Happy Bargarh Official

2.5K posts

Happy Bargarh Official banner
Happy Bargarh Official

Happy Bargarh Official

@Happy_Bargarh

Bargarh's Largest Non-Political Social Media Network On Twitter • Rating Point 5/5* ( Considered as Odisha’s Top Rated Page )

Bargarh, India Katılım Temmuz 2020
24 Takip Edilen3K Takipçiler
Happy Bargarh Official retweetledi
Collector & DM, Bargarh
ଓଡ଼ିଶା ମାଇନିଂ କର୍ପୋରେସନର ପରିଚାଳନା ନିର୍ଦ୍ଦେଶକ, ଇସ୍ପାତ ଓ ଖଣି ବିଭାଗ ତଥା ଜିଲ୍ଲା ନୋଡାଲ ଅଧିକାରୀ ଶ୍ରୀ ସୁଧାଂଶୁ ମୋହନ ସାମଲ ଦୁଇ ଦିନିଆ ବରଗଡ ଜିଲ୍ଲା ଗସ୍ତରେ ଆସି ପ୍ରଥମ ଦିବସରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଓ ଶିକ୍ଷାନୁଷ୍ଠାନ ପରିଭ୍ରମଣ କରିବା ସହ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ କାର୍ଯ୍ୟ ସମୀକ୍ଷା କରିଛନ୍ତି ।
Collector & DM, Bargarh tweet media
OR
0
1
5
198
Happy Bargarh Official retweetledi
Bargarh Municipality
Bargarh Municipality@BargarhMunicip1·
"ସମର୍ପଣ" ସ୍ଵଚ୍ଛତା ଅଭିଯାନ ସଭେଁ ଆସୁନ୍ ଏକ୍ ହେମା- ସହରକେ ଆମର୍ ସଫା ରଖମା #ସମର୍ପଣ_ଆମର_ବରଗଡ଼_ହେଉ_ସଫା_ସୁନ୍ଦର୍ #SwachhSurvekshan
OR
1
1
4
131
Happy Bargarh Official retweetledi
Bargarh Municipality
Bargarh Municipality@BargarhMunicip1·
ବିଶ୍ୱ ଜଳ ଦିବସ ଅବସରରେ ବରଗଡ଼ ପୌରପରିଷଦ ଦ୍ୱାରା "ସମର୍ପଣ"ନାମକ ଏକ ସାମୁହିକ ସଫେଇ ଅଭିଯାନ ଆରମ୍ଭ କରାଯାଇଛି। ସମସ୍ତେ ଏକତ୍ରିତ ହୋଇ ନିଷ୍ଠା ଏବଂ ଉତ୍ସର୍ଗୀକୃତ ଭାବନା ସହିତ ବରଗଡ଼ ସହରକୁ ସ୍ୱଚ୍ଛ ରଖିବା ସହ ସୁସ୍ଥ ପରିବେଶର ସଂରକ୍ଷଣ କରିବାକୁ ଅନୁରୋଧ। #ସମର୍ପଣ_ଆମର_ବରଗଡ଼_ହେଉ_ସଫା_ସୁନ୍ଦର୍ #SwachhSurvekshan
Bargarh Municipality tweet media
OR
0
2
4
144
Happy Bargarh Official
Happy Bargarh Official@Happy_Bargarh·
ବଡ଼ ଖବର : ପଶ୍ଚିମ ଓଡ଼ିଶା ତଥା ଟିଟିଲାଗଡ଼-ବରଗଡ଼-ସମ୍ବଲପୁର-ରାଉରକେଲା ମାର୍ଗରେ ଚଳାଚଳ କରିବ ପୋଡାନୁର(Coimbatore) - ଧନବାଦ - ପୋଡାନୁର ଅମ୍ରିତ ଭାରତ ଏକ୍ସପ୍ରେସ୍ । @OdishaRail @DRMSambalpur @JharkhandRail
Happy Bargarh Official tweet media
OR
1
4
17
691
India Plus
India Plus@india_plus_·
Can you guess this place Hint: a riverfront
India Plus tweet media
English
17
8
294
14K
