AgriSecyOdisha

726 posts

AgriSecyOdisha banner
AgriSecyOdisha

AgriSecyOdisha

@OdishaSecretary

Official Handle of Secretary, Department of Agriculture and Farmers' Empowerment, Government of Odisha.

Krushi Bhawan, Bhubaneswar Katılım Mayıs 2021
53 Takip Edilen2K Takipçiler
AgriSecyOdisha retweetledi
କୃଷି ବିଭାଗ, ଓଡ଼ିଶା
#ସୋୟାବିନ ଖୁବ ଲାଭଦାୟକ ଫସଲ |ବର୍ତ୍ତମାନ ବଜାରରେ #ସୋୟାବିନ ତେଲର ଆଦର ବେଶୀ | #ଉନ୍ନତ ଚାଷ ପଦ୍ଧତି ମଧ୍ୟରୁ #ଅନ୍ତଃଚାଷ, ସମୟ ଅନୁଯାୟୀ କୋଡାଖୁସା ସହ #ମିଶ୍ରିତ ପ୍ରଣାଳୀରେ ଚାଷ କରି ଚାଷୀମାନେ ଲାଭବାନ ହୋଇପାରିବେ |@OdishaSecretary @Horticultureod1@soilcons_odisha
କୃଷି ବିଭାଗ, ଓଡ଼ିଶା tweet mediaକୃଷି ବିଭାଗ, ଓଡ଼ିଶା tweet media
OR
3
7
84
0
AgriSecyOdisha retweetledi
କୃଷି ବିଭାଗ, ଓଡ଼ିଶା
ମନମୁଗ୍ଧକର ବାସନା ଦେଉଥିବା #ଅର୍ଥକାରୀ_ଫସଲ ରଜନୀଗନ୍ଧା ଅନେକ ସାମାଜିକ ଉତ୍ସବରେ ବ୍ୟବହାର କରାଯାଏ | ଏହି ଚାଷ ପାଇଁ ଗୋବର ଗ୍ୟାସର କାଦୁଅ, ସଢ଼ା ପତ୍ର ଖତ ଆଦି ସାର ରୂପେ ପ୍ରୟୋଗ କରି ମାଟିକୁ ଉର୍ବର କରିବା ସହ #ଚାଷୀମାନେ ବୈଜ୍ଞାନିକ ପଦ୍ଧତିରେ ଚାଷ କରି ଲାଭବାନ ହୋଇପାରିବେ |youtu.be/R768aJFl-t8
YouTube video
YouTube
OR
1
5
39
0
AgriSecyOdisha retweetledi
କୃଷି ବିଭାଗ, ଓଡ଼ିଶା
#ଯୁଆର ଏକ #ଲଘୁ_ଶସ୍ୟ_ଜାତୀୟ_ଫସଲ |ଏଥିରେ ପ୍ରଚୁର ପରିମାଣରେ ପ୍ରୋଟିନ ଥିବାରୁ ମେଦବହୁଳତା ଏବଂ #ହୃଦ ରୋଗ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ | #ଚାଷୀମାନେ ବ୍ୟବସାୟିକ ଭିତ୍ତିରେ #ଯୁଆର_ଚାଷ କରି ଲାଭବାନ ହୋଇପାରିବେ |youtu.be/ntDP3KVMz8M
YouTube video
YouTube
OR
0
4
28
0
AgriSecyOdisha retweetledi
କୃଷି ବିଭାଗ, ଓଡ଼ିଶା
#କୁକୁଡା ଚାଷ ଏକ କ୍ରମ ବର୍ଦ୍ଧିଷ୍ଣୁ ଉଦ୍ଯୋଗ | ଏହାକୁ ଆପଣେଇ #ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ବଜ୍ରକୋଟ ଗ୍ରାମର #ମହିଳା_ଉଦ୍ୟୋଗୀ ସନ୍ଧ୍ୟାରାଣୀ ମାନସିଂ #ମୁଖ୍ୟମନ୍ତ୍ରୀ_କୃଷି ଉଦ୍ୟୋଗ_ଯୋଜନା ମାଧ୍ୟ୍ୟମରେ ଉନ୍ନତ ପ୍ରଣାଳୀରେ #କୁକୁଡ଼ା_ଚାଷ କରି ପ୍ରେରଣାର ଉତ୍ସ ସାଜିଛନ୍ତି |youtu.be/j6XZbpF6Kxc
