Chitta Ranjan Raula

6K posts

Chitta Ranjan Raula banner
Chitta Ranjan Raula

Chitta Ranjan Raula

@ChittaRaula

Dist IT co-ordinator and Digital secretary BYJD Sambalpur

Sambalpur, India Katılım Şubat 2021
169 Takip Edilen438 Takipçiler
Chitta Ranjan Raula
Chitta Ranjan Raula@ChittaRaula·
@RailwaySeva @CkpDrm Sir, I am not traveled yet,I am going to travel on 23.11.2025 my PNR no is 6660308366 . My mobile no is 9583635987. Worried about the past running records of the train. This is for your kind information.
English
0
0
0
26
RailwaySeva
RailwaySeva@RailwaySeva·
For necessary action escalated to the concerned official @Ckpdrm We regret the experience you had. Please share your PNR/UTS number and mobile no. preferably via DM to enable us to take immediate action. You may also raise your concern directly on RailMadad WhatsApp Bot api.whatsapp.com/send/?phone=91… x.com/messages/compo…
English
2
0
0
180
Chitta Ranjan Raula
Chitta Ranjan Raula@ChittaRaula·
Respected @AshwiniVaishnaw ji a train named pune Humsafar (20822) Running between santragachi to pune running always late at a average 12hrs since 1 year. It is very painful to travel specially with children and senior citizens. Kindly look after this matter
Chitta Ranjan Raula tweet media
English
1
0
1
359
Naveen Patnaik
Naveen Patnaik@Naveen_Odisha·
ଧର୍ମଶାଳାର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ଯୁବ ନେତା ଶ୍ରୀ ପ୍ରଣବ ବଳବନ୍ତରାୟଙ୍କ ଉପରେ ଖୋଲା ଦିବାଲୋକରେ ସଂଘବଦ୍ଧ ଆକ୍ରମଣ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ଦର୍ଶାଉଛି। ଜନପ୍ରତିନିଧିମାନେ ଯଦି ରାଜ୍ୟରେ ଅସୁରକ୍ଷିତ, ତେବେ ସାଧାରଣ ଲୋକଙ୍କ ସୁରକ୍ଷା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଅସାମାଜିକ ବ୍ୟକ୍ତି ତଥା କାର୍ଯ୍ୟକଳାପକୁ ରୋକିବାରେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା, ସ୍ଥାଣୁ ତଥା ଏକପାଖିଆ ମନୋଭାବ ଏପରି ଘଟଣାକୁ ଆହୁରି ପ୍ରୋତ୍ସାହିତ କରୁଛି। ସରକାର ରାଜନୈତିକ ହିଂସାକୁ ପ୍ରୋତ୍ସାହିତ ନ କରି ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।
OR
154
127
836
25.1K
Chitta Ranjan Raula
Chitta Ranjan Raula@ChittaRaula·
ଶଙ୍ଖ ଭବନ ଠାରେ ଆୟୋଜିତ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ମା ମାନଙ୍କ ସହ ବିଧାୟକ ଶ୍ରୀ ସୁଦର୍ଶନ ହରିପାଲ। @bjd_odisha @H32683Lokanka @Naveen_Odisha @pranabpdas @
Chitta Ranjan Raula tweet media
OR
0
0
2
26
Chitta Ranjan Raula
Chitta Ranjan Raula@ChittaRaula·
