Mohan Charan Majhi(Parody)

19 posts

Mohan Charan Majhi(Parody) banner
Mohan Charan Majhi(Parody)

Mohan Charan Majhi(Parody)

@MohanMajhiCM

Chief Minister of Odisha

Keonjhar,Odisha Katılım Haziran 2024
17 Takip Edilen344 Takipçiler
Mohan Charan Majhi(Parody)
Mohan Charan Majhi(Parody)@MohanMajhiCM·
ଭକ୍ତ ଓ ଭଗବାନଙ୍କ ମିଳନର ମହାପର୍ବ ରଥଯାତ୍ରା ଓ ସ୍ନାନ ପୂର୍ଣ୍ଣିମା ପରିଚାଳନା ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ ଏବଂ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କଲି । #jayjagannath #mohancharanmajhi
OR
4
1
2
1.2K
Mohan Charan Majhi(Parody) retweetledi
CMO Odisha
CMO Odisha@CMO_Odisha·
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟର ସମୀକ୍ଷା କରିବା ସହ ପ୍ରମୁଖ ସଚିବମାନଙ୍କ ସହିତ ଆଲୋଚନା କରିଛନ୍ତି। ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ @KVSinghDeo1, ଶ୍ରୀମତୀ @Pravatipridabjp@SecyChief ଶ୍ରୀ ପି.କେ. ଜେନା ଏବଂ @DC_Odisha ଶ୍ରୀମତୀ ଅନୁ ଗର୍ଗ ଉପସ୍ଥିତ ଥିଲେ।
CMO Odisha tweet media
OR
127
78
1.2K
65.6K
Mohan Charan Majhi(Parody) retweetledi
CMO Odisha
CMO Odisha@CMO_Odisha·
କାଶିପୁରର ମନୁସପଦର ଗ୍ରାମରେ ହୋଇଥିବା ସନ୍ଦେହଜନକ ମୃତ୍ୟୁ ଘଟଣାର କାରଣ ଖୋଜିବା ପାଇଁ ମାନ୍ଯବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha,@HFWOdisha ଓ RMRC କୁ ନିର୍ଦ୍ଦେଶ ଦେବା ସହ ଏବଂ ପରିସ୍ଥିତିକୁ ସ୍ୱଭାବିକ କରିବା ପାଇଁ ସମସ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତିI
OR
8
13
254
22.3K
Mohan Charan Majhi(Parody)
Mohan Charan Majhi(Parody)@MohanMajhiCM·
ଓଡ଼ିଶାର ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ଦେହାନ୍ତ ବିଷୟରେ ଶୁଣି ମୁଁ ଅତ୍ୟନ୍ତ ମର୍ମାହତ। ରାଜ୍ୟପାଳ ଥିବା ବେଳେ ସ୍ବର୍ଗତ ଭଣ୍ଡାରେଙ୍କ ଅବଦାନ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଥିଲା। ସ୍ବର୍ଗତ ଭଣ୍ଡାରେଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହିତ ପରିବାର ଓ ବନ୍ଧୁବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରୁଛି।
OR
0
0
3
566
Mohan Charan Majhi(Parody)
Mohan Charan Majhi(Parody)@MohanMajhiCM·
ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ତଥା ମୋର ସହକର୍ମୀ ଶ୍ରୀ @KVSinghDeo1 ଙ୍କୁ ଜନ୍ମଦିନ ଅବସରରେ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘ ଜୀବନ କାମନା କରୁଛି ।
OR
0
0
2
576
Mohan Charan Majhi(Parody)
Mohan Charan Majhi(Parody)@MohanMajhiCM·
ବନସ୍ତେ ଡ଼ାକିଲା ଗଜ, ବରଷକେ ଥରେ ଆସିଛି ରଜ.. ପହିଲି ରଜ ଉପଲକ୍ଷେ ଓଡ଼ିଶା ବାସୀଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ଓ ସାଦର ଅଭିନନ୍ଦନ I ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଏହି ଅନନ୍ୟ ଗଣ ପର୍ବ ସମସ୍ତଙ୍କ ଜୀବନରେ ଆନନ୍ଦ ଓ ଉଲ୍ଲାସ ଆଣିଦେଉ I ଜୟ ଜଗନ୍ନାଥ 🙏🏻
Mohan Charan Majhi(Parody) tweet media
OR
2
0
2
532
Mohan Charan Majhi(Parody) retweetledi
CMO Odisha
CMO Odisha@CMO_Odisha·
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ ଗଣ, ସାଂସଦ ଓ ବିଧାୟକମାନଙ୍କ ଉପସ୍ଥିତିରେ ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲା ଯାଇଛି। ପ୍ରତ୍ୟୁଷରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ରାଜ୍ୟବାସୀଙ୍କ କଲ୍ୟାଣ କାମନା କରିଛନ୍ତି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ କରି ସେ ଚାରି ଦ୍ଵାର ପ୍ରଦକ୍ଷିଣ କରିଥିଲେ। ଏହା ସହିତ ସବୁ ଦ୍ଵାର ଖୋଲା ଯାଇଥିଲା। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭକ୍ତମାନଙ୍କ ଭାବାବେଗକୁ ଓ ସେମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଗତକାଲି ରାଜ୍ୟ କ୍ୟାବିନେଟରେ ଏଥିପାଇଁ ନିଷ୍ପତ୍ତି ନିଆ ଯାଇଥିଲା। ସେହି ନିଷ୍ପତ୍ତି ଅନୁଯାୟୀ ଆଜି ଚାରି ଦ୍ଵାର ଖୋଲାଗଲା।