YouTube video
YouTube
OR
0
3
33
0
AgriSecyOdisha retweetledi
କୃଷି ବିଭାଗ, ଓଡ଼ିଶା
#ଚିନାବାଦାମ ଓଡ଼ିଶାର ଏକ ମୁଖ୍ୟ #ତୈଳବୀଜ_ଫସଲ | ଏହି ଚାଷ ପାଇଁ #ସିଞ୍ଚା_ଜଳସେଚନ ଵେଶ ଲାଭଦାୟକ | #ଜଳସେଚନ ସମୟରେ ପାଣି ସହ #କୀଟନାଶକ ଔଷଧ ପ୍ରୟୋଗ କରାଯିବା ଦ୍ୱାରା କମ ଖର୍ଚ୍ଚରେ #ଚାଷୀମାନେ ଲାଭବାନ ହୋଇପାରିବେ ଏବଂ ଆର୍ଥିକ ସ୍ଥିତି ସୁଦୃଢ ହୋଇପାରିବ |youtu.be/qTZWvinw6fo
YouTube video
YouTube
OR
0
3
25
0
AgriSecyOdisha retweetledi
କୃଷି ବିଭାଗ, ଓଡ଼ିଶା
କୃଷି ଅଧିକାରୀମାନଙ୍କ ପରିଶ୍ରମ ଯୋଗୁଁ #କୃଷି ଓ #କୃଷକ ସଶକ୍ତିକରଣ ବିଭାଗ ଅନେକ ପାରଦର୍ଶିତା ଲାଭ କରିପାରିଛି। ଏହି ସଫଳତାକୁ ବଜାୟ ରଖିବା ସହ ଆମ ରାଜ୍ୟର #କୃଷକମାନଙ୍କ ସର୍ବାଙ୍ଗୀନ ଉନ୍ନତି ସକାଶେ ସଂକଳ୍ପ ନେବାକୁ ଆଜି #ନୂଆବର୍ଷ ଅବସରରେ ମାନ୍ୟବର କୃଷି ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ପରାମର୍ଶ ଦେଇଛନ୍ତି। #HAPPYNEWYEAR2022
କୃଷି ବିଭାଗ, ଓଡ଼ିଶା tweet mediaକୃଷି ବିଭାଗ, ଓଡ଼ିଶା tweet mediaକୃଷି ବିଭାଗ, ଓଡ଼ିଶା tweet mediaକୃଷି ବିଭାଗ, ଓଡ଼ିଶା tweet media
OR
2
5
42
0
AgriSecyOdisha retweetledi
Dr. Arun Kumar Sahoo
Dr. Arun Kumar Sahoo@dr_arunsahoo·
2022 - ନୂଆବର୍ଷର ଅନୁଚିନ୍ତା ଓ ସଂକଳ୍ପ । ସାକ୍ଷାତକାର ଓ ପ୍ରଶ୍ନୋତ୍ତର ଆଲୋଚନା । fb.watch/aeT1pTT_Yk/
OR
4
10
61
0
AgriSecyOdisha retweetledi
CMO Odisha
CMO Odisha@CMO_Odisha·
Reviving traditional & sustainable agricultural practices that are climate resilient, uphold nutritional value & promote sustainable food systems, @MilletsOdisha envisages to promote & revive millets in farms & on plates to address food security concerns. eurasiareview.com/30122021-odish…
English
9
78
299
0
AgriSecyOdisha retweetledi
କୃଷି ବିଭାଗ, ଓଡ଼ିଶା
#ବ୍ରୁସେଲ୍ସ_ସ୍ପ୍ରାଉଟ ଏକ #କୋବି ଜାତୀୟ ପରିବା ଓ କ୍ଷୁଦ୍ର କ୍ଷୁଦ୍ର #ବନ୍ଧାକୋବି ପରି ଫଳିଥାଏ |ଉନ୍ନତ ଜ୍ଞାନ କୌଶଳ ପଦ୍ଧତିରେ #ବ୍ରୁସେଲ୍ସ_ସ୍ପ୍ରାଉଟ_ଚାଷ କରି #ଚାଷୀମାନେ ଲାଭବାନ ହୋଇପାରିବେ | @OdishaSecretary@Horticultureod1@soilcons_odisha
