Amaresh Biswal I ଅମରେଶ ବିଶ୍ୱାଳ

6.8K posts

Amaresh Biswal I ଅମରେଶ ବିଶ୍ୱାଳ banner
Amaresh Biswal I ଅମରେଶ ବିଶ୍ୱାଳ

Amaresh Biswal I ଅମରେଶ ବିଶ୍ୱାଳ

@amareshbiswal72

Journalist & Writer, Deputy Editor, OTV FB:https://t.co/llOenyG3jX YT:https://t.co/yQELfkg5Zn Ins:https://t.co/K1qbhyqZms

Bhubaneswar, Odisha, India Katılım Kasım 2015
1.1K Takip Edilen3K Takipçiler
Amaresh Biswal I ଅମରେଶ ବିଶ୍ୱାଳ
ଅଭାବ ଅସୁବିଧାରେ ଚଳୁଥିବା ଗରିବ ପରିବାର। ଏଇ ଘରୁ ଝିଅଟିଏ ହୋଇଛି କଳାହାଣ୍ଡି ଜିଲ୍ଲାର ମାଟ୍ରିକ ଟପର୍। ସେ ହେଉଛି ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଗଣନାଥପୁର ଗାଁର ସ୍ୱାତୀ ମହାକୁଡ଼। ମାଟ୍ରିକ ପରୀକ୍ଷାରେ ୫୭୭ ନମ୍ବର (୯୬.୧୭%) ରଖି ସେ ଜିଲ୍ଲାର ଟପ୍ପର ହୋଇଛନ୍ତି। ସାରା ଗାଁରେ ଆଜି ତାଙ୍କୁ ଶୋଭାଯାତ୍ରାରେ ବୁଲାଇଥିଲେ ଗ୍ରାମବାସୀ।
Amaresh Biswal I ଅମରେଶ ବିଶ୍ୱାଳ tweet mediaAmaresh Biswal I ଅମରେଶ ବିଶ୍ୱାଳ tweet mediaAmaresh Biswal I ଅମରେଶ ବିଶ୍ୱାଳ tweet mediaAmaresh Biswal I ଅମରେଶ ବିଶ୍ୱାଳ tweet media
OR
1
4
12
106
Amaresh Biswal I ଅମରେଶ ବିଶ୍ୱାଳ
ଜାଲିୱାନାୱାଲାବାଗ ଆଜି କେତେ ପ୍ରସିଦ୍ଧ ଓ ଚର୍ଚ୍ଚିତ। କିନ୍ତୁ ଆମ ଓଡ଼ିଶାରେ ମଧ୍ୟ ସେଇ ସମାନ ଘଟଣା ଘଟିଥିଲେ ବି ଏହାକୁ କେହି ଗୁରୁତ୍ୱ ଦେଇ ନାହାନ୍ତି। ପାଠ୍ୟ ପୁସ୍ତକରେ ଯଦି ସ୍ଥାନ ପାଇନି ତେବେ ସ୍ଥାନ ଦିଆଯାଉ।
OR
0
0
0
20
Amaresh Biswal I ଅମରେଶ ବିଶ୍ୱାଳ
ଗୁଳି କରି ହତ୍ୟା କରିଥିଲେ। ଆମ୍‌କୋ ସିମ୍‌କୋ ସହିଦ ସ୍ଥଳୀକୁ ରାଜ୍ୟ ସରକାର ପର୍ଯ୍ୟଟକ ସ୍ଥଳୀର ମାନ୍ୟତା ଦେଇଛନ୍ତି। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଏହା ଆଜି ଅବହେଳିତ। (୨)
OR
1
0
0
38
Amaresh Biswal I ଅମରେଶ ବିଶ୍ୱାଳ
