NAC Chikiti

384 posts

NAC Chikiti banner
NAC Chikiti

NAC Chikiti

@Nac_Chikiti

Official Handle of Notified Area Council #Make It Happen || E-mail- [email protected]

Chikiti, India Katılım Ağustos 2017
140 Takip Edilen1.2K Takipçiler
NAC Chikiti
NAC Chikiti@Nac_Chikiti·
For the #Census2027 the information, Education, and Communication (IEC) activities are done at NAC, Chikiti.
NAC Chikiti tweet mediaNAC Chikiti tweet media
English
0
0
1
28
NAC Chikiti
NAC Chikiti@Nac_Chikiti·
On the occasion of #SwachhOdishaDivas, a cleanliness drive was conducted at Jagannath Temple & Hanuman Temple premises in Chikiti Gada under Chikiti NAC. EO, BDO,Tdr with staff, along with youth clubs, students, ULB staffs actively participated, making it a great success.
NAC Chikiti tweet mediaNAC Chikiti tweet mediaNAC Chikiti tweet mediaNAC Chikiti tweet media
English
0
0
2
35
NAC Chikiti
NAC Chikiti@Nac_Chikiti·
Leaflet distributed to Chairperson & citizens of Chikiti NAC. Chairperson madam participated in Self Enumeration of Census 2027 in the presence of E.O, NAC, Chikiti and all citizens are requested to participate through web link se.census.gov.in.
NAC Chikiti tweet mediaNAC Chikiti tweet media
English
0
0
3
45
NAC Chikiti
NAC Chikiti@Nac_Chikiti·
The 3 days training Programme from 24.03.26 to 26.03.26 for Supervisors & Enumerators for Census 2027 has started at Conference hall of NAC,Chikiti. The Programme was inagurated in presence of ADM-cum- PD DUDA, Ganjam, Chairperson, Tahasildar,E.O of Chikiti NAC&Census Officials.
NAC Chikiti tweet mediaNAC Chikiti tweet mediaNAC Chikiti tweet mediaNAC Chikiti tweet media
English
0
0
2
58
NAC Chikiti retweetledi
Collector & District Magistrate, Ganjam
ଗଞ୍ଜାମ ଜିଲ୍ଲାରେ ଆସନ୍ତା ଜନଗଣନା – ୨୦୨୭ କାର୍ଯ୍ୟକୁ ସୁଚାରୁ ଓ ସଫଳ ଭାବେ ପରିଚାଳନା କରିବା ପାଇଁ କ୍ଷେତ୍ର ପ୍ରଶିକ୍ଷକମାନଙ୍କୁ ଆବଶ୍ୟକ ଦିଗଦର୍ଶନ ଓ ପ୍ରଶିକ୍ଷଣ ପ୍ରଦାନ କରିବା ଉଦ୍ଦେଶ୍ୟରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। @CMO_Odisha @IPR_Odisha @OdishaCeo
Collector & District Magistrate, Ganjam tweet mediaCollector & District Magistrate, Ganjam tweet mediaCollector & District Magistrate, Ganjam tweet mediaCollector & District Magistrate, Ganjam tweet media
OR
0
6
41
1.2K
NAC Chikiti retweetledi
CMO Odisha
CMO Odisha@CMO_Odisha·
Glimpses from the launch of the Mukhyamantri Kanya Bibaha Yojana by Hon’ble CM Shri @MohanMOdisha near the sacred Tara Tarini Peeth in Ganjam district.
