District Magistrate Subarnapur

2.5K posts

District Magistrate Subarnapur banner
District Magistrate Subarnapur

District Magistrate Subarnapur

@DM_Subarnapur

Subarnapur, Odisha Katılım Haziran 2017
120 Takip Edilen13.1K Takipçiler
District Magistrate Subarnapur
ଆସନ୍ତା ତା.୨୫.୦୫.୨୦୨୬ ରିଖ ଦିନ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଡୁଙ୍ଗୁରିପାଲି ପଞ୍ଚାୟତ ସମିତି ଅନ୍ତର୍ଗତ ଚେରୁପାଲି ଗ୍ରାମ ପଞ୍ଚାୟତ ଅଫିସ ଠାରେ ଅନୁଷ୍ଠିତ ହେବ । @CMO_Odisha @IPR_Odisha
District Magistrate Subarnapur tweet mediaDistrict Magistrate Subarnapur tweet media
OR
1
0
10
706
District Magistrate Subarnapur
ଉଲୁଣ୍ଡା ବ୍ଲକର ବ୍ରାହ୍ମଣୀପାଲି ଏବଂ ବିନିକା ବ୍ଲକର ଆଖିଦାଦର ଗ୍ରାମରେ ସ୍ୱାସ୍ଥ୍ୟ ଓ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯାଇଥିଲା ଓ ବୃକ୍ଷ ରୋପଣ ମଧ୍ୟ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆସନ୍ତା ମେ ୨୧ ତାରିଖରେ ଆୟୋଜିତ ହେବାକୁ ଥିବା ବିଶାଳ ସ୍ୱାସ୍ଥ୍ୟ ଶିବିର ସମ୍ପର୍କରେ ମଧ୍ୟ ସୂଚନା ପ୍ରଦାନ କରାଯାଇଥିଲା।
OR
0
0
0
92
District Magistrate Subarnapur
ଆଜି ସୁବର୍ଣ୍ଣପୁର ଜିଲ୍ଲାର ୩ଟି ଅନୁସୂଚିତ ଜନଜାତି ଗ୍ରାମରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଗ୍ରାମଗୁଡ଼ିକର ସର୍ବାଙ୍ଗୀଣ ଉନ୍ନତି ପାଇଁ ବିଭିନ୍ନ ବିଭାଗର ଅଧିକାରୀମାନେ ସମ୍ପୃକ୍ତ ବିଭାଗର ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇଥିଲେ। ବୀରମହାରାଜପୁର ବ୍ଲକର କୁଞ୍ଜାପାଲି,
OR
1
0
0
95
District Magistrate Subarnapur
@CMO_Odisha @IPR_Odisha @stscdev ତା. ୧୯.୦୫.୨୦୨୬ ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଓ ଓଡିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ‘ଜନଜାତୀୟ ଗରିମା ଉତ୍ସବ-୨୦୨୬, ଜନ ଭାଗିଦାରୀ-ସବୁଠୁ ଦୂର- ସର୍ବପ୍ରଥମେ ଅଭିଯାନ' ର ଦ୍ୱିତୀୟ ଦିନରେ
District Magistrate Subarnapur tweet mediaDistrict Magistrate Subarnapur tweet mediaDistrict Magistrate Subarnapur tweet media
OR
1
1
2
132
District Magistrate Subarnapur
ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଓ ସମସ୍ୟା ଶୁଣିଥିଲେ। ଅନ୍ୟାନ୍ୟ ସମସ୍ତ ଦରଖାସ୍ତଗୁଡିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ନିକଟକୁ ପ୍ରେରଣ କରାଯାଇଛି।
OR
0
0
0
44
District Magistrate Subarnapur
@CMO_Odisha @IPR_Odisha ତା ୧୮.୦୫.୨୦୨୬ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଯୁଗ୍ମ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବହଲପଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଓ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ଶ୍ରୀ ନାରାୟଣ ନାଏକ
District Magistrate Subarnapur tweet mediaDistrict Magistrate Subarnapur tweet mediaDistrict Magistrate Subarnapur tweet media
OR
1
1
4
148
District Magistrate Subarnapur
ଆସନ୍ତା ୨୫.୦୫.୨୦୨୬ ପର୍ଯ୍ୟନ୍ତ ଉତ୍ସବ ପାଳନ କରାଯିବ। ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଏହି ତିନୋଟି ଗ୍ରାମରେ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ପାଇଁ ନିର୍ଦେଶ ଦିଆଯାଇଛି।
OR
0
0
0
54
