OSCPS

768 posts

OSCPS banner
OSCPS

OSCPS

@OSCPSODISHA

Odisha State Child Protection Society (OSCPS) Department of Women & Child Development and Mission Shakti Government of Odisha

Mission Shakti Bhawan, BBSR Katılım Ekim 2019
29 Takip Edilen2.1K Takipçiler
OSCPS
OSCPS@OSCPSODISHA·
Career counselling programmes for Mission Vatsalya beneficiaries are guiding vulnerable children towards higher education, vocational education, and skill training, helping them build confidence, access opportunities, and move towards a brighter future. #OSCPS #WCDOdisha
OSCPS tweet media
English
1
0
7
80
OSCPS
OSCPS@OSCPSODISHA·
ଦୃଢ ଇଚ୍ଛାଶକ୍ତି ଏବଂ ଅଭ୍ୟାସ ଆଗରେ ହାର ମାନିଛି ଅକ୍ଷମତା । ଦିବ୍ୟାଙ୍ଗ ହୋଇ ମଧ୍ୟ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ବାଲାଙ୍ଗୀର ଝିଅ ପାୟଲ ନାଗ । #PayalNag #ParaArcheryChampion #WorldArcheryParaSeries #ParaSportsIndia #paraathlete #AbilityBeyondDisability #PrideofOdisha #SheAchieves #OSCPS
OSCPS tweet media
OR
0
0
0
90
OSCPS
OSCPS@OSCPSODISHA·
ଏହା ଶିଶୁମାନଙ୍କ ମନରେ ନିହିତ ସୃଜନଶୀଳତା,ସାହିତ୍ୟିକ ଦକ୍ଷତା ଓ ସଠିକ୍ ପରିଚର୍ଯ୍ୟା ମାଧ୍ୟମରେ ସେମାନେ କିପରି ନିଜ ପ୍ରତିଭାକୁ ଜାତୀୟ ସ୍ତରରେ ପ୍ରକାଶ କରିପାରନ୍ତି,ତାହାର ଏକ ସୁନ୍ଦର ଉଦାହରଣ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ସଦା ଶିଶୁମାନଙ୍କ ସାର୍ବିକବିକାଶ, ସୃଜନଶୀଳ ଚିନ୍ତାଧାରା ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇଁ ପ୍ରତିବଦ୍ଧ
OR
0
0
0
58
OSCPS
OSCPS@OSCPSODISHA·
ପ୍ରତିଭାର ଉଜ୍ଜ୍ୱଳ ଦୃଷ୍ଟାନ୍ତ ପୁରୀ ଜିଲ୍ଲାର ଉତ୍ତରାହଣା ସ୍ଥିତ ଦ୍ରୌପଦୀ ମହିଳା ସମିତି ଶିଶୁ ଯତ୍ନ ଅନୁଷ୍ଠାନ ରେ ରହୁଥିବା ଶିଶୁ ମିତାଲି ଘୋଷଙ୍କ ରଚିତ ସୁନ୍ଦର ଗଳ୍ପ ଆଜି ୪ ଏପ୍ରିଲ ୨୦୨୬ ର ‘ଧରିତ୍ରୀ’ ସମ୍ବାଦପତ୍ରରେ ପ୍ରକାଶିତ ହୋଇଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ ଓ ଗର୍ବିତ।
OSCPS tweet mediaOSCPS tweet media
OR
0
0
0
67
OSCPS
OSCPS@OSCPSODISHA·
ଏହି ସଫଳତା ଶିଶୁ ଯତ୍ନ ଅନୁଷ୍ଠାନ ରେ ରହୁଥିବା ଶିଶୁମାନଙ୍କ ମଧ୍ୟରେ ଥିବା ଅପାର ପ୍ରତିଭା, ସୃଜନଶୀଳତା ଓ ସ୍ୱପ୍ନକୁ ପ୍ରକାଶ କରୁଛି। ଯଥୋଚିତ ସ୍ନେହ, ପରିଚର୍ଯ୍ୟା ଓ ସୁଯୋଗ ମିଳିଲେ ପ୍ରତ୍ୟେକ ଶିଶୁ ନିଜ ପ୍ରତିଭା ଦ୍ୱାରା ସମାଜକୁ ପ୍ରେରଣା ଦେଇପାରିବ। #ChildTalent #Inspiration #SuccessStory #OSCPS #WCDOdisha
