DFO Paralakhemundi

265 posts

DFO Paralakhemundi banner
DFO Paralakhemundi

DFO Paralakhemundi

@DFOpkd

Official Twitter handle of Paralakhemundi Forest Division

Paralakhemundi,Gajapati Katılım Nisan 2020
134 Takip Edilen722 Takipçiler
DFO Paralakhemundi retweetledi
CAMPA ODISHA
CAMPA ODISHA@CAMPAODISHA·
ପାରଳାଖେମୁଣ୍ଡି ବନଖଣ୍ଡରେ ଜଙ୍ଗଲର ସୁରକ୍ଷା ଓ ସବୁଜିମା ବୃଦ୍ଧି ପାଇଁ ୨୦୨୫-୨୬ ଆର୍ଥିକ ବର୍ଷରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। କାମ୍ପା ପାଣ୍ଠି ସହାୟତାରେ ତିଲିକର, ସୁନ୍ଦରାବା, କୁର୍ତ୍ତଳ, ଆରଡ଼ି, ପଣସଡ଼ିହା ଏବଂ କୁଶପଲ୍ଲୀ ଆଦି ଅଞ୍ଚଳରେ କ୍ୟାଚମେଣ୍ଟ ଏରିଆ ଟ୍ରିଟମେଣ୍ଟ ପ୍ଲାନ ଅଧୀନରେ ସହାୟତାପ୍ରାପ୍ତ ପ୍ରାକୃତିକ ପୁନଃର୍ଜନନ ବୃକ୍ଷରୋପଣ ଏବଂ ଗ୍ୟାପ୍ ପ୍ଲାଣ୍ଟେସନ କାର୍ଯ୍ୟ ଜାରି ରହିଛି। ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ ହେଉଛି ଜଙ୍ଗଲ ମଧ୍ୟରେ ଥିବା ପ୍ରାକୃତିକ ବୃକ୍ଷର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବା ସହ ଖାଲି ପଡ଼ିଥିବା ସ୍ଥାନଗୁଡ଼ିକରେ ନୂତନ ଚାରା ରୋପଣ କରିବା। ଫଳରେ ମୃତ୍ତିକା କ୍ଷୟ ରୋକାଯିବା ସହ ଜଳ ସଂରକ୍ଷଣ କ୍ଷମତା ବୃଦ୍ଧି ପାଇପାରିବ। ବନ ବିଭାଗର ତତ୍ତ୍ୱାବଧାନରେ ସ୍ଥାନୀୟ ଲୋକଙ୍କୁ ଏହି କାର୍ଯ୍ୟରେ ଯୋଡାଯିବା ଫଳରେ ସେମାନଙ୍କ ଜୀବିକା ସଶକ୍ତ ହେଉଛି। #CAMPAOdisha #CatchmentAreaTreatment #PlantationDrive @CMO_Odisha @GaneshRamBJP @moefcc @NationalCAMPA @ForestDeptt @IPR_Odisha @DC_Odisha @SecyChief @pccfodisha @PCCFWL_Odisha @DFOpkd
CAMPA ODISHA tweet media
OR
0
1
4
148
DFO Paralakhemundi retweetledi
CAMPA ODISHA
CAMPA ODISHA@CAMPAODISHA·
With steadfast support of #CAMPAOdisha, Paralakhemundi Forest Division has undertaken extensive #SoilMoistureConservation (SMC) activities at CATP Plantation sites in Kurtal and Sundarba during the year 2025–26. These interventions play a vital role in preventing land degradation, supporting forest regeneration, conserving biodiversity, and strengthening resilience against droughts and climate variability, while also ensuring long-term ecological balance. #GreenOdisha #SoilConservation @CMO_Odisha @GaneshRamBJP @moefcc @NationalCAMPA @ForestDeptt @IPR_Odisha @DC_Odisha @SecyChief @pccfodisha @PCCFWL_Odisha @DFOpkd
CAMPA ODISHA tweet media
English
0
1
4
125
DFO Paralakhemundi retweetledi
CAMPA ODISHA
CAMPA ODISHA@CAMPAODISHA·
ପାରଳାଖେମୁଣ୍ଡି ବନଖଣ୍ଡ ଅଞ୍ଚଳରେ ବ୍ୟାପକ ବନୀକରଣ ପାଇଁ ନୂଆଖଜୁରୀପଦା, ପର୍ଶୁରାମପୁର ଫାର୍ମ ଏବଂ ନମନଗଡ଼ଠାରେ ସ୍ଥାୟୀ ନର୍ସରୀ ସ୍ଥାପନ କରାଯାଇଛି। ୨୦୨୫-୨୬ ଆର୍ଥିକ ବର୍ଷର ବୃକ୍ଷରୋପଣ ଲକ୍ଷ୍ୟ ନେଇ ଏଠାରେ ବିଭିନ୍ନ କିସମର ଉନ୍ନତ ଚାରା ପ୍ରସ୍ତୁତ କରାଯାଉଛି। ଏଥିପାଇଁ କାମ୍ପା ପାଣ୍ଠିରୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉଛି। ଏହି କାର୍ଯ୍ୟରେ ସ୍ଥାନୀୟ ଲୋକଙ୍କୁ ଯୋଡ଼ାଯିବା ଫଳରେ ସେମାନଙ୍କୁ ଜୀବିକା ମିଳିପାରୁଛି। ବନ କର୍ମଚାରୀଙ୍କ ପକ୍ଷରୁ ଚାରାଗୁଡ଼ିକର ରକ୍ଷଣାବେକ୍ଷଣ ଓ ପ୍ରସ୍ତୁତି କାର୍ଯ୍ୟର ନିୟମିତ ତଦାରଖ କରାଯାଉଛି। #CAMPAOdisha #PlantationDrive #NurseryEstablishment @CMO_Odisha @GaneshRamBJP @moefcc @NationalCAMPA @ForestDeptt @IPR_Odisha @DC_Odisha @SecyChief @pccfodisha @PCCFWL_Odisha @DFOpkd
