Netajee Abhinandan

74 posts

Netajee Abhinandan banner
Netajee Abhinandan

Netajee Abhinandan

@NetajeeA

Associate Professor, Ravenshaw University

College Square, Cuttack-753003 Katılım Aralık 2012
405 Takip Edilen175 Takipçiler
Netajee Abhinandan
Netajee Abhinandan@NetajeeA·
@punarbashu ଆପଣଙ୍କ ମତାମତ ପଢିବାକୁ ବହୁତ ଭଲ ଲାଗେ... ସୁଚିନ୍ତିତ ଓ ଯୁକ୍ତିନିଷ୍ଠ... ଖବରକାଗଜରେ ସ୍ତମ୍ଭ ଲେଖିଲେ ଆପଣଙ୍କ କଥା ବେଶୀ ଲୋକଙ୍କ ପାଖରେ ପହଂଚି ପାରନ୍ତା... ମୁଁ ଆପଣଙ୍କ ଲେଖାର ଜଣେ ମୁଗ୍ଧ ପ୍ରଶଂସକ 🙏
OR
0
0
1
18
Prasanna Mishra
Prasanna Mishra@punarbashu·
ଅଭିମତ ଆମ ରାଜ୍ୟର ପଚିଶ ବର୍ଷରେ ରାଜନୈତିକ ଶକ୍ତିମାନଂକର କାର୍ଯ୍ୟକଳାପର ପରିଣାମ ବିକାଶରେ ଯେଭଳି ରୂପାନ୍ତରିତ ହୋଇଚି, ତାହା ସଂକ୍ଷେପରେ ଗୋଟିଏ ପଂକ୍ତିରେ ଏହିଭଳି ବ୍ୟକ୍ତ କରାଯାଇପାରେ —- “ପଶ୍ଚିମରେ କଟନି-ଛଟନି ଏବଂ ପୂର୍ବରେ ଗଣତି-ମଣତି ।” ପ୍ରଗତିର ସମ୍ଭାବନା, କାର୍ଯ୍ୟକ୍ରମ ଏବଂ ପ୍ରସ୍ତୁତି ସଂକ୍ରାନ୍ତୀୟ ରାଜନୈତିକ ସମ୍ବାଦ ସମୟର ଏହି କାଳଖଣ୍ଡରେ “ସମ୍ପାଦକଂକୁ ପତ୍ର” ରେ ସୀମିତ ରହିଚି । ଓଡିଶା ମହାଭାରତର ଏହି ପଚିଶ ବର୍ଷ ରାଜନୈତିକ ଶକ୍ତିର “ଭୋଗପର୍ବ” ଭାବରେ ଗ୍ରହଣୀୟ । ଜାତିର “ବିକାଶପର୍ବ” ର ଆଲୋକ ଦିଗବଳୟରେ ଦୃଶ୍ୟମାନ ହେବାର ସମୟ ଆସି ନଥିବା ମନେହୁଏ । ….
OR
1
1
11
467
Netajee Abhinandan retweetledi
Dharmendra Pradhan
Dharmendra Pradhan@dpradhanbjp·
‘ଓଡ଼ିଆ ଅସ୍ମିତା’ ଏକ ରାଜନୈତିକ ପ୍ରସଙ୍ଗ ନୁହେଁ ବରଂ ଏକ ସାଂସ୍କୃତିକ, ଅର୍ଥନୈତିକ ଆକାଂକ୍ଷା, ଗୋଟିଏ ସଭ୍ୟତାକୁ ପ୍ରତିଫଳିତ ଓ ପ୍ରବାହିତ କରିବା ତଥା ଭଭିଷ୍ୟତକୁ ସୁରକ୍ଷିତ କରିବାର ଏକ ଅବଧାରଣା । ଗଣତନ୍ତ୍ରରେ ସମସ୍ତଙ୍କର ନିଜର ନିଜର ଦୃଷ୍ଟିକୋଣ ଓ ଆଭିମୁଖ୍ୟ ଅଛି, ଏହାକୁ ଅସ୍ୱୀକାର କରାଯାଇପାରିବ ନାହିଁ । ତେବେ ବିଜେପି ଆକ୍ସିଡେଣ୍ଟାଲ୍ ଭାବେ ନୁହେଁ ବରଂ ନିରନ୍ତର ପ୍ରଚେଷ୍ଟା ପରେ ହିଁ ଓଡ଼ିଶାବାସୀଙ୍କ ଆସ୍ଥାଭାଜନ ହୋଇପାରିଥିବାରୁ ରାଜ୍ୟରେ ସରକାର ହୋଇଛି ।  ଆମେ ଯେତେବେଳେ ନ୍ୟୁ ଏଜ୍ ଇକୋନୋମୀ ଏବଂ ବୈଶ୍ୱିକ ସ୍ଥିତି କଥା କହୁଛୁ, ସେ ସମୟରେ ସେମିକଣ୍ଡକ୍ଟର ବିଶ୍ୱରେ ଏକ ବଡ଼ ପ୍ରସଙ୍ଗ ହୋଇଛି । ଖୁସିର ବିଷୟ, ମାନ୍ୟବର ପ୍ରଧାନମନ୍ତ୍ରୀ @narendramodi ଙ୍କ ନେତୃତ୍ୱରେ ଓଡ଼ିଶାରେ ୨ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ ପ୍ରତିଷ୍ଠା କରିବା ପାଇଁ କ୍ୟାବିନେଟ୍ ଅନୁମୋଦନ ମିଳିଛି । ରାଜ୍ୟରେ ୬ ଲେନ୍ ବିଶିଷ୍ଟ କଣ୍ଟ୍ରୋଲଡ୍ ଗ୍ରୀନଫିଲ୍ଡ କ୍ୟାପିଟାଲ ରିଜିଅନ ରିଙ୍ଗ୍ ରୋଡ୍ ପ୍ରକଳ୍ପ ନିର୍ମାଣକୁ ମଧ୍ୟ ମଞ୍ଜୁର ମିଳିଛି । ଏହା ହିଁ ଲୋକ ଆକାଂକ୍ଷା ଓ ଅପେକ୍ଷା, ଯାହାକୁ ଡବଲ ଇଞ୍ଜିନ ସରକାର ସାକାର କରୁଛନ୍ତି ।
Dharmendra Pradhan tweet mediaDharmendra Pradhan tweet mediaDharmendra Pradhan tweet media
OR
2
13
32
1.5K
Netajee Abhinandan retweetledi
Dharmendra Pradhan
Dharmendra Pradhan@dpradhanbjp·
