Finance Department

16.2K posts

Finance Department banner
Finance Department

Finance Department

@FdOdisha

Official Account of Finance Department, Government of Odisha.

Bhubaneshwar, India Katılım Mayıs 2017
84 Takip Edilen183.4K Takipçiler
Finance Department retweetledi
Mohan Charan Majhi
Mohan Charan Majhi@MohanMOdisha·
Heartiest congratulations to the Indian Women’s Hockey Team on their 1–0 victory over Italy and qualification for the FIH Hockey World Cup 2026. Best wishes for the final against England. Odisha stands proudly with our champions. #HWC2026
Mohan Charan Majhi tweet media
English
5
65
260
13.4K
Finance Department retweetledi
Mohan Charan Majhi
Mohan Charan Majhi@MohanMOdisha·
ସ୍ୱାସ୍ଥ୍ୟ ସେବାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଲୋକଙ୍କ ସରକାରଙ୍କ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ମାଧ୍ୟମରେ ମେଡ଼ିକାଲ କଲେଜର ବିଶେଷଜ୍ଞଙ୍କ ଦ୍ୱାରା ମିଳୁଛି ଉନ୍ନତ ନିଦାନ ଓ ସୁପର ସ୍ପେଶାଲିଟି ସେବା । ନବରଙ୍ଗପୁରରେ ଆୟୋଜିତ ହେଉଛି ୪ ଦିନିଆ ଚିକିତ୍ସା ଶିବିର, ଯେଉଁଠି ୯୦୦ + ପ୍ରି-ସ୍କ୍ରିନିଂ ରୋଗୀଙ୍କୁ ମିଳିବ ନିଃଶୁଳ୍କ ଚିକିତ୍ସା ଓ ଔଷଧ ।
Mohan Charan Majhi tweet media
OR
6
64
148
36.1K
Finance Department retweetledi
CMO Odisha
CMO Odisha@CMO_Odisha·
ଜରୁରୀକାଳୀନ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବା ଦିଗରେ ଲୋକଙ୍କ ସରକାରଙ୍କ ଆଉ ଏକ ଦୃଢ଼ ପଦକ୍ଷେପ । ରାଜ୍ୟର ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ରାଜ୍ୟ ସରକାର ₹୧୧୧ କୋଟି ବିନିଯୋଗରେ ୪୨୮ଟି ନୂତନ ଆମ୍ବୁଲାନ୍ସ ବ୍ୟବସ୍ଥା କରିଛନ୍ତି । ଦୁଇଟି ପର୍ଯ୍ୟାୟରେ ପୂର୍ବରୁ ୪୦୦ ଟି ଆମ୍ବୁଲାନ୍ସ ଲୋକାର୍ପିତ ହୋଇଥିବାବେଳେ ଆଜି ୨୮ ଟି ନୂଆ ଆମ୍ବୁଲାନ୍ସ ଲୋକାର୍ପିତ ହୋଇଛି ।
CMO Odisha tweet media
OR
4
10
77
3.2K
Finance Department retweetledi
Mohan Charan Majhi
Mohan Charan Majhi@MohanMOdisha·
ସ୍ୱାସ୍ଥ୍ୟ ଭିତ୍ତିଭୂମିର ସୁଦୃଢ଼ିକରଣ ସହ ଦ୍ରୁତ ଓ ସୁଲଭ ଜରୁରୀକାଳିନ ସେବା ଯୋଗାଇବା ପାଇଁ ଆମ ସରକାର ନିରନ୍ତର ପ୍ରୟାସରତ। ରାଜ୍ୟରେ କାର୍ଯ୍ୟକ୍ଷମ ଆମ୍ବୁଲାନ୍ସ ସେବାକୁ ଆହୁରି ସଶକ୍ତ କରିବା ପାଇଁ ୪୨୮ଟି ନୂଆ ଆମ୍ବୁଲାନ୍ସ ପ୍ରଚଳନ ନିଷ୍ପତ୍ତି ନିଆଯାଇଥିଲା । ଇତିମଧ୍ୟରେ ୨ଟି ପର୍ଯ୍ୟାୟରେ ୪୦୦ ଟି ଆମ୍ବୁଲାନ୍ସ ଲୋକାର୍ପିତ ହୋଇଥିବା ବେଳେ, ଆଜି ଆଉ ୨୮ଟି ନୂଆ ଆମ୍ବୁଲାନ୍ସ ଲୋକାର୍ପିତ ହୋଇଛି ।
