Tahasildar Purushottampur

245 posts

Tahasildar Purushottampur banner
Tahasildar Purushottampur

Tahasildar Purushottampur

@Tdr_PSPur

Official handle of the Tahasildar cum Executive Magistrate, Purushottampur.

Purushottampur Katılım Ağustos 2020
53 Takip Edilen378 Takipçiler
Tahasildar Purushottampur
Tahasildar Purushottampur@Tdr_PSPur·
Annual Verification of Tahasil Accounts , Saltamami for the Year 2023-24 of Purushottampur Tahasil conducted by Respected Sir Sri V Keerthi Vasan, IAS, Collector, Ganjam on today. Tahasildar, Addl. Tahasildar, alongwith Revenue Field Staff and Office Staff were remained present.
Tahasildar Purushottampur tweet mediaTahasildar Purushottampur tweet mediaTahasildar Purushottampur tweet mediaTahasildar Purushottampur tweet media
English
1
0
4
85
Tahasildar Purushottampur
Tahasildar Purushottampur@Tdr_PSPur·
ପୁରୁଷୋତ୍ତମପୁର ତହସିଲଦାର ବନ୍ୟାପ୍ରବଣ ରଣଝାଲି ଓ ଅନ୍ତରି ଗାଁ ରାତ୍ର ସମୟରେ ଗସ୍ତ କରି , ନଦୀଜଳ ସ୍ତର ନିରୀକ୍ଷଣ କରିଥିଲେ। ନଦୀଜଳ ସ୍ତର ନିରନ୍ତର ବୃଦ୍ଧି ପାଇଥିବାରୁ, ବନ୍ୟା ଓ ଆଶ୍ରୟ ପରିଚାଳନା ସମିତି (FSMMC) ସଭ୍ୟଙ୍କ ସହ ସମନ୍ୱୟରେ ଗ୍ରାମବାସୀଙ୍କୁ ନଦୀରେ ପ୍ରବେଶ ନକରିବାକୁ ସଚେତନ କରାଯାଇଛି।
Tahasildar Purushottampur tweet mediaTahasildar Purushottampur tweet mediaTahasildar Purushottampur tweet media
OR
0
0
2
67
Tahasildar Purushottampur
Tahasildar Purushottampur@Tdr_PSPur·
ଜିଲ୍ଲାପାଳ, ଗଞ୍ଜାମ ଆଜି ପୁରୁଷୋତ୍ତମପୁର ତହସିଲ ବନ୍ୟାପ୍ରବଣ ଗ୍ରାମଗୁଡିକୁ ଗସ୍ତ କରି, ନଦୀଜଳ ସ୍ତର ନିରୀକ୍ଷଣ କରିଥିଲେ। ନଦୀଜଳ ସ୍ତର ନିରନ୍ତର ବୃଦ୍ଧି ପାଇଥିବାରୁ, ବନ୍ୟା ଓ ଆଶ୍ରୟ ପରିଚାଳନା ସମିତି (FSMMC) ସଚିବଙ୍କ ସହ ସମନ୍ୱୟରେ ଗ୍ରାମବାସୀଙ୍କୁ ନଦୀରେ ପ୍ରବେଶ ନକରିବାକୁ ସଚେତନ କରାଯାଇଛି। ତହସିଲଦାର ଯୋଗ ଦେଇଥିଲେ
Tahasildar Purushottampur tweet mediaTahasildar Purushottampur tweet mediaTahasildar Purushottampur tweet media
OR
0
0
1
55
Tahasildar Purushottampur
Tahasildar Purushottampur@Tdr_PSPur·
ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ 2025 ତହସିଲ କାର୍ଯ୍ୟାଳୟ, ପୁରୁଷୋତ୍ତମପୁର
Tahasildar Purushottampur tweet mediaTahasildar Purushottampur tweet mediaTahasildar Purushottampur tweet mediaTahasildar Purushottampur tweet media
OR
5
1
19
1K
Sailendra Dash
Sailendra Dash@SailendraD27835·
@Ganjam_Admin @CMO_Odisha @IPR_Odisha @rdmodisha ଉତ୍ତମ ପଦକ୍ଷେପ 🙏 ମାନନୀୟ ଜିଲ୍ଲା ପାଳ ଗଂଜାମ ମହାଶୟ ନିବେଦନ ର କାରଣ ଏହି କି ଯେ ମୁଁ 12 ମାସ ହେଲା ବହୁତ ହଇରାଣ ହେଉଛି। Cmo20251262744 Dm20251292048 Dm20251239292 @JanaSunani & 5 Aug RDC bam enquiry and report @Tdr_PSPur ଏହା ଉପରେ ଦୃଷ୍ଟି ଆକର୍ଷଣ କରନ୍ତୁ Tdr ମହାଶୟ LCR &/ pww submit ,,,
