Sugyan Sagar

9.3K posts

Sugyan Sagar banner
Sugyan Sagar

Sugyan Sagar

@SugyanSagar

Journalist | Activist | Writer | Campaigner | Documentary Filmmaker | Follow me on X, Facebook, Instagram & YouTube

Orissa, India Katılım Temmuz 2020
4.9K Takip Edilen586 Takipçiler
Sabitlenmiş Tweet
Sugyan Sagar
Sugyan Sagar@SugyanSagar·
Say No To War ⚔️💣 🛑 Stop War ⚔️💣 Peace Is Our Global Mission. 📢🕊️ Contact me to join the ongoing global campaign to end WAR and establish PEACE around the world. 🌎 Remember, your kind support matters a lot. My Mob/WhatsApp: 093485 22575 #SayNoToWar #NoToWar #PeaceNotWar
Sugyan Sagar tweet media
English
1
0
0
184
Sugyan Sagar
Sugyan Sagar@SugyanSagar·
ଯୁଦ୍ଧ ସମୟରେ ନିର୍ବାଚନ ପ୍ରଚାରରେ ବୁଲିଲେ, ଝାଲମୁଡ଼ି ଖାଇଲେ, ମଉଜମସ୍ତି କଲେ, etc., ଆଉ ନିର୍ବାଚନ ସରିଯିବା ପରେ ଅନ୍ୟକୁ ବିଭିନ୍ନ ଉପଦେଶ ଦେଇ, ତୈଳଦର ସହ ବିଭିନ୍ନ ଦରଦାମ ବୃଦ୍ଧି କରିବାର ଆଦେଶ ଦେଇ ସ୍ୱୟଂ ଚାଲିଗଲେ ବିଦେଶ ଗସ୍ତରେ। ଏତେ ସବୁ ଡ୍ରାମା, କାଣ୍ଡ, କାରନାମା କଲେ ମଧ୍ୟ ଅନ୍ଧ ପ୍ରଶଂସକ ପୁରା ଫିଦା। ବାଃ କ୍ୟା ସିନ ହେ।
OR
0
0
0
11
Sugyan Sagar
Sugyan Sagar@SugyanSagar·
ମାଣ୍ଡିଆ ପାଇଁ ପିଟାପିଟି 💰 କ’ଣ ସାଙ୍ଗ ବୁଝିପାରିଲେ ତ, ନା ସ୍ପଷ୍ଟ ଭାବରେ କହିବାକୁ ପଡ଼ିବ!? ସବୁ ସେହି ମାଣ୍ଡିଆ ପାଇଁ ଜନପ୍ରତିନିଧି, ପ୍ରଶାସନ, ସାଧାରଣ ଜନତା, ଆଦି ସମସ୍ତଙ୍କ ମଧ୍ୟରେ ଜାରିରହିଛି କଥା କଟାକଟି, ଯୁକ୍ତିତର୍କ, ପିଟାପିଟି, etc.।
OR
0
0
0
6
Sugyan Sagar
Sugyan Sagar@SugyanSagar·
