
ଆମେ ଗର୍ବିତ ଚିକିଟି ଜାତୀୟ ସ୍ତରରେ ୨୦୦୦୦ ଜନସଂଖ୍ୟା ଭିତରେ ଶ୍ରେଷ୍ଠ 10 ଟି ସଫା ସହର ମଧ୍ୟରେ ସ୍ଥାନ ପାଇଛି #ସ୍ୱଚ୍ଛସର୍ଭେକ୍ଷଣ ୨୦୨୪-୨୫ରେ
ଆମର ଅବିଶ୍ୱସନୀୟ ଦଳ
#ChikitiNAC,ବିଶେଷକରି ଆମ ସହରକୁ ସ୍ୱଚ୍ଛ ଓ ସୁସ୍ଥ ରଖିବା ପାଇଁ ସ୍ୱଚ୍ଛତା କର୍ମୀ ଓ ଏହାକୁ ସମ୍ଭବ କରିଥିବା ପ୍ରତ୍ୟେକ ଚିକିଟି ଜନସାଧାରଣ ଙ୍କୁ ହୃଦୟରୁ ଧନ୍ୟବାଦ 🙏
OR





























