Silver City Cuttack

979 posts

Silver City Cuttack banner
Silver City Cuttack

Silver City Cuttack

@TeamSilverCity

All about Cuttack

Cuttack, India Katılım Temmuz 2017
186 Takip Edilen5.3K Takipçiler
Silver City Cuttack
Silver City Cuttack@TeamSilverCity·
ପ୍ରଶାସନ କୁ ଅନୁରୋଧ ଅତି ରୁ ଅତି ଶୀଘ୍ର ମାଞ୍ଜା ସୂତା କୁ ବ୍ୟାନ କରନ୍ତୁ ,ତିଆରି ଏବଂ ବିକ୍ରି କରୁଥିବା ଅନୁଷ୍ଠାନ ଗୁଡ଼ିକ ଉପରେ ଚଢ଼ଉ କରାଯାଉ। ପ୍ରତିଦିନ ଲୋକ ମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ନହେଲେ ଆଗକୁ ଅନେକ ଅଘଟଣ ର ଆଶଙ୍କା ରହିଛି। @CMO_Odisha @CuttackDM @cpbbsrctc @SSingh_odisha
OR
5
42
73
2.8K
Silver City Cuttack
Silver City Cuttack@TeamSilverCity·
Such incidents definitely hampering the image of Cuttack adminstration, The business associations may hesitate to participate in Balijatra from next time onwards for such things We appeal @CuttackDM @CMO_Odisha @MoSarkar5T to take some necessary action on this.
Silver City Cuttack tweet media
English
5
31
43
1.9K
Silver City Cuttack
Silver City Cuttack@TeamSilverCity·
ପବିତ୍ର ମାଣବସା ଗୁରୁବାର ରେ ମା'କଟକଚଣ୍ଡୀ ଙ୍କ ସନ୍ଧ୍ୟା ଦର୍ଶନ।🔱🌺🙏 Today's Sandhya Darshan Of Maa Cuttack Chandi 🙏🙏🙏🙏🙏
Silver City Cuttack tweet media
0
8
57
0
Silver City Cuttack
Silver City Cuttack@TeamSilverCity·
ବାଲିଯାତ୍ରା ସରିଗଲା,@CMCCuttack @CuttackDM ଙ୍କୁ ଅନୁରୋଧ ଧୂଳି ନିୟନ୍ତ୍ରଣ ପାଇଁ ରାସ୍ତା ଗୁଡ଼ିକ ର dusting ଏବଂ ନିୟମିତ ବ୍ୟବଧାନରେ କିଛି ଦିନ ପର୍ଯ୍ୟନ୍ତ ପଡିଆ ପାର୍ଶ୍ବବର୍ତ୍ତୀ ରାସ୍ତା ଗୁଡ଼ିକରେ ଗାଡି ଦ୍ୱାରା ପାଣି spray କରାଯାଉ. ନହେଲେ ଜାଗା ଗୁଡ଼ିକ ର Air Quality Index ନିମ୍ନସ୍ତର ରେ ପହଞ୍ଚିପାରେ. @CMO_Odisha
OR
6
68
74
0