District Magistrate Subarnapur
ସବସେ ପେହଲେ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ଏହି ଉତ୍ସବ ମାଧ୍ୟମରେ ସୁବର୍ଣ୍ଣପୁର ଜିଲ୍ଲାର ୩ଟି ଅନୁସୂଚିତ ଜନଜାତି ଗ୍ରାମର ସାମଗ୍ରିକ ବିକାଶ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ। ବୀରମହାରାଜପୁରର କୁଞ୍ଜାପାଲି, ବିନିକା ବ୍ଲକର ଆଖିଦାଦର ଏବଂ ଉଲୁଣ୍ଡା ବ୍ଲକର ବ୍ରାହ୍ମଣୀପାଲି ଗ୍ରାମକୁ ଏହି ଉତ୍ସବ ପାଇଁ ଚୟନ କରାଯାଇଛି।
OR
1
0
0
92
District Magistrate Subarnapur
@CMO_Odisha @IPR_Odisha @stscdev ତା.୧୮.୦୫.୨୦୨୬: ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲା ମଙ୍ଗଳ ବିଭାଗ ଦ୍ୱାରା ଜନ ଜାତୀୟ ଗାରିମା ଉତ୍ସବ-୨୦୨୬ର ଶୁଭାରମ୍ଭ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ ପ୍ରଥମ ଦିନରେ ‘ଜନ ଭାଗିଦାରୀ, ସବସେ ଦୂର,
District Magistrate Subarnapur tweet mediaDistrict Magistrate Subarnapur tweet mediaDistrict Magistrate Subarnapur tweet mediaDistrict Magistrate Subarnapur tweet media
OR
2
0
2
137
District Magistrate Subarnapur
District Magistrate Subarnapur@DM_Subarnapur·
ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ନାରାୟଣ ନାଏକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତଥା ଭାରପ୍ରାପ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ ଯୋଗ ଦେଇଥିଲେ।
OR
0
0
1
74
District Magistrate Subarnapur
District Magistrate Subarnapur@DM_Subarnapur·
ସମସ୍ତ ସଭ୍ୟ ଓ ସଭ୍ୟା ପ୍ରତିନିଧି କର୍ମଚାରୀ ବୃନ୍ଦ, ସମାଜ କଲ୍ୟାଣ ବିଭାଗ ଅଙ୍ଗନବାଡ଼ି କର୍ମୀ, ପରିଦର୍ଷିକା ଓ ମିଶନ ଶକ୍ତି ବିଭାଗର କର୍ମଚାରୀ ଯଥା ଏମ.ବି.କେ ଓ ସି. ଆର୍.ପି ମାନଙ୍କ ସମେତ ଅନ୍ୟ ବିଭାଗ କର୍ମଚାରୀ ପାଇଁ ରେସିଡେନସିଆଲ ତାଲିମ ଦେବାରେ ଉପଯୋଗୀ ହେବ।ଏହି ଅବସରରେ ଆୟୋଜିତ ସଭାରେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ,
OR
1
0
1
81
District Magistrate Subarnapur
District Magistrate Subarnapur@DM_Subarnapur·
@CMO_Odisha @IPR_Odisha @PRDeptOdisha ତା.୧୩.୦୫.୨୦୨୬ ରିଖ ସୁବର୍ଣ୍ଣପୁର ଜିଲ୍ଲାର ରାମେଶ୍ୱର ଷ୍ଟାଡିଅମ ପାଖରେ ଥିବା ନୂତନ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରର ଶୁଭ ଉଦଘାଟନ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ କରିଛନ୍ତି। ଏହି ଜିଲ୍ଲା ପଞ୍ଚାୟତ କେନ୍ଦ୍ରରେ ପଞ୍ଚାୟତି ରାଜ ଅନୁଷ୍ଠାନ ମାନଙ୍କର
District Magistrate Subarnapur tweet mediaDistrict Magistrate Subarnapur tweet mediaDistrict Magistrate Subarnapur tweet media
OR
1
0
2
197
District Magistrate Subarnapur
District Magistrate Subarnapur@DM_Subarnapur·
ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଆର ବ୍ୟବହାର କରାଯାଇପାରିବ ଏବଂ ଓଡ଼ିଆ ଭାଷାର ବ୍ୟବହାରରେ ଆମ ଜିଲ୍ଲା ରାଜ୍ୟରେ ପ୍ରତିନିଧିତ୍ୱ କରିବ ବୋଲି ଜିଲ୍ଲାପାଳ ଆଶା ପ୍ରକାଶ କରିଛନ୍ତି। ଶିବିରରେ ଓଡ଼ିଆ ଭାଷାରେ କାମ କରିବା ପ୍ରତି ଆଗ୍ରହ ସୃଷ୍ଟି କରିବା ସହ ସଚେତନତା ବୃଦ୍ଧି ପାଇଁ ପ୍ରଶିକ୍ଷଣ ଦିଆଯାଇଥିଲା।
OR
0
0
0
60
District Magistrate Subarnapur
District Magistrate Subarnapur@DM_Subarnapur·
ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀମତୀ ଅଞ୍ଜଳୀନା ପ୍ରଧାନଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ପ୍ରଶିକ୍ଷଣ ଗ୍ରହଣ କରିଥିଲେ।ଏହି ଅବସରରେ ଜିଲ୍ଲାପାଳ ଡ଼. ସାହୁ କହିଥିଲେ ଯେ ଓଡ଼ିଆ ଭାଷାର ଆନ୍ଦୋଳନକାରୀମାନଙ୍କ ବହୁ ଦିନର ଦାବି ପୂରଣ ହେବାକୁ ଯାଉଛି । ଓଡ଼ିଆ ଭାଷାରେ ଆମେ ଅନେକ କାମ କରିପାରିବା।
OR
1
0
0
93
District Magistrate Subarnapur
District Magistrate Subarnapur@DM_Subarnapur·
@CMO_Odisha @IPR_Odisha @Culturedeptt ତା.୧୨.୦୫.୨୦୨୬ ରିଖ ଦିନ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ସମ୍ପାଦନ କରିବା ନିମନ୍ତେ ଏକ ପ୍ରୟୋଗାତ୍ମକ ପ୍ରଶିକ୍ଷଣ ଶିବିର ଜିଲ୍ଲାପାଳ, ସୁବର୍ଣ୍ଣପୁର ଡ଼. ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା।
District Magistrate Subarnapur tweet mediaDistrict Magistrate Subarnapur tweet mediaDistrict Magistrate Subarnapur tweet mediaDistrict Magistrate Subarnapur tweet media
OR
1
0
10
237
District Magistrate Subarnapur
District Magistrate Subarnapur@DM_Subarnapur·
ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଓ ସମସ୍ୟା ଶୁଣିଥିଲେ।ସମସ୍ତ ଦରଖାସ୍ତଗୁଡିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
OR
0
0
0
43
District Magistrate Subarnapur
District Magistrate Subarnapur@DM_Subarnapur·
@CMO_Odisha @IPR_Odisha ତା ୧୧.୦୫.୨୦୨୬ ରିଖ ସୁବର୍ଣ୍ଣପୁର ଜିଲ୍ଲାର ବିନକା ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ମହଦା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତାପ କୁମାର ରଣା ଯୋଗଦେଇ
District Magistrate Subarnapur tweet mediaDistrict Magistrate Subarnapur tweet mediaDistrict Magistrate Subarnapur tweet mediaDistrict Magistrate Subarnapur tweet media
OR
1
0
4
135
District Magistrate Subarnapur
District Magistrate Subarnapur@DM_Subarnapur·
ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଓ ସମସ୍ୟା ଶୁଣିଥିଲେ।ସମସ୍ତ ଦରଖାସ୍ତଗୁଡିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
OR
0
0
0
38
District Magistrate Subarnapur
District Magistrate Subarnapur@DM_Subarnapur·
ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ,ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଉଷାରାଣୀ ଦାସ,ଡାକ୍ତର ମାନସ ଦାସ,ଡ଼. ରମେଶ ଚନ୍ଦ୍ର ସ୍ୱାଇଁ ଓ ଡ଼.ଦୁର୍ଗାଦତ୍ତ ଦାସ ଯୋଗ ଦେଇଥିଲେ।ଶିବିରକୁ ଜିଲ୍ଲା ରେଡ୍ କ୍ରସ ସୋସାଇଟୀ ଓ ରକ୍ତ ଭଣ୍ଡାରର ମିଳିତ ଆନୁକୂଲ୍ୟରେ ଆୟୋଜନ କରାଯାଇଥିଲା।
OR
0
0
0
57
District Magistrate Subarnapur
District Magistrate Subarnapur@DM_Subarnapur·
@CMO_Odisha @IPR_Odisha @HFWOdisha ତା.୦୮.୫.୨୦୨୬ ରିଖ ସୁବର୍ଣ୍ଣପୁର ଜିଲ୍ଲା ରେଡ୍ କ୍ରସ ସୋସାଇଟୀ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ ରେଡ୍ କ୍ରସ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ଏକ ସଭା ଏବଂ ଏହା ପରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଯୋଗ ଦେଇଥିଲେ।
District Magistrate Subarnapur tweet mediaDistrict Magistrate Subarnapur tweet mediaDistrict Magistrate Subarnapur tweet mediaDistrict Magistrate Subarnapur tweet media
OR
1
0
4
148