Happy Bargarh Official
Happy Bargarh Official@Happy_Bargarh·
ବାରଣାସୀ - ଅମ୍ବିକାପୁର - ରାୟଗଡ଼ - ବରଗଡ଼ ନୂତନ ରେଳ ଲାଇନ୍ ନିର୍ମାଣ ହେଲେ ଦିଲ୍ଲୀ - ବିଶାଖାପାଟଣା - ଚେନ୍ନାଇ ମଧ୍ୟରେ ଏକ ସିଧାସଳଖ ରେଳପଥ ହୋଇପାରିବ। ଏ ବିଷୟରେ ଆପଣଙ୍କ ମତ କ’ଣ ରହିଛି ? ସବୁ ସ୍ତରରେ ଏ ନେଇ ଦାବୀ ଉଠିବା କଥା କି ? #VaranasiAmbikapurRaigarhBargarh #Railwayline
Happy Bargarh Official tweet media
OR
1
0
2
189
Happy Bargarh Official retweetledi
କୃଷି ବିଭାଗ, ଓଡ଼ିଶା
ଏଗ୍ରୀ ଷ୍ଟାକ୍ ପୋର୍ଟାଲରେ କୃଷକ ପଞ୍ଜୀକରଣ ପାଇଁ ଜରୁରୀ ସୂଚନା
OR
0
16
73
2.9K
Happy Bargarh Official
Happy Bargarh Official@Happy_Bargarh·
ବରଗଡ଼ ରେ ଟଏ ଟ୍ରେନ୍ ଚଳେଇବା ପାଇଁ ପ୍ରସ୍ତାବ।ଭଟଲି ବିଧାୟକ, ଉପମୁଖ୍ୟମନ୍ତ୍ରୀ ଙ୍କୁ ଏକ ଦାବୀ‌ପତ୍ର ପ୍ରଦାନ କରିଛନ୍ତି। ଏଥିରେ ଜିଲ୍ଲାର ଅମ୍ବାଭୋନା ଓ ଭଟଲି ମଧ୍ୟରେ ପୂର୍ବରୁ ACC କମ୍ପାନୀ ବ୍ୟବହାର କରୁଥିବା ପୁରୁଣା ରେଳ ଟ୍ରାକ୍‌ରେ “ଟଏ ଟ୍ରେନ” ଚଳାଇବାର ଦାବି କରାଯାଇଛି। @OdishaRail
Happy Bargarh Official tweet media
OR
0
2
16
694
Happy Bargarh Official retweetledi
@rto_bargarh
@rto_bargarh@RTOBARGARH1·
Road Safety Awareness Program was conducted on behalf of National Road Safety Month-2026 at Gandhi Chowk,Bargarh on dt.29.01.2026. @STAOdisha @DMBargarh @bargarhpolice
@rto_bargarh tweet media@rto_bargarh tweet media@rto_bargarh tweet media@rto_bargarh tweet media
English
0
2
5
489
Happy Bargarh Official retweetledi
Jharkhand Rail Users
Jharkhand Rail Users@JharkhandRail·
🚨 Ispat Express Postmortem Report🚨 The lifeline of Western Odisha, Kolhan has been silently killed. Voices ignored—sadly even MPs aren’t being heard! Watch & share till it reaches Railway Minister @AshwiniVaishnaw @RailMinIndia in hibernation 😴 @OdishaRail #latedivisionckp
English
8
30
103
4K
Happy Bargarh Official retweetledi
Bargarh Police
Bargarh Police@bargarhpolice·
Traffic advisory for World famous Dhanu Yatra 2025-26 🚦ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଉପଲକ୍ଷେ ଟ୍ରାଫିକ କଟକଣା 🚦
Bargarh Police tweet media
1
4
10
798