CMO Odisha tweet mediaCMO Odisha tweet mediaCMO Odisha tweet mediaCMO Odisha tweet media
Indonesia
8
27
80
2.8K
NAC Chikiti retweetledi
Mohan Charan Majhi
Mohan Charan Majhi@MohanMOdisha·
ସମୃଦ୍ଧ ଓଡ଼ିଶାରେ ପ୍ରତ୍ୟେକ କନ୍ୟା ଶିକ୍ଷିତ ହେବା ଉଚିତ ଏବଂ ପ୍ରତ୍ୟେକ ମହିଳା ସୁରକ୍ଷିତ ହେବା ଉଚିତ ଏବଂ ପ୍ରତ୍ୟକ ପରିବାର ସ୍ୱାଭିମାନର ସହିତ ବଞ୍ଚିବା ଉଚିତ । "ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା" ର ଶୁଭାରମ୍ଭ କରାଯାଇ ୨୦୧ ଜଣ କନ୍ୟାଙ୍କ ଶୁଭ ବିବାହ ସମ୍ପନ୍ନ ହୋଇଛି । ଆମ ସରକାରଙ୍କ ଲକ୍ଷ୍ୟ ହେଉଛି ଏପରି ଏକ ଓଡ଼ିଶା ଗଢିବା ଯେଉଁଠି କୌଣସି କନ୍ୟା ଆର୍ଥିକ ଦୁର୍ବଳତା କିମ୍ବା ସାମାଜିକ ଚାପ ହେତୁ ବିବାହର ପ୍ରାପ୍ତ ବୟସ ପୂର୍ବରୁ ବିବାହ କରିବାକୁ ବାଧ୍ୟ ହେବେ ନାହିଁ । #MukhyamantriKanyaVivahYojana #GirlsMarriageSupport #Empowering #SupportTheBride #womenwelfarescheme #supportwidowmarriage #Odisha
OR
7
25
74
3K
NAC Chikiti retweetledi
CMO Odisha
CMO Odisha@CMO_Odisha·
ଆର୍ଥିକ ଦୁର୍ବଳ ଶ୍ରେଣୀର ପରିବାରଙ୍କ ଉପରେ ବିବାହର ଆର୍ଥିକ ଭାର ଲାଘବ କରିବା ସହିତ ମହିଳାଙ୍କ ସମ୍ମାନ, ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha 'ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା'ର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ସମାଜକୁ ଏକ ନୂତନ ବାର୍ତ୍ତା ଦେବ ଯେ, ଝିଅମାନେ ପିତାମାତାଙ୍କ ପାଇଁ ବୋଝ ନୁହନ୍ତି, ସେମାନେ ହେଉଛନ୍ତି ଭଗବାନଙ୍କ ଆଶୀର୍ବାଦ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି।
CMO Odisha tweet media
OR
1
14
33
1.8K
NAC Chikiti retweetledi
CMO Odisha
CMO Odisha@CMO_Odisha·
Hon’ble CM Shri @MohanMOdisha launched the Mukhyamantri Kanya Bibaha Yojana, reaffirming the Government’s commitment to reducing the financial burden of marriage on economically weaker families. The scheme provides marriage assistance to eligible brides, promotes dignity and social security for women, and strengthens efforts against the dowry system.
CMO Odisha tweet media
English
0
17
43
1.8K
NAC Chikiti retweetledi
Mohan Charan Majhi
Mohan Charan Majhi@MohanMOdisha·
ମୁଖ୍ୟମନ୍ତ୍ରୀର ପଦବୀ ମୋତେ ଦାୟିତ୍ୱ ଦିଏ, କିନ୍ତୁ ଆପଣମାନଙ୍କ ଭଲପାଇବା ମୋତେ ପରିବାରର ଅନୁଭବ ଦିଏ । ଆଜି ମା’ ତାରାତାରିଣୀଙ୍କ ପବିତ୍ର ପୀଠରେ ମୁଁ ଜଣେ ମୁଖ୍ୟମନ୍ତ୍ରୀ ଭାବେ ନୁହେଁ, ବରଂ ଜଣେ ପିତା ଓ ଭାଇର କର୍ତ୍ତବ୍ୟ ଓ ସ୍ନେହ ନେଇ ଉପସ୍ଥିତ ଥିଲି। ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ଶୁଭାରମ୍ଭ କରିବା ସହ ଯେତେବେଳେ ନବବିବାହିତ ଦମ୍ପତିଙ୍କୁ ଆଶୀର୍ବାଦ ଦେଲି, ସେମାନଙ୍କ ଆଖିର ଭରସା ଓ ମୁହଁର ହସ ମୋ ହୃଦୟକୁ ଏକ ଅପୂର୍ବ ଆତ୍ମସନ୍ତୋଷରେ ଭରି ଦେଇଥିଲା । ଜଣେ ଝିଅ ଯେତେବେଳେ ନୂଆ ସଂସାର ଗଢ଼ିବାକୁ ପାଦ ବଢ଼ାଏ, ଜଣେ ପିତା ବା ଭାଇର ମନରେ ଯେଉଁ ଆନନ୍ଦ ଓ ଆତ୍ମୀୟତା ଥାଏ, ଆଜି ମୁଁ ଠିକ୍ ସେହିଭଳି ଅନୁଭବ କରୁଥିଲି।