CAMPA ODISHA tweet media
OR
0
1
2
95
DFO Paralakhemundi retweetledi
CAMPA ODISHA
CAMPA ODISHA@CAMPAODISHA·
Executed on hilly terrains, #StaggeredTrench is an innovative way to help slow down rainwater flow, increase soil moisture retention, reduce surface runoff, and prevent soil erosion, creating right conditions for natural vegetation to regenerate and thrive. Staggered Trench works have been undertaken at various CATP Plantation sites under Paralakhemundi Forest Division in the year 2025-26 with support of #CAMPAOdisha, strengthening degraded and erosion-prone landscapes. #Odisha @CMO_Odisha @GaneshRamBJP @moefcc @NationalCAMPA @ForestDeptt @IPR_Odisha @DC_Odisha @SecyChief @pccfodisha @PCCFWL_Odisha @DFOpkd
CAMPA ODISHA tweet media
English
0
3
4
102
DFO Paralakhemundi retweetledi
CAMPA ODISHA
CAMPA ODISHA@CAMPAODISHA·
The #BaldHillPlantation initiative under #Paralakhemundi Forest Division, executed with support of #CAMPAOdisha in the year 2025-26, is transforming degraded hills at Dengama, Barlanda, Boyahill, and Champapur into thriving green landscapes. Through large-scale plantation of native species, along with SMC measures, these efforts are restoring ecological balance, preventing erosion, recharging groundwater, and rebuilding natural habitats on these lands once stripped off vegetation. Under CAMPA’s vision for a greener #Odisha, every plantation site becomes a step toward ecological balance and climate resilience. By turning barren hills into green zones, this initiative is poised to boost forest health while contributing to a more sustainable future for all. @CMO_Odisha @GaneshRamBJP @moefcc @NationalCAMPA @ForestDeptt @IPR_Odisha @DC_Odisha @SecyChief @pccfodisha @PCCFWL_Odisha @DFOpkd
CAMPA ODISHA tweet media
English
0
3
5
155
DFO Paralakhemundi retweetledi
Pravati Parida
Pravati Parida@PravatiPOdisha·
Inaugurated the Mahendragiri Eco-Adventure Fest 2026, aimed at promoting eco-tourism and fostering sustainable development in the region. The festival blends adventure sports, environmental awareness, and community engagement, with activities like mountain biking, hill running, rock climbing, rappelling, downhill cycling, and nature trails, showcasing Mahendragiri’s rich biodiversity and heritage. #Mahendragiri #EcoAdventureFest #ExploreOdisha #EcoTourism #OdishaTourism #ThinkIndiaThinkOdisha @narendramodi @PMOIndia @MohanMOdisha @CMO_Odisha @odisha_tourism @TourismDptt
Pravati Parida tweet mediaPravati Parida tweet mediaPravati Parida tweet mediaPravati Parida tweet media
