Biswajit Jena

8.9K posts

Biswajit Jena banner
Biswajit Jena

Biswajit Jena

@ABHappy8

ଜୟ ଶ୍ରୀ ଜଗନ୍ନାଥ 🙏🏻

Cuttack , Odisha Katılım Temmuz 2019
836 Takip Edilen618 Takipçiler
Biswajit Jena retweetledi
Biju Janata Dal
Biju Janata Dal@bjd_odisha·
ବିଜେଡି ସରକାରରେ ବିକାଶ ପହଞ୍ଚିଥିଲା ଘରେ ଘରେ। କେନ୍ଦ୍ର ସରକାରଙ୍କ ପଞ୍ଚାୟତ ପ୍ରଗତି ସୂଚକାଙ୍କ ରିପୋର୍ଟ ୨୦୨୩-୨୪ ଅନୁଯାୟୀ, ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକର ପୋଚିଲିମା ପଞ୍ଚାୟତ ସମଗ୍ର ଦେଶରେ ସର୍ବଶ୍ରେଷ୍ଠ ପଞ୍ଚାୟତ ଭାବେ ମାନ୍ୟତା ପାଇଛି। ମାନ୍ୟବର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ ଓ ଦୂରଦର୍ଶୀ ନେତୃତ୍ୱ ଯୋଗୁଁ ଆଜି ଓଡ଼ିଶାର ପଞ୍ଚାୟତଗୁଡ଼ିକ ବିଭିନ୍ନ ବର୍ଗରେ ଶ୍ରେଷ୍ଠ ପ୍ରଦର୍ଶନ କରି 'A+' ମାନ୍ୟତା ହାସଲ କରିଛନ୍ତି। ତୃଣମୂଳସ୍ତରରେ ବିକାଶର ଧାରା ଆରମ୍ଭ କରିଥିଲା ବିଜୁ ଜନତା ଦଳ। #NaveenPatnaik4Odisha #BJDWithOdisha #BJD4Odisha
Biju Janata Dal tweet media
OR
8
39
144
987
Biswajit Jena retweetledi
Vishal Sharma 16 🇮🇳🙏💪
କେନ୍ଦୁଝର ଜିଲ୍ଲା—ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା। କିନ୍ତୁ ଏହିବର୍ଷର ମାଟ୍ରିକ ଫଳାଫଳରେ ସେଇ ଜିଲ୍ଲାରେ ସର୍ବନିମ୍ନ ପାସ୍ ହାର!
Vishal Sharma 16 🇮🇳🙏💪 tweet media
OR
2
1
4
50
Biswajit Jena retweetledi
ବାଘମାମୁଁ 🐯
ମେଟ୍ରିକ୍ ପରୀକ୍ଷା ଫଳ ବାହାରିଲା। ଏବେ ସବୁ କ୍ୟାମେରା ବୁମ୍ ଧରି ପୁଣି ଜିତୁ ମୁଣ୍ଡା ଘରୁ ଟପ୍ପର ଘରକୁ ଦୌଡିବେ। ଜିତୁ ମୁଣ୍ଡା ପାଖରେ ଥିବା ଟଙ୍କାରୁ କୋଉ ଗୋଟେ LIC ଏଜେଣ୍ଟ କି ବ୍ୟାଙ୍କ୍ କର୍ମଚାରି ଚିକଣିଆ କଥା କହି ଲକ୍ଷେ ଟଙ୍କାର ଗୋଟେ ଇନ୍ସୁରାନ୍ସ୍ ପଲିସି କରେଇ ନେବେ। ଗାଆଁ ଲୋକ ମଟନ୍ ଭୋଜି ନଦେଲେ ଗାଆଁ ରୁ ବାସନ୍ଦ କରିଦେବୁ ବୋଲି କହି ଭୋଜି ଗୋଟେ ଖାଇଯିବେ। ବନ୍ଧୁ ବାନ୍ଧବ ମାନେ ସତ୍ୟ ଯୁଗରେ ଶୁଝିବା ଲକ୍ଷ୍ୟରେ କିଛି ଟଙ୍କା ଧାର ନେବେ। ଶବ ଖୋଳିବାକୁ ବୁଦ୍ଧି ଦେଇଥିବା ସାମ୍ବାଦିକ କିଛି ଖର୍ଚ୍ଚବାର୍ଚ୍ଚ ହାତେଇବେ। ଯେଉଁ ମାନଙ୍କ ପ୍ରରୋଚନାରେ ତଥାକଥିତ ଆଦିବାସୀ ଶବଦାହ ଛାଡ଼ି କବର ଦେବା ଆରମ୍ଭ କରିଛନ୍ତି, ସେମାନେ ମୃତ୍ୟୁ ପ୍ରମାଣ ପତ୍ର ବାହାର କରିବା ବେଳେ ଆସି ନଥିଲେ ସିନା କିନ୍ତୁ ଏବେ ଆସି ପରମ ପିତା ଙ୍କ ନିମନ୍ତେ କିଛି ଚାନ୍ଦା ହାତେଇ ନେବେ। ଏମିତି ଜିତୁ ମୁଣ୍ଡା ପୁଣି ହଜାର ହଜାର କାହାଣୀ ଭଳି କୁଆଡେ ହଜି ଯିବେ। ହଉ ଚାଲୁ..
