Subcollector and SDM,Bargarh

200 posts

Subcollector and SDM,Bargarh banner
Subcollector and SDM,Bargarh

Subcollector and SDM,Bargarh

@Sdmbargarh

The official X account of subcollector and SDM Bargarh

Bargarh,odisha Katılım Eylül 2023
66 Takip Edilen77 Takipçiler
Subcollector and SDM,Bargarh retweetledi
Collector & DM, Bargarh
Collector & DM, Bargarh@DMBargarh·
ପବିତ୍ର ରଥଯାତ୍ରା ଅବସରରେ ବରଗଡ଼ ଜିଲ୍ଲl ପ୍ରଶାସନ ତରଫରୁ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା । ଚତୁର୍ଦ୍ଧା ମୂରତିଙ୍କ କୃପା ଭରିଦେଉ ସୁଖଃ, ସମୃଦ୍ଧି ଆଉ ପ୍ରଗତି । ଜୟ ଜଗନ୍ନାଥ
Collector & DM, Bargarh tweet media
OR
2
4
27
964
Subcollector and SDM,Bargarh retweetledi
Chief Electoral Officer, Odisha
ମତଦାନର ଦିନ ଛୁଟିର ଦିନ ନୁହେଁ, ଏହା କର୍ତ୍ତବ୍ୟର ଦିନ lଆସନ୍ତା ସାଧାରଣ ନିର୍ବାଚନରେ ନିଶ୍ଚିତ ମତଦାନ କରନ୍ତୁ l #IVoteForSure #SGE2024
OR
5
39
168
10.4K
Subcollector and SDM,Bargarh retweetledi
Chief Electoral Officer, Odisha
📢ହେଲୋ ଓଡିଶା 🥁 🤔ଆପଣଙ୍କ ଭୋଟ ଦେବାର ତାରିଖ ଜାଣିଲେଣି କି? 🤔ନିଜ ମତଦାନ କେନ୍ଦ୍ରର ଅବସ୍ଥିତ ଓ ଭୋଟର ଲିଷ୍ଟରେ ନାଁ ଅଛି କି ନାହିଁ ଜାଣିଲେଣି କି? ଆଜି ହିଁ ଭୋଟର ହେଲ୍ପଲାଇନ ଆପ୍ପ ଡାଉନଲୋଡ କରନ୍ତୁ ଓ ସମସ୍ତ ତଥ୍ୟ ପାଆନ୍ତୁ l😃 #SGE2024 #YourVoteYourVoice #VoteForSure
Chief Electoral Officer, Odisha tweet media
OR
8
59
242
11.8K
Subcollector and SDM,Bargarh retweetledi
Chief Electoral Officer, Odisha
ଆଜି ଭେଟନ୍ତୁ ନିର୍ବାଚନର "Super Hero"କୁ ଯିଏ ନିର୍ବାଚନର ସ୍ୱଚ୍ଛତା ଓ ଭୋଟିଂ ର ଗୋପନୀୟତାକୁ ଅକ୍ଷୁର୍ଣ୍ଣ ରଖେ l ଆସନ୍ତା ନିର୍ବାଚନରେ ନିଶ୍ଚିତ ହୋଇ ମତଦାନ କରନ୍ତୁ ଓ ଗଣତନ୍ତ୍ରକୁ ସୁଦୃଢ କରନ୍ତୁ l
Chief Electoral Officer, Odisha tweet media
OR
2
24
114
5.6K
Subcollector and SDM,Bargarh retweetledi
Chief Electoral Officer, Odisha
ଆପଣଙ୍କ ପୋଲିଂ ବୁଥ୍ ଓ ଅନ୍ୟାନ୍ୟ ବିବରଣୀ ଜାଣିବା ଏବେ ଅତି ସହଜ l ସବିଶେଷ ଜାଣିବା ପାଇଁ ନିମ୍ନ ଭିଡ଼ିଓ ଟିକୁ ପୁରା ଦେଖନ୍ତୁ l #KnowYourDetails #ICT #Elections24
OR
5
36
137
10.3K
Subcollector and SDM,Bargarh retweetledi
Spokesperson ECI
Spokesperson ECI@SpokespersonECI·
With over 79,000 complaints registered so far, ECI's complaints App, C-Vigil is the sleeper hit of polling season. 99 % of the complaints have been resolved, and around 89 % within stipulated 100 minutes. Read more here: eci.gov.in/eci-backend/pu…
Spokesperson ECI tweet mediaSpokesperson ECI tweet mediaSpokesperson ECI tweet mediaSpokesperson ECI tweet media
English
39
146
245
22.7K
Subcollector and SDM,Bargarh retweetledi
Chief Electoral Officer, Odisha
ନିର୍ବାଚନ ପ୍ରାର୍ଥୀ ମାନଙ୍କ ଅପରାଧିକ ତଥ୍ୟକୁ ସାର୍ବଜନୀନ କରିବାକୁ ନେଇ ମାନ୍ୟବର ସୁପ୍ରିମ କୋର୍ଟଙ୍କ ରାୟ l
Chief Electoral Officer, Odisha tweet media
OR
3
27
226
10.1K
Subcollector and SDM,Bargarh
Subcollector and SDM,Bargarh@Sdmbargarh·
ପବିତ୍ର ଦୋଳ ଉତ୍ସବ ଆଉ ହୋଲୀ ର ଅଭିନନ୍ଦନ.
OR
0
0
0
29
Subcollector and SDM,Bargarh retweetledi
Chief Electoral Officer, Odisha
ESMS app is the ultimate tool where enforcement agencies record details of all seized items like cash, freebies, and liquor etc. With ESMS, every confiscated item is meticulously documented and acted upon. Let's vow for an inducement free election together! 🇮🇳
Chief Electoral Officer, Odisha tweet media
English
3
14
91
4.8K
Subcollector and SDM,Bargarh retweetledi
Chief Electoral Officer, Odisha
NOTA ବାଲଟ ୟୁନିଟ ରେ ସବୁଠାରୁ ଶେଷରେ ଥାଏ l ସମସ୍ତ ପ୍ରାର୍ଥୀଙ୍କ ନାମ, ଫୋଟୋ ଓ ଚି଼ହ୍ନ ପରେ ସର୍ବଶେଷରେ NOTA ବିକଳ୍ପଟି ରହିଥାଏ l Mock poll ସମୟରେ ସମସ୍ତ ରାଜନୈତିକ ଦଳର ପୋଲିଂ ଏଜେଣ୍ଟଙ୍କ ସମ୍ମୁଖରେ ସମସ୍ତ ପ୍ରାର୍ଥୀ ମାନଙ୍କ ସହ NOTA ବିକଳ୍ପକୁ ମଧ୍ୟ ସମାନ ସଂଖ୍ୟକ mock ଭୋଟିଂ କରାଯାଏ ଓ ଭିଭିପାଟ ସ୍ଲିପର ଗଣନା କରା ଯାଏ l
Chief Electoral Officer, Odisha tweet media
OR
4
37
185
8.6K
Subcollector and SDM,Bargarh retweetledi
Chief Electoral Officer, Odisha
Traveling back to the dispersal day when polling parties diligently checked the materials provided, ensuring all election materials were accounted for. Their commitment to accuracy ensures a smooth voting process for all. #ThrowbackThursday #ElectionPrep #dedication
Chief Electoral Officer, Odisha tweet media
English
0
9
67
3.7K