କୃଷି ବିଭାଗ, ଓଡ଼ିଶା tweet mediaକୃଷି ବିଭାଗ, ଓଡ଼ିଶା tweet media
OR
0
5
40
0
AgriSecyOdisha
AgriSecyOdisha@OdishaSecretary·
#ଓଡିଶାର ସମସ୍ତ #କୃଷକ ଭାଇ ଓ ଭଉଣୀମାନଙ୍କୁ ଇଂରାଜୀ #ନବବର୍ଷ ୨୦୨୨ର ଅନେକ ଅନେକ ଅଭିନନ୍ଦନ। ପ୍ରଭୁ ଜଗନ୍ନାଥ କୃଷକମାନଙ୍କର ଉତ୍ତରୋତ୍ତର ଉନ୍ନତିରେ ସହାୟକ ହୁଅନ୍ତୁ ଏହା ହିଁ କାମନା। #HAPPYNEWYEAR2022 @krushibibhag @Horticultureod1 @soilcons_odisha
AgriSecyOdisha tweet media
OR
0
1
14
0
AgriSecyOdisha retweetledi
କୃଷି ବିଭାଗ, ଓଡ଼ିଶା
ସରକାରୀ ନର୍ସରୀମାନଙ୍କରେ #ତାଳତେଲ_ଚାଷ ନିମନ୍ତେ ଉନ୍ନତ କିସମର #ଚାରା ରିହାତି ଦରରେ ଚାଷୀମାନଙ୍କୁ ଯୋଗାଇ ଦିଆଯାଉଅଛି | #ବୁନ୍ଦା ଜଳସେଚନ ପଦ୍ଧତିରେ ଜଳସେଚନ କରାଇବା ସହ ମିଶ୍ରିତ ପ୍ରଣାଳୀରେ ଚାଷ କରି ଭଲ ଅମଳ ମିଳିବା ସହ #ଚାଷୀମାନେ ଅଧିକ ଲାଭପ୍ରଦ ହୋଇପାରିବେ |youtu.be/e90EHw6uc3M
YouTube video
YouTube
OR
0
2
21
0
AgriSecyOdisha retweetledi
BihanaOjaivik PramananSanstha_ Odisha
Organic Audit of OSOCA ; Mango & Cashew plantation areas of Lanjigarh block AND Vegetables areas of Dharmagarh & Golamunda blocks of Kalahandi dist.
BihanaOjaivik PramananSanstha_ Odisha tweet mediaBihanaOjaivik PramananSanstha_ Odisha tweet mediaBihanaOjaivik PramananSanstha_ Odisha tweet mediaBihanaOjaivik PramananSanstha_ Odisha tweet media
Patnagarh, India 🇮🇳 English
0
8
24
0
AgriSecyOdisha retweetledi
କୃଷି ବିଭାଗ, ଓଡ଼ିଶା
ଗାଈ କ୍ଷୀର, ଦହି, ଦେଶୀ ଘିଅ, ଗାଈ ଗୋବର ଏବଂ ଗୋମୂତ୍ର ଆଦି ପାଞ୍ଚୋଟି ମିଶ୍ରଣ ପଞ୍ଚଗବ୍ୟ ଭାବେ ପରିଚିତ | #ଜୈବିକ ଚାଷ ରେ ପଞ୍ଚଗବ୍ୟ ର ଭୂମିକା ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ | #ଚାଷୀ ମାନେ ଅଳ୍ପ ଖର୍ଚ୍ଚରେ ଅଧିକ ଲାଭ ପାଇବା ସହ ପରିବେଶକୁ ସନ୍ତୁଳିତ କରିପାରିପାରିବେ |youtu.be/lTru4CrUc94
YouTube video
YouTube
OR
1
4
26
0
AgriSecyOdisha retweetledi
