Subhrajit Pratihari

327 posts

Subhrajit Pratihari banner
Subhrajit Pratihari

Subhrajit Pratihari

@SubhrajitPrati1

president odisha govt highschool contract teacher assocation

Bhubaneshwar, India Katılım Temmuz 2017
329 Takip Edilen1.3K Takipçiler
Subhrajit Pratihari
Subhrajit Pratihari@SubhrajitPrati1·
DAY-12🙏କଟକ ଜ଼ିଲ୍ଲା ରେ ହାଇସ୍କୁଲ ରେ କାର୍ଯ୍ୟରତ 500 ରୁ ଉର୍ଦ୍ଧ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଦୀର୍ଘ 4 ରୁ 5 ବର୍ଷ ହେଲା ବକେୟା ଏରିୟର ପାଇନାହାନ୍ତି... ଦୌଡ଼ି ଦୌଡ଼ି ଆମେ ନିରାଶ ହେଲୁଣି... ଆପଣ ଶେଷ ଆଶା ଭରଷା 🙏 @CuttackDM @SMEOdisha
OR
0
1
0
71
Subhrajit Pratihari
Subhrajit Pratihari@SubhrajitPrati1·
DAY-11🙏କଟକ ଜ଼ିଲ୍ଲା ରେ ହାଇସ୍କୁଲ ରେ କାର୍ଯ୍ୟରତ 500 ରୁ ଉର୍ଦ୍ଧ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଦୀର୍ଘ 4 ରୁ 5 ବର୍ଷ ହେଲା ବକେୟା ଏରିୟର ପାଇନାହାନ୍ତି... ଦୌଡ଼ି ଦୌଡ଼ି ଆମେ ନିରାଶ ହେଲୁଣି... ଆପଣ ଶେଷ ଆଶା ଭରଷା 🙏 @CuttackDM @SMEOdisha
OR
0
2
1
120
Subhrajit Pratihari
Subhrajit Pratihari@SubhrajitPrati1·
ମାନ୍ୟବର ଜନପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କୁ ଓଡ଼ିଆ ଶିକ୍ଷକ ଙ୍କ ଆକୁଳ ପ୍ରାର୍ଥନା online ଟ୍ରାନ୍ସଫର ଶୀଘ୍ର କଲେ ହଜାର ହଜାର ଶିକ୍ଷକ ଉପକୃତ ହେଇପାରିବେ... ତେଣୁ ଓଡ଼ିଆ ଶିକ୍ଷକ ସମାଜ ଉପରେ ଟିକେ ଅନୁଗ୍ରହ କରିବାକୁ ନିବେଦନ 🙏 @CMO_Odisha @narendramodi @PMOIndia @SMEOdisha
OR
1.9K
241
121
4.2K
Subhrajit Pratihari
Subhrajit Pratihari@SubhrajitPrati1·
DAY-10🙏କଟକ ଜ଼ିଲ୍ଲା ରେ ହାଇସ୍କୁଲ ରେ କାର୍ଯ୍ୟରତ 500 ରୁ ଉର୍ଦ୍ଧ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଦୀର୍ଘ 4 ରୁ 5 ବର୍ଷ ହେଲା ବକେୟା ଏରିୟର ପାଇନାହାନ୍ତି... ଦୌଡ଼ି ଦୌଡ଼ି ଆମେ ନିରାଶ ହେଲୁଣି... ଆପଣ ଶେଷ ଆଶା ଭରଷା 🙏 @CuttackDM @SMEOdisha
OR
0
0
1
265
Subhrajit Pratihari
Subhrajit Pratihari@SubhrajitPrati1·
DAY-9🙏କଟକ ଜ଼ିଲ୍ଲା ରେ ହାଇସ୍କୁଲ ରେ କାର୍ଯ୍ୟରତ 500 ରୁ ଉର୍ଦ୍ଧ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଦୀର୍ଘ 4 ରୁ 5 ବର୍ଷ ହେଲା ବକେୟା ଏରିୟର ପାଇନାହାନ୍ତି... ଦୌଡ଼ି ଦୌଡ଼ି ଆମେ ନିରାଶ ହେଲୁଣି... ଆପଣ ଶେଷ ଆଶା ଭରଷା 🙏 @CuttackDM @SMEOdisha
OR
0
0
0
261
Subhrajit Pratihari
Subhrajit Pratihari@SubhrajitPrati1·
