PWD Bargarh

68 posts

PWD Bargarh banner
PWD Bargarh

PWD Bargarh

@PWD_Bargarh

Official handle of Works Department, Bargarh District, Odisha

Bargarh, Odisha Katılım Mart 2021
17 Takip Edilen242 Takipçiler
PWD Bargarh retweetledi
CMO Odisha
CMO Odisha@CMO_Odisha·
ଏହି କାର୍ଯ୍ୟକ୍ରମ ପ୍ରଶାସନିକ ପ୍ରକ୍ରିୟାରେ ଏବେ ଲୋକଙ୍କ ସହଭାଗୀତା ବୃଦ୍ଧି କରିଛି। ନାଗରିକଙ୍କ ସନ୍ତୋଷ ଏକ ଲକ୍ଷ୍ୟ ନୁହେଁ, ଏହା ଏକ ନିରନ୍ତର ଯାତ୍ରା। ଏ ଦିଗରେ ନିରନ୍ତର ପ୍ରୟାସ ଦ୍ବାରା ଏକ ସମତା ଏବଂ ନ୍ୟାୟଭିତ୍ତିକ ସମାଜ ଗଠନର ଲକ୍ଷ୍ୟ ସଫଳ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଖୁସିପ୍ରକାଶ କରି କହିଛନ୍ତି। #MoSarkar @MoSarkar5T
CMO Odisha tweet media
OR
5
27
130
0
PWD Bargarh retweetledi
CMO Odisha
CMO Odisha@CMO_Odisha·
ଏହି ଅବସରରେ 'ମୋ ସରକାର' ଉପକ୍ରମରେ @FdOdisha, @PWD_Odisha, ଓ @CTOdisha ବିଭାଗ ସାମିଲ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଯୁଗାନ୍ତକାରୀ କାର୍ଯ୍ୟକ୍ରମ ସରକାର ଓ ସରକାରୀ ଅନୁଷ୍ଠାନ ପ୍ରତି ଲୋକଙ୍କ ଦୃଷ୍ଟିଭଙ୍ଗୀରେ ବ୍ୟାପକ ପରିବର୍ତ୍ତନ ଆଣିବା ସହ ଜନସାଧାରଣ ଓ ସରକାରଙ୍କ ମଧ୍ୟରେ ଆସ୍ଥା ସ୍ଥାପନ କରିବାରେ ସଫଳ ହେଉଛି।
CMO Odisha tweet media
OR
7
43
167
0
PWD Bargarh retweetledi
CMO Odisha
CMO Odisha@CMO_Odisha·
ଏହି ଅବସରରେ ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ବିକଶିତ ବିଭିନ୍ନ ସୁବିଧା ସୁଯୋଗକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିବା ସହ ଋଷିକୂଲ୍ୟା ନଦୀ ତଟ ଉନ୍ନତିକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଶାନ୍ତି ଓ ସହଯୋଗ ଭିତ୍ତିରେ ଗଞ୍ଜାମର ବିକାଶ ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଜଣାଇଛନ୍ତି।
CMO Odisha tweet mediaCMO Odisha tweet mediaCMO Odisha tweet mediaCMO Odisha tweet media
OR
9
88
400
0
PWD Bargarh retweetledi
CMO Odisha
CMO Odisha@CMO_Odisha·
ମା'ଙ୍କ ମନ୍ଦିରର ନୂଆ ରୂପକୁ ଓଡ଼ିଶାର କଳା ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ଅନୁପମ ନିଦର୍ଶନ ଭାବେ ଦର୍ଶାଇ ଏହାକୁ ସଫଳ କରିଥିବା ଶିଳ୍ପୀ ଓ କାରିଗରମାନଙ୍କୁ ମୁଖ୍ୟମନ୍ତ୍ରୀ ବିଶେଷ ଅଭିନନ୍ଦନ ଜଣାଇଛନ୍ତି। ମନ୍ଦିରର ଏହି ନୂଆ ରୂପ ଓ ବିକଶିତ ପରିବେଶ ଅଧିକ ଭକ୍ତ ତଥା ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି।
CMO Odisha tweet mediaCMO Odisha tweet mediaCMO Odisha tweet mediaCMO Odisha tweet media
OR
16
100
414
0
PWD Bargarh retweetledi
CMO Odisha