୧୯୧୯ ମସିହା ଏପ୍ରିଲ ୩ ତାରିଖରେ ପଞ୍ଜାବର ଜାଲିଆନାୱାଲାବାଗରେ ବ୍ରିଟିଶ ଗୁଳିରେ ମୃତ୍ୟୁବରଣ କରିଥିଲେ ଶହଶହ ସ୍ଵାଧୀନତା ସଂଗ୍ରାମୀ। ଏହି ଘଟଣାର ୨୦ ବର୍ଷ ପରେ, ୧୯୩୯ ଏପ୍ରିଲ ୨୫ ତାରିଖରେ, ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲା ରାଏବଗା ନିକଟସ୍ଥ ‘ଆମ୍-କୋ ସିମ୍-କୋ’ଠାରେ ବ୍ରିଟିଶ ସରକାର ୪୯ ଜଣ ଆଦିବାସୀ ସ୍ଵାଧୀନତା ସଂଗ୍ରାମୀଙ୍କୁ (୧)
Amaresh Biswal I ଅମରେଶ ବିଶ୍ୱାଳ tweet mediaAmaresh Biswal I ଅମରେଶ ବିଶ୍ୱାଳ tweet mediaAmaresh Biswal I ଅମରେଶ ବିଶ୍ୱାଳ tweet mediaAmaresh Biswal I ଅମରେଶ ବିଶ୍ୱାଳ tweet media
OR
1
0
5
75
Amaresh Biswal I ଅମରେଶ ବିଶ୍ୱାଳ
'ବ୍ୟାଙ୍କ ମ୍ୟାନେଜରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଲେ ଆମେ ଛାଡ଼ିବୁନି'।କେନ୍ଦୁଝର ଜିଲ୍ଲା ପାଟଣା ମଲ୍ଲିପଶି ଗାଁର ଜିତୁ ମୁଣ୍ଡା ମାମଲାରେ ତଦନ୍ତ କରି RDC କହିଥିଲେ, ବ୍ୟାଙ୍କ କର୍ମଚାରୀଙ୍କର ଭୁଲ୍ ଅଛି। ଆଜି ସାମ୍ବାଦିକ ସମ୍ମିଳନୀ କରି ବ୍ୟାଙ୍କ କର୍ମଚାରୀ ସଂଘ ଏହାକୁ ଚ୍ୟାଲେଞ୍ଜ କରିଛି। ଗଣତନ୍ତ୍ରର ଏ ଦେଶରେ ଆପଣଙ୍କ ମତ କ'ଣ?
Amaresh Biswal I ଅମରେଶ ବିଶ୍ୱାଳ tweet media
OR
6
0
8
396
Amaresh Biswal I ଅମରେଶ ବିଶ୍ୱାଳ
ଏହା ହେଉଛି ଜିତୁ ମୁଣ୍ଡାଙ୍କ ଭାଇଙ୍କ ଘର। ଘର ଆଗରେ ଠିଆ ହେଇଛନ୍ତି ତାଙ୍କ ଭାଉଜ। ଘରର ଅବସ୍ଥା ଦେଖନ୍ତୁ। ଆବାସ ଘର ତାଙ୍କୁ ମିଳିନି। ସେ କହିବା ଅନୁଯାୟୀ, ତାଙ୍କୁ କେବଳ ଚାଉଳ ମିଳୁଛି। ଭତ୍ତା ମିଳୁଛି କି ନାହିଁ ସେ କହିପାରିଲେ ନାହିଁ। #jitumunda
Amaresh Biswal I ଅମରେଶ ବିଶ୍ୱାଳ tweet media
OR
16
20
133
6.6K
Amaresh Biswal I ଅମରେଶ ବିଶ୍ୱାଳ
ଭଉଣୀ କଙ୍କାଳ ବୋହିଥିବା ଜିତୁ ମୁଣ୍ଡାଙ୍କୁ ଆର୍ଥିକ ସହାୟତା ମିଳି ଚାଲିଛି। ଗତକାଲି ସୁଦ୍ଧା ତାଙ୍କୁ ଖାତାରେ ୧୧,୫୩,୪୦୦ ଟଙ୍କା ଜମା ହୋଇଛି। ଭଉଣୀଙ୍କ ଟଙ୍କା- ୧୯,୪୦୦ ରେଡ଼କ୍ରସ- ୩୦,୦୦୦ ପାଟଣା ବିଧାୟକ- ୧୦,୦୦୦ ବିଜେଡ଼ି- ୨୦,୦୦୦ ଖିଦମତ ଫାଉଣ୍ଡେସନ- ୫୦,୦୦୦ କଂଗ୍ରେସ- ୨୪,୦୦୦ ଫିଜିକ୍ସୱାଲା ସଂସ୍ଥା- ୧୦ ଲକ୍ଷ
