Rudra N Jena.

4.7K posts

Rudra N Jena.

Rudra N Jena.

@NRundra

Katılım Mart 2022
80 Takip Edilen41 Takipçiler
Rudra N Jena.
Rudra N Jena.@NRundra·
@drpkpanigrahy ଏ ସବୁ ଆପଣ ଙ୍କ ପର୍ଯ୍ୟାପ୍ତ ଆଶୀର୍ବାଦ ର ଫଳ।😁
OR
0
0
0
3
Dr. Pradeep Kumar Panigrahy
Dr. Pradeep Kumar Panigrahy@drpkpanigrahy·
ଗଜପତି ଜିଲ୍ଲା ମାଟ୍ରିକ୍ ପରୀକ୍ଷାରେ ୯୯.୩୧% ପାସ୍ ହାର ରଖି ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଛି । ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ! 💐
OR
1
5
19
247
CMO Odisha
CMO Odisha@CMO_Odisha·
ଶିକ୍ଷା କ୍ଷେତ୍ରରେ ଓଡ଼ିଶା ଲେଖୁଛି ନୂଆ ଅଧ୍ୟାୟ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କ ଦ୍ୱାରା ଓଡ଼ିଶାକୁ ଭାରତର ‘ଜ୍ଞାନର ପେଣ୍ଠସ୍ଥଳୀ’ ଭାବେ ଗଢ଼ିତୋଳିବାକୁ ଦୂରଦର୍ଶୀ ରୋଡ୍‌ମ୍ୟାପ୍ ଉପସ୍ଥାପନ ଓଡ଼ିଶାର ଶୈକ୍ଷିକ ପରିବେଶରେ ଏକ ‘ବୈପ୍ଲବିକ ପରିବର୍ତ୍ତନ’ ଆଣିବ। ଶିକ୍ଷା କ୍ଷେତ୍ର ପାଇଁ ବିଶାଳ ପାଣ୍ଠି ବ୍ୟୟବରାଦ ଶିକ୍ଷା ଭିତ୍ତିଭୂମିକୁ ବିଶ୍ୱସ୍ତରୀୟ କରିବା, ଗ୍ରାମାଞ୍ଚଳ ଓ ସହର ମଧ୍ୟରେ ଥିବା ଶୈକ୍ଷିକ ପାର୍ଥକ୍ୟକୁ ଦୂର କରିବା ପାଇଁ ‘ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ’ ଯୋଜନାର ଶୁଭାରମ୍ଭ ଆଦି ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ସମସ୍ତ ପ୍ରକାର ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରିବା ଦିଗରେ ବେଶ୍ ସହାୟକ ହେଉଛି।
CMO Odisha tweet media
OR
19
1
27
1.9K
Debendra Prusty
Debendra Prusty@debendraprusty·
ମୁଖ୍ୟମନ୍ତ୍ରୀ ବଦଳିବା କଥା କେବଳ ଏକ ଗୁଜବ। ଯଦି ବି ଦଳ ଏପରି ଉଦ୍ୟମ କରେ ତେବେ ତାହା ବିଜେଡି ଓ କଂଗ୍ରେସକୁ ଶକ୍ତିଶାଳୀ କରିବ।
OR
6
0
14
687
Astro Sharmistha
Astro Sharmistha@AstroSharmistha·
TMC can never touch 200 in Bengal in it’s life time again.
English
194
210
3.2K
84.5K
Rudra N Jena.
Rudra N Jena.@NRundra·
@dpradhanbjp @dasraghubar ୟା'ରି ପୁଅ ଜଣେ ଓଡ଼ିଆଙ୍କୁ ପୁରୀରେ ବାଡେଇକି ପଳେଇ ଥିଲା ନା??? ଛାଡ ହୋ, ଗଲା କଥା ଗଲାଣି।😁🙏
OR
0
0
0
11
Dharmendra Pradhan
Dharmendra Pradhan@dpradhanbjp·
ओड़िशा के पूर्व राज्यपाल एवं झारखंड के पूर्व मुख्यमंत्री श्री @dasraghubar जी को जन्मदिवस की हार्दिक शुभकामनाएँ। सार्वजनिक जीवन में रहते हुए राष्ट्रहित के प्रति आपका समर्पण प्रेरणादायी रहा है। महाप्रभु जगन्नाथ से आपके उत्तम स्वास्थ्य और दीर्घायु जीवन की कामना करता हूँ।
हिन्दी
3
10
60
3.9K
Rudra N Jena.