Mohan Charan Majhi tweet mediaMohan Charan Majhi tweet mediaMohan Charan Majhi tweet mediaMohan Charan Majhi tweet media
OR
11
22
122
4.7K
NAC Chikiti retweetledi
Mohan Charan Majhi
Mohan Charan Majhi@MohanMOdisha·
ମହିଳା ସଶକ୍ତିକରଣ ଆମ ସରକାରର ମୁଖ୍ୟ ସଂକଳ୍ପ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ଦୂରଦର୍ଶୀ ମାର୍ଗଦର୍ଶନରେ ‘ସୁଭଦ୍ରା ଯୋଜନା’ ପରେ ଏହି ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଆମ ରାଜ୍ୟର ମା’ ଓ ଭଉଣୀମାନଙ୍କ ପାଇଁ ଏକ ସୁରକ୍ଷା କବଚ ଭାବେ କାର୍ଯ୍ୟ କରିବା ସହ କନ୍ୟା ସନ୍ତାନଙ୍କ ପ୍ରତି ସମାଜରେ ଏକ ସମ୍ମାନଜନକ ଦୃଷ୍ଟିକୋଣ ସୃଷ୍ଟି କରିବାରେ ବଡ଼ ଭୂମିକା ଗ୍ରହଣ କରିବ।ଏହି ଯୋଜନା ଅଧୀନରେ ଯୋଗ୍ୟ କନ୍ୟାମାନଙ୍କୁ ₹୬୦,୦୦୦ ର ସହାୟତା ପ୍ରଦାନ କରାଯାଉଛି। ଆମେ ‘ଭିଜନ ଓଡ଼ିଶା-୨୦୩୬’ କୁ ଲକ୍ଷ୍ୟ ରଖି ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଢ଼ିବା ଦିଗରେ ନିରନ୍ତର କାର୍ଯ୍ୟ କରୁଛୁ, ଯେଉଁଠି ପ୍ରତ୍ୟେକ କନ୍ୟା ଶିକ୍ଷିତ, ସୁରକ୍ଷିତ ଏବଂ ସ୍ୱାବଲମ୍ବୀ ହେବେ। ସମସ୍ତ ନବଦମ୍ପତିଙ୍କ ଆଗାମୀ ଜୀବନ ସୁଖମୟ ଓ ମଙ୍ଗଳମୟ ହେଉ। #MukhyamantriKanyaVivahYojana #GirlsMarriageSupport #Empowering #SupportTheBride #womenwelfarescheme #supportwidowmarriage #Odisha
Mohan Charan Majhi tweet mediaMohan Charan Majhi tweet mediaMohan Charan Majhi tweet mediaMohan Charan Majhi tweet media
OR
3
16
53
2.2K
NAC Chikiti retweetledi
Mohan Charan Majhi
Mohan Charan Majhi@MohanMOdisha·
ଓଡ଼ିଶାର ମହିଳାମାନଙ୍କୁ ଏକ ସମ୍ମାନଜନକ ଜୀବନ ପ୍ରଦାନ କରିବା ଆମ ସରକାରଙ୍କ ପ୍ରମୁଖ ସଂକଳ୍ପ। ଏହି କ୍ରମରେ ଆଜି ମା’ ତାରାତାରିଣୀଙ୍କ ପବିତ୍ର ପୀଠରୁ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ଶୁଭାରମ୍ଭ କଲି । ଆଜି ମୁଁ ଏଠାକୁ କେବଳ ମୁଖ୍ୟମନ୍ତ୍ରୀ ଭାବେ ନୁହେଁ, ବରଂ ଜଣେ ପିତା ଓ ଭାଇ ଭାବରେ ନବବିବାହିତ ଦମ୍ପତିଙ୍କୁ ଆଶୀର୍ବାଦ ଦେବାକୁ ଆସିଥିଲି । ବିଶେଷ କରି ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ଓ ଅନୁସୂଚିତ ଜାତି-ଜନଜାତି ପରିବାରର ପିତାମାତାଙ୍କ ପାଇଁ କନ୍ୟା ବିବାହ ଯେପରି ସମସ୍ୟା ହୋଇ ରହିବ ନାହିଁ, ସେଥିପାଇଁ ଏହି ଯୋଜନା ଆର୍ଥିକ ସହାୟତାର ଏକ ସୁଦୃଢ଼ ମାଧ୍ୟମ ସାଜିବ। #MukhyamantriKanyaVivahYojana #GirlsMarriageSupport #Empowering #SupportTheBride #womenwelfarescheme #supportwidowmarriage #Odisha
Mohan Charan Majhi tweet mediaMohan Charan Majhi tweet mediaMohan Charan Majhi tweet mediaMohan Charan Majhi tweet media
OR
5
29
76
2.5K
NAC Chikiti retweetledi
Gopalpur Beach Festival 2026
Gopalpur Beach Festival 2026@gopalpurfest·
Where love meets longing. Iconic voice. Cinematic emotion. Music born for the big screen. @BPraak | Live 27th January 2026 Gopalpur Beach Festival 2026
English
1
6
22
1.2K