Amaresh Biswal I ଅମରେଶ ବିଶ୍ୱାଳ tweet media
OR
51
56
463
31.2K
Amaresh Biswal I ଅମରେଶ ବିଶ୍ୱାଳ
ଭିଡିଓଟି କିଏ କରିଛନ୍ତି ମୁଁ ଜାଣିନି, କିନ୍ତୁ ଏଥିରେ ପ୍ରମାଣିତ କରାଯାଇଛି ଯେ, ବ୍ଯାଙ୍କ କର୍ତ୍ତୃପକ୍ଷ, ଜିତୁ ମୁଣ୍ଡାଙ୍କର ସମସ୍ତ ଟଙ୍କା ପଇଠ କରିଦେଲେ, ଏବେ ଆଉ ବ୍ଯାଙ୍କ ଉପରେ ତାଙ୍କର କୌଣସି ବାକିଆ ନାହିଁ। ଅଡିଓ ଶୁଣନ୍ତୁ, ପ୍ରଶ୍ନକର୍ତ୍ତାଙ୍କର ଉଦ୍ଦେଶ୍ଯ ଜାଣିପାରିବେ। ପାଠ ପଢ଼ି ନଥିବା ଜିତୁ ‘ଲିଗାଲ୍ ହେଆର୍’ର କ’ଣ ବୁଝିବେ?
OR
14
26
150
12.6K
Basanta Nayak
Basanta Nayak@Basanta_Nayak·
@amareshbiswal72 The Physics walhh owner Alak pandy wanted to donate 10 lakh rupees to JITU MUNDA, kindly connect him to physics walhh office.
English
1
0
3
48
Amaresh Biswal I ଅମରେଶ ବିଶ୍ୱାଳ
କେନ୍ଦୁଝରର ଜିତୁ ମୁଣ୍ଡାଙ୍କୁ ଜିତିବାର ଏକମାତ୍ର ଅସ୍ତ୍ର ଥିଲା ‘ମାନବିକତା’। ଯାହା ସରକାରୀ ନିୟମରେ ନାହିଁ। କେହି ଜଣେ ସରକାରୀ ନୀତି ନିୟମକୁ ଡେଇଁ, ନିଜର ବ୍ୟକ୍ତିଗତ ଆଗ୍ରହରେ ତାଙ୍କୁ ସାହାଯ୍ୟ କରିବାର ଥିଲା। ଟେକ୍ନିକାଲି ଦେଖିଲେ, ବ୍ୟାଙ୍କ କର୍ମଚାରୀ କିଛି ଭୁଲ୍ କରିନାହାଁନ୍ତି।(୧)
Amaresh Biswal I ଅମରେଶ ବିଶ୍ୱାଳ tweet mediaAmaresh Biswal I ଅମରେଶ ବିଶ୍ୱାଳ tweet mediaAmaresh Biswal I ଅମରେଶ ବିଶ୍ୱାଳ tweet mediaAmaresh Biswal I ଅମରେଶ ବିଶ୍ୱାଳ tweet media
OR
59
96
635
26.5K
Vikram Aditya
Vikram Aditya@vikramaditya221·
@amareshbiswal72 Please be responsible when posting .... Read the other side before collecting social media accolades
English
1
0
2
121
Amaresh Biswal I ଅମରେଶ ବିଶ୍ୱାଳ retweetledi
𝐑𝐮𝐬𝐡𝐢𝐢𝐢⁴⁵
