
ରାକେଶ ଶତପଥୀ (Rakesh)
29.7K posts

ରାକେଶ ଶତପଥୀ (Rakesh)
@RakeshTruePath
Searching ........... me . ଜାଣେନା କେବେ ଖୋଜି ପାଇବି ନିଜକୁ ,,,,
Planet Earth 🌍 Katılım Mayıs 2017
1.4K Takip Edilen977 Takipçiler


@lopamudra_27268 @AnanyaDash11 Se ta odia re lekhichhanti ...
HT

@AnanyaDash11 Madam apan b odia language re lekhibar thila.. Apan odia language pain sabubele kichhi na kichhi post karuchhanti.. Jouta mote bahut khusi lage dekhiki.. But apan odia language bisay re kahiki english language re post kale lekhiki.. Mote tike thik lagilani
हिन्दी

ଓଡ଼ିଶାର ବହୁ ଲୋକେ ବାଙ୍ଗାଲୋର ରେ ବସବାସ କରନ୍ତି। ସେଇଠି ସେମାନେ ଦେଖିଥିବେ ଅତି ପ୍ରସିଦ୍ଧ କ୍ଷୀର କମ୍ପାନୀ "ନନ୍ଦିନୀ" କେମିତି କାନାଡ଼ା ରେ ତାଙ୍କର କ୍ଷୀର ପାକେଟ ରେ ବଡ଼କରି ଲେଖିଥାଏ। ବାଙ୍ଗାଲୋର ଠୁ ଅଧିକା ବାହାର ରାଜ୍ୟ ଲୋକେ କଣ ଆମ ଓଡ଼ିଶାରେ ରହୁଛନ୍ତି?
ଖାଲି କର୍ଣ୍ଣାଟକ କଣ ପାଇଁ ଭାରତ ରେ ଅନ୍ୟ ସବୁ ରାଜ୍ୟ ର କ୍ଷୀର କମ୍ପାନୀ ତାଙ୍କର ଭାଷା ରେ ପାକେଟ ଉପରେ ଲେଖନ୍ତି। କିନ୍ତୁ ଯାହା କହିଲେ ଆମ @OMFEDofficial କେବେ ଓଡ଼ିଆରେ ପାକେଟ ଉପରେ ଲେଖିବେନି ପଛରେ ଲେଖିବେ। କେତେ ଲାଜ ଓଡ଼ିଆ ଭାଷା କୁ ନେଇ!
ନିଜ ଭାଷା କୁ ନେଇ ହୀନମାନ୍ୟତା ଓଡ଼ିଆ ଲୋକଙ୍କ ଠାରୁ ଅଧିକା କାହାରି ନାହିଁ ଏହି ଦେଶ ରେ। ସେଥିପାଇଁ ଓଡ଼ିଆ ସଂସ୍କୃତି ଓ ପରମ୍ପରା ବିଷୟରେ କେହି ଜାଣିପାରୁନାହାନ୍ତି। ଓଡ଼ିଆ ତ ନିଜେ ଚୁପ ବସିଲେ ଓ ହୀନମାନ୍ୟତା ରେ ବୁଡ଼ି ରହିଲେ, ଅନ୍ୟ ରାଜ୍ୟ ଲୋକେ ଆମ ବିଷୟରେ ଜାଣିବେ କଣ?
#Odia #Odisha
KalingAପୁତ୍ର@TikeKhenchiDia
Amul-A company from Gujarat writes Odia on the front side of the packet. Heritage Food-A company from Hyderabad, Telangana does not hesitate to write in Odia as well. But our own home grown @OMFEDofficial feels embarrassed to write in Odia on the front & keeps it on d back side.
OR
ରାକେଶ ଶତପଥୀ (Rakesh) retweetledi

@Matt_Pinner Bhaiya 90% cocoa wala stock nahin hai kya ...
Filipino

@Bam_Bam0 @pushpendrakum Nice comedy 😁 .. India me ye sab hota hai kya kab
Indonesia
ରାକେଶ ଶତପଥୀ (Rakesh) retweetledi
ରାକେଶ ଶତପଥୀ (Rakesh) retweetledi

So this is what Odisha took the decision yesterday:
Scaling down infrastructure, expanding quotas.
1. Scrapped Bhubaneswar Metro project: While other states push ahead with mass rapid transit, Odisha takes a step back.
2. Increased reservation in medical and technical education:
ST : 12% to 22.50%
SC : 8% to 16.25%
OBC : 11.25%
A clear shift in priorities.
English
ରାକେଶ ଶତପଥୀ (Rakesh) retweetledi

ଓଡ଼ିଶାରେ ଷ୍ଟ୍ରବେରି ଆଉ ଗୋଟିଏ ବିଦେଶୀ ଫଳ ହେଇ ନାହିଁ ବରଂ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଏହା ଚାଷ କରାଗଲାଣି ।
Homemade strawberry Sauce
👇😊🙏
youtu.be/oXCyIXQZSaw?si…

YouTube



OR
ରାକେଶ ଶତପଥୀ (Rakesh) retweetledi

Shameful greed exposed! A ration dealer allegedly cheats the poor by rigging weights, stealing food meant for struggling families. This isn’t just corruption . it’s cruelty. Exploiting the vulnerable for profit is disgusting. Authorities must act immediately, punish the culprits, and end this fraud before more innocent people are robbed of their rights.
English
ରାକେଶ ଶତପଥୀ (Rakesh) retweetledi
ରାକେଶ ଶତପଥୀ (Rakesh) retweetledi


























