Avilash Panda (𝙈𝙤𝙙𝙞 𝙆𝙖 𝙋𝙖𝙧𝙞𝙫𝙖𝙧)

10.7K posts

Avilash Panda (𝙈𝙤𝙙𝙞 𝙆𝙖 𝙋𝙖𝙧𝙞𝙫𝙖𝙧) banner
Avilash Panda (𝙈𝙤𝙙𝙞 𝙆𝙖 𝙋𝙖𝙧𝙞𝙫𝙖𝙧)

Avilash Panda (𝙈𝙤𝙙𝙞 𝙆𝙖 𝙋𝙖𝙧𝙞𝙫𝙖𝙧)

@PandaAvilash

State President , Bharatiya Janata Yuva Morcha @BJYM , @BJP4Odisha ||Advocate|| Ex National Secretary, Ex State Org Secy @ABVPVoice||Rt≠Endorsement||

Bhubaneshwar, India Katılım Mart 2016
169 Takip Edilen4.9K Takipçiler
Sabitlenmiş Tweet
Avilash Panda (𝙈𝙤𝙙𝙞 𝙆𝙖 𝙋𝙖𝙧𝙞𝙫𝙖𝙧)
ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମାନନୀୟ ମୂଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଏବଂ ରାଜ୍ୟ ସଭାପତି ଶ୍ରୀ @SamalManmohan7 ଙ୍କ ଦ୍ଵାରା 'ରାଜ୍ୟସ୍ତରୀୟ ସଦସ୍ୟତା ଅଭିଯାନ ୨୦୨୪' ଶୁଭାରମ୍ଭ ହେବା ପରେ ମୁଁ ମଧ୍ୟ ପୁନଃ ଭାରତୀୟ ଜନତା ପାର୍ଟିର ସଦସ୍ୟତା ଗ୍ରହଣ କଲି । ପୁନଃ ବିଜେପି ପରିବାରର ସଦସ୍ୟ ହୋଇ ମୁଁ ଗର୍ବିତ ଅନୁଭବ କରୁଛି ।
Avilash Panda (𝙈𝙤𝙙𝙞 𝙆𝙖 𝙋𝙖𝙧𝙞𝙫𝙖𝙧) tweet media
OR
2
5
64
6.8K
Avilash Panda (𝙈𝙤𝙙𝙞 𝙆𝙖 𝙋𝙖𝙧𝙞𝙫𝙖𝙧) retweetledi
Hardeep Singh Puri
Hardeep Singh Puri@HardeepSPuri·
International crude prices have gone through the roof in the last 1 month from around 70 dollars/barrel to around 122 dollars/barrel. Consequently, petrol and diesel prices for consumers have gone up all over the world. Prices have increased by around 30%-50% in South East Asian countries, 30% in North American countries, 20% in Europe and 50% in African countries. The Modi Government had two choices- either increase prices drastically for citizens of Bharat as all other nations have done or bear the brunt on its finances so that Indian citizen is insulated from international volatility. Hon’ble Prime Minister @narendramodi Ji, in keeping with his Government’s commitment of last 4 years since the conflict in Russia-Ukraine started, decided to take a hit on its own finances again to safeguard the Indian citizen. Government has taken a huge hit on it taxation revenues to ensure very high losses of oil companies (approximately 24 Rs/litre for petrol and 30 Rs/litre for diesel) at this time of sky high international prices are reduced. At the same time, export tax has been levied as international prices of petrol and diesel have skyrocketed and any refinery exporting to foreign nations will have to pay export tax. My gratitude to Hon’ble PM Narendra Modi Ji and Hon’ble FM @nsitharaman Ji for this very timely, bold and visionary decision!
English
4.2K
4.4K
17.7K
2.3M
Avilash Panda (𝙈𝙤𝙙𝙞 𝙆𝙖 𝙋𝙖𝙧𝙞𝙫𝙖𝙧) retweetledi
BJP Odisha
BJP Odisha@BJP4Odisha·
ମିଛ କହି ଲୋକଙ୍କୁ ଭ୍ରମିତ କରିବା ବନ୍ଦ କରୁ ବିଜେଡି ।
OR
11
5
12
2.3K
Avilash Panda (𝙈𝙤𝙙𝙞 𝙆𝙖 𝙋𝙖𝙧𝙞𝙫𝙖𝙧) retweetledi
Mohan Charan Majhi
Mohan Charan Majhi@MohanMOdisha·
ରାଜ୍ୟରୁ ଦାଦନ ସମସ୍ୟାର ନିରାକରଣ ପାଇଁ ଆମ ସରକାର #DALKHAI କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ଅଞ୍ଚଳରେ ରୋଜଗାର ଓ ଗରିମାମୟ ଜୀବନ ଜୀବିକାର ସୁଯୋଗ ସୃଷ୍ଟି କରୁଛନ୍ତି। ବିଭିନ୍ନ ବିଭାଗର ମିଳିତ ସହଯୋଗରେ ଆମେ ପ୍ରତିଟି ପରିବାରକୁ ସଶକ୍ତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ନିଜ ମାଟିରେ ମିଳିବ କାମ, ସମ୍ମାନର ସହ ବଞ୍ଚିବ ଓଡ଼ିଆ।
Mohan Charan Majhi tweet media
OR
5
11
61
2.2K
Avilash Panda (𝙈𝙤𝙙𝙞 𝙆𝙖 𝙋𝙖𝙧𝙞𝙫𝙖𝙧)
ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ମହୋଦୟଙ୍କୁ ଜନ୍ମଦିନ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା l ଓଡ଼ିଶା ସମେତ ଦେଶର ଜନଜାତି ସମୁଦାୟଙ୍କ ସଶକ୍ତିକରଣ ଏବଂ ସେମାନଙ୍କର ଆବଶ୍ୟକତା ପୂରଣ କରିବାରେ ଆପଣଙ୍କର ଭୂମିକା ପ୍ରଶଂସନୀୟ l ମହାପ୍ରଭୁଙ୍କ ନିକଟରେ ଆପଣଙ୍କର ସୁସ୍ଥ ଏବଂ ଦୀର୍ଘାୟୁ ଜୀବନ କାମନା କରୁଛି l @jualoram
Avilash Panda (𝙈𝙤𝙙𝙞 𝙆𝙖 𝙋𝙖𝙧𝙞𝙫𝙖𝙧) tweet media
OR
2
1
5
74
Avilash Panda (𝙈𝙤𝙙𝙞 𝙆𝙖 𝙋𝙖𝙧𝙞𝙫𝙖𝙧)
ଗତକାଲି ସନ୍ଧ୍ୟାରେ ଖଳିସାହି ଦଶଦୋଳ ମହୋତ୍ସବରେ ସାମିଲ ହେବାର ଅବସର ପ୍ରାପ୍ତ ହେଲା । ନୟାଗଡ଼ ଜିଲ୍ଲାର ସମୃଦ୍ଧ ପରମ୍ପରାକୁ ଉଜ୍ଜୀବିତ କରି ରଖିଥିବା ଖଳିସାହିର ଯୁବ ବନ୍ଧୁ ଏବଂ ସମସ୍ତ କମିଟି ସଦସ୍ୟଙ୍କୁ ଆନ୍ତରିକ ଧନ୍ୟବାଦ।
Avilash Panda (𝙈𝙤𝙙𝙞 𝙆𝙖 𝙋𝙖𝙧𝙞𝙫𝙖𝙧) tweet mediaAvilash Panda (𝙈𝙤𝙙𝙞 𝙆𝙖 𝙋𝙖𝙧𝙞𝙫𝙖𝙧) tweet mediaAvilash Panda (𝙈𝙤𝙙𝙞 𝙆𝙖 𝙋𝙖𝙧𝙞𝙫𝙖𝙧) tweet mediaAvilash Panda (𝙈𝙤𝙙𝙞 𝙆𝙖 𝙋𝙖𝙧𝙞𝙫𝙖𝙧) tweet media
OR
1
1
5
89
Avilash Panda (𝙈𝙤𝙙𝙞 𝙆𝙖 𝙋𝙖𝙧𝙞𝙫𝙖𝙧)
ଓଡ଼ିଶାରୁ ରାଜ୍ୟସଭାକୁ ନବନିର୍ବାଚିତ ହୋଇଥିବା ବିଜେପିର ରାଜ୍ୟ ସଭାପତି ଶ୍ରୀ @SamalManmohan7, ଶ୍ରୀ @SujeetKOfficial ଏବଂ ବିଜେପି ସମର୍ଥିତ ପ୍ରାର୍ଥୀ ଶ୍ରୀ ଦିଲ୍ଲୀପ ରାୟଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କର ସଫଳତା ପୂର୍ଣ୍ଣ କାର୍ଯ୍ୟକାଳ ନିମନ୍ତେ ପ୍ରାର୍ଥନା କରୁଛି ।
Avilash Panda (𝙈𝙤𝙙𝙞 𝙆𝙖 𝙋𝙖𝙧𝙞𝙫𝙖𝙧) tweet media
OR
1
2
12
110
Avilash Panda (𝙈𝙤𝙙𝙞 𝙆𝙖 𝙋𝙖𝙧𝙞𝙫𝙖𝙧)
भारत के प्रथम CDS व पूर्व थल सेना अध्यक्ष जनरल बिपिन रावत जी की जयंती पर कोटि-कोटि नमन। देश की रक्षा और तीनों सेनाओं के आधुनिकीकरण व सशक्तिकरण के लिए बिपिन रावत जी ने जिस प्रतिबद्धता व समर्पित भाव से अपना जीवन अर्पण किया उसे भारत देश कभी भुला नहीं पाएगा।
Avilash Panda (𝙈𝙤𝙙𝙞 𝙆𝙖 𝙋𝙖𝙧𝙞𝙫𝙖𝙧) tweet media
हिन्दी
0
1
3
42
Avilash Panda (𝙈𝙤𝙙𝙞 𝙆𝙖 𝙋𝙖𝙧𝙞𝙫𝙖𝙧)
କିନ୍ତୁ ଇଂରାଜୀ ବାକ୍ୟରେ ପୁର୍ଣ୍ଣଛେଦ ନଥାଏ, ଫୁଲ୍ ଷ୍ଟପ (Full Stop) ଥାଏ। ଅତଏବ,ଆପଣଙ୍କର ମଧ୍ୟ ଶିଖିବା ବାକି ଅଛି (ଅବା ଭୁଲ୍ ହୁଏ)।
Amiya_Pandav ଅମିୟ ପାଣ୍ଡଵ Write n Fight@AmiyaPandav

