
true for odisha
2.1K posts







Our culture is rooted in science, and dhoti is a part of it.... So learn how to wear a proper dhoti.










An expelled Odisha Congress MLA who cross voted in favour of BJP booked this car yesterday in Bhubaneswar.













#WATCH | Bhubaneswar: A scuffle broke out between MLAs of the BJD and BJP in Odisha amid Rajya Sabha voting in the state.


'#ବାପାଙ୍କ_ପ୍ରତି_ଅସହିଷ୍ଣୁ_ଥିଲେ_ନବୀନ' ନବୀନ ବାବୁଙ୍କୁ ସୁରକ୍ଷା ଦେବାକୁ ଯାଇ ବାପା ଲୋକଙ୍କଠୁ ଧକ୍କା ଖାଇ ରକ୍ତାକ୍ତ ହୋଇଥିଲେ । ଏମିତିକି ବାପାଙ୍କ ଦାନ୍ତ ଭାଙ୍ଗିଯାଇଥିଲା । ବାପାଙ୍କ ପ୍ରତି ଅସହିଷ୍ଣୁ ଥିଲେ ନବୀନ ପଟ୍ଟନାୟକ । #SouvicBiswal #NaveenPatnaik #BJD #Odisha #KanakNews




‘ମୁଁ କ୍ରସ୍ ଭୋଟିଂ କରିନି । ଦଳ ମତେ ଯୋଗାଯୋଗ କରିନାହିଁ । ଭୋଟ୍ ଦେବାକୁ ମଧ୍ୟ କେହି କହିନଥିଲେ । ମୁଁ ବିବେକ ଅନୁସାରେ ଭୋଟ୍ ଦେଇଛି ।’ - ଅରବିନ୍ଦ ମହାପାତ୍ର, ପାଟକୁରା ବିଧାୟକ #OdishaPolitics #ArbindMahapatra #Patkura_MLA #CrossVoting_Odisha #PoliticalClarification #PatkuraElection #Odisha #OTV