DAY-8🙏କଟକ ଜ଼ିଲ୍ଲା ରେ ହାଇସ୍କୁଲ ରେ କାର୍ଯ୍ୟରତ 500 ରୁ ଉର୍ଦ୍ଧ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଦୀର୍ଘ 4 ରୁ 5 ବର୍ଷ ହେଲା ବକେୟା ଏରିୟର ପାଇନାହାନ୍ତି... ଦୌଡ଼ି ଦୌଡ଼ି ଆମେ ନିରାଶ ହେଲୁଣି... ଆପଣ ଶେଷ ଆଶା ଭରଷା 🙏 @CuttackDM @SMEOdisha
OR
0
0
0
199
Subhrajit Pratihari
Subhrajit Pratihari@SubhrajitPrati1·
DAY-7🙏କଟକ ଜ଼ିଲ୍ଲା ରେ ହାଇସ୍କୁଲ ରେ କାର୍ଯ୍ୟରତ 500 ରୁ ଉର୍ଦ୍ଧ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଦୀର୍ଘ 4 ରୁ 5 ବର୍ଷ ହେଲା ବକେୟା ଏରିୟର ପାଇନାହାନ୍ତି... ଦୌଡ଼ି ଦୌଡ଼ି ଆମେ ନିରାଶ ହେଲୁଣି... ଆପଣ ଶେଷ ଆଶା ଭରଷା 🙏 @CuttackDM @SMEOdisha
OR
0
0
0
102
Subhrajit Pratihari
Subhrajit Pratihari@SubhrajitPrati1·
DAY-6🙏କଟକ ଜ଼ିଲ୍ଲା ରେ ହାଇସ୍କୁଲ ରେ କାର୍ଯ୍ୟରତ 500 ରୁ ଉର୍ଦ୍ଧ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଦୀର୍ଘ 4 ରୁ 5 ବର୍ଷ ହେଲା ବକେୟା ଏରିୟର ପାଇନାହାନ୍ତି... ଦୌଡ଼ି ଦୌଡ଼ି ଆମେ ନିରାଶ ହେଲୁଣି... ଆପଣ ଶେଷ ଆଶା ଭରଷା 🙏 @CuttackDM @SMEOdisha
OR
0
0
0
78
Subhrajit Pratihari
Subhrajit Pratihari@SubhrajitPrati1·
DAY-5🙏କଟକ ଜ଼ିଲ୍ଲା ରେ ହାଇସ୍କୁଲ ରେ କାର୍ଯ୍ୟରତ 500 ରୁ ଉର୍ଦ୍ଧ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଦୀର୍ଘ 4 ରୁ 5 ବର୍ଷ ହେଲା ବକେୟା ଏରିୟର ପାଇନାହାନ୍ତି... ଦୌଡ଼ି ଦୌଡ଼ି ଆମେ ନିରାଶ ହେଲୁଣି... ଆପଣ ଶେଷ ଆଶା ଭରଷା 🙏 @CuttackDM @SMEOdisha
OR
0
1
3
75
Subhrajit Pratihari
Subhrajit Pratihari@SubhrajitPrati1·
DAY-4🙏କଟକ ଜ଼ିଲ୍ଲା ରେ ହାଇସ୍କୁଲ ରେ କାର୍ଯ୍ୟରତ 500 ରୁ ଉର୍ଦ୍ଧ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଦୀର୍ଘ 4 ରୁ 5 ବର୍ଷ ହେଲା ବକେୟା ଏରିୟର ପାଇନାହାନ୍ତି... ଦୌଡ଼ି ଦୌଡ଼ି ଆମେ ନିରାଶ ହେଲୁଣି... ଆପଣ ଶେଷ ଆଶା ଭରଷା 🙏 @CuttackDM @SMEOdisha
OR
0
0
1
83
Subhrajit Pratihari
Subhrajit Pratihari@SubhrajitPrati1·
DAY-3🙏କଟକ ଜ଼ିଲ୍ଲା ରେ ହାଇସ୍କୁଲ ରେ କାର୍ଯ୍ୟରତ 500 ରୁ ଉର୍ଦ୍ଧ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଦୀର୍ଘ 4 ରୁ 5 ବର୍ଷ ହେଲା ବକେୟା ଏରିୟର ପାଇନାହାନ୍ତି... ଦୌଡ଼ି ଦୌଡ଼ି ଆମେ ନିରାଶ ହେଲୁଣି... ଆପଣ ଶେଷ ଆଶା ଭରଷା 🙏 @CuttackDM @SMEOdisha
OR
0
1
2
94
Subhrajit Pratihari
Subhrajit Pratihari@SubhrajitPrati1·
DAY-2🙏କଟକ ଜ଼ିଲ୍ଲା ରେ ହାଇସ୍କୁଲ ରେ କାର୍ଯ୍ୟରତ 500 ରୁ ଉର୍ଦ୍ଧ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଦୀର୍ଘ 4 ରୁ 5 ବର୍ଷ ହେଲା ବକେୟା ଏରିୟର ପାଇନାହାନ୍ତି... ଦୌଡ଼ି ଦୌଡ଼ି ଆମେ ନିରାଶ ହେଲୁଣି... ଆପଣ ଶେଷ ଆଶା ଭରଷା 🙏 @CuttackDM @SMEOdisha
OR
0
1
2
110
Subhrajit Pratihari
