Baijayant Panda Odia

7.1K posts

Baijayant Panda Odia banner
Baijayant Panda Odia

Baijayant Panda Odia

@Panda_Odia

ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ବିଜେପି । ସାଂସଦ, କେନ୍ଦ୍ରାପଡ଼ା ଶ୍ରୀଯୁକ୍ତ @PandaJay ଙ୍କ ଟିମ ଦ୍ୱାରା ପରିଚାଳିତ । ବନ୍ଦେ ଉତ୍କଳ ଜନନୀ 🙏🙏

India Katılım Ağustos 2013
171 Takip Edilen27.7K Takipçiler
Baijayant Panda Odia
Baijayant Panda Odia@Panda_Odia·
ଓଡ଼ିଶା ସରକାରରେ ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ @BibhutiJena93 ଙ୍କୁ ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଆପଣ ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘ ତଥା ନିରାମୟ ଜୀବନର ଅଧିକାରୀ ହୁଅନ୍ତୁ। ଅଶେଷ ଅଶେଷ ଶୁଭକାମନା 🙏
Baijayant Panda Odia tweet media
OR
0
0
4
66
Baijayant Panda Odia
Baijayant Panda Odia@Panda_Odia·
କନ୍ଧମାଳ ସାଂସଦ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀଙ୍କୁ ଙ୍କୁ ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଆପଣ ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘ ତଥା ନିରାମୟ ଜୀବନର ଅଧିକାରୀ ହୁଅନ୍ତୁ। ଅଶେଷ ଅଶେଷ ଶୁଭକାମନା 💐 @SKPanigrahiBJP
Baijayant Panda Odia tweet media
OR
0
0
4
122
Baijayant Panda Odia
Baijayant Panda Odia@Panda_Odia·
ସ୍ୱାଧୀନତା ସଂଗ୍ରାମୀ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଶ୍ରଦ୍ଧବାର୍ଷିକୀ ଅବସରରେ ତାଙ୍କୁ ମୋର ବିନମ୍ର ପ୍ରଣାମ ଏବଂ ଶ୍ରଦ୍ଧାଞ୍ଜଳି । 🙏🙏
Baijayant Panda Odia tweet media
OR
0
0
3
48
Baijayant Panda Odia retweetledi
Baijayant Jay Panda
Baijayant Jay Panda@PandaJay·
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଲଡ଼କାପଲ୍ଲୀ ଛକ ନିକଟରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣାରେ ଏକାଧିକ ଲୋକ ମୃତାହତ ହୋଇଥିବା ଖବର ଶୁଣି ମୁଁ ଅତ୍ଯନ୍ତ ଦୁଃଖିତ ଏବଂ ଗଭୀର ଭାବରେ ମର୍ମାହତ । ଆହତଙ୍କ ଆଶୁଆରୋଗ୍ୟ କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି । ଏହି ଦୁଃଖ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସେମାନଙ୍କୁ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ । ଓଁ ଶାନ୍ତି 🙏🙏
OR
2
6
19
1.1K
Baijayant Panda Odia retweetledi
Baijayant Jay Panda
Baijayant Jay Panda@PandaJay·
ଭାରତୀୟ ଜନତା ପାର୍ଟିର ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ରାଷ୍ଟ୍ର ପ୍ରଥମ ନୀତିକୁ ପାଥେୟ କରି ସର୍ବଦା ରାଷ୍ଟ୍ର ସେବାରେ ନିଜକୁ ସମର୍ପିତ କରିଥାନ୍ତି । ଆଜି କେନ୍ଦ୍ରାପଡ଼ାଠାରେ 'ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ' ଅଧୀନରେ ଅୟୋଜିତ ଜିଲ୍ଲା ପ୍ରଶିକ୍ଷଣ ବର୍ଗରେ ପ୍ରଦେଶ ପ୍ରଭାରୀ @vijaypalbjp ଜୀ ଏବଂ ଅନ୍ୟ ନେତୃବୃନ୍ଦଙ୍କ ସହ ଅଂଶଗ୍ରହଣକରି ବିଭିନ୍ନ ସାଙ୍ଗଠନିକ ବିଷୟ ଉପରେ ଆଲୋଚନା କରିଥିଲି । ଏହି ଅବସରରେ ଆୟୋଜିତ ପ୍ରଦର୍ଶନୀକୁ ମଧ୍ୟ ବୁଲି ଦେଖିଥିଲୁ ।