Vinod Kambli came to Wankhede Stadium today to watch the Mumbai Indians match. There was a time when he was considered an even better batsman than Sachin Tendulkar, but some bad habits ruined his career. Seeing him like this today doesn’t feel good, but it was nice to see that he still has love for cricket.❤️
English
121
127
1.9K
680.9K
Amaresh Biswal I ଅମରେଶ ବିଶ୍ୱାଳ
ତା ସହିତ ବ୍ୟାଙ୍କ ତରଫରୁ ଜିତୁଙ୍କ ଘରକୁ ଯାଇ ତାଙ୍କ ୧୯ ହଜାର ୪୦୦ ଟଙ୍କା ପ୍ରଦାନ କରାଯାଇଛି। ଜିତୁ ମୁଣ୍ଡାଙ୍କୁ ଯେତେବେଳେ ସାମ୍ବାଦିକମାନେ ପଚାରିଲେ, ଏ ଟଙ୍କା ନେଇ ଆପଣ କ'ଣ କରିବେ, ସେ କହିଲେ #ଶୁଦ୍ଧିଘର କରିବି। କାରଣ ମୃତଦେହକୁ ଗାତରୁ ଖୋଳିବା ପରେ ମତେ ଆଉ କେହି ଛୁଉଁ ନାହାଁନ୍ତି। ପୁଣି ଶୁଦ୍ଧିଘର କଲେ ଜାତିକୁ ଯିବି।
OR
5
3
18
2.4K
Amaresh Biswal I ଅମରେଶ ବିଶ୍ୱାଳ
କିନ୍ତୁ ଏହି କ୍ଷେତ୍ରରେ ସରକାରୀ ନିୟମକୁ ଡେଇଁ, ବ୍ୟକ୍ତିଗତ ଭାବେ ଜିତୁଙ୍କୁ ସହାୟତା ଯୋଗାଇ ଦେବାର ଥିଲା। ପ୍ରସଙ୍ଗଟି ବିବାଦ ଘେରକୁ ଚାଲିଯିବା ପରେ, ଆଜି ଜିଲ୍ଲା ପ୍ରଶାସନ ଜିତୁ ମୁଣ୍ଡାଙ୍କୁ ରେଡକ୍ରସ୍ ତରଫରୁ ୨୦ ହଜାର ଟଙ୍କା ଦେଇଛନ୍ତି। (୨)
OR
1
0
17
2.4K
Amaresh Biswal I ଅମରେଶ ବିଶ୍ୱାଳ
ଏଇ ହେଉଛି ଆମ ସରକାରୀ ବ୍ୟବସ୍ଥା। ଜଣେ ଅଶିକ୍ଷିତ ଲୋକକୁ, ବ୍ୟାଙ୍କରେ ବସିଥିବା ଏକାଧିକ ଶିକ୍ଷିତ ବାବୁ ସାହାଯ୍ୟ କରିପାରିଲେ ନାହିଁ। ଏହି ଅଶିକ୍ଷିତ ଅସହାୟ ମଣିଷଟି ପାଇଁ, ସରକାରୀ ନିୟମ ଟିକେ ମୋଡ଼ି ଦେଇଥିଲେ କ’ଣ ଅସୁବିଧା ହୋଇଥାନ୍ତା? ଦୁର୍ନୀତି କଲାବେଳେ ତ ନିୟମକୁ ଫୁ କରିଦେଉଛୁ। ଗରିବଟିଏ ପାଇଁ କାହିଁକି କରାଯାଇ ପାରିଲା ନାହିଁ?
OR
3
7
48
2.1K
Amaresh Biswal I ଅମରେଶ ବିଶ୍ୱାଳ
ବ୍ୟାଙ୍କ କର୍ମଚାରୀ କହିଲେ, ଯାହା ନାଁରେ ଖାତା, ସେ ନଆସିଲେ ହେବନି। ସେ ଆସି ଦସ୍ତଖତ କରି ଟଙ୍କା ଉଠାଇବେ। ଜିତୁ ଯେତେ କହିଲେ ଯେ ସେ ମରିଗଲାଣି, କେହି ବିଶ୍ୱାସ କଲେନି। ତେଣୁ ଅନ୍ୟ ଉପାୟ ନପାଇ, ସେ ୨ମାସ ତଳେ ମାଟିରେ ପୋତା ଯାଇଥିବା ମୃତ ଭଉଣୀର କଙ୍କାଳସାର ଶବକୁ ଧରି ବ୍ୟାଙ୍କରେ ପହଞ୍ଚିଲେ। (୨)
OR
3
2
29
2K