OR
3
1
4
81
Collector & District Magistrate, Ganjam
ଗଞ୍ଜାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଦଦ୍ଭାବନା ସମ୍ମିଳନୀ କକ୍ଷରେ ଆୟ ଓ ଭୂମି ସେବାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଜିଲ୍ଲା ରାଜସ୍ବ ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ ଜନସେବାକୁ ଅଧିକ ପ୍ରଭାବଶାଳୀ ଓ ସୁଦୃଢ଼ କରିବା ପାଇଁ ବିଭିନ୍ନ ନିଷ୍ପତ୍ତି ଗ୍ରହଣ କରାଯାଇଛି। @CMO_Odisha @IPR_Odisha @rdmodisha
Collector & District Magistrate, Ganjam tweet mediaCollector & District Magistrate, Ganjam tweet mediaCollector & District Magistrate, Ganjam tweet mediaCollector & District Magistrate, Ganjam tweet media
OR
1
5
59
1.1K
Sailendra Dash
Sailendra Dash@SailendraD27835·
@Ganjam_Admin @CMO_Odisha @IPR_Odisha @rdmodisha @JanaSunani @Tdr_PSPur ମାନନୀୟ ଜିଲ୍ଲା ପାଳ ଆପଣ କୁ ଅନୁରୋଧ Mutation case no:8063/2019 ର ନିରପେକ୍ଷ ତଦନ୍ତ କରି ଯଥା ସିଘ୍ର ତଦନ୍ତ ରିପୋର୍ଟ ଏବଂ LCR & PWC ଦାଖଲ କରିବାକୁ ପୁରୁଷୋତ୍ତମପୁର ତହସିଲଦାର କୁ ଆଦେଶ ଦେଲେ ମୁଁ ଆପଣଙ୍କ ପାଖରେ ଚିରରୁଣି ରହିବି 🙏
OR
1
1
4
41
Tahasildar Purushottampur
Tahasildar Purushottampur@Tdr_PSPur·
ଏତଦ୍ୱାରା ପୁରୁଷୋତ୍ତମପୁର ତହସିଲ୍ ଅନ୍ତର୍ଗତ ସମସ୍ତ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି ଯେ ସମ୍ଭାବ୍ୟ ବର୍ଷା କୁ ଦୃଷ୍ଟି ରେ ରଖି ଆସନ୍ତା ଅଗଷ୍ଟ ୧୫ ତାରିଖ ଦିନ ହେବାକୁ ଥିବା କାର୍ଯ୍ୟକ୍ରମ ଆଗାମୀ ସୂଚନା ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା । @SDMChatrapur @Ganjam_Admin @rdmodisha @MoSarkar5T @CMO_Odisha
Tahasildar Purushottampur tweet media
OR
0
2
21
0
Tahasildar Purushottampur
Tahasildar Purushottampur@Tdr_PSPur·
ଆସନ୍ତା ୧୫ ଅଗଷ୍ଟ ରେ ପୁରୁଷୋତ୍ତମପୁର ତହସିଲ୍ କାର୍ଯ୍ୟାଳୟ ପକ୍ଷରୁ ହେବାକୁଥିବା #ବିଶାଳଗ୍ରାମକଣ୍ଠପଟ୍ଟାବଣ୍ଟନ କାର୍ଯ୍ୟକ୍ରମ ର ସୂଚନା ଓ ହିତାଧିକାରୀ ମାନଙ୍କ ନାମ ତାଲିକା ନିକଟସ୍ଥ RI କିମ୍ବା ଗ୍ରାମ ପଞ୍ଚାୟତ ଅଫିସ୍ କୁ ଯାଇ ଯାଞ୍ଚ କରିବାକୁ ଅନୁରୋଧ। @SDMChatrapur @Ganjam_Admin @rdmodisha @MoSarkar5T @CMO_Odisha
Tahasildar Purushottampur tweet mediaTahasildar Purushottampur tweet mediaTahasildar Purushottampur tweet media
OR
0
2
12
0
Tahasildar Purushottampur retweetledi
Collector & District Magistrate, Ganjam
More opportunities for our youth to enroll themselves as electors. Anyone who completes 18 years of age on the below mentioned dates will now be eligible to enroll themselves as electors during upcoming Summary Revisions. @OdishaCeo @IPR_Odisha
Collector & District Magistrate, Ganjam tweet media
Brahmapur, India 🇮🇳 English
4
20
118
0