କୃଷି ବିଭାଗ, ଓଡ଼ିଶା
#ନିମ୍ବ ଗଛର ପତ୍ରରୁ ତିଆରି #ବ୍ରହ୍ମାସ୍ତ୍ର ଓ #ନିମାସ୍ତ୍ର ଏକ ଲାଭଜନକ ଉଦ୍ୟୋଗ ଏବଂ ଏହା #ଜୈବିକ_ଖତ_ସାର | #ଚାଷୀମାନେ #ଜୈବିକ_ଖତ_ସାରକୁ #କୃଷି କ୍ଷେତ୍ରରେ ଉପଯୋଗ କରି ଯଥେଷ୍ଟ ଲାଭବାନ ହୋଇପାରୁଛନ୍ତି | |@OdishaSecretary@Horticultureod1@soilcons_odisha
କୃଷି ବିଭାଗ, ଓଡ଼ିଶା tweet mediaକୃଷି ବିଭାଗ, ଓଡ଼ିଶା tweet media
OR
0
10
54
0
AgriSecyOdisha retweetledi
Dr. Arun Kumar Sahoo
Dr. Arun Kumar Sahoo@dr_arunsahoo·
ଓଡ଼ଗାଁ ବ୍ଲକ ର ରାବେରା ଠାରେ ରାଜ୍ୟର ପ୍ରଥମ Mushroom Processing Unit ର ଶୁଭ ଭିତିପ୍ରସ୍ଥର ସ୍ଥାପନ କରାଯାଉଛି। @Naveen_Odisha @CMO_Odisha @krushibibhag @IPR_Odisha
OR
9
22
143
0
AgriSecyOdisha retweetledi
କୃଷି ବିଭାଗ, ଓଡ଼ିଶା
ସମ୍ପୂର୍ଣ୍ଣ ଯାନ୍ତ୍ରିକିକରଣ ପଦ୍ଧତିକୁ ଆପଣେଇ #ରାୟଗଡା ଜିଲ୍ଲାର #ସଫଳ_କୃଷକ ତଥା #କୃଷି_ଯନ୍ତ୍ରପାତି ଉଦ୍ଭାବକ ପି. ବାବୁ ରାଓ ସ୍ୱାବଲମ୍ବନର ରାହା ପାଇଛନ୍ତି | କୃଷିକୁ ଜୀବିକା ଭାବେ ଗ୍ରହଣ କରିବା ସହ ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ କରି ପ୍ରେରଣାର ଉତ୍ସ ସାଜିଛନ୍ତି |youtu.be/TcrSciTs4lw
YouTube video
YouTube
OR
0
2
22
0
AgriSecyOdisha retweetledi
କୃଷି ବିଭାଗ, ଓଡ଼ିଶା
#ପୃଷ୍ଟିସାର ଯୁକ୍ତ #ଡାଲି ଜାତୀୟ ଫସଲ ମଧ୍ୟରେ #ହରଡ଼ ଅନ୍ୟତମ |ବିଶେଷଜ୍ଞଙ୍କ ମତରେ #ହରଡ଼_ଫସଲ ପାଇଁ ଉନ୍ନତ #ବିହନ କିସମ ଓ #ମୂଳ_ସାର ପ୍ରୟୋଗ ଦ୍ୱାରା ଭଲ ଅମଳ ମିଳିବା ସହ #ଚାଷୀର ଆର୍ଥିକ ମାନଦଣ୍ଡ ବୃଦ୍ଧି ପାଇବ |@OdishaSecretary@Horticultureod1@soilcons_odisha
କୃଷି ବିଭାଗ, ଓଡ଼ିଶା tweet mediaକୃଷି ବିଭାଗ, ଓଡ଼ିଶା tweet media
OR
0
4
42
0
AgriSecyOdisha retweetledi
କୃଷି ବିଭାଗ, ଓଡ଼ିଶା
#ଚାଷୀଙ୍କ ଆର୍ଥିକ ସ୍ଥିତି ସୁଦୃଢ କରିବାକୁ #ସରକାର ବିଭିନ୍ନ ଯୋଜନା କରିଆସୁଛନ୍ତି | କମ ଖର୍ଚ୍ଚରେ ଅଧିକ ଲାଭ ପାଇଁ ଚାଷୀମାନେ #ବୈଜ୍ଞାନିକ ପଦ୍ଧତିରେ #ମାଛ_ଚାଷ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି | ଏହି ଭିଡିଓଟି ଦେଖନ୍ତୁ ଓ ଲାଭବାନ ହୁଅନ୍ତୁ |youtu.be/nmVK-SN5584
YouTube video
YouTube
OR
0
5
20
0