OR
2
8
37
1.1K
Baijayant Panda Odia retweetledi
Baijayant Jay Panda
Baijayant Jay Panda@PandaJay·
ସଂଗଠନ ହିଁ ଶକ୍ତି । ଆଜି ଭାରତୀୟ ଜନତା ପାର୍ଟି ପ୍ରଦେଶ କାର୍ଯ୍ୟାଳୟରେ ସାଂସଦ, ବିଧାୟକ ତଥା ରାଜ୍ୟ ପଦାଧିକାରୀମାନଙ୍କ ସହ ସାଙ୍ଗଠନିକ ବୈଠକରେ ଯୋଗଦେଇଥିଲି । ବୈଠକରେ ଆଦରଣୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ @NitinNabin ଜୀଙ୍କ ମାର୍ଗଦର୍ଶନ ମିଳିଥିଲା ।
Baijayant Jay Panda tweet mediaBaijayant Jay Panda tweet mediaBaijayant Jay Panda tweet mediaBaijayant Jay Panda tweet media
OR
3
10
46
1.5K
Baijayant Panda Odia retweetledi
BJP Odisha
BJP Odisha@BJP4Odisha·
ମାନନୀୟ ବିଜେପି ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନଙ୍କୁ ଭୁବନେଶ୍ବର ବିମାନ ବନ୍ଦରରେ ମାନନୀୟ ରାଜ୍ୟ ସଭାପତି ସାଂସଦ ଶ୍ରୀ ମନମୋହନ ସାମଲ, ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ସାଂସଦ ଶ୍ରୀ ବୈଜୟନ୍ତ ପଣ୍ଡା, ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟପାଲ ସିଂହ ତୋମାର, ସହ ପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି, ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂଦେଓ, ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ସମେତ ମନ୍ତ୍ରୀଗଣ ଓ ଦଳର ଶୀର୍ଷ ନେତୃବୃନ୍ଦ ସ୍ୱାଗତ କରିଛନ୍ତି।
BJP Odisha tweet mediaBJP Odisha tweet mediaBJP Odisha tweet mediaBJP Odisha tweet media
OR
2
8
73
863
Baijayant Panda Odia retweetledi
Baijayant Jay Panda
Baijayant Jay Panda@PandaJay·
ବିଶ୍ୱର ସର୍ବବୃହତ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟିର ଯଶସ୍ଵୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ଆଦରଣୀୟ ଶ୍ରୀଯୁକ୍ତ @NitinNabin ଜୀଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୁଣ୍ୟ ଭୂମି ଓଡ଼ିଶା ମାଟିରେ ଆମ ଦଳର ନେତୃବୃନ୍ଦଙ୍କ ସହ ସ୍ଵାଗତ କରିବା ଅବସରରେ ।
OR
5
16
68
1.1K
Baijayant Panda Odia retweetledi
Baijayant Jay Panda
Baijayant Jay Panda@PandaJay·
ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଆଦରଣୀୟ ଶ୍ରୀଯୁକ୍ତ ନିତିନ ନବୀନ ଜୀଙ୍କୁ ଓଡ଼ିଶା ମାଟିରେ ଭବ୍ୟ ସ୍ବାଗତ ।🙏🙏
Baijayant Jay Panda tweet media
OR
4
10
45
1K
Baijayant Panda Odia retweetledi
Baijayant Jay Panda
Baijayant Jay Panda@PandaJay·
Travelling today on the Vande Bharat Express, a smooth, comfortable and punctual journey. Experiences like this show how significantly India’s rail and broader transport infrastructure have improved in recent years, quietly changing the way we travel.