ଇତିହାସ ଓ ବର୍ତ୍ତମାନକୁ ପୁସ୍ତକର ରୂପ ଦେଲେ ଭବିଷ୍ୟତକୁ ଯିବା ସହଜ ହୁଏ । ଗତ କିଛି ଦିନ ପୂର୍ବରୁ ଚୌଧୁରୀ ଅମିତାଭ ଦାସଙ୍କ ଦ୍ୱାରା ଲିଖିତ “ନିର୍ବାଚନ ୨୦୨୪ - ଓଡ଼ିଶା ରାଜନୀତିର କଡ଼ ଲେଉଟାଣି” ପୁସ୍ତକକୁ ଉନ୍ମୋଚନ କରିବାର ସୌଭାଗ୍ୟ ମିଳିଥିବା ବେଳେ ଆଜି ଏପରି ପୁସ୍ତକ ଉନ୍ମୋଚନ ସ୍ୱାଗତଯୋଗ୍ୟ । ଏହି ପୁସ୍ତକଟି ସବୁ ବର୍ଗଙ୍କ ପାଖରେ ଆଦୃତ ହେଉ, ଏହା କାମନା ।  ଭାରତୀୟ ଜନସଙ୍ଘ କିମ୍ବା @BJP4India କେବଳ ଏକ ସଂଗଠନ ନୁହେଁ ବରଂ ଏକ ବିଚାର । ବିଜେପି ଏକ ଆକ୍ସିଡେଣ୍ଟାଲ୍ ପାର୍ଟି ଭାବରେ ନୁହେଁ, ବରଂ ଅନେକ କାର୍ଯ୍ୟକର୍ତ୍ତାଙ୍କ ତ୍ୟାଗ ଓ ସମର୍ପଣ ବଳରେ ଏହା ବିଶ୍ୱର ସର୍ବବୃହତ ଦଳ ଭାବରେ ଅଭ୍ୟୁଦୋୟ ହୋଇଛି ଏବଂ ଜନଆଶୀର୍ବାଦରୁ ଓଡ଼ିଶାରେ ପ୍ରଥମ ଥର ପାଇଁ ଏକକ ସରକାର ଗଠନ କରିଛି ।
OR
1
11
21
1.6K
Netajee Abhinandan retweetledi
Dharmendra Pradhan
Dharmendra Pradhan@dpradhanbjp·
ଭୁବନେଶ୍ୱର ଠାରେ ଖ୍ୟାତନାମା ଲେଖକ ଡଃ ନେତାଜୀ ଅଭିନନ୍ଦନ ଓ ପ୍ରୀତ୍ ବୁବନାଙ୍କ ଦ୍ୱାରା ରଚିତ "Voices and Votes: Odisha's Electoral Renaissance of 2024" ପୁସ୍ତକ ଉନ୍ମୋଚନ କଲି । ଏହି ପରିପ୍ରେକ୍ଷୀରେ ସାଂପ୍ରତିକ ଓଡ଼ିଶା ରାଜନୀତିର ଏହି ବିଶ୍ଳେଷଣାତ୍ମକ ପୁସ୍ତକର ଶୁଭ ଉନ୍ମୋଚନ ଅବସରରେ ମୁଁ ଏହାର ଲେଖକ ତଥା ପ୍ରକାଶକଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି ।
Dharmendra Pradhan tweet mediaDharmendra Pradhan tweet mediaDharmendra Pradhan tweet media
OR
7
24
185
4.3K
Netajee Abhinandan retweetledi
Ravenshaw University
Ravenshaw University@Ravenshaw150·
Babai Nandi becomes the 1st visually impaired scholar to earn a PhD in Political Science from Ravenshaw University! His work on India-US relations in the Indo-Pacific sets a powerful example of grit, excellence & inclusion. #BabaiNandi #InclusiveEducation
Ravenshaw University tweet mediaRavenshaw University tweet mediaRavenshaw University tweet media
English
1
2
44
857
Netajee Abhinandan
Netajee Abhinandan@NetajeeA·
@punarbashu Wonderful…in these few lines you have captured the mood of the people so very beautifully….🙏
English
0
0
0
9
Prasanna Mishra
Prasanna Mishra@punarbashu·
ଚିଠିଟିଏ ପାଇଲି ତୁମର ଲେଖିଚ ଅସ୍ମିତା ନିଜ କଲମରେ ନିଜ ଗାଁ କଥା ମାମୁ ମଉସା କକେଇ, ବାପାଂକର କଥା ଶୋଇଥିଲେ ଦିନ ଦିପହରେ ମଦ ପିଇ ମାଗଣାରେ ଟିପ ଚିହ୍ନ ନେଇଗଲା ଚଲାକ ବେପାରି ମାଲିକକୁ ଗୋତି କରିଦେଲା ସେଇ ଦିନ ଦିପହରେ ଚାଲିଗଲି ତୁମ ଗାଁ ଛାଡି । ୨/୨ ….. May 5, 2024 Bhubaneswar
OR
1
0
16
333
Prasanna Mishra
Prasanna Mishra@punarbashu·
ଅସ୍ମିତା ତୁମେ ଆଜି କାହିଁ ମନେପଡ ଗାଁ ଲୋକେ କହୁଚନ୍ତି କାହା ଝିଅ କାହା ବୋହୁ, କଣ ହେଲା ତା’ର କନିଅର ମଂଜି କାହିଁକି ଖାଇଲା ଆଉ କିଏ ପଚାରୁଚି ଖରାବେଳଟାରେ ଗାଁ ପୋଖରିରେ ଏତେ ଲୋକ ଦେଖୁଦେଖୁ କେମିତି ସେ ବୁଡିଗଲା ।୧/୨
OR
4
0
40
1.6K
Netajee Abhinandan retweetledi
Kalinga Institute of Indo-Pacific Studies