Mohan Charan Majhi tweet mediaMohan Charan Majhi tweet media
OR
4
9
73
3K
Finance Department retweetledi
Mohan Charan Majhi
Mohan Charan Majhi@MohanMOdisha·
ଆଜି ଜାତୀୟ HPV ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଭୁବନେଶ୍ୱରସ୍ଥିତ କୃଷି ଭବନରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ସାମିଲ ହେଲି । ଏହି ଜାତୀୟ କାର୍ଯ୍ୟକ୍ରମକୁ ରାଜସ୍ଥାନର ଆଜମେରରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀ ଶୁଭାରମ୍ଭ କରିଛନ୍ତି । ଏହି ଅଭିଯାନରେ ରାଜ୍ୟର ୧୪ ରୁ ୧୫ ବର୍ଷ ବୟସ ମଧ୍ୟରେ ଥିବା ସମସ୍ତ ଯୋଗ୍ୟ ବାଳିକାଙ୍କୁ ସାମିଲ କରାଯିବ । ଆମ ଝିଅମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ କ୍ୟାନ୍ସର ପ୍ରତିରୋଧ ଦିଗରେ ଏହା ଏକ ଦୃଢ଼ ପଦକ୍ଷେପ । ସୁସ୍ଥ ଓ ସୁରକ୍ଷିତ ଓଡ଼ିଶା ଗଠନ ପାଇଁ ଆମ ସରକାର ପ୍ରତିବଦ୍ଧ ।
Mohan Charan Majhi tweet mediaMohan Charan Majhi tweet mediaMohan Charan Majhi tweet mediaMohan Charan Majhi tweet media
OR
5
57
132
12.5K
Finance Department retweetledi
CMO Odisha
CMO Odisha@CMO_Odisha·
କୃଷି ଭବନଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ହ୍ୟୁମାନ ପାପିଲୋମା ଭାଇରସ୍ (HPV) ନିରାକରଣ ପାଇଁ ରାଜ୍ୟବ୍ୟାପୀ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହା ମହିଳାମାନଙ୍କୁ ସୁସ୍ଥ ଓ ସଶକ୍ତ କରିବା ଦିଗରେ ଏକ ଦୃଢ଼ ପଦକ୍ଷେପ । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆଜିଠୁ ଶୁଭାରମ୍ଭ ହେଉଥିବା ଏହି ଅଭିଯାନରେ ରାଜ୍ୟର ୧୪ ରୁ ୧୫ ବର୍ଷ ବୟସ ମଧ୍ୟରେ ଥିବା ସମସ୍ତ ଯୋଗ୍ୟ ବାଳିକାଙ୍କୁ ସାମିଲ କରାଯିବ । ଆମ କନ୍ୟାମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷିତ ଭବିଷ୍ୟତ ପାଇଁ HPV ଟୀକାକରଣ ଅଭିଯାନ ଏକ ଯୁଗାନ୍ତକାରୀ ପଦକ୍ଷେପ ।
OR
5
8
51
3.1K
Finance Department retweetledi
CMO Odisha
CMO Odisha@CMO_Odisha·
ଓଡ଼ିଶାର ହସ୍ତତନ୍ତ, ବସ୍ତ୍ର ଓ ହସ୍ତଶିଳ୍ପ କେବଳ ଜୀବିକା ନୁହେଁ ଏହା ଆମ ଐତିହ୍ୟ,ସଂସ୍କୃତିର ଆତ୍ମା, ଆମ ଅସ୍ମିତାର ପରିଚୟ ଓ ପରମ୍ପରାର ଗୌରବ । ଏହାକୁ ସୁରକ୍ଷିତ ଓ ସଶକ୍ତ କରିବାକୁ ଓଡ଼ିଶା ବଜେଟ୍‌ରେ ହସ୍ତତନ୍ତ, ବସ୍ତ୍ର ଓ ହସ୍ତଶିଳ୍ପ ପାଇଁ ବ୍ୟାପକ ବିନିଯୋଗ କରାଯାଇଛି । ଏହାର ଲକ୍ଷ୍ୟ ହେଉଛି ବୁଣାକାର ଓ ଶିଳ୍ପୀଙ୍କ କଳାକୁ ଦେଶରୁ ବିଶ୍ୱବଜାର ପର୍ଯ୍ୟନ୍ତ ପହଞ୍ଚାଇବା । ସଶକ୍ତ ଶିଳ୍ପୀ, ସୁରକ୍ଷିତ ପରମ୍ପରା ଏହାହିଁ ସମୃଦ୍ଧ ଓଡ଼ିଶାର ପରିଚୟ । #OdishaBudget2026 #SamruddhaOdishaBudget
OR
2
5
37
3.7K
Finance Department retweetledi
CMO Odisha
CMO Odisha@CMO_Odisha·