ରେଙ୍ଗାଲି ନିର୍ବାଚନ ମଣ୍ଡଳୀରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଡାକ୍ତର ନ ଥିବା ନେଇ ବିଧାୟକ @H32683Lokanka @healthminister8 ଙ୍କୁ ଆଜି ପତ୍ର ଲେଖି ଉକ୍ତ ବିଷୟରେ ଅବଗତ କରାଇବା ସହ ଯଥା ଶୀଘ୍ର ଆବଶ୍ୟକ ସଂଖ୍ୟକ ଡାକ୍ତର ଅବସ୍ଥାପିତ କରିବାକୁ ଦୃଢ଼ ଦାବି କରଛନ୍ତି @CMO_Odisha @MohanMOdisha @DmSambalpur
Chitta Ranjan Raula tweet media
OR
0
0
2
20
Chitta Ranjan Raula
Chitta Ranjan Raula@ChittaRaula·
ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ଭୂମିହୀନ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକଙ୍କୁ ଜାତିଗତ ପ୍ରମାଣପତ୍ର ପାଇବାରେ ହେଉଥିବା ଅସୁବିଧା କୁ ନେଇ ରେଙ୍ଗାଲି ବିଧାୟକ @H32683Lokanka ଏକ୍ସନ ମୋଡ କୁ ଆସିବା ପରେ ପ୍ରଶାସନିକ ସ୍ତରରେ ଏହାର ଦୂରୀକରଣ ନେଇ ତତ୍ପରତା ପ୍ରକାଶ ପାଇଛି । @scstdevdept @CMO_Odisha @DmSambalpur
Chitta Ranjan Raula tweet media
OR
0
0
0
24
Chitta Ranjan Raula
Chitta Ranjan Raula@ChittaRaula·
@otvkhabar ମିଛ ଓ ଭ୍ରମାତ୍ମକ ଖବର ପ୍ରସାରଣ କରି ଓ ଟିଭି ସମ୍ବିଧାନ ର ଚତୁର୍ଥ ସ୍ତମ୍ଭ କୁ ବଦନାମ୍ କରୁଛି। ତୁରନ୍ତ ଓ ଟିଭି ର ପ୍ରସାରଣ ଅଧିକାର ରଦ୍ଧ କରାଯାଉ।
OR
0
0
2
54
ଓଟିଭି
ଓଟିଭି@otvkhabar·
#ଓଟିଭି_ଜନମତ: KIIT ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଓ ପରେ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଓ କ୍ୟାମ୍ପସରୁ ତଡ଼ିବା ଘଟଣାକୁ ନେଇ ସାରା ବିଶ୍ୱରେ ନିନ୍ଦିତ ହୋଇଛି ଓଡ଼ିଶା ଓ ଭାରତ। ଏଥିପାଇଁ KIITର 'Deemed University' ମାନ୍ୟତା ରଦ୍ଦ କରାଯିବା ଉଚିତ କି? #OTV #Janamata #OTVjanamata #SocialMediaSurvey #PublicOpinion
ଓଟିଭି tweet media
OR
972
44
560
56.1K
Chitta Ranjan Raula
Chitta Ranjan Raula@ChittaRaula·
ରେଙ୍ଗାଲି ବିଧାୟକ, ମୋର ସାନଭାଇ ସୁଦର୍ଶନ ହରିପାଲ ଙ୍କ ଆଜି ତିଥି ଅନୁସାରେ ଜନ୍ମଦିନ। ମା ସମଲେଶ୍ଵରୀ ଙ୍କ ଠାରେ ତୁମର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଏକ ସୁସ୍ଥ, ସୁନ୍ଦର ଓ ନିରାମୟ ଜୀବନୀ କାମନା କରୁଛି। ଚିତ୍ତ ରଞ୍ଜନ ରାଉଳ @bjd_odisha @Naveen_Odisha @pranabpdas @H32683Lokanka
Chitta Ranjan Raula tweet media
OR
0
0
2
17
Chitta Ranjan Raula
Chitta Ranjan Raula@ChittaRaula·
ହର୍ଷ,ଉଲ୍ଲାସ ଓ ଆନନ୍ଦ ର ପର୍ବ ପୁଷ୍ ପୁନି ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ମା ସମଲେଶ୍ଵରୀଙ୍କ ଠାରେ ସମସ୍ତଙ୍କ ମଙ୍ଗଳ କାମନା କରୁଛି। 🙏🙏🙏 ସୁଦର୍ଶନ ହରିପାଲ ବିଧାୟକ, ରେଙ୍ଗାଲି @bjd_odisha @Naveen_Odisha @pranabpdas @bishaldasjsg @SudarshanHarip3
Chitta Ranjan Raula tweet media
OR
0
0
4
41
Chitta Ranjan Raula
Chitta Ranjan Raula@ChittaRaula·
ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ ଙ୍କ କାର୍ଯ୍ୟାଳୟ ରେ ବିଜୁ ଜନତା ଦଳର ସଦସ୍ୟତା ଅଭିଯାନ ର ସମୀକ୍ଷା କରୁଛନ୍ତି। ପୂର୍ବତନ ମନ୍ତ୍ରୀ ତଥା ପର୍ଯ୍ୟବେକ୍ଷକ @AtanuSabyasac16 ଶ୍ରୀ ଅତନୁ ସବ୍ୟସାଚୀ ନାୟକ ମହୋଦୟ। @bjd_odisha @pranabpdas @H32683Lokanka @Naveen_Odisha @SriDebiMishra