NAC Chikiti retweetledi
Gopalpur Beach Festival 2026
Gopalpur Beach Festival 2026@gopalpurfest·
Where melody meets mystique. Sufi soul. Timeless sound. Unfiltered emotion. @Kailashkher | Live 30th January 2026 Gopalpur Beach Festival 2026
English
0
8
31
1.4K
NAC Chikiti retweetledi
Collector & District Magistrate, Ganjam
ଗୋପାଳପୁର ବେଳାଭୂମି ମହୋତ୍ସବ–୨୦୨୬ ସମ୍ପର୍କିତ ସମସ୍ତ ସୂଚନା ପାଇଁ ପୋଷ୍ଟରରେ ଉଲ୍ଲେଖିତ QR କୋଡ୍ ସ୍କାନ୍ କରି ଆଧିକାରିକ ହ୍ୟାଣ୍ଡଲ୍‌ସ ସହ ସଂଯୁକ୍ତ ହୋଇପାରିବେ। @gopalpurfest @Culturedeptt
Collector & District Magistrate, Ganjam tweet media
OR
1
16
32
1.3K
NAC Chikiti retweetledi
Collector & District Magistrate, Ganjam
ଗୋପାଳପୁର ବେଳାଭୂମି ମହୋତ୍ସବ–୨୦୨୬ ଅବସରରେ ୨୫ ଜାନୁଆରୀ ୨୦୨୬ ତାରିଖରେ ଗୋପାଳପୁରଠାରେ “୧୦ କି.ମି. ମାରାଥନ” ଆୟୋଜନ କରାଯାଉଛି। ଏହି ମାରାଥନ ପ୍ରତିଯୋଗିତା ପାଇଁ ଇଚ୍ଛୁକ ପ୍ରତିଯୋଗୀମାନେ QR କୋଡ୍ ମାଧ୍ୟମରେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ନିଜ ନାମ ପଞ୍ଜୀକରଣ କରିପାରିବେ। @gopalpurfest
Collector & District Magistrate, Ganjam tweet media
OR
2
11
47
2.1K
NAC Chikiti retweetledi
Collector & District Magistrate, Ganjam
⚠️ #CycloneMontha Emergency ⚠️ 24x7 Helpline numbers of all Blocks & ULBs in Ganjam are active for immediate assistance. For any emergency, contact DEOC: 06811-263978 / 1077. Check the attached list for your Block/ULB helpline. Please stay alert & follow official updates.
Collector & District Magistrate, Ganjam tweet media
English
2
27
109
9K
NAC Chikiti
NAC Chikiti@Nac_Chikiti·
Today MOU signed for Swachha Sahara Jodi with NIlagiri, Banki, Tusura, Gudari, Remuna NAC under #swachhotsav Swachhata Hi Seva 2025 in the Conference hall of NAC, Chikiti.
NAC Chikiti tweet mediaNAC Chikiti tweet mediaNAC Chikiti tweet mediaNAC Chikiti tweet media
Indonesia
0
0
4
167
NAC Chikiti
NAC Chikiti@Nac_Chikiti·
International Coastal Cleanup Day was observed on 20th Sept. 2025 at the Sonapur Sea Beach under the Swachhotsav activities of Swachhata Hi Seva 2025 campaign.
NAC Chikiti tweet mediaNAC Chikiti tweet mediaNAC Chikiti tweet mediaNAC Chikiti tweet media
English
0
0
2
126
NAC Chikiti
NAC Chikiti@Nac_Chikiti·
Plantation Program is held on today under "Ek Ped Maa Ke Naam" in the Presence of Chairperson, E.O, Councilors and all staffs of Chikiti NAC. ##EkPedMaaKeNaam ##Plantation
NAC Chikiti tweet mediaNAC Chikiti tweet mediaNAC Chikiti tweet mediaNAC Chikiti tweet media
English
0
0
3
93