English
23
32
313
5.1K
Baijayant Panda Odia
Baijayant Panda Odia@Panda_Odia·
ମହାନ ସ୍ଵାଧୀନତା ସଂଗ୍ରାମୀ ତଥା ବିପ୍ଳବୀ ଧରଣୀଧର ନାଏକ (ଭୂୟାଁ)ଙ୍କ ଶ୍ରାଦ୍ଧବାର୍ଷିକୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି 🙏🙏
Baijayant Panda Odia tweet media
OR
0
0
4
47
Baijayant Panda Odia
Baijayant Panda Odia@Panda_Odia·
ପବିତ୍ର ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ 🙏🙏
Baijayant Panda Odia tweet media
OR
0
0
2
35
Baijayant Panda Odia retweetledi
Baijayant Jay Panda
Baijayant Jay Panda@PandaJay·
ଆସାମରେ ଭାରତୀୟ ଜନତା ପାର୍ଟିର ବୃହତ ବିଜୟ ପରେ ଓଡ଼ିଶାରେ ଆମ କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ । ଗତକାଲି ଭୁବନେଶ୍ଵର ବିମାନବନ୍ଦର ତଥା ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ସ୍ଵାଗତ ସମ୍ବର୍ଦ୍ଧନା ପାଇଁ ଆମ ଯଶସ୍ଵୀ ରାଜ୍ୟ ସଭାପତି ଶ୍ରୀ @SamalManmohan7 , ପ୍ରଦେଶର ସମସ୍ତ ନେତୃବୃନ୍ଦ, ସାଂସଦ ଏବଂ ବିଧାୟକ ବନ୍ଧୁ, ମହିଳା ମୋର୍ଚ୍ଚା, ଯୁବ ମୋର୍ଚ୍ଚ, ତଥା ସମସ୍ତ କାର୍ଯ୍ୟକର୍ତ୍ତାମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ 🙏🙏
OR
6
38
372
7.8K
Baijayant Panda Odia retweetledi
Baijayant Jay Panda
Baijayant Jay Panda@PandaJay·
ଧନ୍ୟବାଦ ଓଡ଼ିଶା 🙏🙏 ଆସାମରେ ଭାରତୀୟ ଜନତା ପାର୍ଟି ନେତୃତ୍ବରେ ଏନଡିଏର ଐତିହାସିକ ବିଜୟ ପରେ ଓଡ଼ିଶାରେ ଆଜି ଭୁବନେଶ୍ଵର ବିମାନବନ୍ଦର ଠାରୁ ଭାରତୀୟ ଜନତା ପାର୍ଟି ପ୍ରଦେଶ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ରୋଡ ସୋ’ରେ ସାମିଲ୍ ହୋଇଥିଲି । ଏହି ଅବସରରେ ସାଧରଣ ଜନତା ତଥା ଆମ କାର୍ଯ୍ୟକର୍ତ୍ତାଙ୍କ ସ୍ନେହ ଶ୍ରଦ୍ଧା ଓ ଭଲ ପାଇବା ଦେଖି ମୁଁ ଅବିଭୁତ 🙏🙏
OR
16
101
881
14.1K
Baijayant Panda Odia retweetledi
Baijayant Jay Panda
Baijayant Jay Panda@PandaJay·
Focused monitoring for timely delivery of development projects remains a priority. I review key works across the constituency every quarter and also undertake on-site visits to identify bottlenecks and resolve them at the ground level. This is done in coordination with the District Collector, who conducts monthly reviews with line departments to ensure steady progress and accountability. The attached document captures this quarter's review which i conducted this week, capturing the status of small, medium and large projects, including ongoing works, those about to commence, and those facing approval or local challenges. Timelines are being continually monitored to improve execution and ensure timely completion. Link to the project review document: drive.google.com/drive/folders/…