OR
0
0
0
40
OSCPS
OSCPS@OSCPSODISHA·
ପ୍ରତିଭାର ପ୍ରେରଣାଦାୟକ ଉଦାହରଣ ଆଚାର୍ଯ୍ୟ ହରିହର ଶିଶୁ ଭବନ, ସାକ୍ଷୀଗୋପାଳ, ପୁରୀ ଶିଶୁ ଯତ୍ନ ଅନୁଷ୍ଠାନ ରେ ରହୁଥିବା ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ନାରାୟଣ ମଲ୍ଲିକ ଙ୍କ ସୁନ୍ଦର କବିତା ଧରିତ୍ରୀ ପତ୍ରିକାର ପିଲାଙ୍କ ଧରିତ୍ରୀ ୪ ଏପ୍ରିଲ ୨୦୨୬ ତାରିଖରେ ପ୍ରକାଶିତ ହୋଇଥିବା ଖବର ଆମ ପାଇଁ ଗର୍ବର ବିଷୟ ।
OSCPS tweet mediaOSCPS tweet media
OR
0
0
0
69
OSCPS
OSCPS@OSCPSODISHA·
ଦୁଃଖକୁ ହରାଇ ସଫଳତାର ସ୍ୱାଦ ଚାଖିଛନ୍ତି ପଦ୍ମାବତୀ । ପ୍ରତ୍ୟେକ ସଫଳତା ପଛରେ ଥାଏ ଅନେକ ସଂଘର୍ଷ, କଠିନ ପରିଶ୍ରମ ଓ ଅଦମ୍ୟ ଇଚ୍ଛାଶକ୍ତି। ଯେତେବେଳେ ସେହି ପ୍ରୟାସକୁ ମିଳେ ସରକାରଙ୍କ ସହଯୋଗ ଓ ନିଷ୍ଠାପୂର୍ଣ୍ଣ ପରିଚାଳନା, ସେତେବେଳେ ଏମିତି ଅନେକ ପ୍ରେରଣାଦାୟକ କାହାଣୀର ଆରମ୍ଭ ହୁଏ।
OSCPS tweet media
OR
0
1
0
54
OSCPS
OSCPS@OSCPSODISHA·
ଏବେ “ମହିଳା ଓ ଶିଶୁ ବିକାଶ ବିଭାଗ” ଏହି ପରିବର୍ତ୍ତନର ଏକ ଶକ୍ତିଶାଳୀ ସୂତ୍ରଧାର ସାଜିଛି । ଏହା ସହିତ ସେ ‘ମିଶନ ବାତ୍ସଲ୍ୟ’ ଜରିଆରେ ସହାୟତା, ସୁରକ୍ଷା ଓ ସୁଯୋଗ ପାଇ KIIT Polytechnic ରେ ଡିପ୍ଲୋମା (ସିଭିଲ୍) କୋର୍ସ କରି ଏବେ ଚେନ୍ନାଇର ଏକ ଘରୋଇ କମ୍ପାନୀରେ ଜୁନିୟର ଇଞ୍ଜିନିୟର ଭାବେ ନିଯୁକ୍ତି ପାଇଛନ୍ତି।
OR
0
1
1
53
OSCPS
OSCPS@OSCPSODISHA·
ଜୀବନରେ ଅନିଶ୍ଚିତତା ଆସିଲେ ଅନେକ ଭାଙ୍ଗି ପଡ଼ନ୍ତି, କିନ୍ତୁ କିଛି ବ୍ୟକ୍ତି ସେହି ଅନିଶ୍ଚିତତାକୁ ସୁଯୋଗରେ ପରିଣତ କରନ୍ତି। ଏମିତି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ଲକ୍ଷ୍ମୀପ୍ରିୟା ବେହେରା। ପାରିବାରିକ ସମସ୍ୟା ମଧ୍ୟରେ ଗତି କରୁଥିବା ଲକ୍ଷ୍ମୀପ୍ରିୟାଙ୍କ ପାଇଁ ଓଡ଼ିଶା ସରକାରଙ୍କ ‘ମହିଳା ଓ ଶିଶୁ ବିକାଶ ବିଭାଗ’ ସାଜିଲା ନୂଆ ଆଶାର କିରଣ।
OSCPS tweet media
OR
0
0
0
41
OSCPS
OSCPS@OSCPSODISHA·
‘ମିଶନ ବାତ୍ସଲ୍ୟ’ ଯୋଜନାର ସୁଯୋଗ ଓ ସହାୟତାରେ ସେ KIIT Polytechnicରେ ଡିପ୍ଲୋମା (ସିଭିଲ୍) କୋର୍ସ କରି ଏବେ ଚେନ୍ନାଇର ଏକ ଘରୋଇ କମ୍ପାନୀରେ ଜୁନିୟର ଇଞ୍ଜିନିୟର ଭାବେ ନିଯୁକ୍ତି ପାଇଛନ୍ତି। #MissionVatsalya #ChildCareSupport #SuccessStory #Empowerment #CareAndSupport #TransformingLives #WCDOdisha
OR
0
0
0
53
OSCPS
OSCPS@OSCPSODISHA·
Ensuring better care for every child Dr. Mrinalini Darswal, IAS, Commissioner-cum-Secretary, W&CD Odisha, reviewed facilities at Utkal Balashram, Jeypore- focusing on education, health, counseling & infrastructure. Committed to safe & nurturing CCIs. #ChildProtection #OSCPS