OR
13
32
242
12.3K
Biswajit Jena retweetledi
Naveen Patnaik
Naveen Patnaik@Naveen_Odisha·
ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାର କୃତ୍ତି ଛାତ୍ରଛାତ୍ରୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ମାର୍କ ତଥା ଫଳାଫଳ ଜୀବନର ମାପକାଠି ନୁହେଁ। ସମସ୍ତେ ଦୃଢ଼ ମନୋବଳ ଏବଂ ନିଷ୍ଠାର ସହ ଆଗକୁ ବଢ଼ନ୍ତୁ। ସଭିଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି। #MatricResult #Odisha
Naveen Patnaik tweet media
OR
23
68
385
4.5K
Biswajit Jena retweetledi
Queen 👸
Queen 👸@Queen510619151·
EVM चोरी का वीडियो देखिये सेना भी साथ दे रही है... 👇 ये वीडियो वहाँ से आया है जहाँ evm रखी गई है।
हिन्दी
242
4.5K
7.9K
135.5K
Biswajit Jena retweetledi
Nehr_who?
Nehr_who?@Nher_who·
In Odisha Dalit & Adivasi villagers were protesting against the Vedanta project Police arrested & jailed them Court grated them Bail with the condition that "they have to clean the police stations every day". This is the humiliation Dalits & Adivasi had to face in India.
Nehr_who? tweet media
English
69
1.1K
2.3K
27.5K
Biswajit Jena retweetledi
All India Trinamool Congress
❗️ALARMING❗️ This is the murder of democracy in broad daylight. CCTV footage has exposed how @BJP4India, in active collusion with the @ECISVEEP, is opening ballot boxes without the presence of any relevant party stakeholders. This is gross electoral fraud being committed openly with the full knowledge and protection of the Election Commission. They have tried every dirty trick, name deletion, voter intimidation, Central Force terror, cash flooding, and failed miserably. Now, in sheer desperation, they have stooped to tampering with EVMs. But Bengal is not Maharashtra, Delhi, or Bihar. We will not sit silently and watch them loot our democracy. Our leaders Smt. @DrShashiPanja and Shri @KunalGhoshAgain have already begun a dharna outside Netaji Indoor Stadium. Smt. @MamataOfficial will personally visit the spot and take stock of the situation. The people of Bengal are watching this daylight robbery. We will not allow the Delhi Zamindars and their puppet Election Commission to steal the mandate of the people.