Rudra N Jena.@NRundra·
@amareshbiswal72 ଜିତୁ ମୁଣ୍ଡା ଗୋଟେ ଭଲ ଉପାୟ ଆବିଷ୍କାର କଲା। 😁
OR
0
0
1
2
Amaresh Biswal I ଅମରେଶ ବିଶ୍ୱାଳ
ଭଉଣୀର କଙ୍କାଳ ବୋହିବା ପରେ କେନ୍ଦୁଝରର ଜିତୁ ମୁଣ୍ଡାଙ୍କ ଗାଁ ଡିଆନାଳି ରାତାରାତି ବଦଳି ଯାଇଛି। ବର୍ଷ ବର୍ଷ ଧରି ଅସଜ ପଡ଼ିଥିବା ଗାଁର ନଳକୂଅ, ଗାଁ ଲୋକଙ୍କ ବିନା କମ୍ପ୍ଲେନରେ ଯୁଦ୍ଧକାଳୀନ ଭିତ୍ତିରେ ସଜଡ଼ା ଚାଲିଛି। ରାତି ପାହିଲେ ଗାଁରେ ଲୋକ ହାଉଜାଉ। ଜିତୁ ମୁଣ୍ଡା ଓ ତାଙ୍କ ଭାଇ ଭାଉଜଙ୍କୁ ସାହାଯ୍ୟ ମିଳିବାରେ ଲାଗିଛି।
Amaresh Biswal I ଅମରେଶ ବିଶ୍ୱାଳ tweet media
OR
2
0
10
165
Dr. Pradeep Kumar Panigrahy
Dr. Pradeep Kumar Panigrahy@drpkpanigrahy·
Grateful to Hon'ble CM Shri @MohanMOdisha Ji & the Commerce & Transport Dept for their prompt response regarding aviation infrastructure in Southern Odisha. However, looking at the economic & strategic needs of 1.5 crore citizens, we need a long-term vision. Rangeilunda Airstrip’s 2200 meter expansion is feasible with proper administrative will. For heavy commercial needs, we must explore alternative unencumbered coastal sites like Huma, Palur, and Bahuda. Let's work together to connect Southern Odisha to the future! ✈️ #Ganjam #Odisha #Aviation #Berhampur #UDAN #InfraDevelopment @CMO_Odisha @MoCA_GoI @InvestInOdisha @DGCAIndia
English
6
20
80
5.8K
Rudra N Jena.
Rudra N Jena.@NRundra·
@kanak_news ଓଡ଼ିଶା ରେ ଏବେ ଡବଲ ଇଞ୍ଜିନ ସରକାର ଆଜ୍ଞା।😥
OR
0
0
1
3
Kanak News
Kanak News@kanak_news·
#ଥାନାରେ_ଆମ୍ବୁଲାନ୍ସ_ରୋଗୀ_ନେବ_କିଏ ? କୋମାରେ ୧୦୮ ଆମ୍ବୁଲାନ୍ସ । ମାସ ମାସ ଧରି ଥାନା ପରିସରରେ ପଡ଼ି ଖତ ଖାଉଛି । ଏପଟେ ଚିକିତ୍ସା ସୁବିଧା ନପାଇ ହନ୍ତସନ୍ତ ରୋଗୀ । ଏଥିପ୍ରତି ନା ସ୍ୱାସ୍ଥ୍ୟ ବିଭାଗର ନଜର ପଡୁଛି ନା ସରକାରୀ ଅଧିକାରୀ ତଦାରଖ କରୁଛନ୍ତି #Ambulance #Odisha #KanakNews
OR
1
1
4
399
Mohan Charan Majhi
Mohan Charan Majhi@MohanMOdisha·
Driven by the strength of double-engine governance, Odisha is delivering faster growth and tangible outcomes for every citizen. A throwback to the last 7 days...
English
8
16
49
1.2K
Rudra N Jena.
