ODISHA SECRETARIAT SERVICE ASSOCIATION

166 posts

ODISHA SECRETARIAT SERVICE ASSOCIATION banner
ODISHA SECRETARIAT SERVICE ASSOCIATION

ODISHA SECRETARIAT SERVICE ASSOCIATION

@OSSA_ODISHA

Lokseva Bhawan,Kharavel Bhawan Katılım Haziran 2023
53 Takip Edilen2.4K Takipçiler
ODISHA SECRETARIAT SERVICE ASSOCIATION retweetledi
BCCI
BCCI@BCCI·
𝐂.𝐇.𝐀.𝐌.𝐏.𝐈.𝐎.𝐍.𝐒 🇮🇳 #TeamIndia clinch a record 3️⃣rd ICC Men's #T20WorldCup title 🏆 Take. A. Bow 🫡 #MenInBlue | #Final | #INDvNZ
BCCI tweet media
English
1.7K
17.4K
69.3K
1.3M
ODISHA SECRETARIAT SERVICE ASSOCIATION retweetledi
Narendra Modi
Narendra Modi@narendramodi·
#OperationSindoor on the games field. Outcome is the same - India wins! Congrats to our cricketers.
English
27.6K
105.9K
511.7K
44.7M
ODISHA SECRETARIAT SERVICE ASSOCIATION
ଏହା ଆମ ପାଇଁ ଗର୍ବର ବିଷୟ ଯେ ଆମେ ସେଇ ସଚିବାଳୟ ବର୍ଗର ଅଧିକାରୀ, ଯେଉଁ ବର୍ଗରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୂର୍ମୁ ନିଜ କର୍ମଜୀବନ ଆରମ୍ଭ କରିଥିଲେ । ରାଷ୍ଟ୍ରପତିଙ୍କ ୬୬ତମ ଜନ୍ମଦିବସରେ ସଚିବାଳୟ ସେବା ସଂଘ ତରଫରୁ ତାଙ୍କୁ ହୃଦୟସ୍ପର୍ଶୀ ଅଭିନନ୍ଦନ 💐🙏 @rashtrapatibhvn @PMOIndia @CMO_Odisha @GovernorOdisha
ODISHA SECRETARIAT SERVICE ASSOCIATION tweet media
OR
7
9
109
3.2K
ODISHA SECRETARIAT SERVICE ASSOCIATION retweetledi
CMO Odisha
CMO Odisha@CMO_Odisha·
ଜାତୀୟ 'ଇ-ଗଭର୍ଣ୍ଣାନ୍ସ ପୁରସ୍କାର ୨୦୨୫' ହାସଲରେ ଓଡ଼ିଶାର ଐତିହାସିକ ସଫଳତା। ୧୯ ଗୋଟି ପରିଯୋଜନା ମଧ୍ୟରୁ କେନ୍ଦୁଝର ଜିଲ୍ଲାର ଶୁଆକାଟୀ ଗ୍ରାମ ପଞ୍ଚାୟତ 'ଜୁରି ପୁରସ୍କାର' ପାଇଁ ମନୋନୀତ ହୋଇଛି। ଜନ କଲ୍ୟାଣ ପାଇଁ ଇ-ଗଭର୍ଣ୍ଣାନ୍ସ କ୍ଷେତ୍ରରେ ଓଡ଼ିଶାର ଏହି ସଫଳତା ସୁଶାସନ ଏବଂ ଡିଜିଟାଲ୍ ସେବା ପ୍ରତି ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାର ପ୍ରତିଫଳନ। राष्ट्रीय ई-गवर्नेंस पुरस्कार 2025 में ओडिशा ने रचा इतिहास — केन्दुझर ज़िले की सुआकाटी पंचायत को जूरी पुरस्कार के लिए चयनित किया गया। ई-गवर्नेंस में ओडिशा बना देश का अग्रणी राज्य। यह उपलब्धि सुशासन और डिजिटल नवाचार के प्रति हमारी प्रतिबद्धता को दर्शाती है। #OdishaLeads #eGovernance @DistAdmKeonjhar
CMO Odisha tweet media
OR
9
15
85
6.2K
ODISHA SECRETARIAT SERVICE ASSOCIATION
ଆଜି ସୋମବାର ତା ୧୯.୦୫.୨୦୨୫ ରିଖ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଅବସରରେ ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଓଡ଼ିଶା ସଚିବାଳୟ ସେବା ସଂଘ ତରଫରୁ ଜଳଛତ୍ରର ବ୍ୟବସ୍ଥା କରାଯାଇଛି । @CMO_Odisha @MohanMOdisha @PravatiPOdisha @KVSinghDeo1 @otvkhabar @kanak_news @ArgusNews_in @otvnews @NEWS7Odia
ODISHA SECRETARIAT SERVICE ASSOCIATION tweet mediaODISHA SECRETARIAT SERVICE ASSOCIATION tweet media
OR
0
0
30
938
ODISHA SECRETARIAT SERVICE ASSOCIATION
ଆସନ୍ତା କାଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ (କ୍ୟାପିଟାଲ ନର୍ସରୀ ପାଖ) ରେ ସଚିବାଳୟ ସେବା ସଂଘ ତରଫରୁ ଜଳଛତ୍ରର ବ୍ୟବସ୍ଥା କରାଯାଉଛି । ସଂଘର ସଦସ୍ୟଙ୍କୁ ଅନୁରୋଧ ଉପସ୍ଥିତ ରହି ସହଯୋଗ କରିବେ । @CMO_Odisha @MohanMOdisha @otvkhabar @otvnews @kanak_news @PravatiPOdisha @KVSinghDeo1 @PMOIndia
ODISHA SECRETARIAT SERVICE ASSOCIATION tweet media
