Subasini Jena

3.9K posts

Subasini Jena banner
Subasini Jena

Subasini Jena

@SubasiniJenaInd

MLA Basta Baliapal 𝗜𝘁'𝘀 𝗧𝗶𝗺𝗲 𝗳𝗼𝗿 𝗥𝗲𝗮𝗹 𝗖𝗵𝗮𝗻𝗴𝗲 Enabling women !

Baleshwar, India Katılım Ocak 2022
6 Takip Edilen542 Takipçiler
Subasini Jena
Subasini Jena@SubasiniJenaInd·
ଆଜି ଓଡ଼ିଶା ବିଧାନସଭାର ଷ୍ଟାଣ୍ଡିଂ କମିଟି-୫ (ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି)ବୈଠକରେ ଯୋଗଦେଇ ବସ୍ତା ଓ ବାଲିଆପାଳ ସମେତ ସମଗ୍ର ରାଜ୍ୟର ମା' ଓ ଶିଶୁମାନଙ୍କ ସର୍ବାଙ୍ଗୀନ ବିକାଶ ଏବଂ ସୁରକ୍ଷା ସମ୍ପର୍କରେ ବିସ୍ତୃତ ଆଲୋଚନା କଲି। #OdishaVidhansabha #StandingCommittee #WomenAndChildDevelopment #MissionShakti
Subasini Jena tweet mediaSubasini Jena tweet mediaSubasini Jena tweet mediaSubasini Jena tweet media
OR
0
0
0
12
Subasini Jena
Subasini Jena@SubasiniJenaInd·
ଭାରତ ମାତାର ସପୁତ୍ର, ସ୍ୱାଧୀନତା ସଂଗ୍ରାମୀ, ଯୁବକଙ୍କ ପ୍ରେରଣା ସ୍ରୋତ, ମାତୃଭୂମି ପାଇଁ ନିଜ ଜୀବନର ସର୍ବୋଚ୍ଚ ବଳିଦାନ ଦେଇଥିବା ମହାନ କ୍ରାନ୍ତିକାରୀ ଅମର ସହିଦ ଚନ୍ଦ୍ରଶେଖର ଆଜାଦ୍ ଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । 🙏🏻🇮🇳 #ChandraShekharAzad #FreedomFighter
Subasini Jena tweet media
OR
0
0
0
22
Subasini Jena retweetledi
Garuda
Garuda@garudazhwar·
Cute Rathayatra ✨❣️
Español
38
484
6K
38.7K
Subasini Jena retweetledi
Shree Jagannatha Temple, Puri
Shree Jagannatha Temple, Puri@JagannathaDhaam·
ଓଁ ନମୋଃ ଭଗବତେ ବାସୁଦେବାୟ ।। Today's Pati Dian Darshan at Shree Jagannatha Temple, #Puri.
Eesti
182
285
1.7K
24.4K
Subasini Jena
Subasini Jena@SubasiniJenaInd·
#ଶୁଭ_ବିବାହ ବସ୍ତା ବ୍ଲକ ମଥାନୀ ପଞ୍ଚାୟତ ପଣ୍ଡରୁଙ୍ଗି ଗ୍ରାମ ନିବାସୀ ଶ୍ରୀଯୁକ୍ତ ଭାନୁ ଚରଣ ଜେନାଙ୍କ ସୁପୁତ୍ରଙ୍କ ଶୁଭ ବିବାହ ଅବସରରେ ଯୋଗଦେଇ ଆୟୁଷ୍ମାନ ବୁଲୁ ଓ ଆୟୁଷ୍ମତୀ ବର୍ଷାଙ୍କୁ ଶୁଭାଶୀର୍ବାଦ ପ୍ରଦାନ କରିବା ସହିତ ମହାପ୍ରଭୁଙ୍କ ନିକଟରେ ଉଭୟଙ୍କ ଆନନ୍ଦମୟ ବୈବାହିକ ଜୀବନ କାମନା କଲି। #MarriageCeremony
Subasini Jena tweet mediaSubasini Jena tweet mediaSubasini Jena tweet mediaSubasini Jena tweet media
OR
0
0
0
40
Subasini Jena
Subasini Jena@SubasiniJenaInd·
ବାଲିଆପାଳ ବ୍ଲକ୍ ପ୍ରତାପପୁର ପଞ୍ଚାୟତ ନଇଘାଟି ଗ୍ରାମ ନିବାସୀ ୰ ଅଜୟ କୁମାର ବିଶ୍ୱାଳଙ୍କ ଏକାଦଶାହ କ୍ରିୟାରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କଲି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସ୍ବର୍ଗତ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଲି । ଓମ୍ ଶାନ୍ତିଃ 🙏 #Naighati
Subasini Jena tweet mediaSubasini Jena tweet mediaSubasini Jena tweet mediaSubasini Jena tweet media
OR
0
0
0
35
Subasini Jena