Rudra N Jena.@NRundra·
@otvnews ଏଥର ଆମ ଓଡ଼ିଶାର ମନ୍ତ୍ରୀ ମାନେ ଭଲ ରେ ଦି ଅକ୍ଷର ଓଡ଼ିଆ ପଢ଼ି ପାରିବେ।🥰😁
OR
0
0
0
3
OTV
OTV@otvnews·
#WATCH | Bhubaneswar: Odisha Chief Minister Mohan Charan Majhi says, "The two-day national workshop on the National Education Policy was inaugurated today in Bhubaneswar. Through this, discussions will take place on new and emerging topics. After the discussions, a roadmap will be prepared. The new education policy has been implemented based on our goal of making India a knowledge capital... NEP 2020 was implemented in Odisha five years later, after our government came to power. With the cooperation of Union Minister Dharmendra Pradhan and the Central Government, we implemented it and, by accelerating its pace, we are holding this program here today. The biggest benefit of the National Education Policy is that it provides for education in one's mother tongue..."
English
7
3
64
5.7K
Mohan Charan Majhi
Mohan Charan Majhi@MohanMOdisha·
ପୂର୍ବରୁ ସେତୁ ଓ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ସେବା ବାଧାପ୍ରାପ୍ତ ହୋଇଥିବାବେଳେ ରୋଗୀ ଓ ପ୍ରସୂତି ମହିଳାଙ୍କୁ ବିପର୍ଯ୍ୟୟ ପରିସ୍ଥିତିରେ ହସ୍ପିଟାଲ ନେବାକୁ ପଡୁଥିଲା । କିନ୍ତୁ ଆମ ସରକାର ଗ୍ରାମୀଣ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାକୁ ସୁନିଶ୍ଚିତ କରିବା ପାଇଁ ଦୃଢ଼ ପଦକ୍ଷେପ ନେଉଛନ୍ତି । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (PMGSY) ଅଧୀନରେ ସେତୁ ଓ ସଡ଼କ ନିର୍ମାଣରେ ଶତ ପ୍ରତିଶତ ସଫଳତା ସହ, ଫେଜ୍–୩ ରେ ୯୭.୩୪% କାର୍ଯ୍ୟ ସମାପ୍ତ ହୋଇଛି । ଗାଁରୁ ସହର ପର୍ଯ୍ୟନ୍ତ ସୁଦୃଢ଼ ସଂଯୋଗ, ନିରାପଦ ଓ ସୁବିଧାଜନକ ଜୀବନ ପାଇଁ ଆମେ ନିରନ୍ତର ଉଦ୍ୟମ ଜାରି ରଖିଛୁ ।
OR
14
8
52
2.2K
Rudra N Jena.
Rudra N Jena.@NRundra·
@BikkyKuanr32966 @otvkhabar 😁😂 ଡବଲ ଇଞ୍ଜିନ ସରକାର। ଆଉ ତିନି ବର୍ଷ ରେ ଆହୁରି କେତେ କଣ ଓଡ଼ିଶା ବାସୀ ନିର୍ଦ୍ଧୁମ ଉପୋଭୋଗ କରି ଯିବେ।😁😂
OR
0
0
0
14
ଓଟିଭି
ଓଟିଭି@otvkhabar·
#ଚାଷୀମାନେ_ଉପକୃତ_ହେବେ: #ମନ୍ତ୍ରୀ -ଓମ୍‌ଫେଡ୍‌ ଦୁଗ୍ଧ ଦର ବୃଦ୍ଧି ଦ୍ୱାରା ଚାଷୀମାନେ ଉପକୃତ ହେବେ -ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସୂଚନା -'ଅନେକ ଦିନ ହେବ ଓମ୍‌ଫେଡ୍‌ କ୍ଷୀର ଦର ବଢିନଥିଲା' -'ଚାଷୀଙ୍କ ହିତ ପାଇଁ ଅଧିକ ଦାମ୍‌ରେ ଆମେ କ୍ଷୀର କ୍ରୟ କରିବୁ' -'ପ୍ରକ୍ରିୟାକରଣ ଓ ପରିବହନ ଖର୍ଚ୍ଚ ଅଧିକ ପାଇଁ କ୍ଷୀର ଦର ବୃଦ୍ଧି' -'ଅନ୍ୟ ସଂସ୍ଥାଠାରୁ ଓମ୍‌ଫେଡ୍ କ୍ଷୀର ଦର ଯଥେଷ୍ଟ କମ୍ ରହିଛି' -'ଅଧ ଲିଟର ପିଛା ୨ ଟଙ୍କା ବଢ଼ିଛି, କ୍ୱାଲିଟିରେ କମ୍ପରମାଇଜ୍‌ ହୋଇନି' #OMFEDMilkPriceHike #FarmersBenefit #GokulanandaMallik #OdishaFarmers #MilkProcurement #OTV
ଓଟିଭି tweet media
OR
12
2
44
4.2K
Mohan Charan Majhi
Mohan Charan Majhi@MohanMOdisha·
On World Press Freedom Day, I extend my greetings to the media fraternity. A free and responsible press is vital to democracy. We remain committed to upholding press freedom and supporting truthful, fearless journalism.