CMO Odisha@CMO_Odisha·
ମା' ତାରାତାରିଣୀଙ୍କ ନୂତନ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଯୋଗଦେଇ ଗଞ୍ଜାମବାସୀଙ୍କ ସମେତ ପ୍ରତିଟି ଓଡ଼ିଆଙ୍କ ମଙ୍ଗଳ କାମନା କରିଛନ୍ତି। ଆଜିର ଦିନଟିକୁ ପବିତ୍ର ଦିନ ଭାବେ ବର୍ଣ୍ଣନା କରି ଏହି କାର୍ଯ୍ୟରେ ସହଯୋଗ ପାଇଁ ସ୍ଥାନୀୟ ବାସିନ୍ଦା ଓ ସେବାୟତଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।
CMO Odisha tweet mediaCMO Odisha tweet mediaCMO Odisha tweet mediaCMO Odisha tweet media
OR
33
183
1.1K
0
PWD Bargarh retweetledi
Works Department, Odisha
Works Department, Odisha@PWD_Odisha·
ଓଡ଼ିଶାର ଜନସାଧାରଣଙ୍କ ଉନ୍ନତି ତଥା ଏକ ସମୃଦ୍ଧ ଭବିଷ୍ୟତର ପଥରେ ଆମେ ଆଗେଇ ଚାଲିଛୁ। ଏହି ଉତ୍କଳ ଦିବସ ଅବସରରେ ଓଡ଼ିଶା ନିର୍ମାଣ ବିଭାଗ ତରଫରୁ ସମସ୍ତ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା। #ଉତ୍କଳଦିବସ
Works Department, Odisha tweet media
OR
2
10
62
0
PWD Bargarh retweetledi
Works Department, Odisha
Works Department, Odisha@PWD_Odisha·
Foundation work for 6 blocks is in progress and excavation work for auditorium block has started. The project is expected to be completed by August 2023.
English
1
7
7
0
PWD Bargarh retweetledi
Works Department, Odisha
Works Department, Odisha@PWD_Odisha·
୬ଟି ବ୍ଲକର ମୂଳଦୁଆ କାର୍ଯ୍ୟ ଆଗେଇ ଚାଲିଛି ଏବଂ ସଦଭାବନା ଗୃହ ପାଇଁ ଖନନ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରକଳ୍ପ କାର୍ଯ୍ୟ ୨୦୨୩ ଅଗଷ୍ଟ ସୁଦ୍ଧା ଶେଷ ହେବା ଆଶା କରାଯାଉଛି।
OR
1
9
11
0
PWD Bargarh retweetledi
Works Department, Odisha
Works Department, Odisha@PWD_Odisha·
ଇଂ ମନୋଜ ତ୍ରିପାଠୀ, ମୁଖ୍ୟ ନିର୍ମାଣଯନ୍ତ୍ରୀ, ଫୁଲବାଣୀ, କନ୍ଧମାଳରେ ୧୦୦ ଆସନ ବିଶିଷ୍ଟ ସରକାରୀ ମେଡିକାଲ କଲେଜ ଓ ୫୦୦ ଶଯ୍ୟାବିଶିଷ୍ଟ ପ୍ରଶିକ୍ଷଣ ଚିକିତ୍ସାଳୟ କାର୍ଯ୍ୟ ନିରୀକ୍ଷଣ କରିଥିଲେ। ୪୫୦ କୋଟି ଟଙ୍କା ବ୍ୟୟରେ ହେଉଥିବା ଏହି ପ୍ରକଳ୍ପରେ ୧୫୦ ଶଯ୍ୟାର ଛାତ୍ରୀନିବାସ, ୩୦୦ ଶଯ୍ୟାର ଛାତ୍ରାବାସ, ସଦଭାବନା ଗୃହ ଓ ଅନ୍ୟ ବ୍ଲକ ଅଛି।
OR
1
10
10
0
PWD Bargarh retweetledi
Works Department, Odisha
Works Department, Odisha@PWD_Odisha·
Er Manoj Tripathy, Chief Construction Engineer, Phulbani inspected work at the 100 seated Govt Medical College & 500 bedded Teaching Hospital in Kandhamal. With a budget of 450Cr, it also includes 150 seated Girls hostel, 300 seated Boys hostel, an auditorium & other blocks.