Baijayant Jay Panda tweet mediaBaijayant Jay Panda tweet media
English
10
23
127
5.7K
Baijayant Panda Odia retweetledi
Baijayant Jay Panda
Baijayant Jay Panda@PandaJay·
ଓଡ଼ିଆ ଜାତିର ତ୍ରାଣକର୍ତ୍ତା, ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର, କୁଳବୃଦ୍ଧ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ବିଶ୍ଵ ଓଡ଼ିଆ ପରିବାର ଦ୍ଵାରା ଆୟୋଜିତ ଦ୍ଵିତୀୟ କୂଳଗୌରବ ସମ୍ମାନ କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶାର ବିଭିନ୍ନ ଉଦ୍ୟୋଗୀମାନଙ୍କୁ ସମ୍ଵର୍ଦ୍ଧିତ କରିଥିଲି । ଏହି ଅବସରରେ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ @suramapadhybjp , ଓଡ଼ିଶା ସରକାରରେ ମନ୍ତ୍ରୀ ଶ୍ରୀ @SampadSwainBJP , ବିଶ୍ଵ ଓଡ଼ିଆ ପରିବାରର ଅଧ୍ୟକ୍ଷ ଶ୍ରୀ @SajjanSharmabjp , ରାଜ୍ୟ ବିଜେପି କୋଷାଧ୍ୟକ୍ଷ ଶ୍ରୀ ଅଜୟ ଅଗ୍ରୱାଲ, ଯୁବନେତା ଶ୍ରୀ @JPradhanBJP ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷମାନେ ଉପସ୍ଥିତ ଥିଲେ ।
OR
0
14
46
879
Baijayant Panda Odia
Baijayant Panda Odia@Panda_Odia·
ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ଅବସରରେ ତାଙ୍କୁ ମୋର ବିନମ୍ର ପ୍ରଣାମ ଏବଂ ଶ୍ରଦ୍ଧାଞ୍ଜଳି । 🙏🙏
Baijayant Panda Odia tweet media
OR
0
0
4
76
Baijayant Panda Odia
Baijayant Panda Odia@Panda_Odia·
ଓଡ଼ିଶା ବିଧାନସଭାର ମାନନୀୟ ଉପବାଚସ୍ପତି ଶ୍ରୀ @BhabaniSBhoi ଙ୍କୁ ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଆପଣ ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘ ତଥା ନିରାମୟ ଜୀବନର ଅଧିକାରୀ ହୁଅନ୍ତୁ। ଅଶେଷ ଅଶେଷ ଶୁଭକାମନା 🙏
Baijayant Panda Odia tweet media
OR
0
0
5
154
Baijayant Panda Odia retweetledi
Baijayant Jay Panda
Baijayant Jay Panda@PandaJay·
ଆମ ସଂସ୍କୃତି ଓ ପରମ୍ପରାର ଅନନ୍ୟ ପର୍ବ ପବିତ୍ର ଅକ୍ଷୟ ତୃତୀୟାର ଶୁଭ ଅବସରରେ ସମସ୍ତଙ୍କୁ ବିଶେଷ କରି ଆମ ଚାଷୀ ଭାଇ ଭଉଣୀମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା। ଅକ୍ଷିମୁଠି ଅନୁକୂଳ ଶୁଭ ହେଉ ଏବଂ ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଉ ଏତିକି କାମନା 🙏🙏
Baijayant Jay Panda tweet media
OR
0
4
21
551
Baijayant Panda Odia retweetledi
Baijayant Jay Panda
Baijayant Jay Panda@PandaJay·
ମହାନ ସ୍ଵାଧୀନତା ସଂଗ୍ରାମୀ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ଦୁଃସାହସୀ ପାଇଲଟ୍, ବିଶିଷ୍ଟ ଉଦ୍ୟୋଗୀ ତଥା ଶିଳ୍ପପତି, ଅଦ୍ୱିତୀୟ ଜନନେତା, ଆମ ଓଡ଼ିଶାର ଗର୍ବ ଓ ଗୌରବ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ମୋର ଭକ୍ତିପୂତ ପ୍ରଣାମ ଓ ଶ୍ରଦ୍ଧାଞ୍ଜଳି । ବିଜୁବାବୁଙ୍କ ସହ ଆମ ପାରିବାରିକ ଘନିଷ୍ଠତା ଯୋଗୁଁ ତାଙ୍କୁ ନିକଟରୁ ଜାଣିବା ଏବଂ ତାଙ୍କ ଅନୁଭବରୁ ଅନେକ କିଛି ଶିଖିବାର ସୌଭାଗ୍ୟ ମୋତେ ମିଳିଥିଲା 🙏🙏
Baijayant Jay Panda tweet media
OR
1
9
42
982