English
1
4
36
812
DFO Paralakhemundi retweetledi
Pravati Parida
Pravati Parida@PravatiPOdisha·
ଆଜି ଗଜପତି ଜିଲ୍ଲା ଗସ୍ତରେ ଥିବାବେଳେ ବିଭିନ୍ନ ସ୍ଥାନରେ ସ୍ୱାଗତ ଓ ସମ୍ବର୍ଦ୍ଧନା ପାଇଁ ଧନ୍ୟବାଦ ଜଣାଉଛି । #Gajapati
Pravati Parida tweet mediaPravati Parida tweet mediaPravati Parida tweet mediaPravati Parida tweet media
OR
1
5
33
473
DFO Paralakhemundi retweetledi
Pravati Parida
Pravati Parida@PravatiPOdisha·
ଆଜି ଗଜପତି ଜିଲ୍ଲା ଗସ୍ତରେ ଥିବାବେଳେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଏକ ବିକାଶମୂଳକ ସମୀକ୍ଷା ବୈଠକରେ ଯୋଗଦେଲି । ଏହି ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା ହେବା ସହ ଆଗାମୀ ଦିନର କାର୍ଯ୍ୟପନ୍ଥା ବାବଦରେ ଆଲୋଚନା କରାଗଲା । ଏହି ଅବସରରେ ପାରଳାଖେମୁଣ୍ଡିର ମାନ୍ୟବର ବିଧାୟକ ଶ୍ରୀ ରୂପେଶ ପାଣିଗ୍ରାହୀ, ମୋହନାର ମାନ୍ୟବର ବିଧାୟକ ଶ୍ରୀ ଦାଶରଥୀ ଗମାଙ୍ଗ, ଗଜପତି ଜିଲ୍ଲାର ଏସ୍‌ଡିସି ଅଧ୍ୟକ୍ଷ ଶ୍ରୀ କାମଦେବ ବଡ଼ନାୟକ, ପର୍ଯ୍ୟଟନ ବିଭାଗର କମିଶନର ତଥା ସଚିବ ଶ୍ରୀ ବଲୱନ୍ତ ସିଂହ, ଗଜପତି ଜିଲ୍ଲାର ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ମୁନିନ୍ଦ୍ରା ହୋନାଗା ଏବଂ ଅନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ । #Gajapati @MohanMOdisha @CMO_Odisha @odisha_tourism @TourismDptt @WCDOdisha @mission_shakti
Pravati Parida tweet mediaPravati Parida tweet mediaPravati Parida tweet media
OR
1
1
28
502
DFO Paralakhemundi retweetledi
CAMPA ODISHA
CAMPA ODISHA@CAMPAODISHA·
ପ୍ରକୃତିର ସୁରକ୍ଷା ଓ ପରିବେଶ ସନ୍ତୁଳନ ରକ୍ଷା ନିମନ୍ତେ ପାରଳାଖେମୁଣ୍ଡି ବନଖଣ୍ଡର ବିଭିନ୍ନ ଅଞ୍ଚଳରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟ କରାଯାଉଛି। ୨୦୨୫-୨୬ ଆର୍ଥିକ ବର୍ଷରେ ଜଙ୍ଗଲର ପୁନରୁଦ୍ଧାର ପାଇଁ ବଡ଼ସିନ୍ଧବା, ଗୁରାସାହି, ମୋହନା, ପାଳପୁର ଏବଂ ତାଟରଙ୍ଗା ଆଦି ସ୍ଥାନରେ ସହାୟତାପ୍ରାପ୍ତ ପ୍ରାକୃତିକ ପୁନଃର୍ଜନନ ବୃକ୍ଷରୋପଣ ସହ ଗ୍ୟାପ୍ ପ୍ଲାଣ୍ଟେସନ କରାଯାଉଛି। ଏଥିରେ ଜଙ୍ଗଲରେ ଥିବା ପ୍ରାକୃତିକ ବୃକ୍ଷଗୁଡ଼ିକର ରକ୍ଷଣାବେକ୍ଷଣ କରାଯିବା ସହ ଖାଲି ସ୍ଥାନରେ ନୂତନ ଚାରା ରୋପଣ କରାଯାଉଛି। ସ୍ଥାନୀୟ ଜନସାଧାରଣଙ୍କୁ ଏଥିରେ ନିୟୋଜିତ କରିବା ଫଳରେ ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆସିପାରୁଛି। ଏ ସମସ୍ତ କାର୍ଯ୍ୟ ପାଇଁ କାମ୍ପା ପାଣ୍ଠିରୁ ସହାୟତା ଯୋଗାଇ ଦିଆଯାଉଛି। #CAMPAOdisha #ForestRestoration @CMO_Odisha @GaneshRamBJP @moefcc @NationalCAMPA @ForestDeptt @IPR_Odisha @DC_Odisha @SecyChief @pccfodisha @PCCFWL_Odisha @DFOpkd
CAMPA ODISHA tweet media
OR
0
2
3
98
DFO Paralakhemundi retweetledi
Susanta Nanda IFS (Retd)
Susanta Nanda IFS (Retd)@susantananda3·
On world heritage day, sharing these century old DFO residences-from Parlakhemundi, Sambalpur, Angul & Keonjhar- silent witnesses to the evolution of forest governance in India. These are not mere buildings; within these walls were shaped our conservation history.
Susanta Nanda IFS (Retd) tweet mediaSusanta Nanda IFS (Retd) tweet mediaSusanta Nanda IFS (Retd) tweet mediaSusanta Nanda IFS (Retd) tweet media
English
10
32
275
8.5K