This most talented and educated MLA of BJP definitely deserves a grand ovation and felicitation for his greatest contribution to the entertainment world।

OR
0
0
4
95
Avilash Panda (𝙈𝙤𝙙𝙞 𝙆𝙖 𝙋𝙖𝙧𝙞𝙫𝙖𝙧) retweetledi
Mohan Charan Majhi
Mohan Charan Majhi@MohanMOdisha·
ମାନ୍ୟବର ରେଳମନ୍ତ୍ରୀ ଶ୍ରୀ @AshwiniVaishnaw ଜୀଙ୍କ ଦ୍ୱାରା ସଂସଦରେ ଉପସ୍ଥାପିତ ଓଡ଼ିଶାର ରେଳ ବିକାଶର ଚିତ୍ର ଅତ୍ୟନ୍ତ ଉତ୍ସାହଜନକ । ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଆଜି ଓଡ଼ିଶାର ରେଳ ଭିତ୍ତିଭୂମି ଏକ ନୂତନ ଶିଖରକୁ ସ୍ପର୍ଶ କରିଛି। ଉତ୍ତର ଓଡ଼ିଶାରୁ ଦକ୍ଷିଣ ଓଡ଼ିଶା ପର୍ଯ୍ୟନ୍ତ ନୂତନ ରେଳ ଲାଇନର ମଞ୍ଜୁରୀ ହେଉ କିମ୍ବା ବହୁ ପ୍ରତିକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ପ୍ରକଳ୍ପର ଦ୍ରୁତ ଅଗ୍ରଗତି, ଏହା ରାଜ୍ୟର ସାମଗ୍ରିକ ବିକାଶରେ ଏକ ମାଇଲଖୁଣ୍ଟ ସଦୃଶ। ବିଶେଷ କରି ବରଗଡ଼-ନୂଆପଡ଼ା ଏବଂ ଜୁନାଗଡ଼-ନବରଙ୍ଗପୁର ଭଳି ପ୍ରକଳ୍ପଗୁଡ଼ିକ ଆମ ଅର୍ଥନୀତିକୁ ସୁଦୃଢ଼ କରିବା ସହ ସାଧାରଣ ଜନତାଙ୍କ ଯାତାୟାତରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ। ‘ଡବଲ୍ ଇଞ୍ଜିନ୍’ ସରକାର ଓଡ଼ିଶାବାସୀଙ୍କ ଆଶା ଓ ଆକାଂକ୍ଷାକୁ ସାକାର କରିବା ସହ ଏକ ବିକଶିତ ଏବଂ ‘ସମୃଦ୍ଧ ଓଡ଼ିଶା’ ଗଠନ ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ।
OR
22
69
179
21.4K
Avilash Panda (𝙈𝙤𝙙𝙞 𝙆𝙖 𝙋𝙖𝙧𝙞𝙫𝙖𝙧) retweetledi
Narendra Modi
Narendra Modi@narendramodi·
বিজেপি-এনডিএ চৰকাৰৰ বাবে আমাৰ কৃষক ভাই-ভনীসকলৰ কল্যাণতকৈ গুৰুত্বপূৰ্ণ একোৱেই নাই। আমাৰ যি কিষাণ সন্মান নিধি আঁচনিক লৈ কংগ্ৰেছ দলে প্ৰশ্ন উত্থাপন কৰিছিল, সেয়া আজি অসমকে ধৰি সমগ্ৰ দেশৰ ক্ষুদ্ৰ কৃষকৰ বাবে সামাজিক সুৰক্ষা আৰু মৰ্যাদাৰ মাধ্যম হৈ পৰিছে।
বাংলা
274
1.1K
5.3K
605K
Avilash Panda (𝙈𝙤𝙙𝙞 𝙆𝙖 𝙋𝙖𝙧𝙞𝙫𝙖𝙧)
ଭାରତର ରାଷ୍ଟ୍ରପତିଙ୍କ ପ୍ରତି ମମତା ବାନାର୍ଜୀଙ୍କ ଏହି ଅସମ୍ମାନ ପଶ୍ଚିମବଙ୍ଗ ସରକାରର ନିମ୍ନ ମାନସିକତାକୁ ପ୍ରତିପାଦିତ କରିଛି । ଆନ୍ତର୍ଜାତୀୟ ସନ୍ତାଳ ସମ୍ମିଳନୀରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଜୀ ନିଜେ ମୁଖ୍ୟ ଅତିଥି ଥିବା ସତ୍ତ୍ୱେ, ମମତା ସରକାର ସେହି କାର୍ଯ୍ୟକ୍ରମକୁ ଅନୁମତି ଦେବାକୁ ମନା କରିବା ଅତ୍ୟନ୍ତ ନିନ୍ଦନୀୟ ।
ANI@ANI

#WATCH | Darjeeling, West Bengal | President Droupadi Murmu says, "Today was the International Santal Conference. When I came here after attending it, I realised it would have been better if it had been held here, because the area is so vast... I don't know what went through the administration's mind... They said no, the place is congested. But I think five lakh people could gather here easily. But I don't know why they took us there... I don't know what went through the administration's mind that they chose a place for the conference where the Santal people couldn't go... I am very sad that the people here were unable to reach the conference because it was held so far away. Perhaps the administration had hoped that no one would be able to attend, and the President would simply turn around and leave... If the President visits a place, the Chief Minister and the Ministers should also come. But she did not... I am also a daughter of Bengal... Mamata Didi is also my sister, my younger sister. I don't know if she was angry with me, that's why this happened..." (Source: Darjeeling District Administration)

