Collector & DM, Balangir

9.3K posts

Collector & DM, Balangir banner
Collector & DM, Balangir

Collector & DM, Balangir

@CollectorBgr

Office of the Collector & District Magistrate, Balangir, Odisha, Pin-767001

Balangir, India Katılım Mart 2018
120 Takip Edilen38.2K Takipçiler
Collector & DM, Balangir retweetledi
Sub-Collector & Sdm Balangir
Important! 🛑 The SDM, Balangir has imposed strict restrictions (BNSS 163) at the Lower Suktel Dam area due to rising water level. Unauthorized entry is prohibited for the general public for next 60 days. Refrain from visiting the LS dam area. @CollectorBgr @SRC_Odisha
Sub-Collector & Sdm Balangir tweet media
English
0
3
2
248
Collector & DM, Balangir
Collector & DM, Balangir@CollectorBgr·
ପୁଇଁତଳା ବ୍ଲକର ଛତାମଖନା ଗ୍ରାମପଞ୍ଚାୟତରେ ବଲାଙ୍ଗିର ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା (CMAY) ଅଧୀନରେ ଚାଉଳ ବଣ୍ଟନ କାର୍ଯ୍ୟର ସମୀକ୍ଷା କରିଥିଲେ ଏବଂ ହିତାଧିକାରୀମାନଙ୍କୁ ନିରବଚ୍ଛିନ୍ନ ଯୋଗାଣ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
Collector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet media
OR
0
0
12
2.8K
Collector & DM, Balangir
Collector & DM, Balangir@CollectorBgr·
ଜିଲ୍ଲାପାଳ, ବଲାଙ୍ଗିର ପୁଇଁତଳା ବ୍ଲକର ଲସ୍ତଲା ଗ୍ରାମ ଗସ୍ତ କରି ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ସମୀକ୍ଷା କରିଥିଲେ। ପ୍ରଭାବିତ ପରିବାରମାନଙ୍କ ସହ ଆଲୋଚନା କରି ତୁରନ୍ତ ସହାୟତା ଓ ରିଲିଫ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
Collector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet media
OR
1
1
14
1.9K
Collector & DM, Balangir
Collector & DM, Balangir@CollectorBgr·
OSWAN ପ୍ଲାଟଫର୍ମ ମାଧ୍ୟମରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, ଓଡିଶାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭିଡିଓ କନଫରେନ୍ସରେ ଜିଲ୍ଲାପାଳ, ବଲାଙ୍ଗିର ଯୋଗ ଦେଇଥିଲେ l
Collector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet media
OR
0
0
6
969
Collector & DM, Balangir
Collector & DM, Balangir@CollectorBgr·
ବିଶେଷ ସୂଚନା: ଆସନ୍ତା ତା:୨୭/୦୭/୨୦୨୬ ରିଖ ସୋମବାର ଦିନ ନିମ୍ନ ସୂଚୀ ଅନୁଯାୟୀ ଜିଲ୍ଲା ସ୍ତରୀୟ ଓ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ। @dept_ga
Collector & DM, Balangir tweet media
OR
5
3
25
33.2K
Collector & DM, Balangir retweetledi
Chief Electoral Officer, Odisha