CMO Odisha tweet mediaCMO Odisha tweet mediaCMO Odisha tweet mediaCMO Odisha tweet media
OR
39
72
1.3K
71.6K
Mohan Charan Majhi(Parody) retweetledi
Narendra Modi
Narendra Modi@narendramodi·
I will be attending the G7 Summit in Italy. I look forward to meeting fellow world leaders and discussing a wide range of issues aimed at making our planet better and improving lives of people. pib.gov.in/PressReleaseIf…
English
2.2K
7.6K
65.6K
5.6M
Mohan Charan Majhi(Parody) retweetledi
CMO Odisha
CMO Odisha@CMO_Odisha·
ଭକ୍ତମାନେ ଯେପରି ଆରାଧ୍ୟ ଠାକୁର ଶ୍ରୀଜଗନ୍ନାଥଙ୍କୁ ବିନା କୌଣସି ବାଧାବିଘ୍ନରେ ଦର୍ଶନ କରିପାରିବେ, ସେଥିପାଇଁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲାଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ପରିଷଦ ସଦସ୍ୟଙ୍କ ସହ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। #PeoplesCM
CMO Odisha tweet media
OR
89
66
1.1K
48.9K
Mohan Charan Majhi(Parody) retweetledi
CMO Odisha
CMO Odisha@CMO_Odisha·
ଓଡ଼ିଶାର ନୂତନ ଉପ-ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀମତୀ ପ୍ରଭାତୀ ପରିଡାଙ୍କୁ ଅଭିନନ୍ଦନ
CMO Odisha tweet media
OR
26
53
1.1K
55.6K
Mohan Charan Majhi(Parody) retweetledi
Naveen Patnaik
Naveen Patnaik@Naveen_Odisha·
ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବା ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ନିମନ୍ତ୍ରଣ ସାଦରେ ଗ୍ରହଣ କଲି। ଏଥିସହ ତାଙ୍କୁ ଶୁଭେଚ୍ଛା ଜଣାଇଲି। ଓଡ଼ିଶାବାସୀଙ୍କ ସେବାରେ ତାଙ୍କ ନେତୃତ୍ୱ, ଦୃଢ଼ତା ଓ ଦକ୍ଷତାର ସହ କାର୍ଯ୍ୟ କରିବ ବୋଲି ମୋର ଆଶା ଓ ବିଶ୍ୱାସ।
Naveen Patnaik tweet mediaNaveen Patnaik tweet mediaNaveen Patnaik tweet media
OR
333
1.1K
14K
331.6K
Kangana Ranaut
Kangana Ranaut@KanganaTeam·
ओडिशा भाजपा विधायक दल द्वारा सर्वसम्मति से श्री मोहन चरण माझी जी को मुख्यमंत्री और श्री केवी सिंह देव जी एवं श्रीमती प्रवाती परिदा जी को उप मुख्यमंत्री चुने जाने पर बहुत-बहुत शुभकामनाएं एवं बधाई। मुझे विश्वास है कि प्रधानमंत्री श्री @narendramodi जी के दूरदर्शी नेतृत्व के तहत ओडिशा में डबल इंजन की सरकार विकास के नए कीर्तिमान स्थापित करेगी। @mohanmajhi_BJP @KVSinghDeo1 @Pravatipridabjp
Kangana Ranaut tweet mediaKangana Ranaut tweet mediaKangana Ranaut tweet media
हिन्दी
93
761
9K
236.1K
Mohan Charan Majhi(Parody) retweetledi
Narendra Modi
Narendra Modi@narendramodi·
Through the election campaign, people across India added 'Modi Ka Parivar' to their social media as a mark of affection towards me. I derived a lot of strength from it. The people of India have given the NDA a majority for the third consecutive time, a record of sorts, and have given us the mandate to keep working for the betterment of our nation. With the message of all of us being one family having been effectively conveyed, I would once again thank the people of India and request that you may now remove 'Modi Ka Parivar' from your social media properties. The display name may change, but our bond as one Parivar striving for India's progress remains strong and unbroken.
English
5.4K
15.1K
118.3K
11.1M
Mohan Charan Majhi(Parody) retweetledi
Narendra Modi
Narendra Modi@narendramodi·
वृक्षासन यानि पेड़ की मुद्रा में किए जाने वाले आसन के कई फायदे हैं। यह शरीर के संतुलन को बेहतर बनाने के साथ ही इसे मजबूती प्रदान करता है।
हिन्दी
1.4K
8.7K
47.4K
2.3M