English
848
4.5K
8.9K
555.9K
Biswajit Jena retweetledi
avisek behera
avisek behera@avisekbehera6·
ଓଡ଼ିଶାର କାଶୀପୁରରୁ ବେଦାନ୍ତ ଦ୍ୱାରା ଲୁଟ୍ ହେବାକୁ ଥିବା ବକ୍ସାଇଟ୍‌ର ଘନତ୍ୱ ଟ୍ରକ୍‌ଗୁଡ଼ିକର ଲମ୍ବା ଲାଇନରୁ ସ୍ପଷ୍ଟ ଜଣାପଡ଼ୁଛି! ଏହି ଅଞ୍ଚଳରେ ଆଦିବାସୀଙ୍କ ଜୀବନ ଓ ଜୀବିକା ଏବେ ବିପଦରେ ରହିଛି!! @PMOIndia @CMO_Odisha @odisha_mining
avisek behera tweet media
OR
0
1
3
35
Biswajit Jena retweetledi
Abinash Nath
Abinash Nath@AvinashNath11·
ଉଠିଛି କଙ୍କାଳ ହୋଇଛି ସତ ଆଉ ଏ ହୃଦୟବିଦାରକ ଚିତ୍ର ଜଣେଇ ଦେଇଛି ଓଡ଼ିଶା ର ଅବ୍ୟବସ୍ଥା ଓ ଓଡ଼ିଶା ପତନ କେମିତି ହେଉଛି ଲଜ୍ଜ୍ୟା ରେ ଆଜି ଓଡ଼ିଶା ର ଅଧ୍ୟାୟ
OR
5
46
124
1.3K
Biswajit Jena
Biswajit Jena@ABHappy8·
ବିନା କାଳ ବୈଶାଖୀ ରେ ଦିନ 1 ରୁ ବିଜୁଳୀ ଯାଇଛି , କାରଣ ଅସ୍ପଷ୍ଟ କଣ କରୁଛି ବିଜୁଳୀ ବିଭାଗ ? @TpcodlT81047 Gopalpur Sub Division Cuttack
OR
0
0
0
12
Biswajit Jena retweetledi
Advocate MonaLisha 🫶🏻
ଲାଜନାହିଁ ଆମ ସାମ୍ବାଦିକ ମାନଙ୍କୁ ଦାନ ମାଝି ଘଟଣା ଓଡ଼ିଶାକୁ ନିନ୍ଦିତ କରୁଥିଲା ବୋଲି ଚିତ୍କାର କରୁଥିଲେ ଆଉ ବର୍ତମାନର ଜିତୁ ମୁଣ୍ଡ ଘଟଣା ଆଉ ନିନ୍ଦିତ କରୁନାହିଁ ସରକାର କିଏ ମଧ୍ୟ ଆସୁ ଓଡ଼ିଶା ଲୋକମାନଙ୍କ ଭାଗ୍ୟ ଅପରିର୍ବିତ ରହିବ ବିଜେପି ବିକାଶର ଭ୍ରମ ଓଡ଼ିଶା ବଦନାମ କଙ୍କାଳର ଶୋଭାଯାତ୍ରା ପତିଆରା ରାଜନୀତିର ବାସ୍ତବ ଚିତ୍ର
Advocate MonaLisha 🫶🏻 tweet mediaAdvocate MonaLisha 🫶🏻 tweet media
OR
9
6
49
812
Biswajit Jena
Biswajit Jena@ABHappy8·
@otvkhabar ତାକୁ କୁହ ତା post ରେ ଆସି Comnt ପଢିବ ଆଉ ଜାଣି ଯିବ ସବୁ କଥା
OR
0
0
0
98
ଓଟିଭି
ଓଟିଭି@otvkhabar·
#ପାଣ୍ଡିଆନଙ୍କ_ଉପରେ_ବର୍ଷିଲେ_ହରି କାହିଁକି , କ’ଣ ପାଇଁ ମୋତେ ଟ୍ରୋଲ କରାଯାଉଛି.....ମୁଁ ଜାଣିନାହିଁ। ମୋତେ ପାଣ୍ଡିଆନଙ୍କ ଭକ୍ତ ହିଁ ଟ୍ରୋଲ କରୁଛନ୍ତି.. ଏହା ଛଡ଼ା ଦ୍ୱିତୀୟ ଲୋକ କେହି ବି ନୁହେଁ। ହାସ୍ୟ ଅଭିନେତା ତଥା ବିଜେପି ନେତା ହରିହର ମହାପାତ୍ର ଆଉ କ’ଣ କହିଛନ୍ତି ଶୁଣନ୍ତୁ। #HariharMohapatra #RatnaBhandar #SocialMediaTrolls #JagannathTemple #OTV
OR
79
3
102
12.8K
Biswajit Jena retweetledi
Anil karna
Anil karna@AnilKumar780588·
ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଙ୍କୁ ନିବେଦନ ଜଣେ ଦୁଃଖ ଜଣାଇବା ପାଇଁ ଆସିଥିବା ମାଆ ଙ୍କୁ କେମିତି ଦୁର୍ବ୍ୟବହାର କରୁଛନ୍ତି ଜଗତସିଂହପୁର ଜିଲ୍ଲାପାଳ ଦେଖନ୍ତୁ. ଜିଲ୍ଲାପାଳ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ. @CMO_Odisha @sureshpujariofc @MohanMOdisha @SecyChief @MohanMOdisha @Govt_of_Odisha
OR
39
160
378
12.8K
Biswajit Jena retweetledi
Sujit Sarangi
Sujit Sarangi@SujitSarangi3·
ଭଉଣୀ ର କଙ୍କାଳ ଧରି ବ୍ୟାଙ୍କ୍ ଗଲାପରେ, ଟଙ୍କା ଘରେ ଆଣି ଦେଲେ, ଭୁଲ କାହାର ଥିଲା ? ମନରେ ଏକ ପ୍ରଶ୍ନ 🙄🤔, ଆଦିବାସୀ ବୋଲି ଭଉଣୀ କଙ୍କାଳ ଆଣିଲା 🫢, ହିନ୍ଦୁ ହୋଇଥିଲେ କଣ ପାଉଁଶ ଆଣିଥାଆନ୍ତା 😭 ମୃତ୍ୟୁ ଆଉ ଉତ୍ତରାଧିକାରୀ ପ୍ରମାଣପତ୍ର~ କେଉଁଠି ଦରକାର ହେବନି-- ନା, ଚୁଟୁକିରେ ମିଳିଯିବାର ସୁବିଧା କରାଗଲା???
