Sabitlenmiş Tweet

ଧନ୍ୟବାଦ ଓଡ଼ିଶା 🙏
ଜନଗଣନା ୨୦୨୭ (ପ୍ରଥମ ପର୍ଯ୍ୟାୟ) ଗୃହତାଲିକା ଏବଂ ଗୃହଗଣନା ପ୍ରକ୍ରିୟା ସମସ୍ତଙ୍କ ସହଯୋଗରେ ସଫଳ ହୋଇଛି। ଆପଣଙ୍କ ଏହି ସହଯୋଗ ଦେଶର ବିକାଶ ପାଇଁ ନୀତି ନିର୍ଦ୍ଧାରଣ ସହ ଉତ୍ତମ ସେବା ପ୍ରଦାନ କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ।
#CensusOdisha
#Odisha
@IPR_Odisha
@rdmodisha
@CensusIndia2027

OR







