Subhrajit Pratihari@SubhrajitPrati1·
କଟକ ଜ଼ିଲ୍ଲା ରେ ହାଇସ୍କୁଲ ରେ କାର୍ଯ୍ୟରତ 500 ରୁ ଉର୍ଦ୍ଧ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଦୀର୍ଘ 4 ରୁ 5 ବର୍ଷ ହେଲା ବକେୟା ଏରିୟର ପାଇନାହାନ୍ତି... ଦୌଡ଼ି ଦୌଡ଼ି ଆମେ ନିରାଶ ହେଲୁଣି... ଆପଣ ଶେଷ ଆଶା ଭରଷା 🙏 @CuttackDM @SMEOdisha
OR
0
0
1
158
Subhrajit Pratihari
Subhrajit Pratihari@SubhrajitPrati1·
କଟକ ଜ଼ିଲ୍ଲା ରେ ହାଇସ୍କୁଲ ରେ କାର୍ଯ୍ୟରତ 500 ରୁ ଉର୍ଦ୍ଧ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଦୀର୍ଘ 4 ରୁ 5 ବର୍ଷ ହେଲା ବକେୟା ଏରିୟର ପାଇନାହାନ୍ତି... ଦୌଡ଼ି ଦୌଡ଼ି ଆମେ ନିରାଶ ହେଲୁଣି... ଆପଣ ଶେଷ ଆଶା ଭରଷା 🙏 @DMcuttack @SMEOdisha
OR
0
1
5
155
Subhrajit Pratihari
Subhrajit Pratihari@SubhrajitPrati1·
ଓଡିଶା ରେ ଆପଣ ଙ୍କ ଆଶା କେବଳ ଆଶା ରେ ରହିଯିବ... ଆଇନ ବୋଲି କିଛି ନାହିଁ.... କି ଜଣେ କେହି ସାହାଯ୍ୟ ପାଉ ନାହଁନ୍ତି..... ଦୃଷ୍ଟି ଦେଲା ବେଳ କୁ କିଛି ନଥିବ 🙏 @narendramodi @PMOIndia @AmitShah
OR
0
0
0
87
Subhrajit Pratihari
Subhrajit Pratihari@SubhrajitPrati1·
Mam 🙏 ଆମର ପ୍ରାର୍ଥନା ଏହିକି ଯେ ପ୍ରଥମେ online ଟ୍ରାନ୍ସଫର କରାଯାଉ.. ତାପରେ offline ହେବ.. ନହେଲେ ଶିକ୍ଷକ ସମାଜ ଉପରେ ପୁରା କୁ ପ୍ରଭାବ ପଡିବ... ଓଡିଶା ର ଶିକ୍ଷକ ଙ୍କ ମୋନବଳ ସମ୍ପୂର୍ଣ ଭାଙ୍ଗିଯିବ @SMEOdisha
OR
3
66
40
1.4K
Subhrajit Pratihari
Subhrajit Pratihari@SubhrajitPrati1·
SMC ଗଠନ ରେ ହିନ୍ଦୀ ସଂସ୍କୃତ ଓ PET ଶିକ୍ଷକ ଓ ନୋଡାଲ ରେ ପ୍ରାଥମିକ ଶିକ୍ଷକ ଙ୍କୁ ବାଦ ଦେବା କ୍ୟାମ୍ପସ ରେ ସମାନତା ରଖିବ ତ. ଗୋଟେ ବର୍ଗ କୁ ସମ୍ପୂର୍ଣ ଅଣଦେଖା କଣ ପାଇଁ..ଆମ ସମ୍ଭିଧାନ ବି ସମସ୍ତଙ୍କୁ ସମାନ ଅଧିକାର ମିଳିଛି,ଗୋଟେ ବର୍ଗ ନିଜ ବାକ ସ୍ୱାଧୀନତା ହରାଉଛି ଏହା ଉପରେ ବିତର୍କ ହେବା ଦରକାର @CMO_Odisha @SMEOdisha
OR
2
16
17
256
Subhrajit Pratihari
Subhrajit Pratihari@SubhrajitPrati1·
ଦୟାକରି ଓଡିଶା ର ସବୁ ମେଡିକାଲ ରେ ବୋର୍ଡ଼ ହେଉ. ଜଣେ ଅସୁସ୍ଥ ଶିକ୍ଷଜ କିଭଳି କୋରାପୁଟ, ମାଲକାନଗିରି ରୁ ଆସି କଟକ ରେ ବଡ଼ ଅସୁବିଧା ର ସମ୍ମୁଖୀନ ହେଉଛି 🙏 @CMO_Odisha @MohanMOdisha @SMEOdisha
Subhrajit Pratihari tweet media
OR
0
3
3
146
Subhrajit Pratihari
Subhrajit Pratihari@SubhrajitPrati1·
ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀ ଙ୍କୁ ବିନମ୍ର ପ୍ରାର୍ଥନା ଦୟାକରି ହିନ୍ଦୀ, ସଂସ୍କୃତ ଓ କ୍ରୀଡା ଶିକ୍ଷକ ମାନଙ୍କୁ spouse କେଶ ରେ ବଦଳି ସୁବିଧା ଦେବା ପାଇଁ... @MohanMOdisha @SMEOdisha @CMO_Odisha @nityanandagond
OR
13
55
28
461