Works Department, Odisha tweet mediaWorks Department, Odisha tweet mediaWorks Department, Odisha tweet mediaWorks Department, Odisha tweet media
English
8
26
92
0
PWD Bargarh retweetledi
Works Department, Odisha
Works Department, Odisha@PWD_Odisha·
ଇଂ ଅଶୋକ କୁମାର ଗିରି, ମୁଖ୍ୟ ନିର୍ମାଣଯନ୍ତ୍ରୀ, ଢେଙ୍କାନାଳ ଜିଲ୍ଲାର ବିନ୍ଧାଣିମା-ଖଣ୍ଡହତା ରାସ୍ତା (ODR) ରେ ଗାଇ ନାଳ ଉପରେ ଥିବା ସୁଉଚ୍ଚ ସେତୁ ନିରୀକ୍ଷଣ କରିଥିଲେ। ଏହି ୯୫ମି ଦୀର୍ଘ ସେତୁ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ସଂଯୋଗକାରୀ ରାସ୍ତା କାର୍ଯ୍ୟ ୨୦୨୧ ଡିସେମ୍ବର ଶେଷ ସୁଦ୍ଧା ସମୂର୍ଣ୍ଣ କରିବା ପାଇଁ ତ୍ୱରାନ୍ୱିତ କରାଯାଉଛି।
OR
0
13
10
0
PWD Bargarh retweetledi
Works Department, Odisha
Works Department, Odisha@PWD_Odisha·
Er Ashok Kumar Giri, Chief Construction Engineer, Dhenkanal inspected High-Level Bridge over Gai Nallah on Bindhanima-Khandahata road (ODR). The construction of 95m long bridge has been completed. Work on approach road is being expedited to be completed by end of December 2021.
Works Department, Odisha tweet mediaWorks Department, Odisha tweet mediaWorks Department, Odisha tweet media
English
1
17
30
0
PWD Bargarh retweetledi
Works Department, Odisha
Works Department, Odisha@PWD_Odisha·
ଗଞ୍ଜାମ ଜିଲ୍ଲାର ନାରାୟଣପୁର-ଅର୍ଜିପଲ୍ଲୀ ରାସ୍ତାରେ ଦୁଇଟି ସୁଉଚ୍ଚ ସେତୁ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଇଂ ରାମକୃଷ୍ଣ ମହାରଣା, ମୁଖ୍ୟ ଯନ୍ତ୍ରୀ, ବିଶ୍ଵ ବ୍ୟାଙ୍କ, ଏହାର ଅଗ୍ରଗତି ନିରୀକ୍ଷଣ କରିଥିଲେ। ସେତୁ ଦୁଇଟିର ସ୍ଲାବ ଢ଼ଳେଇ ଓ ମୂଳଦୁଆ କାମ ଶେଷ ହୋଇଛି। ପ୍ରକଳ୍ପ କାର୍ଯ୍ୟ ୨୦୨୨ ଏପ୍ରିଲ ସୁଦ୍ଧା ଶେଷ ହେବା ଆଶା କରାଯାଉଛି।
OR
0
15
15
0
PWD Bargarh retweetledi
Works Department, Odisha
Works Department, Odisha@PWD_Odisha·
Construction of two High-Level bridges on Narayanpur-Arjipalli Road, Ganjam is underway. Er. Rama Krishna Moharana, Chief Engineer, World Bank inspected its progress. Slab casting & foundation work have been completed. The project is expected to be completed by April 2022.
