
ଶବ୍ଦରସ
391 posts

ଶବ୍ଦରସ
@Shabdarasa_
#ଶବ୍ଦରସ ଖେଳର ଟ୍ୱିଟର ଖାତା ⚡️ @aviseka ଏବଂ @soumendrak_ ଙ୍କଦ୍ୱାରା ପରିଚାଳିତ


ଓଡ଼଼ିଆ କେତେ ସୁନ୍ଦର ତିନି ଅକ୍ଷର ବିଶିଷ୍ଟ ଶବ୍ଦଟିଏ, ଓ ଡ଼ି ଆ ତିନି ଅକ୍ଷର ଖେଳ ଶେଷ 🏁 ହେଲେ ମଣିଷମାନଙ୍କ ପାଇଁ, କମ୍ପ୍ୟୁଟର ପାଇଁ ଏଇ ଶବ୍ଦଟି ଏତେ ସହଜ ନୁହେଁ 😏 ଯୁକ୍ତାକ୍ଷର ନଥାଇକି ବି 'ଓଡ଼ିଆ' ଶବ୍ଦଟି ଚାରି ପ୍ରକାରରେ କମ୍ପ୍ୟୁଟରରେ ଲେଖାଯାଇପାରେ: 1. ଓଡ଼ିଆ = 'ଓ' + 'ଡ' + 'ି' + '଼' + 'ଆ' 2. ଓଡ଼ିଆ = 'ଓ' + 'ଡ' + '଼' + 'ି' + 'ଆ' 3. ଓଡ଼ିଆ = 'ଓ' + 'ଡ଼' + 'ି' + 'ଆ' 4. ଓଡ଼ିଆ = 'ଓ' + 'ଡି' + '଼' + 'ଆ' ଯୁକ୍ତାକ୍ଷର ଥିଲେ କ'ଣ ହେବ ଭାବନ୍ତୁ 🤔 #ଶବ୍ଦରସ #IndicLanguage













Join us today at 08:00PM To play and Win ଶବ୍ଦରସର ୫୦୦ ତମ ଶବ୍ଦ ଉପଲକ୍ଷେ We will be creating a google meet link and sending it to the registered participants @Shabdarasa_ @soumendrak_ Please fill out this form forms.gle/qFu5wcGq9MEPKo…