Amaresh Biswal I ଅମରେଶ ବିଶ୍ୱାଳ
#ନିଜକୁ_ବୁଝାଇ_ହେଉନି: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ମଲ୍ଲୀପଶି ଗାଁର ଜିତୁ ମୁଣ୍ଡାଙ୍କ କଥା ମୁଁ ଭୁଲି ପାରୁନି। ୨ ମାସ ତଳେ ତାଙ୍କ ଭଉଣୀ ‘କାଲରା ମୁଣ୍ଡା’ ମରିଗଲେ। ଭଉଣୀ ନାଁରେ ବ୍ୟାଙ୍କରେ ୧୯ ହଜାର ୩୦୦ ଟଙ୍କା ଅଛି। ଅପାଠୁଆ ଜିତୁ ବହୁତଥର ବ୍ୟାଙ୍କ ଦଉଡ଼ିଲେ ଟଙ୍କା ଉଠେଇବାକୁ। (୧)
Amaresh Biswal I ଅମରେଶ ବିଶ୍ୱାଳ tweet mediaAmaresh Biswal I ଅମରେଶ ବିଶ୍ୱାଳ tweet mediaAmaresh Biswal I ଅମରେଶ ବିଶ୍ୱାଳ tweet media
OR
19
54
173
9.8K
Amaresh Biswal I ଅମରେଶ ବିଶ୍ୱାଳ
ସ୍ଥାନ: ଯାଜପୁର ରୋଡ଼ ନିକଟସ୍ଥ #ରାଛିପୁର ଗାଁ। ଏଠି ଅଛି ୭୭ ବର୍ଷର ଆଦ୍ୟ ଶନିପୀଠ। ଏଠି ଏକ ଆମ୍ବଗଛରୁ ଗ୍ରହରାଜଙ୍କ ଆବିର୍ଭାବ ହୋଇଥିଲା।ଆମ୍ବଗଛଟି ଏବେବି ଅଛି। ଗଛଟିକୁ ଭିତରେ ରଖି ମନ୍ଦିର ନିର୍ମାଣ ହୋଇଛି। ପ୍ରତିବର୍ଷ ଅକ୍ଷୟ ତୃତୀୟ ପର ଶନିବାର ଏଠାରେ ଶନିଯାତ୍ରା ହୋଇଥାଏ, ଯେଉଁଠି ଲକ୍ଷାଧିକ ଭକ୍ତ ଦିଅଁଙ୍କୁ ଜଳାଭିଷେକ କରନ୍ତି।
Amaresh Biswal I ଅମରେଶ ବିଶ୍ୱାଳ tweet mediaAmaresh Biswal I ଅମରେଶ ବିଶ୍ୱାଳ tweet mediaAmaresh Biswal I ଅମରେଶ ବିଶ୍ୱାଳ tweet mediaAmaresh Biswal I ଅମରେଶ ବିଶ୍ୱାଳ tweet media
OR
2
3
35
735
Amaresh Biswal I ଅମରେଶ ବିଶ୍ୱାଳ
ଏମିତି ଗାଁ ଯେଉଁଠି ପୂଜା ପାଆନ୍ତି ଜଙ୍ଗଲ। ବାଲେଶ୍ୱର ଜିଲ୍ଲା ନୀଳଗିରି ଅଂଚଳରେ ଥିବା ସ୍ବର୍ଣ୍ଣଚୂଡ଼ ପାହାଡ଼ ପାଦଦେଶରେ ଏ ଗାଁଟି ଅଛି। ନାଁ ଡେମ୍ବୁରୁଘାଟି। ଏଠି ବଡ଼ମାନେ ଛୋଟମାନଙ୍କୁ ପ୍ରକୃତିକୁ ଭଲ ପାଇବା ଶିଖାନ୍ତି। ଶାଳ ଗଛରେ ଫୁଲ ଆସିଲେ ପର୍ବଟିଏ ପାଳନ ହୁଏ। ଭୂମିଜ ଜନଜାତିର ଏହି ପର୍ବର ନାଁ 'ବାଆ ବଙ୍ଗା ପର୍ବ'।
Amaresh Biswal I ଅମରେଶ ବିଶ୍ୱାଳ tweet mediaAmaresh Biswal I ଅମରେଶ ବିଶ୍ୱାଳ tweet mediaAmaresh Biswal I ଅମରେଶ ବିଶ୍ୱାଳ tweet mediaAmaresh Biswal I ଅମରେଶ ବିଶ୍ୱାଳ tweet media
OR
5
30
121
2.5K