📢 କେଉଁ ଫର୍ମ କେବେ ଦାଖଲ କରିବେ? ଚିଠା ଭୋଟର ତାଲିକାରେ ଆପଣଙ୍କ ଆବଶ୍ୟକତା ଅନୁଯାୟୀ ସଠିକ୍ ଫର୍ମ ବାଛନ୍ତୁ। 📝 Form 6 – ନୂତନ ଭୋଟର ପଞ୍ଜୀକରଣ ✅ ଚିଠା ଭୋଟର ତାଲିକାରେ ନାମ ନଥିଲେ ✅ ୦୧.୦୭.୨୦୨୬ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରିଥିଲେ ଏବଂ ନୂତନ ଭୋଟର ଭାବେ ନାମ ପଞ୍ଜୀକରଣ କରିବାକୁ ଚାହୁଁଥିଲେ 📌 Form 6 ସହିତ ଘୋଷଣା ଫର୍ମ ଦାଖଲ କରିବା ଅନିବାର୍ଯ୍ୟ। ✏️ Form 8 – ସଂଶୋଧନ / ସ୍ଥାନାନ୍ତରଣ ✅ ନାମ, ଠିକଣା, ଫଟୋ କିମ୍ବା ଅନ୍ୟାନ୍ୟ ବିବରଣୀରେ ସଂଶୋଧନ ପାଇଁ ✅ କେବଳ ଅନ୍ୟ ରାଜ୍ୟରୁ ବାସସ୍ଥାନ ସ୍ଥାନାନ୍ତରଣ କ୍ଷେତ୍ରରେ 📌 କେବଳ ଅନ୍ୟ ରାଜ୍ୟରୁ ସ୍ଥାନାନ୍ତରଣ କ୍ଷେତ୍ରରେ Form 8 ସହିତ ଘୋଷଣା ଫର୍ମ ଦାଖଲ କରିବା ଅନିବାର୍ଯ୍ୟ। 🗓️ ଦାବି ଓ ଆପତ୍ତି ଅବଧି: ୦୫.୦୭.୨୦୨୬ – ୦୪.୦୮.୨୦୨୬ 🌐 ଅଧିକ ସୂଚନା ପାଇଁ voters.eci.gov.in ପରିଦର୍ଶନ କରନ୍ତୁ। #SIR2026 #Form6 #Form8 #DeclarationForm #CEOOdisha #ECI
Chief Electoral Officer, Odisha tweet media
OR
5
19
46
6.4K
Collector & DM, Balangir retweetledi
Chief Electoral Officer, Odisha
📢 ଚିଠା ଭୋଟର ତାଲିକାରେ ନାମ ନାହିଁ ? ନୂତନ ଭୋଟର ଭାବେ ପଞ୍ଜୀକରଣ ପାଇଁ Form ୬ ଦାଖଲ କରନ୍ତୁ । ⚠️ Form ୬ ସହିତ ଘୋଷଣା ଫର୍ମ ଦାଖଲ କରିବା ଅନିବାର୍ଯ୍ୟ । ⚠️ ପରିଗଣନା ପର୍ଯ୍ୟାୟରେ, ଅନଲାଇନ୍ Form ୬ ଦାଖଲ କରିଥିଲେ ମଧ୍ୟ ଘୋଷଣା ଫର୍ମ ଦାଖଲ କରନ୍ତୁ । ଦାବି ଓ ଆପତ୍ତି ଅବଧି: ୦୫.୦୭.୨୦୨୬ – ୦୪.୦୮.୨୦୨୬ #SIR2026 #FORM6 #DeclarationForm #SIR #CEOOdisha
Chief Electoral Officer, Odisha tweet media
OR
2
20
34
6.8K
Collector & DM, Balangir
Collector & DM, Balangir@CollectorBgr·
୬୮-ବଲାଙ୍ଗିର ବିଧାନସଭା ନିର୍ବାଚନମଣ୍ଡଳୀର SIR-2026 ଅନ୍ତର୍ଗତ ଚାଲିଥିବା ଶୁଣାଣି ପ୍ରକ୍ରିୟାର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, ବଲାଙ୍ଗିର ସମୀକ୍ଷା କରିଥିଲେ ଏବଂ ଶୁଣାଣି ପ୍ରକ୍ରିୟାକୁ ସ୍ୱଚ୍ଛତା, ନିରପେକ୍ଷତା ଓ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସଫଳତାର ସହ ସମ୍ପନ୍ନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
Collector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet media
OR
0
2
17
3.2K
Collector & DM, Balangir
Collector & DM, Balangir@CollectorBgr·
SIR-2026 ଅନ୍ତର୍ଗତ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସ୍ଥାନରେ ସମ୍ପୃକ୍ତ AEROମାନଙ୍କ ଦ୍ୱାରା ଦାବି ଓ ଆପତ୍ତି ସମ୍ବନ୍ଧୀୟ ଶୁଣାଣି ପ୍ରକ୍ରିୟା ନିୟମାନୁଯାୟୀ ସୁଚାରୁ ଭାବେ ପରିଚାଳିତ ହେବା ସହ ସ୍ୱଚ୍ଛତା, ନିରପେକ୍ଷତା ଓ ସମୟବଦ୍ଧତାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି।
Collector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet media
OR
0
0
7
3.2K
Collector & DM, Balangir