ଅନେକ ସମୟରେ ସରକାର ଜାଣିଶୁଣି ଲୋକଙ୍କୁ ମିଛ କହିଥାଏ ଯାହାର କାରଣ ଅନେକ ରହିଥାଏ, ସଙ୍କଟ/ବିପଦ ସମୟରେ ତ ଲୋକଙ୍କୁ ଭୟଭୀତ ନକରିବା ପାଇଁ ବା ଲୋକଙ୍କୁ ଆଶ୍ୱାସନା ଦେବାପାଇଁ ସରକାର ଅଧିକା ମିଛ କହିଥାଏ। ସରକାରଙ୍କ ପ୍ରତ୍ୟେକ କଥାକୁ ବିଶ୍ୱାସ କଲେ ଖାଲରେ ପଡ଼ିବା ସୁନିଶ୍ଚିତ। ସଙ୍କଟକୁ ସ୍ୱୟଂ ଆକଳନ କରନ୍ତୁ, ନିଜ ସୁରକ୍ଷା ନିଜେ କରନ୍ତୁ।
OR
0
0
0
3
Sugyan Sagar
Sugyan Sagar@SugyanSagar·
କିଛିଦିନ ପୂର୍ବେ ଇରାନ-ଆମେରିକା-ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ବନ୍ଦ ନିମନ୍ତେ Say No To War କ୍ୟାମ୍ପେନ୍ ଜାରି ରଖିଥିବା ସମୟରେ କିଛି ବନ୍ଧୁ କମେଣ୍ଟ କରିଥିଲେ, ସୁଜ୍ଞାନ ଭାଇ ସେପଟ ଯୁଦ୍ଧ ହେଲା ଆମର କ’ଣ କ୍ଷତି ହେଉଛି!? ଏବେ ସଭିଏଁ ଉତ୍ତମ ଭାବେ ଅବଗତ ହୋଇଯାଇଥିବେ ଯେ ଦେଶ-ଦେଶ ମଧ୍ୟରେ ଯୁଦ୍ଧ ହେଲେ କ’ଣ କ୍ଷତି ହୋଇଥାଏ।
OR
0
0
0
3
Sugyan Sagar
Sugyan Sagar@SugyanSagar·
ସମାଜରେ ତଥା ଆମ ଦେଶରେ ଜାତି, ଧର୍ମ, ସମ୍ପ୍ରଦାୟ ମଧ୍ୟରେ ଘୃଣା, ହିଂସା, ଅଶାନ୍ତି, ଦଙ୍ଗା, etc., ର ବୃଦ୍ଧିରେ ବିଭିନ୍ନ ରାଜନୈତିକ ଶକ୍ତି, ସଂଗଠନ, ବ୍ୟକ୍ତିବିଶେଷଠୁ ଅଧିକା ହାତ ରହିଥାଏ ଏଭଳି ବିଭିନ୍ନ ବେଇମାନ ଗଣମାଧ୍ୟମର, ଯେଉଁମାନଙ୍କର ଅନ୍ୟର ଭଲ ଦେଖିଲେ ବହୁତ କୁଣ୍ଡେଇ ହୋଇଥାଏ। ଏଭଳି ଗଣମାଧ୍ୟମକୁ କେରକେରା ଛେଚା ଯିବା ଉଚିତ୍।
OR
0
0
0
4
Sugyan Sagar
Sugyan Sagar@SugyanSagar·
ଆପଣଙ୍କ ଅଞ୍ଚଳରେ କୋଟି କୋଟି ଟଙ୍କାର ଦୁର୍ନୀତି ହେଉଥିବ, ଆପଣଙ୍କ ଅଞ୍ଚଳର ଜଳ, ଜମି, ଜଙ୍ଗଲ, etc., ସବୁକିଛି ସର୍ବସମ୍ମୁଖରେ ଲୁଟ୍ ହେଉଥିବ, କିନ୍ତୁ କୌଣସି ମିଡ଼ିଆର ଦମ୍ ନଥିବ ପ୍ରଶ୍ନ ପଚାରିବା ପାଇଁ, କିନ୍ତୁ କୌଣସି ସ୍ଥାନରେ ପ୍ରାର୍ଥନା କଲେ ମିଡ଼ିଆ ଦୌଡ଼ି ଆସି ପ୍ରଶ୍ନ ପଚାରିବ, “ଆପଣ କାହିଁକି ଏଠି ପ୍ରାର୍ଥନା କରୁଛନ୍ତି!?”