OR
0
1
14
616
ODISHA SECRETARIAT SERVICE ASSOCIATION
ଅପରେସନ ସିନ୍ଦୁରର ସଫଳତା ପାଳନ ଅବସରରେ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଠାରେ ଆୟୋଜିତ ସିନ୍ଦୂର ଯାତ୍ରାରେ ଓଡିଶା ସଚିବାଳୟ ସେବା ସଂଘର ମହିଳା ସଦସ୍ୟମାନେ ବିପୁଳ ମାତ୍ରାରେ ଯୋଗଦେଇ ଭାରତୀୟ ସେନାବାହିନୀର ଶୌର୍ଯ୍ୟ, ସାହାସ ଓ ପରାକ୍ରମକୁ ସମ୍ମାନ ଜଣାଇଥିଲେ । @CMO_Odisha @PravatiPOdisha @KVSinghDeo1 @MohanMOdisha
ODISHA SECRETARIAT SERVICE ASSOCIATION tweet mediaODISHA SECRETARIAT SERVICE ASSOCIATION tweet media
OR
0
1
66
1.6K
ODISHA SECRETARIAT SERVICE ASSOCIATION
Our newly elected Executives had the distinct honor of meeting with the Hon'ble Chief Minister. They conveyed their deep respect and reiterated the unwavering commitment of OSS Cadre in supporting the Government's endeavors towards the progress of the State and its people.
ODISHA SECRETARIAT SERVICE ASSOCIATION tweet mediaODISHA SECRETARIAT SERVICE ASSOCIATION tweet media
English
1
5
139
5.1K
ODISHA SECRETARIAT SERVICE ASSOCIATION
କଳିଙ୍ଗ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ପରାକ୍ରମ ଶୋଭାଯାତ୍ରାରେ ସଚିବାଳୟ ସେବାସଂଘର ୩୦୦ ରୁ ଅଧିକ ସଦସ୍ୟ ସେମାନଙ୍କ ମୋଟର ସାଇକେଲ ସହ ଅଂଶଗ୍ରହଣ କରିଥିଲେ । ଏହାକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସମସ୍ତ ସଦସ୍ୟଙ୍କୁ ସଂଘର ନବନିର୍ବାଚିତ ସଭାପତି ଓ ସାଧାରଣ ସମ୍ପାଦକ କୃତଜ୍ଞତା ଜ୍ଞାପନ କରିଛନ୍ତି । #OperationSindoor
ODISHA SECRETARIAT SERVICE ASSOCIATION tweet media
OR
2
0
86
2.4K
ODISHA SECRETARIAT SERVICE ASSOCIATION
ବୁଦ୍ଧମ୍ ଶରଣମ୍ ଗଚ୍ଛାମି । ଧର୍ମଂ ଶରଣମ୍ ଗଚ୍ଛାମି । ସଂଘମ୍ ଶରଣମ୍ ଗଚ୍ଛାମି । ପବିତ୍ର ବୁଦ୍ଧ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ସଚିବାଳୟ ସେବା ସଂଘ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । @MohanMOdisha @CMO_Odisha @PMOIndia @SecyChief @DC_Odisha @homeodisha @KVSinghDeo1 @PravatiPOdisha
ODISHA SECRETARIAT SERVICE ASSOCIATION tweet media
OR
4
15
217
8.8K
ODISHA SECRETARIAT SERVICE ASSOCIATION
ଜାମ୍ମୁ ଓ କାଶ୍ମୀର ରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ସମସ୍ତ ଶହୀଦ ନାଗରିକଙ୍କୁ ସଚିବାଳୟ ସେବା ସଂଘ ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି । 🙏🕯️ #PahalgamTerroristAttack
ODISHA SECRETARIAT SERVICE ASSOCIATION tweet media
OR
1
4
92
4K
ODISHA SECRETARIAT SERVICE ASSOCIATION
ଭାରତର ଆତ୍ମା, ମାନବତାର ଆଦର୍ଶ, ଧର୍ମର ଶ୍ରେଷ୍ଠ ସ୍ଵରୂପ, ଆମର ଆରାଧ୍ୟ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଜନ୍ମୋତ୍ସବ ଶ୍ରୀ ରାମ ନବମୀ'ର ପବିତ୍ର ଅବସରରେ ସମସ୍ତଙ୍କୁ ଶୁଭେଛା ଓ ଶୁଭକାମନା ! ଜୟ ଶ୍ରୀରାମ 🚩
ODISHA SECRETARIAT SERVICE ASSOCIATION tweet media
OR
0
0
30
805
ODISHA SECRETARIAT SERVICE ASSOCIATION
OSSA extends its sincere gratitude to the Hon'ble Prime Minister, Hon'ble Finance Minister and GoI for the visionary decision to enhance the 'Nil Tax' slab up to Rs.12.00 lakh. This progressive step reflects the government's commitment to address the concerns of the middle class.
ODISHA SECRETARIAT SERVICE ASSOCIATION tweet media
English
0
0
12
624