OSCPS tweet mediaOSCPS tweet mediaOSCPS tweet mediaOSCPS tweet media
English
0
0
0
110
OSCPS
OSCPS@OSCPSODISHA·
From rescue to rehabilitation and self-reliance -Biswajit’s journey reflects the impact of timely child protection, care and skill development interventions. A strong example of how integrated support systems can transform young lives. #SkillInOdisha #ChildProtection #OSCPS
OSCPS tweet media
English
0
0
1
89
OSCPS
OSCPS@OSCPSODISHA·
ପ୍ରତ୍ୟେକ ଶିଶୁର ସୁରକ୍ଷା - ଆମର ସଙ୍କଳ୍ପ। ସେହି ସଙ୍କଳ୍ପକୁ ସାକାର କରିବା ପାଇଁ ଶିଶୁ ସହାୟତା ହେଲ୍ପଲାଇନ–୧୦୯୮ ର କର୍ମଚାରୀମାନଙ୍କୁ ଏକଦିନିଆ ପୁନଃ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ସଶକ୍ତ କରାଯାଇଛି। #ପ୍ରତ୍ୟେକଶିଶୁପାଇଁ #ଶିଶୁସୁରକ୍ଷା #ଶିଶୁସହାୟତାହେଲ୍ପଲାଇନ୧୦୯୮ #ସୁରକ୍ଷିତଓଡ଼ିଶା #OSCPS #WCDOdisha
OSCPS tweet mediaOSCPS tweet mediaOSCPS tweet mediaOSCPS tweet media
OR
0
0
2
92
OSCPS
OSCPS@OSCPSODISHA·
ଶିଶୁ ସୁରକ୍ଷା ହେଉଛି ସଶକ୍ତ ଭାରତର ଭିତ୍ତି। ଜିଲ୍ଲା ଓ ରାଜ୍ୟ ସ୍ତରର ଶିଶୁ ସହାୟତା –୧୦୯୮ କର୍ମଚାରୀମାନଙ୍କ ପାଇଁ ଆୟୋଜିତ ଏକଦିନିଆ ପୁନଃ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ସେବାକୁ ଅଧିକ ସୁଦୃଢ଼ କରାଯାଇଛି। #ଶିଶୁସହାୟତା୧୦୯୮ #ସୁରକ୍ଷିତଶିଶୁ
OSCPS tweet media
OR
0
0
1
69
OSCPS retweetledi
Department of WCD, Government of Odisha
ଅସାଧାରଣ ସାହସ, ଦୃଢ଼ ସଂକଳ୍ପ ଏବଂ ଇଚ୍ଛାଶକ୍ତି ଆଣିଦେଲା ସଫଳତା । ପଞ୍ଜାବ ପଟିଆଲରେ ଅନୁଷ୍ଠିତ ସପ୍ତମ ଜାତୀୟ ପାରା ଆର୍ଚେରୀ ଚାମ୍ପିଅନସିପ୍‌ରେ ଓଡ଼ିଶାର ପାୟଲ ନାଗ ଇତିହାସ ରଚିଛନ୍ତି । #PayalNag #ParaArcheryChampion #nationalparaarchery #ParaSportsIndia #paraathlete #AbilityBeyondDisability #RisingChampion
OR
2
1
3
276
OSCPS
OSCPS@OSCPSODISHA·
ଜାତୀୟ ସ୍ତରରେ ଇତିହାସ ଗଢ଼ିଲେ ବଲାଙ୍ଗୀର ଶିଶୁଯତ୍ନ ଅନୁଷ୍ଠାନର ଅନ୍ତେବାସୀ ଓଡ଼ିଆ ଝିଅ ପାୟଲ ନାଗ। ପଟିଆଲାରେ ଆୟୋଜିତ ସପ୍ତମ ଜାତୀୟ ପାରା ତୀରନ୍ଦାଜ ଚାମ୍ପିଅନସିପରେ ଦୁଇଟି ପଦକ ଜିତି ସେ ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି । #PayalNag #ParaArcheryChampion #nationalparaarchery #ParaSportsIndia #paraathlete
OSCPS tweet media
OR
1
0
6
220