ଐତିହାସିକ ବଜେଟରେ କୃଷକଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରାଯାଇଛି। ବିଭିନ୍ନ କୃଷି ଯନ୍ତ୍ରପାତିରେ ସବସିଡିଠାରୁ ଆରମ୍ଭ କରି ଦରଦାମ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଚାଷୀମାନଙ୍କର ବାର୍ଷିକ ମୁଣ୍ଡପିଛା ଆୟ କିପରି ବୃଦ୍ଧି ପାଇବ ସେ ନେଇ ଲୋକଙ୍କ ସରକାର ଏହି ବଜେଟ୍‌ରେ ବ୍ୟବସ୍ଥା କରିଛନ୍ତି। ସବୁ ବର୍ଗର ଲୋକଙ୍କୁ ସୁହାଇଲା ଭଳି ଏହି ବଜେଟ୍ ସମ୍ପୂର୍ଣ୍ଣ ଭାବେ କରାଯାଇଥିବାରୁ ଜନସାଧାରଣ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। #OdishaBudget2026 #SamruddhaOdishaBudget
OR
13
6
36
3.8K
Finance Department retweetledi
CMO Odisha
CMO Odisha@CMO_Odisha·
ଆମ ଅନ୍ନଦାତାଙ୍କ ପରିଶ୍ରମକୁ ସମ୍ମାନ ଦେଇ, କୃଷକ ସମୃଦ୍ଧିକୁ ରାଜ୍ୟର ସମୃଦ୍ଧି ସହିତ ଯୋଡ଼ିବା ପାଇଁ ଓଡ଼ିଶା ବଜେଟ୍ ୨୦୨୬–୨୭ ରେ ନିଆଯାଇଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। #OdishaBudget2026 #SamruddhaOdishaBudget
OR
1
14
47
4.2K
Finance Department retweetledi
E&IT Department Odisha
E&IT Department Odisha@EIT_Odisha·
Odisha: Moving from an Mine-based economy to a Mind-based economy.
E&IT Department Odisha tweet mediaE&IT Department Odisha tweet media
English
4
12
64
2.6K
Finance Department retweetledi
H & UD Dept
H & UD Dept@HUDDeptOdisha·
With ₹320 Crore under #SamruddhaSahar, accelerates the BCPPER growth corridor, strengthening links between capital, industrial, port & tourism hubs, and develops new regional clusters across western & southern Odisha. #OdishaBudget2026 #SamruddhaOdishaBudget
H & UD Dept tweet media
English
7
7
40
1.9K
Finance Department retweetledi
H & UD Dept
H & UD Dept@HUDDeptOdisha·
ରାଜ୍ୟର ସହରାଞ୍ଚଳରେ ସ୍ୱଚ୍ଛ ଓ ନିରାପଦ ପାନୀୟ ଜଳ ସୁନିଶ୍ଚିତ କରିବା ଲକ୍ଷ୍ୟରେ #ସୁଜଳ ଯୋଜନା ପାଇଁ ଆର୍ଥିକ ବର୍ଷ ୨୦୨୬-୨୭ ବଜେଟରେ ₹୮୨୦.୦୦ କୋଟିର ବ୍ୟୟବରାଦ କରାଯାଇଛି। ଏହା ଦ୍ୱାରା ରାଜ୍ୟର ସମସ୍ତ ପୌରାଞ୍ଚଳର ପ୍ରତ୍ୟେକ ପରିବାରକୁ ପାଇପ୍ ଯୋଗେ ୨୪x୭ ବିଶୁଦ୍ଧ ଜଳ ଉପଲବ୍ଧ ହେବ। #OdishaBudget2026 #SamruddhaOdishaBudget
H & UD Dept tweet media
OR
2
2
19
1.6K
Finance Department retweetledi
I & PR Department, Odisha
I & PR Department, Odisha@IPR_Odisha·
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ବଜେଟ୍ ଭାଷଣ: youtu.be/lcMu2_fJa0M?si…
YouTube video
YouTube
OR
1
2
19
1.7K