଘୋଡା ଅନ୍ୟତ୍ର ଯିବାର ନିଷ୍ପତି ନେଲେ.. ତୁମେ ତୁମ ନିଜ ସ୍ୱର କୁ ଲୋକଙ୍କ କାମରେ ତ ଲଗେଇ ପାରିଲ ନାହିଁ.. ଯାହା ହେଉ ଦଳ ପାଇଁ କିଛି କିଛି କହି ପାରୁଛନ୍ତି 🙏
OR
ବିଭୁତି ଭୂଷଣ
7.2K posts

@BibhuSamal11
ପୃଥିବୀ ର ସମସ୍ତ ଜୀବ ଜଗତ କୁ ସମ୍ମାନ ଦେବା । ନିୟତି ର ଲେଖା କୁ ସମ୍ମାନ କରୁଥିବା ସାଧାରଣ ମଣିଷ । ରାଜନୀତି ବିରୋଧୀ ସାଧାରଣ ଜୀବନ। ପ୍ରତ୍ୟକ ବ୍ୟକ୍ତିଙ୍କୁ ସମ୍ମାନ କରିବା ଧର୍ମ ।


