Mohan Charan Majhi tweet media
English
25
7
44
2.1K
Rudra N Jena.
Rudra N Jena.@NRundra·
@Titupanda2 @PravatiPOdisha @BJP4Odisha @MohanMOdisha @SPPuri1 @prsprateek @sasmitpatra @BhruguOdisha @Vkpandianfancl1 @bjd_odisha @BhaktaCharanDas @DhabalEngine @dpradhanbjp @NayakEsKay @otvkhabar @RahulGandhi @aajtak @ZeeNews @ndtv ଇଏ ସବୁ ଡବଲ ଇଞ୍ଜିନ ସରକାର ର କମାଲ। ଓଡ଼ିଶା ଭାରତର ନମ୍ବର ଏକ ପ୍ରଦେଶ ପଥରେ ଅଗ୍ରସର। ଜୟ ଜଗନ୍ନାଥ।🙏
OR
1
0
4
28
Titu panda
Titu panda@Titupanda2·
କଣ ହେଇଗଲା ଆମ ଓଡ଼ିଶା? ଅଜ୍ଞା @PravatiPOdisha ୟେ ଆପଣଙ୍କ ଜିଲ୍ଲା। ନିଜ ରାଜ୍ୟରେ ପ୍ରତିଦିନ ଜଙ୍ଗଲ ରାଜ ଚାଲିଥିବା ବେଳେ, ଏ ବେଲଜ୍ୟା @BJP4Odisha ର ମନ୍ତ୍ରୀ ମାନେ ଓ ଆମ @MohanMOdisha ପଶ୍ଚିମବଙ୍ଗ ଯାଇ ଭାଷଣ ମାରୁଛନ୍ତି। Sir @SPPuri1 @prsprateek କଣ ଏ ସବୁ? @sasmitpatra @BhruguOdisha @Vkpandianfancl1
OR
2
5
21
206
AHMED BANBHAN
AHMED BANBHAN@AHMEDBANBH29356·
Smart minds only what is the fathers name ?
AHMED BANBHAN tweet media
English
229
71
95
10.6K
👑Beno10
👑Beno10@Beno10_MFC·
Only the wisest person can solve this mathematical problem. Test your brain thinking level. Can you solve?
👑Beno10 tweet media
English
5.8K
112
615
201.7K
Suryabanshi Suraj
Suryabanshi Suraj@suryabanshibjp·
ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ “ଜାତୀୟ ଶିକ୍ଷା ନୀତି-୨୦୨୦ ଏବଂ ଓଡ଼ିଶାରେ ଉଚ୍ଚଶିକ୍ଷା ବ୍ୟବସ୍ଥାର ସଂସ୍କାର ଓ ବିକାଶ” ଶୀର୍ଷକ ଦୁଇ ଦିନିଆ କର୍ମଶାଳା ଆରମ୍ଭ ହୋଇଛି। ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ମହୋଦୟ ଏବଂ ମାନନୀୟ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ @dpradhanbjp ମହୋଦୟଙ୍କ ଗାରିମାମୟ ଉପସ୍ଥିତି ଏହି କାର୍ଯ୍ୟକ୍ରମକୁ ଅଧିକ ପ୍ରେରଣାଦାୟୀ କରିଛି। ରାଜ୍ୟରେ ଜାତୀୟ ଶିକ୍ଷା ନୀତି-୨୦୨୦ ର ସଫଳ ରୂପାୟନ କରିବା, ଉଚ୍ଚଶିକ୍ଷା ବ୍ୟବସ୍ଥାରେ ବୈପ୍ଲବିକ ସଂସ୍କାର ଆଣିବା ସହ ଗୁଣାତ୍ମକ ଶିକ୍ଷାକୁ ସୁନିଶ୍ଚିତ କରିବା ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗବେଷଣା, ସୃଜନଶୀଳତା ଓ ଉଦ୍ୟମିତା ବୃଦ୍ଧି କରି ସେମାନଙ୍କୁ ସ୍ୱର୍ଣ୍ଣିମ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ହେଉଛି ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ। #Shaktshree #NEP2020