Works Department, Odisha tweet media
English
3
19
51
0
PWD Bargarh retweetledi
Works Department, Odisha
Works Department, Odisha@PWD_Odisha·
@PWD_Koraput ଇଂ ଅରୁଣ କୁମାର ସାହୁ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ, @PWD_Koraput ପାର୍ବତୀପୁର-ଲକ୍ଷ୍ମୀପୁର ରାସ୍ତାର ଝଞ୍ଜାବତୀ ନଦୀରେ ସୁଉଚ୍ଚ ସେତୁ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ସ୍ଲାବ ସୁଦୃଢିକରଣ କାର୍ଯ୍ୟ ଆଗେଇ ଚାଲିଛି । ଗାର୍ଡର ଢଳେଇ କାର୍ଯ୍ୟ ସରିଛି। ୨୦୨୨ ଜୁଲାଇ ସୁଦ୍ଧା ଏହା ଶେଷ କରିବା ପାଇଁ କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଛି।
OR
0
9
10
0
PWD Bargarh retweetledi
Works Department, Odisha
Works Department, Odisha@PWD_Odisha·
Er. Arun Kumar Sahoo, Chief Construction Engineer, @PWD_Koraput inspected construction of High-Level Bridge on Parvatipur-Laxmipur road over Jhanjabati River. Slab reinforcement is underway. Girder casting has been completed. Work is being expedited for completion by July 2022.
Works Department, Odisha tweet mediaWorks Department, Odisha tweet mediaWorks Department, Odisha tweet mediaWorks Department, Odisha tweet media
English
1
19
55
0
PWD Bargarh retweetledi
Works Department, Odisha
Works Department, Odisha@PWD_Odisha·
Granular Sub Base and Wet Mix Macadam work have progressed up to 60%. Retaining wall, drain, and box culvert work is underway. The project is being expedited with expected completion by August 2022.
English
1
4
4
0
PWD Bargarh retweetledi
Works Department, Odisha
Works Department, Odisha@PWD_Odisha·
ଚିପ୍ସ ଗୋଡି ଥିବା ଉପ ଆଧାର ଏବଂ ପ୍ରାଥମିକ କଂକ୍ରିଟ ଢଳେଇ କାର୍ଯ୍ୟରେ ୬୦% ପର୍ଯ୍ୟନ୍ତ ଅଗ୍ରଗତି ଘଟିଛି । ରାସ୍ତା କଡ ସୁରକ୍ଷା ପ୍ରାଚୀର, ଡ୍ରେନ, ବକ୍ସ କଲଭର୍ଟ କାର୍ଯ୍ୟ ଆଗେଇ ଚାଲିଛି । ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି ଏବଂ ଏହା ୨୦୨୨ ଅଗଷ୍ଟ ସୁଦ୍ଧା ଶେଷହେବା ଆଶା କରାଯାଉଛି ।
OR
0
5
6
0
PWD Bargarh retweetledi
Works Department, Odisha
Works Department, Odisha@PWD_Odisha·
ଇଂ. ଅରୁଣ କୁମାର ସାହୁ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ରାୟଗଡା, ୧୫.୩ କିଲୋମିଟର ଦୀର୍ଘ କୋମତଳପେଟା-କଲ୍ୟାଣସିଂହପୁର ରାସ୍ତାରେ ସମ୍ପ୍ରତି ଚାଲିଥିବା କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ଉକ୍ତ ରାସ୍ତାକୁ ଅର୍ଥନୈତିକ ଗୁରୁତ୍ୱ ଯୋଜନାରେ ଦୁଇ ଲେନରେ ବିକଶିତ କରାଯାଉଛି, ଯାହା ପାର୍ଶ୍ୱରେ ପକ୍କା ପାଦଚଲା ରାସ୍ତା ରହିବ ।
OR
1
5
9
0