GenZ India For You

28 posts

GenZ India For You banner
GenZ India For You

GenZ India For You

@GenZIndia4you

Where GenZ India finds its voice

Katılım Aralık 2022
0 Takip Edilen5 Takipçiler
GenZ India For You
GenZ India For You@GenZIndia4you·
Mohan Charan Majhi@MohanMOdisha

ଓଡ଼ିଶା ପୋଲିସ ହାସଲ କରିଥିବା ମର୍ଯ୍ୟାଦାଜନକ 'ରାଷ୍ଟ୍ରପତିଙ୍କ ପୋଲିସ କଲର୍ସ ଆୱାର୍ଡ଼' (President's Colour Award) ଆମ ରାଜ୍ୟ ପାଇଁ ଏକ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ। ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ଗୃହ ମନ୍ତ୍ରୀ ଭାବେ, ଆମ ପୋଲିସ ବାହିନୀର ଏହି ଅସାଧାରଣ ସଫଳତା ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ। ଏହି ସମ୍ମାନ ଓଡ଼ିଶା ପୋଲିସର ସାହସିକତା, ଉତ୍ସର୍ଗୀକୃତ ଜନସେବା ଏବଂ ଅପରିସୀମ ନିଷ୍ଠାର ଏକ ଶ୍ରେଷ୍ଠ ପ୍ରତିଫଳନ। ଦେଶର ଅଗ୍ରଣୀ ପୋଲିସ ବାହିନୀ ଗୁଡିକ ମଧ୍ୟରେ ଓଡ଼ିଶା ପୋଲିସ ଏହି ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବା ଆମ ସମସ୍ତଙ୍କ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ। ଏହି ଅବସରରେ, ଓଡ଼ିଶା ପୋଲିସର ସେବା ଓ ବୀରତ୍ୱକୁ ଏହି ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିଥିବାରୁ ମୁଁ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛି। ଆମ ରାଜ୍ୟରେ ଶାନ୍ତି-ଶୃଙ୍ଖଳା ରକ୍ଷା କରିବା ସହ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ନିରନ୍ତର କାର୍ଯ୍ୟ କରୁଥିବା ପ୍ରତିଟି ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ମୁଁ ଅଭିନନ୍ଦନ ଓ ସାଧୁବାଦ ଜଣାଉଛି। ଏହି ଗୌରବମୟ ସଫଳତା ଆମ ପୋଲିସ ବାହିନୀର ମନୋବଳକୁ ଆହୁରି ଦୃଢ଼ କରିବା ସହ ଏକ ସୁରକ୍ଷିତ ଓ 'ସମୃଦ୍ଧ ଓଡ଼ିଶା' ଗଠନ ଦିଗରେ ଆମ ସଂକଳ୍ପକୁ ଆହୁରି ଶକ୍ତିଶାଳୀ କରିବ। @rashtrapatibhvn @HMOIndia @odisha_police

English
0
0
1
3
GenZ India For You
GenZ India For You@GenZIndia4you·
The odisha government has spent ₹1.6 crore rupees on expenses related to appointing Madhuri Dixit as the Brand ambassador of odisha's handloom proudcts. So as per their calculation one photo equal to 40 lakhs ? @BJP4Odisha #BJPFailedInOdisha
Madhuri Dixit Nene@MadhuriDixit

The rich weaving traditions of Odisha—timeless, intricate, full of soul ✨ Not just fabrics, but stories woven with love and patience Honoured to represent this beautiful legacy 🤍