Sujit Sarangi tweet media
OR
3
6
41
601
Biswajit Jena retweetledi
Biju Janata Dal
Biju Janata Dal@bjd_odisha·
ବିଧାନସଭାରେ ସର୍ବାଧିକ ମହିଳାଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି, ମହିଳା ସଂରକ୍ଷଣ ନାଁରେ ଛଳନା କରୁଛି ବିଜେପି। ୨୦୨୩ରେ ପାରିତ ହୋଇଥିବା ମହିଳା ସଂରକ୍ଷଣ ବିଲ୍ କୁ କାହିଁକି ଡିଲିମିଟେସନ ସହ ଯୋଡ଼ି ଥିଲା ବିଜେପି ? ମହିଳାଙ୍କୁ ନେଇ କୁମ୍ଭୀରକାନ୍ଦଣା ଦେଖୁଛନ୍ତି ଜନତା। #WomenReservationBill #BJDWithWomen #BJPAntiWomen #ହଟାଅବିଜେପି #JababMaguchiOdisha
Biju Janata Dal tweet media
OR
4
30
80
574
News18 Odia
News18 Odia@News18Odia·
#ଟଙ୍କା_ବାଣ୍ଟିଲେ_ଭୋଟ_ମିଳେନି ମମତାଙ୍କ ଓଡ଼ିଶା ସୀମାରେ ଟଙ୍କା ବଣ୍ଟା ଅଭିଯୋଗ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା ଟଙ୍କା ବାଣ୍ଟିଲେ ଭୋଟ ମିଳେନି: ମନମୋହନ ‘ଟିଏମସି ନିଜେ ଟଙ୍କାର ପାହାଡ଼ ଉପରେ ଛିଡ଼ା ହୋଇଛି’ ‘ଜଣେ ନିରାଶ ହେଲେ ଏଭଳି ମିଥ୍ୟା ଅଭିଯୋଗ ଆଣେ’ ଟିଏମସି ହାରିବ ବୋଲି ଦିଦି ଜାଣିସାରିଲେଣି: ମନମୋହନ #ManmohanSamal #TMC #Politics #Odisha #BreakingNews
News18 Odia tweet media
OR
7
1
30
1.8K
Biswajit Jena retweetledi
Biju Janata Dal
Biju Janata Dal@bjd_odisha·
ବାହାଘର ଭଳି ପବିତ୍ର ବନ୍ଧନକୁ ପ୍ରହସନ କରିସାରିଲାଣି ବିଜେପି ସରକାର। #BJPFailed #BJPAntiPeople #ହଟାଅବିଜେପି #ରଙ୍ଗବଦଳାସରକାର #JababMaguchiOdisha
Biju Janata Dal tweet media
OR
5
54
117
893
Biswajit Jena retweetledi
BCJD
BCJD@odishabcjd·
ମାନ୍ୟବର ମୂଖ୍ୟମନ୍ତ୍ରୀ @MohanMOdisha ବାବୁ ପଶ୍ଚିମବଙ୍ଗ କୁ ଦେଶର 1No ରାଜ୍ୟ କରିବା ପାଇଁ ଲାଗିଛନ୍ତି ଏପଟେ ନିଜ ଜିଲ୍ଲା ରସାତଳକୁ ପହଞ୍ଚିଗଲାଣି #viralpost #JituMunda #Systemfailure #Bjpodisha
BCJD tweet mediaBCJD tweet mediaBCJD tweet mediaBCJD tweet media
OR
4
30
136
5.4K