OR
0
2
6
125
Avilash Panda (𝙈𝙤𝙙𝙞 𝙆𝙖 𝙋𝙖𝙧𝙞𝙫𝙖𝙧) retweetledi
Narendra Modi
Narendra Modi@narendramodi·
This is shameful and unprecedented. Everyone who believes in democracy and the empowerment of tribal communities is disheartened. The pain and anguish expressed by Rashtrapati Ji, who herself hails from a tribal community, has caused immense sadness in the minds of the people of India. The TMC Government of West Bengal has truly crossed all limits. Their administration is responsible for this insult to the President. It is equally unfortunate that a subject as important as Santal culture is treated so casually by the West Bengal Government. The office of the President is above politics and the sanctity of this office should always be respected. One hopes better sense prevails among the West Bengal Government and TMC.
ANI@ANI

#WATCH | Darjeeling, West Bengal | President Droupadi Murmu says, "Today was the International Santal Conference. When I came here after attending it, I realised it would have been better if it had been held here, because the area is so vast... I don't know what went through the administration's mind... They said no, the place is congested. But I think five lakh people could gather here easily. But I don't know why they took us there... I don't know what went through the administration's mind that they chose a place for the conference where the Santal people couldn't go... I am very sad that the people here were unable to reach the conference because it was held so far away. Perhaps the administration had hoped that no one would be able to attend, and the President would simply turn around and leave... If the President visits a place, the Chief Minister and the Ministers should also come. But she did not... I am also a daughter of Bengal... Mamata Didi is also my sister, my younger sister. I don't know if she was angry with me, that's why this happened..." (Source: Darjeeling District Administration)

