
ବନ୍ତ ମିଶନ ଶକ୍ତି ଗୃହରେ ଭଦ୍ରକ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକଦ୍ରବ୍ୟ ବିରୋଧରେ ଆଜି ସ୍ଵଂୟ ସହାୟକ ମହିଳାମାନଙ୍କୁ ନେଇ ଏକ ସଚେତନତା ଅଭିଯାନ “ଆମ ସଂକଳ୍ପ ନିଶା ନୁହେଁ, ଜୀବନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି
#AmaSankalpa
#SayNoToDrugs
#SayNoToIllicitLiquor
#YesToLife



OR



