Subasini Jena@SubasiniJenaInd·
୧୯୪୭ ମସିହା ଆଜିର ଦିନରେ ସମ୍ବିଧାନ ସଭା ଦ୍ବାରା ଆମର ପ୍ରିୟ ତ୍ରିରଙ୍ଗାକୁ ଜାତୀୟ ପତାକା ଭାବେ ଗ୍ରହଣ କରାଯାଇଥିଲା। ଏହା କେବଳ ଏକ ପତାକା ନୁହେଁ, ଆମର ଏକତା, ସ୍ୱାଭିମାନ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନର ପ୍ରତୀକ। ଆସନ୍ତୁ ଜାତୀୟ ପତାକାର ମର୍ଯ୍ୟାଦା ରକ୍ଷା କରି ଏକ ବିକଶିତ ରାଷ୍ଟ୍ର ଗଠନ ପାଇଁ ସଂକଳ୍ପବଦ୍ଧ ହେବା। ଜୟ ହିନ୍ଦ! 🇮🇳
Subasini Jena tweet media
OR
0
0
1
19
Subasini Jena
Subasini Jena@SubasiniJenaInd·
ଲଙ୍ଗଳେଶ୍ୱର ଠାରେ, ବସ୍ତା ଏବଂ ବାଲିଆପାଳ ବ୍ଲକ୍‌ର ପୂର୍ତ୍ତ (R&B) ଓ ଗ୍ରାମ୍ୟ ଉନ୍ନୟନ (RD) ବିଭାଗର ବିଭିନ୍ନ ସମସ୍ୟା ବାବଦରେ ଉପସ୍ଥିତ ବରିଷ୍ଠ ନେତୃବୃନ୍ଦ, ଜନସାଧାରଣ ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ସହିତ ତାହାର ଖୁବ୍ ଶୀଘ୍ର ସମାଧାନ ନିମନ୍ତେ ଅଧିକାରୀଙ୍କୁ ପରାମର୍ଶ ଦେଲି। #Basta #Baliapal
Subasini Jena tweet mediaSubasini Jena tweet mediaSubasini Jena tweet mediaSubasini Jena tweet media
OR
0
1
2
37
Subasini Jena retweetledi
Shree Jagannatha Temple, Puri
Shree Jagannatha Temple, Puri@JagannathaDhaam·
ନୀଳାଦ୍ରୌ ଶଙ୍ଖମଧ୍ୟେ ଶତଦଳକମଳେ ରତ୍ନସିଂହାସନସ୍ଥଂ ସର୍ବାଳଙ୍କାରଯୁକ୍ତଂ ନବଘନରୁଚିରଂ ସଂଯୁତଂ ଚାଗ୍ରଜେନ । ଭଦ୍ରାୟା ବାମଭାଗେ ରଥଚରଣଯୁତଂ ବ୍ରଦ୍ମରୁଦ୍ରେନ୍ଦ୍ରବନ୍ଦ୍ୟମ୍ ବେଦାନାଂ ସାରମୀଶଂ ସ୍ବଜନପରିବୃତଂ ବ୍ରଦ୍ମଦାରୁଂ ଭଜେଽହମ୍‌ ।। Today's Patitapabana Darshan at Shree Jagannatha Temple. #Puri #JaiJagannatha
OR
155
287
1.6K
22.1K
Subasini Jena
Subasini Jena@SubasiniJenaInd·
ଦୁଇ ବର୍ଷର ବିକାଶ ଓ ଜନସେବାର କିଛି ମୁହୂର୍ତ୍ତ । ଆପଣଙ୍କ ସମର୍ଥନ ହିଁ ମୋର ପ୍ରେରଣା। #BASTA #Baliapal #2yearsofservice #development
OR
0
0
0
27
Subasini Jena
Subasini Jena@SubasiniJenaInd·
ପବିତ୍ର ହେରା ପଞ୍ଚମୀ ଉପଲକ୍ଷେ ବାଲିଆପାଳ ବ୍ଲକ ଅସ୍ତି ପଞ୍ଚାୟତ ଡାଳୁଆ-୧ ଗ୍ରାମରେ ଅନୁଷ୍ଠିତ ମହୋତ୍ସବରେ ଯୋଗଦେଇ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦୁର୍ଲଭ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହିତ ସମସ୍ତଙ୍କ ସୁଖ,ସମୃଦ୍ଧି କାମନା କଲି। #JaiJagannath #HeraPanchami #Baliapal #Asti #Basta
Subasini Jena tweet mediaSubasini Jena tweet mediaSubasini Jena tweet mediaSubasini Jena tweet media
OR
1
1
1
67
Subasini Jena
Subasini Jena@SubasiniJenaInd·
#ଶୁଭ_ବିବାହ ବସ୍ତା ବ୍ଲକ ୧୫ ନମ୍ବର ଜୋନ୍ ର ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଦେବୀକା ସୋରେନଙ୍କ ସୁପୁତ୍ରୀ ସୁମତିଙ୍କ ଶୁଭ ବିବାହରେ ଯୋଗଦେଇ ଶୁଭାଶୀର୍ବାଦ ପ୍ରଦାନ କରିବା ସହିତ ମହାପ୍ରଭୁଙ୍କ ନିକଟରେ ତାଙ୍କର ଆନନ୍ଦମୟ ବୈବାହିକ ଜୀବନ କାମନା କଲି। #HappyMarriedLife #MarriageCeremony #Basta #Baliapal