Chitta Ranjan Raula tweet mediaChitta Ranjan Raula tweet mediaChitta Ranjan Raula tweet media
OR
0
1
3
70
Chitta Ranjan Raula
Chitta Ranjan Raula@ChittaRaula·
@BSEOdisha Sir something going wrong with the official website of BSE. Not showing the information links properly.
English
0
0
0
1
Chitta Ranjan Raula
Chitta Ranjan Raula@ChittaRaula·
@MohanMOdisha Reliance ଓଡ଼ିଶା ରେ ଯେତେ ନିବେଶ କଲେ ବି ଓଡ଼ିଶା କୁ କିଛି ଲାଭ ମିଳିବ ନାହିଁ। କାରଣ Reliance ଏକ ଲାଭ ସର୍ବସ୍ବ କମ୍ପାନୀ। ସ୍ଥାନୀୟ ନିଯୁକ୍ତି ଓ ପାରିପାର୍ଶ୍ବିକ ଉନ୍ନୟନ ଜିରୋ।
OR
0
0
3
196
Mohan Charan Majhi
Mohan Charan Majhi@MohanMOdisha·
ମୁମ୍ବାଇ ଠାରେ ଜିଓ ପ୍ଲାଟଫର୍ମ ଲିମିଟେଡ୍ ଏବଂ ରିଲାଏନ୍ସ ନ୍ୟୁ ସୋଲାର ଏନର୍ଜି ଲିମିଟେଡର ନିର୍ଦ୍ଦେଶକ ଅନନ୍ତ ଅମ୍ବାନୀଙ୍କୁ ଭେଟି ଓଡ଼ିଶାରେ ନିବେଶ ସମ୍ପର୍କରେ ଆଲୋଚନା କରିବା ସହିତ ଆସନ୍ତା ଜାନୁଆରୀ-୨୦୨୫ରେ ହେବାକୁ ଥିବା 'ଉତ୍କର୍ଷ ଓଡ଼ିଶା ସମ୍ମିଳନୀ' ପାଇଁ ଆମନ୍ତ୍ରଣ କରିଛି। ରାଜ୍ଯରେ ବିଶେଷ କରି ସବୁଜ ଇନ୍ଧନ, ଯୋଗାଯୋଗ, ମୋବାଇଲ ନେଟୱର୍କ, ସୌର ଶକ୍ତି ଭଳି କ୍ଷେତ୍ରର ଉନ୍ନତିକରଣ ସହିତ ପୁଞ୍ଜି ନିବେଶ ପାଇଁ ଆଗାମୀ ଦିନରେ ବିଶେଷ ଗୁରୁତ୍ଵ ଦିଆଯିବ। ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ସୁଯୋଗ ମଧ୍ୟ ଯୋଗାଇଦିଆଯିବ। ଯଦ୍ୱାରା ଓଡ଼ିଶାର ଆର୍ଥିକ ବିକାଶ ସୁନିଶ୍ଚିତ ହେବା ସହିତ 'ବିକଶିତ ଓଡ଼ିଶା'ର ଲକ୍ଷ୍ୟ ପୂରଣ ହେବ। #MakeInOdisha #ViksitOdisha #InvestInFuture
Mohan Charan Majhi tweet mediaMohan Charan Majhi tweet media
OR
98
76
1.6K
62.9K
Collector & DM, Baragada
Collector & DM, Baragada@DMBargarh·
ସୁଭଦ୍ରା କୁଇଜ୍ ପ୍ରତିଯୋଗିତାରେ ଭାଗ ନିଅନ୍ତୁ ନୂଆ ଏକ ପରିଚୟ ସୃଷ୍ଟି କରନ୍ତୁ.. ସୁଭଦ୍ରା କୁଇଜ୍ ଚମ୍ପିୟନ୍ ହୋଇ, ଆକର୍ଷଣୀୟ ପୁରଷ୍କାର ଜିତନ୍ତୁ .. ପ୍ରଶ୍ନର ସଠିକ୍ ଉତ୍ତର ରିପ୍ଲାଏ କରନ୍ତୁ . ସୁଭଦ୍ରା କୁଇଜ୍-୫, ତା-୧୮.୦୯.୨୦୨୪ #SUBHADRA #GhareGhareSUBHADRA
Collector & DM, Baragada tweet media
OR
683
27
389
43.8K
Chitta Ranjan Raula
Chitta Ranjan Raula@ChittaRaula·
@SujitSarangi3 ନବୀନ ପଟ୍ଟନାୟକ ହେଉଛନ୍ତି ସେହି ବ୍ୟକ୍ତି ଯିଏ 25 ବର୍ଷ ଧରି ବିପକ୍ଷ କୁ ନପୁଂସକ କରି ରଖିଥିଲେ। କ୍ଷମତା କୁ ଆସି ଜମା 2ମାସ ହେଇଛି ଏତେ ତର ତର କାଇଁ ହଉଚ।
OR
4
0
19
1.4K
Sujit Sarangi
Sujit Sarangi@SujitSarangi3·
କି ନେତା ମାନିବାକୁ ପଡିବ, ବିଧାନ ସଭା ଯିବାକୁ ବଳ ନାହିଁ କି ସମୟ ନାହିଁ ହେଲେ ଗଣେଷ ପୂଜା ପେଣ୍ଡାଲ ବୁଲିଲା ବେଳକୁ ବଳ ବୟସ ସବୁ ଏକାଠି ହେଇ ଯାଉଛି..କିନ୍ତୁ ମନେ ରଖିଥା ଆଉ ହଡା ଉଠିବ ନାହିଁ କି ନଡା ଖାଇବ ନାହିଁ।
OR
45
18
309
16.4K
Chitta Ranjan Raula
Chitta Ranjan Raula@ChittaRaula·
Respected sir @SMC_Sambalpur @CMO_Odisha @DmSambalpur we residents of goud pada, ward no 9 Hirakud, lodge a complain for street light which was not glowing since,30th June 2024 still not rectified, kindly look after this matter.
Chitta Ranjan Raula tweet media
English
0
0
1
82