OR
1
0
0
7
Sugyan Sagar
Sugyan Sagar@SugyanSagar·
କିଏ କେଉଁଠି ପ୍ରାର୍ଥନା କଲା, କିଏ କେଉଁଠି ଧାର୍ମିକ କାର୍ଯ୍ୟକ୍ରମ କଲା, ସେଥିପାଇଁ ଆମ ଦେଶର so called ଗଣମାଧ୍ୟମର ବହୁତ ଟେନ୍ସନ୍/କୁଣ୍ଡିଆ। ଏଭଳିକି ନିଜ ଘର ଭିତରେ ମଧ୍ୟ ଆପଣ ପ୍ରାର୍ଥନା କଲେ, ଆପଣଙ୍କ ଘର ଭିତରେ ଗଣମାଧ୍ୟମ/ମିଡ଼ିଆ ପଶି ଆପଣଙ୍କୁ ପ୍ରଶ୍ନ ପଚାରିବ ଯେ ଆପଣ କାହିଁକି ଗୃହ ଭିତରେ ଏତେ ଭକ୍ତିରେ ପ୍ରାର୍ଥନା କରୁଛନ୍ତି!?
OR
1
0
0
8
Sugyan Sagar
Sugyan Sagar@SugyanSagar·
ଏହା ପଛର କାରଣ କ’ଣ ହୋଇପାରେ!? ଘରୋଇ ଅନୁଷ୍ଠାନ ଗୁଡ଼ିକ ଗଣମାଧ୍ୟମରେ ସେମାନଙ୍କ ନାମ ପ୍ରକାଶ ନକରିବା ପାଇଁ ଗଣମାଧ୍ୟମକୁ ଲକ୍ଷ ଲକ୍ଷ ଟଙ୍କା ଚାନ୍ଦା ଦେଇ ମୁହଁ ବନ୍ଦ କରି ଦେଉ ନାହାଁନ୍ତି ତ!?
OR
0
0
0
4
Sugyan Sagar
Sugyan Sagar@SugyanSagar·
ଏହି କିଛିଦିନ ଗଣମାଧ୍ୟମକୁ ଲକ୍ଷ୍ୟ କଲେ ଏକ ବିରାଟ ପରିବର୍ତ୍ତନ ଆସିଥିବା ଆମେ ଅନୁଭବ କରିପାରିବା। ଆଗେ ଯେତେବେଳେ କୌଣସି ଘରୋଇ ଅନୁଷ୍ଠାନରେ ଦୁଷ୍କର୍ମ, ହତ୍ୟା, etc., ଘଟୁଥିଲା, ଅନୁଷ୍ଠାନର ନାମ ସହ address, etc., ସବୁକିଛି ଆସୁଥିଲା, କିନ୍ତୁ ବର୍ତ୍ତମାନ...ଏକ ଘରୋଇ ଅନୁଷ୍ଠାନରେ ଘଟଣାଟି ଘଟିଛି ବୋଲି ପ୍ରକାଶିତ ହେଉଛି। କାହିଁକି!?
