CSC SPV BALASORE retweetledi

ପ୍ରିୟ VLEs,
Agristack ଅଧୀନରେ କୃଷକ ରେଜିଷ୍ଟ୍ରି ପୋର୍ଟାଲ ସକ୍ରିୟ!
ଏବେ ଆପଣମାନେ କୃଷକମାନଙ୍କୁ ରେଜିଷ୍ଟର କରିପାରିବେ। ପ୍ରତ୍ୟେକ ରେଜିଷ୍ଟ୍ରେସନ ପାଇଁ ₹15, ଏବଂ ସଫଳ ID ସୃଷ୍ଟି ପାଇଁ ₹6.50 CSC SPV ତରଫରୁ ମିଳିବ।
ଅଧିକ ଜାଣିବା:
▶ Video: youtu.be/c9XGUZQ6xGM
▶ Portal: odfr.agristack.gov.in/farmer-registr…

YouTube

OR

















