English
6.4K
16.9K
80.6K
10.3M
Avilash Panda (𝙈𝙤𝙙𝙞 𝙆𝙖 𝙋𝙖𝙧𝙞𝙫𝙖𝙧)
महिलाओं के नेतृत्व को सशक्त बनाते हुए पिछले तीन वित्तीय वर्षों में खुले नए जन औषधि केंद्रों में लगभग 60% केंद्र महिलाओं द्वारा संचालित हैं। #JanAushadhiDiwas2026
Avilash Panda (𝙈𝙤𝙙𝙞 𝙆𝙖 𝙋𝙖𝙧𝙞𝙫𝙖𝙧) tweet media
हिन्दी
0
1
1
30
Avilash Panda (𝙈𝙤𝙙𝙞 𝙆𝙖 𝙋𝙖𝙧𝙞𝙫𝙖𝙧) retweetledi
Amit Shah
Amit Shah@AmitShah·
भुवनेश्वर में गृह मंत्रालय, सहकारिता क्षेत्र और ओडिशा सरकार की कुल ₹3773 करोड़ की विभिन्न परियोजनाओं का लोकार्पण, शिलान्यास किया। डेयरी, शिक्षा, स्वास्थ्य, इन्फ्रास्ट्रक्चर, टूरिज्म और नए कानूनों की ट्रेनिंग संबंधी इन कार्यों से प्रदेश में सुशासन को बढ़ावा मिलेगा तथा युवाओं के रोजगार, किसानों की समृद्धि और महिला सशक्तीकरण को नई ऊर्जा प्राप्त होगी।
Amit Shah tweet mediaAmit Shah tweet mediaAmit Shah tweet mediaAmit Shah tweet media
हिन्दी
147
630
1.9K
280.8K
Avilash Panda (𝙈𝙤𝙙𝙞 𝙆𝙖 𝙋𝙖𝙧𝙞𝙫𝙖𝙧) retweetledi
Amit Shah
Amit Shah@AmitShah·
ବିଶାଳ ଉପକୂଳବର୍ତ୍ତୀ ଅଞ୍ଚଳ, ପ୍ରଚୁର ଖଣିଜ ସମ୍ପଦ ଏବଂ ପରିଶ୍ରମୀ ଜନତାଙ୍କ ଦ୍ୱାରା ସମୃଦ୍ଧ ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାରେ ବିଜେପିର ଡବଲ ଇଞ୍ଜିନ୍ ସରକାରଙ୍କ ନେତୃତ୍ୱରେ ଅଭୂତପୂର୍ବ ବିକାଶ ହେଉଛି। ଭୁବନେଶ୍ୱରରେ ଗୃହ ମନ୍ତ୍ରଣାଳୟ, ସମବାୟ କ୍ଷେତ୍ର ଏବଂ ଓଡ଼ିଶା ସରକାରଙ୍କ ମୋଟ 3,773 କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଦୁଗ୍ଧ, ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, ପର୍ଯ୍ୟଟନ ଏବଂ ନୂତନ ଆଇନ ଉପରେ ତାଲିମ ସହିତ ଜଡ଼ିତ ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟରେ ଜନ କଲ୍ୟାଣକୁ ପ୍ରୋତ୍ସାହିତ କରିବ, ଯୁବବର୍ଗଙ୍କୁ ରୋଜଗାର, କୃଷକଙ୍କ ସମୃଦ୍ଧି ଏବଂ ମହିଳା ସଶକ୍ତିକରଣକୁ ନୂତନ ଉର୍ଜା ପ୍ରାପ୍ତ ହେବ।
Amit Shah tweet mediaAmit Shah tweet mediaAmit Shah tweet mediaAmit Shah tweet media
OR
145
443
829
235.6K
Avilash Panda (𝙈𝙤𝙙𝙞 𝙆𝙖 𝙋𝙖𝙧𝙞𝙫𝙖𝙧)
T-20 विश्व कप के सेमीफाइनल मुक़ाबले में इंग्लैंड को करारी शिकस्त देकर फाइनल में जगह सुनिश्चित करने पर भारतीय क्रिकेट टीम को हार्दिक बधाई एवं शुभकामनाएँ। 🇮🇳🏏 टीम इंडिया पर हमें गर्व है। फाइनल के लिए ढेरों शुभकामनाएँ! #INDvsENG #T20WC26
Avilash Panda (𝙈𝙤𝙙𝙞 𝙆𝙖 𝙋𝙖𝙧𝙞𝙫𝙖𝙧) tweet media
हिन्दी
0
1
2
227
Avilash Panda (𝙈𝙤𝙙𝙞 𝙆𝙖 𝙋𝙖𝙧𝙞𝙫𝙖𝙧)
माननीय केंद्रीय कृषि एवं किसान कल्याण तथा ग्रामीण विकास मंत्री श्री @ChouhanShivraj जी को जन्मदिवस की हार्दिक शुभकामनाएं। ईश्वर से आपके उत्तम स्वास्थ्य एवं सुदीर्घ जीवन की कामना करता हूं।
Avilash Panda (𝙈𝙤𝙙𝙞 𝙆𝙖 𝙋𝙖𝙧𝙞𝙫𝙖𝙧) tweet media
हिन्दी
1
2
6
36
Avilash Panda (𝙈𝙤𝙙𝙞 𝙆𝙖 𝙋𝙖𝙧𝙞𝙫𝙖𝙧)
ପ୍ରେମ, ଭକ୍ତି, ଶ୍ରଦ୍ଧା, ସମରସତା ଓ ଐକ୍ୟବୋଧର ପର୍ବ, ଭକ୍ତ ପ୍ରହଲ୍ଲାଦଙ୍କୁ ଉଦ୍ଧାର କରିବାର ମହାପର୍ବ, ଅସତ୍ୟ ଉପରେ ସତ୍ୟର ବିଜୟର ଉତ୍ସବ, ଦୃଷ୍ଟ ହୋଲିକାକୁ ଦମନର ଏକ ମହୋତ୍ସବ, ଆନନ୍ଦ ଉଲ୍ଲାସରେ ଭରପୁର ହୋଲି ପର୍ବ ଅବସରରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।
Avilash Panda (𝙈𝙤𝙙𝙞 𝙆𝙖 𝙋𝙖𝙧𝙞𝙫𝙖𝙧) tweet media
OR
2
2
7
98