Collector & DM, Balangir@CollectorBgr·
ଅଦ୍ୟ ତା : ୨୨।୦୭।୨୦୨୬ ରିଖରେ ଜିଲ୍ଲାପାଳ, ବଲାଙ୍ଗିରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟସ୍ଥିତ ଓଡ଼ିଶା ବ୍ଲଡ୍ ସେଣ୍ଟରର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବ୍ଲଡ୍ ସେଣ୍ଟରର ସେବାର ଗୁଣବତ୍ତା ବୃଦ୍ଧି, ରକ୍ତ ଉପଲବ୍ଧତା ଏବଂ ସୁଚାରୁ ପରିଚାଳନା ସମ୍ବନ୍ଧରେ ଜିଲ୍ଲାପାଳ ଆଲୋଚନା କରିଥିଲେ ।
Collector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet media
OR
0
0
16
6.5K
Collector & DM, Balangir
Collector & DM, Balangir@CollectorBgr·
ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ଏବଂ ପୌରାଞ୍ଚଳ ନିର୍ବାଚନ–୨୦୨୭ ପୂର୍ବ ପ୍ରସ୍ତୁତି ଅନ୍ତର୍ଗତ ଘରକୁ ଘର ସର୍ଭେ ଏବଂ ୨୦୨୨ ସାଧାରଣ ପୌରାଞ୍ଚଳ ନିର୍ବାଚନ ସମ୍ବନ୍ଧୀୟ ବକେୟା DC Bills/UCs ନିଷ୍ପତ୍ତି ସମ୍ପର୍କିତ ଭିଡିଓ କନ୍ଫରେନ୍ସ ବୈଠକରେ ଜିଲ୍ଲାପାଳ, ବଲାଙ୍ଗିର OSWAN ପ୍ଲାଟଫର୍ମ ମାଧ୍ୟମରେ ଯୋଗଦେଇଥିଲେ ।
Collector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet media
OR
2
0
22
10.1K
Collector & DM, Balangir
Collector & DM, Balangir@CollectorBgr·
ବଙ୍ଗୋମୁଣ୍ଡାର ଗଡ଼ିଆଜୋର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପରିଦର୍ଶନ ଅବସରରେ ଜିଲ୍ଲାପାଳ ପ୍ରକଳ୍ପର ଭିତ୍ତିଭୂମି, ଜଳ ସଂରକ୍ଷଣ କ୍ଷମତା ଏବଂ ସେଚନ ବ୍ୟବସ୍ଥାର ସମୀକ୍ଷା କରିଥିଲେ ।
Collector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet media
OR
0
0
17
1.7K
Collector & DM, Balangir
Collector & DM, Balangir@CollectorBgr·
ବଙ୍ଗୋମୁଣ୍ଡାର ପ୍ରସ୍ତାବିତ ବିଦ୍ୟାଳୟକୁ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ (GMAPV)’ ରେ ବିକଶିତ କରିବା ଲକ୍ଷ୍ୟରେ ଜିଲ୍ଲାପାଳ ସ୍ଥଳ ପରିଦର୍ଶନ କରି ଆବଶ୍ୟକ ଭିତ୍ତିଭୂମି, ବିକାଶ କାର୍ଯ୍ୟ ଏବଂ ପରବର୍ତ୍ତୀ କାର୍ଯ୍ୟଯୋଜନାର ସମୀକ୍ଷା କରିଥିଲେ।
Collector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet media
OR
0
0
24
2.4K
Collector & DM, Balangir
Collector & DM, Balangir@CollectorBgr·
ଜିଲ୍ଲାପାଳ, ବଲାଙ୍ଗିର ସିନ୍ଧେକେଲା ଠାରେ ନବନିର୍ମିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC) ପରିଦର୍ଶନ କରି ନିର୍ମାଣ କାର୍ଯ୍ୟର ଗୁଣବତ୍ତା, ଉପଲବ୍ଧ ଚିକିତ୍ସା ଭିତ୍ତିଭୂମି ଏବଂ ଭବିଷ୍ୟତ ସେବା ପ୍ରଦାନ ବ୍ୟବସ୍ଥାର ସମୀକ୍ଷା କରିଥିଲେ ଏବଂ ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରିଥିଲେ l
Collector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet media
OR
4
0
38
5.8K
Collector & DM, Balangir
Collector & DM, Balangir@CollectorBgr·
ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଦକ୍ଷ ପ୍ରଜାପତି ଟେରାକୋଟା ସ୍ୱୟଂ ସହାୟକ ଗୋଷ୍ଠି ପରିଦର୍ଶନ କରି ଜିଲ୍ଲାପାଳ, ବଲାଙ୍ଗିର ସେଠାର କାର୍ଯ୍ୟକାରିତା ସମ୍ପର୍କରେ ପଚାରି ବୁଝିଥିଲେ l
