ଓଡ଼ିଶା ରାଜସ୍ଵ ଅମଲା ସଂଘ, ସୁନ୍ଦରଗଡ (ORAS Sundargarh)

26 posts

ଓଡ଼ିଶା ରାଜସ୍ଵ ଅମଲା ସଂଘ, ସୁନ୍ଦରଗଡ (ORAS Sundargarh) banner
ଓଡ଼ିଶା ରାଜସ୍ଵ ଅମଲା ସଂଘ, ସୁନ୍ଦରଗଡ (ORAS Sundargarh)

ଓଡ଼ିଶା ରାଜସ୍ଵ ଅମଲା ସଂଘ, ସୁନ୍ଦରଗଡ (ORAS Sundargarh)

@ORAS_Sundargarh

Official handle of Odisha Rajaswa Amala Sangha, Sundargarh Unit. At/Po/Dist- Sundargarh, Pin- 770001 (Odisha), E- Mail- [email protected]

Sundargarh Katılım Ağustos 2025
21 Takip Edilen292 Takipçiler
ଓଡ଼ିଶା ରାଜସ୍ଵ ଅମଲା ସଂଘ, ସୁନ୍ଦରଗଡ (ORAS Sundargarh)
ପବିତ୍ର ଗଣପର୍ବ ନୁଆଁଖାଇର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।ସମସ୍ତଙ୍କୁ ନୁଆଁଖାଇ ଜୁହାର🙏 #NuakhaiJuhar to all #NuakhaiFestival #nuakhai2025 #MaaSamalei #Sundargarh #Rourkela #Bhubaneswar #Odisha @PMOIndia @CMO_Odisha @SecyChief @rdmodisha @DMSundargarh @ORASOdisha @AmalaBhai88
ଓଡ଼ିଶା ରାଜସ୍ଵ ଅମଲା ସଂଘ, ସୁନ୍ଦରଗଡ (ORAS Sundargarh) tweet media
OR
7
2
5
154
ଓଡ଼ିଶା ରାଜସ୍ଵ ଅମଲା ସଂଘ, ସୁନ୍ଦରଗଡ (ORAS Sundargarh) retweetledi
RASHMITA NAG
RASHMITA NAG@Rashmi_Rocket·
ଓଡିଶାର 10,000 ଜିଲ୍ଲା ସ୍ତରୀୟ ରାଜସ୍ଵ ଅମଲା ମାନଙ୍କର ନାର୍ଯ୍ୟ ଦାବିକୁ ପୃରଣ କରିବା ପାଇଁ ସମ୍ମାନନୀୟ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ... @CMO_Odisha @MohanMOdisha @SecyChief @rdmodisha @ORASOdisha @ORAS_Sundargarh
OR
0
32
52
566
ଓଡ଼ିଶା ରାଜସ୍ଵ ଅମଲା ସଂଘ, ସୁନ୍ଦରଗଡ (ORAS Sundargarh) retweetledi
Siddheswar Das
Siddheswar Das@dsiddheswar79·
We stand with ORAS in their fight for fair treatment! Their demands for ORS cadre restructuring, Level-9 pay for junior assistants, & old pension restoration are just. Revenue workers serve us daily—support their cause! #SupportORAS #ORASStrike #OdishaRevenueWorkers
English
0
26
32
357
ଓଡ଼ିଶା ରାଜସ୍ଵ ଅମଲା ସଂଘ, ସୁନ୍ଦରଗଡ (ORAS Sundargarh) retweetledi
Kanha
Kanha@jayjaysriram·
@ORASOdisha @CMO_Odisha @SecyChief @rdmodisha ଅମଲା ମାନଙ୍କ ମୁଖ୍ୟ ଦାବି ଲେଭେଲ୍ 9 ଯଥା ଶୀଘ୍ର ପୂରଣ ହେବା ଆବଶ୍ୟକ। ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ନିଜେ ସ୍ବୀକାର କରିଛନ୍ତି ଯୁକ୍ତି ଯୁକ୍ତି ବୋଲି।
OR
0
31
39
403
ଓଡ଼ିଶା ରାଜସ୍ଵ ଅମଲା ସଂଘ, ସୁନ୍ଦରଗଡ (ORAS Sundargarh) retweetledi
RASHMITA NAG
RASHMITA NAG@Rashmi_Rocket·
@ORASOdisha @CMO_Odisha @SecyChief @rdmodisha Even current health minister honorable sri Mukesh Mahaling sir also showed his consent regarding demands of ORAS when he was in opposition party...
English
1
45
52
748
ଓଡ଼ିଶା ରାଜସ୍ଵ ଅମଲା ସଂଘ, ସୁନ୍ଦରଗଡ (ORAS Sundargarh)
ପ୍ରଥମ ଫଟୋ ଟି ହେଉଛି ଓଡ଼ିଶା ରାଜସ୍ଵ ଅମଲା ସଂଘ ର 11.08.2017 ର ଆନ୍ଦୋଳନ ଏବଂ ଦ୍ଵିତୀୟ ଟି ହେଉଛି 11.08.2025 ର ଆନ୍ଦୋଳନ। ଦୀର୍ଘ ଆଠ ବର୍ଷ ହେଲା ସରକାରଙ୍କ ପାଖରେ ନିଜ ନାର୍ଯ୍ୟ ଦାବିକୁ ପୁରଣ କରିବା ପାଇଁ ଅନୁରୋଧ କରି ଆସୁଥିଲେ ମଧ୍ୟ ଦୁଃଖ ର ବିଷୟ ଏବେ ଯାଏଁ ତାହା ପୂରଣ ହୋଇନାହିଁ । @CMO_Odisha @SecyChief #ORAS #Amala
ଓଡ଼ିଶା ରାଜସ୍ଵ ଅମଲା ସଂଘ, ସୁନ୍ଦରଗଡ (ORAS Sundargarh) tweet mediaଓଡ଼ିଶା ରାଜସ୍ଵ ଅମଲା ସଂଘ, ସୁନ୍ଦରଗଡ (ORAS Sundargarh) tweet media
OR
4
92
108
773