
‘ଜନଗଣନା ୨୦୨୭’ - ଦେଶର ସବୁଠାରୁ ବଡ଼ ସର୍ବସାଧାରଣ ଅଂଶଗ୍ରହଣ ଅଭିଯାନ ଏପ୍ରିଲ(୨୦୨୬)ରୁ ଆରମ୍ଭ ହେବାକୁ ଯାଉଛି। ‘ବିକଶିତ ଭାରତ ୨୦୪୭’ ର ଭିତ୍ତିକୁ ମଜଭୁତ କରିବା ଦିଗରେ ଏହା ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇବ। @pccfodisha @RCCFBHPT @collectorbolangir

OR
DFO Bolangir
1.3K posts

@DFOBalangir
Official Twitter handle of DFO Bolangir.

































