Collector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet media
OR
0
1
10
1.8K
Collector & DM, Balangir
Collector & DM, Balangir@CollectorBgr·
@dept_ga @IPR_Odisha @CMO_Odisha ଏଠାରେ ଜିଲ୍ଲାପାଳ ବିଭିନ୍ନ ଅଭିଯୋଗ/ସମସ୍ୟା ଗୁଡିକର ଶୁଣାଣି କରିବା ସହିତ ସେଗୁଡିକର ତୁରନ୍ତ ସମାଧାନ କରିବା ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। (୨/୨)
OR
0
0
3
215
Collector & DM, Balangir
Collector & DM, Balangir@CollectorBgr·
ଅଦ୍ୟ ତା : ୨୦/୦୭/୨୦୨୬ ରିଖରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ, ବଙ୍ଗୋମୁଣ୍ଡା ଠାରେ ଜିଲ୍ଲାପାଳ, ବଲାଙ୍ଗିର ଓ ଆରକ୍ଷୀ ଅଧୀକ୍ଷକ, ବଲାଙ୍ଗିରଙ୍କ ର ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା।(୧/୨) @dept_ga
Collector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet media
OR
2
0
13
2.2K
Collector & DM, Balangir
Collector & DM, Balangir@CollectorBgr·
ବିଶେଷ ସୂଚନା: ଆସନ୍ତା ତା:୨୦/୦୭/୨୦୨୬ ରିଖ ସୋମବାର ଦିନ ନିମ୍ନ ସୂଚୀ ଅନୁଯାୟୀ ଜିଲ୍ଲା ସ୍ତରୀୟ ଓ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ। @dept_ga
Collector & DM, Balangir tweet media
OR
3
1
26
40.9K
Collector & DM, Balangir
Collector & DM, Balangir@CollectorBgr·
ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବିଭାଗମାନଙ୍କର ଜିଲ୍ଲା ସ୍ତରରେ ପଡ଼ି ରହିଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ହୋଇଥିବା ବୈଠକରେ ଜିଲ୍ଲାପାଳ, ବଲାଙ୍ଗିର OSWAN ପ୍ଲାଟଫର୍ମ ମାଧ୍ୟମରେ ଯୋଗ ଦେଇଥିଲେ
Collector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet media
OR
0
0
14
7.2K
Collector & DM, Balangir retweetledi
Chief Electoral Officer, Odisha
ଆପଣ ଚିଠା ଭୋଟର ତାଲିକାରେ ନିଜ ନାମ ଯାଞ୍ଚ କରିଛନ୍ତି କି? ଏବେ ଚିଠା ଭୋଟର ତାଲିକାରେ ନିଜ ନାମ ଯାଞ୍ଚ କରିବା ବହୁତ ସହଜ। 🌐 **ceoodisha.nic.in** ୱେବସାଇଟ୍‌କୁ ପରିଦର୍ଶନ କରନ୍ତୁ। 🔍 **"Search Your Name in 2026"** ବିକଳ୍ପକୁ ଚୟନ କରି ନିମ୍ନଲିଖିତ ଯେକୌଣସି ମାଧ୍ୟମରେ ନିଜ ନାମ ଖୋଜନ୍ତୁ: ✔️ EPIC ନମ୍ବର ✔️ ବ୍ୟକ୍ତିଗତ ବିବରଣୀ (Personal Details) ✔️ ମୋବାଇଲ୍ ନମ୍ବର 🗳️ ଚିଠା ଭୋଟର ତାଲିକାରେ ନିଜ ନାମ ନିଶ୍ଚିତ କରନ୍ତୁ। କୌଣସି ତ୍ରୁଟି କିମ୍ବା ଅସଙ୍ଗତି ଥିଲେ, ନିର୍ଦ୍ଧାରିତ ସମୟ ମଧ୍ୟରେ ଦାବି ଓ ଆପତ୍ତି ଦାଖଲ କରନ୍ତୁ। 📅 **ଦାବି ଓ ଆପତ୍ତି ଅବଧି:** *୦୫.୦୭.୨୦୨୬ – ୦୪.୦୮.୨୦୨୬* @ECISVEEP @PIB_India @IPR_Odisha @DDNational @dd_odia @MyGovOdia #ECI #CEOOdisha #SIR2026 #DraftElectoralRoll #VoterList #SearchYourName
OR
11
20
25
4.3K