Rakesh Bal ରାକେଶ ବଳ

610 posts

Rakesh Bal ରାକେଶ ବଳ banner
Rakesh Bal ରାକେଶ ବଳ

Rakesh Bal ରାକେଶ ବଳ

@RakeshBal17

Self-Belief and hard work will always earn you Success. ମୁଁ କାହା ଖୁସି ଅପେକ୍ଷା ଦୁଃଖ ସମୟରେ ସାମିଲ ହେବାକୁ ପସନ୍ଦ କରେ ....

India Katılım Ekim 2020
803 Takip Edilen93 Takipçiler
Rakesh Bal ରାକେଶ ବଳ
ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଖୁଣ୍ଟା ବଜାରରେ ଥିବା ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରେ ଥିବା ପାଣିଟାଙ୍କିରେ ପ୍ରବଳମାତ୍ରାରେ ମହୁମାଛି ବସା କରିଛନ୍ତି.ଭବିଷ୍ୟତରେ ଛାତ୍ର ଛାତ୍ରୀଙ୍କ ପାଇଁ ବିପଦ ସୃଷ୍ଟି ହୋଇପାରେ.@DM_Mayurbhanj ଙ୍କୁ ଅନୁରୋଧ ଏ ଘଟଣାରେ ଦୃଷ୍ଟି ଦେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ.@BDO_Khunta
Rakesh Bal ରାକେଶ ବଳ tweet mediaRakesh Bal ରାକେଶ ବଳ tweet media
OR
0
1
0
83
Rakesh Bal ରାକେଶ ବଳ retweetledi
Rakesh Bal ରାକେଶ ବଳ
ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଚାକିଡ଼ି ଗ୍ରାମ ପଞ୍ଚାୟତର ବାରିବେଡା ଗ୍ରାମବାସୀ ବିଜୁଳି ଆଲୁଅରୁ ବଂଚିତ. ଗ୍ରାମରେ ଅନେକ ଦିନ ହେବ ଖୁଣ୍ଟ ପୋତା ସରିଥିଲେ ମଧ୍ୟ ଏବେ ଯାଏଁ ସେଥିରେ ସଂଯୋଗ ହୋଇ ପାରିନି ବିଜୁଳି.@tpnodl_odisha ଙ୍କୁ ଅନୁରୋଧ ଏ ଘଟଣାରେ ଦୃଷ୍ଟି ଦେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ.@DM_Mayurbhanj
OR
2
1
0
101
Rakesh Bal ରାକେଶ ବଳ
ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣକୁଣ୍ଡ ପର୍ଯ୍ୟଟନ ସ୍ଥଳି ନିକଟ ବାରିବେଡା ଗ୍ରାମବାସୀ ୨୦୨୬ ମସିହାରେବି ବିଜୁଳି ଆଲୁଅରୁ ବଂଚିତ. ଗ୍ରାମରେ ଅନେକ ଦିନ ହେବ ବିଜୁଳି ଖୁଣ୍ଟ ପୋତା ସରିଥିଲେ ମଧ୍ୟ ଏବେ ଯାଏଁ ସେଥିରେ ସଂଯୋଗ ହୋଇ ପାରିନି ବିଜୁଳି.
OR
0
0
0
32
Rakesh Bal ରାକେଶ ବଳ
On the auspicious occasion of Shri Devendra Prasad Bal, BDO of Baripada Block, being honored with the ‘Debaduta Samman’ by Jagannath Charitable Trust for his outstanding work efficiency… @RakeshBal17
Rakesh Bal ରାକେଶ ବଳ tweet mediaRakesh Bal ରାକେଶ ବଳ tweet media
English
0
0
0
92
Rakesh Bal ରାକେଶ ବଳ
ମୟୂରଭଞ୍ଜ ଜିଲ୍ଲା ଉଦଳା ଉପଖଣ୍ଡ ଅଧୀନରେ ଥିବା ସମୀବୃକ୍ଷ ପର୍ଯ୍ୟଟନ ସ୍ଥଳୀରେ ଅସୁରକ୍ଷିତ ଓ ବିନା ସୁରକ୍ଷାରେ ପର୍ବତ ଶିଖରକୁ ଚଢୁଛନ୍ତି ସାଧାରଣ ଲୋକେ. ଆଗକୁ କିଛି ବିପଦ ଘଟିବା ପୂର୍ବରୁ @DM_Mayurbhanj ମହୋଦୟଙ୍କୁ ଅନୁରୋଧ ଏହି ଘଟଣାରେ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ. @spmayurbhanj @CMO_Odisha
Rakesh Bal ରାକେଶ ବଳ tweet media
OR
0
3
2
110
Rakesh Bal ରାକେଶ ବଳ
May the New Year 2026 bring abundant happiness, success, love, and peace into your lives. I sincerely pray that the coming year is filled with good health, positive energy, and meaningful achievements for each one of you. Wishing you all a joyful, safe, and blessed New Year 2026.
Rakesh Bal ରାକେଶ ବଳ tweet media
English
0
0
0
27