Subasini Jena tweet mediaSubasini Jena tweet mediaSubasini Jena tweet mediaSubasini Jena tweet media
OR
0
1
1
129
Subasini Jena retweetledi
ANI
ANI@ANI·
#WATCH | Puri, Odisha: Devotees gather on the fifth day of the annual Rath Yatra to witness the auspicious Hera Panchami ritual of Goddess Mahalaxmi and have darshan of Lord Jagannath, Lord Balabhadra, Devi Subhadra and Sudarshan at Sri Gundicha Temple.
English
3
152
2.4K
42K
Subasini Jena
Subasini Jena@SubasiniJenaInd·
ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଓ ମା' ମହାଲକ୍ଷ୍ମୀଙ୍କ ଅଭିମାନ ଓ ପ୍ରେମର ଅନନ୍ୟ ନୀତିକାନ୍ତି ସମ୍ପୃକ୍ତ ମହାପବିତ୍ର 'ହେରା ପଞ୍ଚମୀ' ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।ମହାପ୍ରଭୁ ଓ ମା' ମହାଲକ୍ଷ୍ମୀଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ ।🙏
Subasini Jena tweet media
OR
0
1
1
29
Subasini Jena
Subasini Jena@SubasiniJenaInd·
ଆଜି ବାଲେଶ୍ୱର ସହରସ୍ଥିତ ଓଡ଼େଶା ଭବନରେ ଭକ୍ତିସୁଧା ପକ୍ଷରୁ ଆୟୋଜିତ "ଯୁଗେ ଯୁଗେ ଜଗନ୍ନାଥ" କାର୍ଯ୍ୟକ୍ରମରେ ଯୋଗଦେଇ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲି। ପବିତ୍ର ରଥଯାତ୍ରା ଅବସରରେ ଏଭଳି ଏକ ସୁନ୍ଦର ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସାମିଲ ହେବାର ସୁଯୋଗ ପାଇ ନିଜକୁ ଭାଗ୍ୟବାନ ମନେ କଲି। #JaiJagannath
Subasini Jena tweet mediaSubasini Jena tweet mediaSubasini Jena tweet mediaSubasini Jena tweet media
OR
0
1
1
37
Subasini Jena retweetledi
Shree Jagannatha Temple, Puri
Shree Jagannatha Temple, Puri@JagannathaDhaam·
ନୀଳାଦ୍ରୌ ଶଙ୍ଖମଧ୍ୟେ ଶତଦଳକମଳେ ରତ୍ନସିଂହାସନସ୍ଥଂ ସର୍ବାଳଙ୍କାରଯୁକ୍ତଂ ନବଘନରୁଚିରଂ ସଂଯୁତଂ ଚାଗ୍ରଜେନ । ଭଦ୍ରାୟା ବାମଭାଗେ ରଥଚରଣଯୁତଂ ବ୍ରଦ୍ମରୁଦ୍ରେନ୍ଦ୍ରବନ୍ଦ୍ୟମ୍ ବେଦାନାଂ ସାରମୀଶଂ ସ୍ବଜନପରିବୃତଂ ବ୍ରଦ୍ମଦାରୁଂ ଭଜେଽହମ୍‌ ।। Today's Patitapabana Darshan at Shree Jagannatha Temple. #Puri #JaiJagannatha
OR
163
307
2K
23.1K
Subasini Jena
Subasini Jena@SubasiniJenaInd·
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ 'ଲହରୀ' ଶ୍ରେଷ୍ଠ ଓଡ଼ିଆ ନାଟକ ଭାବେ ସ୍ୱୀକୃତି ଲାଭ କରିବା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ। ​ଏହି ଉଲ୍ଲେଖନୀୟ ସଫଳତା ପାଇଁ 'ଲହରୀ'ର ସମଗ୍ର ନାଟ୍ୟ ଦଳକୁ ଶୁଭେଚ୍ଛା ଓ ଅଭିନନ୍ଦନ।
Subasini Jena tweet media
OR
0
1
1
31
Subasini Jena
Subasini Jena@SubasiniJenaInd·
ଆଜି ସହର ସ୍ଥିତ ଭେନ୍ୟାପାରାଡାଇଜ୍ ଠାରେ ଆୟୋଜିତ ବାଲେଶ୍ୱର ପ୍ରେସ ଇମ୍ପ୍ରେସ ମିଡ଼ିଆ କ୍ଲବର ବାର୍ଷିକ ଉତ୍ସବରେ ଯୋଗଦେବା ଅବସରରେ ।
Subasini Jena tweet mediaSubasini Jena tweet mediaSubasini Jena tweet mediaSubasini Jena tweet media
OR
0
1
1
21