English
0
1
1
151
GenZ India For You
GenZ India For You@GenZIndia4you·
@charliie4Bharat Lol, are you from facebook university? Do you have any appropriate prove on it? Ohh i am really sorry dear. You are gobar bhakta.
English
1
0
0
10
ଡ଼ଃ ସସ୍ମିତ ପାତ୍ର I Dr. Sasmit Patra
ସଂଖ୍ୟାଗରିଷ୍ଠ ଥାଇ ପୁଣି କେନ୍ଦ୍ରରେ ନିଜ ସରକାର ଥାଇ, ଗୋଟିଏ ମହତ୍ୱକାଂକ୍ଷୀ ମେଟ୍ରୋ ଯୋଜନାକୁ ରୂପରେଖ ଦେଇପାରୁନାହଁ!!! ୨୦୧୯ରେ ବିଜେପି ପ୍ରତିଶ୍ରୁତି ଦେଇଥିଲା, କଟକ-ଭୁବନେଶ୍ୱର-ଚୌଦ୍ୱାରକୁ ମିଶାଇ ମେଟ୍ରୋ ରେଳର ବ୍ୟବସ୍ଥା କରାଯିବ... ୨୦୧୯ରେ ଯାହା ଆବଶ୍ୟକତା ଥିଲା, ୨୦୨୬ ବେଳକୁ କିଭଳି ଅଦରକାରୀ ହୋଇଗଲା? ପୂର୍ବ ସରକାରର ତ୍ରୁଟି ଦେଖାଇ ନୂତନ ପ୍ରକଳ୍ପ ଆରମ୍ଭ ନ କରିବା ହେଉଛି ମେଟ୍ରୋ ପ୍ରକଳ୍ପ ନ କରିବା ପାଇଁ ବିଜେପିର ଏକ ବାହାନା ମାତ୍ର ।
ଡ଼ଃ ସସ୍ମିତ ପାତ୍ର I Dr. Sasmit Patra tweet mediaଡ଼ଃ ସସ୍ମିତ ପାତ୍ର I Dr. Sasmit Patra tweet media
OR
5
27
157
3.4K
BJP Odisha
BJP Odisha@BJP4Odisha·
ଭାରତୀୟ ଜନତା ପାର୍ଟିର ୪୭ତମ ସ୍ଥାପନା ଦିବସ ଅବସରରେ ମାନନୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନିତିନ ନବୀନ ଦଳୀୟ ପତାକା ଉତ୍ତୋଳନ କରିବା ସହ ପ୍ରଣାମ କରିଛନ୍ତି। #47YearsOfNationFirst
BJP Odisha tweet mediaBJP Odisha tweet media
OR
2
2
25
283
Nityananda Gond
Nityananda Gond@NityanandaBJP·
ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ନବରଙ୍ଗପୁର ଜିଲ୍ଲା ନିମନ୍ତେ ଅଧ୍ୟକ୍ଷ ଭାବେ ବାସନ୍ତୀ ମାଝୀଙ୍କୁ ଦାୟିତ୍ୱ ମିଳିଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ଅଭିନନ୍ଦନ ଜଣାଇଛି।
Nityananda Gond tweet mediaNityananda Gond tweet media
OR
3
2
17
276
BJP Odisha
BJP Odisha@BJP4Odisha·
କ୍ଷୁଧାମୁକ୍ତ ଓଡ଼ିଶା ପାଇଁ ଲୋକଙ୍କ ସରକାରଙ୍କ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ । ହିତାଧିକାରୀଙ୍କୁ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ ଅଧିନରେ ମିଳିବ ଅଧିକ ୫ କିଲୋ ଚାଉଳ । ଲୋକଙ୍କ କଲ୍ୟାଣରେ ଲୋକଙ୍କ ସରକାର ।
BJP Odisha tweet media
OR
2
0
2
214
BJP Odisha
BJP Odisha@BJP4Odisha·
ବର୍ଷ ବର୍ଷର କଠିନ ପରିଶ୍ରମ, ଲକ୍ଷ ଲକ୍ଷ କାର୍ଯ୍ୟକର୍ତ୍ତାଙ୍କ ଅକ୍ଲାନ୍ତ ପ୍ରୟାସ ଏବଂ ୧.୪ କୋଟି ଦେଶବାସୀଙ୍କ ବିଶ୍ୱାସ ଯୋଗୁ ଭାରତୀୟ ଜନତା ପାର୍ଟି ଆଜି ବିଶ୍ୱର ସର୍ବବୃହତ ରାଜନୈତିକ ଦଳ ହୋଇପାରିଛି। ଆଜି, ପ୍ରତ୍ୟେକ ବିଜେପି କର୍ମୀ "ବିକଶିତ ଭାରତ"ର ସଂକଳ୍ପକୁ ସାକାର କରିବା ପାଇଁ ପୂର୍ଣ୍ଣ ଶକ୍ତି ଏବଂ ସମର୍ପଣ ସହ ଆଗକୁ ବଢ଼ୁଛନ୍ତି। ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ! 🇮🇳 #47YearsOfNationFirst
OR
3
0
2
146
BJP Odisha
BJP Odisha@BJP4Odisha·
ଭାରତୀୟ ଜନତା ପାର୍ଟିର ୪୭ତମ ପ୍ରତିଷ୍ଠା ଦିବସ ଅବସରରେ ସମସ୍ତ ବିଜେପି କର୍ମୀ ଏବଂ ସମର୍ଥକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଆମେ ଆଜି କେବଳ ଏକ ସଂଗଠନର ପ୍ରତିଷ୍ଠା ଦିବସ ପାଳନ କରୁନାହୁଁ, ବରଂ ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପ୍ରଖର ଜାତୀୟତାବାଦ, ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କ ଅନ୍ତ୍ୟୋଦୟ ଦର୍ଶନ ଏବଂ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସୁଶାସନ ରାଜନୀତିର ବିଚାରଧାରାକୁ ମଧ୍ୟ ସମ୍ମାନ ଜଣାଉଛୁ। -ମାନନୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନିତିନ ନବୀନ #47YearsOfNationFirst
OR
2
3
3
169