OR
1
0
0
25
Sugyan Sagar
Sugyan Sagar@SugyanSagar·
ସରକାର ଏବଂ ପ୍ରଶାସନର ବିଭିନ୍ନ ବିଫଳତାକୁ ପ୍ରକାଶ କରିବା ଏବଂ ସର୍ବସମ୍ମୁଖରେ କଡ଼ା ସମାଲୋଚନା କରିବା ଗଣତନ୍ତ୍ରର ସୌନ୍ଦର୍ଯ୍ୟ ହୋଇଥାଏ। ଗଣମାଧ୍ୟମ, ଜନପ୍ରତିନିଧିଠୁ ଆରମ୍ଭକରି ସାଧାରଣ ଜନତା ପର୍ଯ୍ୟନ୍ତ କେହି ମଧ୍ୟ ଏଥିରୁ ବିଚ୍ୟୁତ ବା ନିବୃତ୍ତ ରହିବା ଅନୁଚିତ। କାରଣ, ଏହାଦ୍ୱାରା ସମାଜର ମଙ୍ଗଳ ସହ ରାଷ୍ଟ୍ରର ହିତ ସାଧନ ହୋଇଥାଏ।
OR
0
0
0
4
Sugyan Sagar
Sugyan Sagar@SugyanSagar·
Hearty congratulations to the newly appointed Chief Minister of Tamilnadu Mr. C. Joseph Vijay @TVKVijayHQ 🎉 Hoping best from your tenure. 🇮🇳
Sugyan Sagar tweet media
English
0
1
2
22
Sugyan Sagar
Sugyan Sagar@SugyanSagar·
ସେଥିପାଇଁ ଭିଡ଼ରୁ ସଦା ଦୂରେଇ ରହିବା ନିଜ ପାଇଁ ଏବଂ ସମାଜ ପାଇଁ ଉତ୍ତମ ଓ ହିତକର। କୌଣସି ଭିଡ଼ ଭିତରେ ଆପଣ ଯଦି ରହିବେ, ଆପଣ ଆପଣଙ୍କ ହିତାହିତ ଜ୍ଞାନ, ଭଲମନ୍ଦ ଜ୍ଞାନ, ଆଦି ସବୁକିଛି ହରାଇବେ। ଏଭଳିକି ଭିଡ଼ରେ ସମ୍ପୃକ୍ତ ହେବା ଦ୍ୱାରା ଆପଣଙ୍କ ଜୀବନ ମଧ୍ୟ ଚାଲିଯିବାର ସମ୍ଭାବନା ଯଥେଷ୍ଟ ରହିଥାଏ। SO, always stay away from MOB!
OR
0
0
0
6
Sugyan Sagar
Sugyan Sagar@SugyanSagar·
ଭିଡ଼ ଏଭଳି ଏକ ମାରାତ୍ମକ ଗୋଷ୍ଠୀ ଯାହା ଯେକୌଣସି ସମୟରେ ଯେକୌଣସି କାଣ୍ଡ ବା ଯେକୌଣସି ଅଘଟଣ ଘଟାଇ ଦେଇପାରେ। ଜାତି, ଧର୍ମ, ସମ୍ପ୍ରଦାୟ, etc କୁ ନେଇ ପୃଥିବୀରେ ଯେଉଁ ସମସ୍ତ ବଡ଼ ବଡ଼ ଅଘଟଣ, ହିଂସା, ଦଙ୍ଗା, ପୋଡ଼ାଜଳା, ହତ୍ୟା, ବଳାତ୍କାର, ଲୁଟପାଟ, etc ଘଟିଯାଇଛି, ଉକ୍ତ ସମସ୍ତ ପଛରେ କୌଣସି ମାରାତ୍ମକ ଭିଡ଼ର ହାତ ନିଶ୍ଚିତ ରହିଛି।
OR
1
0
0
9
Sugyan Sagar
Sugyan Sagar@SugyanSagar·
କିଛିଦିନ ପୂର୍ବେ ମୋହନା ରେ କୌଣସି ଏକ କାରଣକୁ ନେଇ ଦୁଇପକ୍ଷ ମଧ୍ୟରେ ଝଗଡ଼ା ହୋଇଥିଲା। ସେହିଦିନ ମୋହନାରେ ଏକ ବାହାଘର ଚାଲିଥାଏ। ସନ୍ଧ୍ୟା ସମୟରେ ଏ ସମ୍ବନ୍ଧରେ ଖବର ଶୁଣିବା ପରେ ମୁଁ ଟିକେ ଦେଖି ଆସିବା ପାଇଁ ମୋହନା ଥାନା ଆଡ଼େ ଯାଇଥିଲି। କାରଣ, କିଛି ବ୍ୟକ୍ତିଙ୍କ ଗିରଫ ଦାବିରେ ଲୋକେ ଦୋକାନ-ବଜାର ବନ୍ଦ କରି ସେଠି ଧାରଣାରେ ବସିଥିଲେ।
OR
1
0
0
14