Suryabanshi Suraj tweet mediaSuryabanshi Suraj tweet mediaSuryabanshi Suraj tweet mediaSuryabanshi Suraj tweet media
OR
57
14
92
2K
ଓଟିଭି
ଓଟିଭି@otvkhabar·
#ବନ୍ୟା_ବାତ୍ୟା_ମୁକାବିଲା_ପାଇଁ_ପ୍ରସ୍ତୁତ_ଅଛୁ- #ମନ୍ତ୍ରୀ -ସମ୍ଭାବ୍ୟ ବାତ୍ୟା ଆକଳନ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା -‘ବାତ୍ୟା, ବନ୍ୟା ଏବଂ ହିଟ୍‌ ୱେଭ ପ୍ରବଣ ରାଜ୍ୟ ହେଉଛି ଓଡ଼ିଶା’ -‘ଏପ୍ରିଲ ମାସ ସନ୍ଧ୍ୟାରେ ଝଡ଼ ବି ହୁଏ, ମେ’ରେ ବାତ୍ୟା ହେବା ସମ୍ଭାବନା ଥାଏ’ -ବନ୍ୟା, ବାତ୍ୟା ଆସିଲେ ମୁକାବିଲା ଆମେ ପ୍ରସ୍ତୁତ ଅଛୁ- ସୁରେଶ ପୂଜାରୀ -‘ବାତ୍ୟା ଆକଳନ କରିଥିବା ଏଜେନ୍ସି ବିଶ୍ୱାସ ଯୋଗ୍ୟ ନହେଲେ ମଧ୍ୟ ଆମେ ପ୍ରସ୍ତୁତ’ #OdishaCyclone #SureshPujari #MonsoonPrep #OdishaGovernment #DisasterManagement #OTV
ଓଟିଭି tweet media
OR
2
0
44
5K
Rudra N Jena.
Rudra N Jena.@NRundra·
@AkshayKSamal Go on painting again rather than going for any new project. Development has a new defination now for the so called double engine sarkar, paint the old.😁
English
1
0
0
63
Rudra N Jena.
Rudra N Jena.@NRundra·
@otvkhabar ସିଏ ତ କିଛି ହେଲେ କରୁଛନ୍ତି। ତମ କଥା ନ କହିଲେ ଭଲ।😁
OR
0
0
0
75
ଓଟିଭି
ଓଟିଭି@otvkhabar·
#ନବୀନ_ଚିଠି_ଲେଖା_ନେତା- #ପୃଥ୍ବୀରାଜ -ଅର୍ଥ ମନ୍ତ୍ରୀଙ୍କୁ ନବୀନ ଚିଠି ଲେଖିବା ନେଇ ଆଇନ ମନ୍ତ୍ରୀଙ୍କ କଟାକ୍ଷ -ଦାନ ମାଝୀ ଘଟଣା ସମୟରେ କ’ଣ ହୋଇଥିଲା ପଚାରିଲେ -‘ସେତେବେଳେ ନବୀନ ବାବୁ ମୁଖ୍ୟମନ୍ତ୍ରୀ ଥିଲେ ବୋଲି ସେ ଭୁଲି ଯାଇଛନ୍ତି’ -‘ଦାନ ମାଝୀ ଘଟଣାରେ ସମ୍ପୂର୍ଣ୍ଣ ରାଜ୍ୟ ସରକାରଙ୍କ ଭୁଲ ଥିଲା’ -ସେତେବେଳେ କିଏ କାହାକୁ ଚିଠି ଲେଖିଥିଲା- ପୃଥ୍ବୀରାଜ ହରିଚନ୍ଦନ -‘ଚିଠି ଲେଖା ନେତା, ସୋସିଆଲ ମିଡିଆରେ ଗାଳି ଛଡ଼ା ଅଧିକ କିଛି କରିପାରିବେନି’ #OdishaPolitics #NaveenPatnaik #PrithvirajHarichandan #DanaMajhi #LawMinister #OdishaGovernment #LetterPolitics #BJD #OTV
ଓଟିଭି tweet media
OR
13
1
14
3.2K