This Independence Day, #KIIPS is delighted to present its monthly podcast "Samvaad: Indo-Pacific and the World". From geopolitics to culture, #Samvaad aims to study, analyse, explain, and disseminate all relevant information and developments related to the Indo-Pacific region.
English
1
6
11
736
Netajee Abhinandan retweetledi
CHINTAMANI MAHAPATRA
CHINTAMANI MAHAPATRA@chintamani36·
Panel discussion to assess the outcome of PM Modi's America visit was held at School of International Studies of JNU by CCUSLAS and Kalinga Institute of Indo-Pacific Studies.
CHINTAMANI MAHAPATRA tweet mediaCHINTAMANI MAHAPATRA tweet mediaCHINTAMANI MAHAPATRA tweet media
English
0
7
23
1.4K
Netajee Abhinandan retweetledi
Kalinga Institute of Indo-Pacific Studies
KIIPS, and United States' Studies Divison of CCUSLAS, SIS, JNU invites all to the panel discussion on the theme *"PM Modi's Visit to the US and changing Equations in Indo-US Relations"* Time: 11:15 am to 1 pm Venue: Room 128, SIS II Date: 27 June, 2023 #India #USA #IndoUS
Kalinga Institute of Indo-Pacific Studies tweet media
English
1
5
7
459
Netajee Abhinandan
Netajee Abhinandan@NetajeeA·
Despite no weather disruption, power cut for long hours in Bhubaneswar @TPCentralOdisha Seeking immediate intervention of government to ensure uninterrupted power supply @CMO_Odisha
English
0
1
4
149
Netajee Abhinandan retweetledi
CHINTAMANI MAHAPATRA
CHINTAMANI MAHAPATRA@chintamani36·
"The people of Pakistan have started raising their voices against their country’s political and military officials for the injustices done in the liberation war of Bangladesh."kiips.in/research/pakis…
English
0
2
7
525
Netajee Abhinandan retweetledi
Dr. S. Jaishankar
Dr. S. Jaishankar@DrSJaishankar·
Visited the Konark wheel installed in the Cyprus Foreign Ministry with FM @IKasoulides and Interior Minister @NourisNicos . A gift from India in 2017, it symbolizes the strong friendship between our nations.
Dr. S. Jaishankar tweet media
English
34
290
5K
201K
Netajee Abhinandan retweetledi
Rekha Tanveer Pankaj
Rekha Tanveer Pankaj@rekha_kusumaa·
मांग तो जायज़ है😂
Rekha Tanveer Pankaj tweet media
हिन्दी
0
3
10
0
Netajee Abhinandan
Netajee Abhinandan@NetajeeA·
A true Warrior who has triumphed over all odds and adversities.A true Grassroots Person who had started her political career from the lowest rung. Hail President#DraupadiMurmu
English
0
0
5
0