Sabitlenmiş Tweet
ଉର୍ଜାବାନ ଓଡିଶା ଟ୍ରଷ୍ଟ ,ପୁରୀ
296 posts

ଉର୍ଜାବାନ ଓଡିଶା ଟ୍ରଷ୍ଟ ,ପୁରୀ
@Urjabaan
ଉର୍ଜାବାନ ଓଡିଶା (ଓଡିଶା ବାସୀ ଙ୍କ ସାଥିରେ ଆମେ ) ସାମାଜିକ ଅନୁଷ୍ଠାନ ଆମ ଯୋଗାଯୋଗ ନମ୍ବର -8249464034
ନବକଳେବର ରୋଡ଼, ପୁରୀ -2 Katılım Eylül 2021
127 Takip Edilen117 Takipçiler

@Puriulbeo ଆଜ୍ଞା ଏହା ହେଉଛି ବଡଶଙ୍ଖ ନୁଆସାହି 23 ନଂ ୱାର୍ଡ ଆଜି କୁ ପ୍ରାୟ 4/5 ଦିନ ହବ ନଳା ସଫା ହେଉ ନାହିଁ ନଳା ପାଣି ରାସ୍ତାରେ ଜମିଛି l ସାହି ଲୋକ ମାନେ ନାହିଁ ନଥିବା ହଇରାଣ ହଉଛନ୍ତି l ରଥଯାତ୍ରା ସମୟରେ ଏହା କି ପ୍ରକାର ବାର୍ତ୍ତା ଯାଉଛି l ସ୍ୱଚ୍ଛ ପୁରୀ ଗର୍ବ ଆମରି l @samarth_verma @CMO_Odisha @Urjabaan

Puri, India 🇮🇳 OR

@Niharik52164553 @Puriulbeo @samarth_verma @CMO_Odisha @BipinMohanty4 @TeamATAofficial @OfficialTeamATA @SachidanandBis1 @Santosh16377062 @DebendraSubudh1 @Puriulbeo ତୁରନ୍ତ ସାହି ରୁ ନଳା ପାଣି ସଫା କରନ୍ତୁ
OR
ଉର୍ଜାବାନ ଓଡିଶା ଟ୍ରଷ୍ଟ ,ପୁରୀ retweetledi

ଦାଣ୍ଡ ରେ ରଥ ସାହି ରେ ମଇଳା ପାଣି
ପୁରୀ ବଡଶଙ୍ଖ ନୂଆ ସାହି ରେ ନାଳ ଜାମ ହୋଇଯିବାରୁ ପୁରା ରୋଡ ମଇଳା ପାଣି ହୋଇଯାଇଛି ଦୟାକରି ଧ୍ୟାନ ଦିଅନ୍ତୁ ସାହି ର ଲୋକ ମାନେ ମନ୍ଦିର ଓ ବଜାର ଯିବା ଆସିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି @Puriulbeo @CMO_Odisha @MoSarkar5T @OfficialTeamATA

OR
ଉର୍ଜାବାନ ଓଡିଶା ଟ୍ରଷ୍ଟ ,ପୁରୀ retweetledi

Odisha's leading webportal "Odisha Bhaskara" today felicitated us at Sanskruti Bhawan, Puri. We would like to thank them and wish their bright future ahead. @odishabhaskar
#Urjabaan_Odisha



English

Thanks to Prayas organisation for an environmental awareness initiative by Cleaning our Puri sea beach to make it best beach of World. We members of "Urjabaan Odisha" thankful to you for this job and inviting us . We wish your bright journey ahead. @samarth_verma @Jayanta4puri

English

Today our Organisation "Urjabaan Odisha" greeted birthday wish to Honourable Superintendent Police of Puri Dr. Dr. Kanwar Vishal Singh Sir on his birthday. We people thanked him for cooperating the public in several moment and keeping peace in our City.
@drvishal_singh sir🙏




English

ଗତକାଲି ଠୁ ଉର୍ଜାବାନ ଓଡିଶା ଦ୍ୱାରା ଆରମ୍ଭ ହେଇଛି ଜାତୀୟ ପତାକା ସଂଗ୍ରହ ଉତ୍ସବ,ସସମ୍ମାନେ ଆମର ସଦସ୍ୟ ଗଣ ବଡଦାଣ୍ଡରେ ବିଭିନ୍ନ ଅଟ୍ଟାଳିକା ତଥା ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଝୁଲିଥିବା ପତାକା ଗୁଡିକୁ ଖୋଲି ସମ୍ମାନ ସହକାରେ ସଂରକ୍ଷିତ କରିଛନ୍ତି ..ଆଗକୁ ଏହି କାର୍ଯ୍ୟ ଜାରିରହିବ । @Puri_Official @Puriulbeo @samarth_verma




OR


ଉର୍ଜାବାନ ଓଡିଶା ରେ ଜଡିତ ହେବାକୁ ଚାଁହୁଥିଲେ ଏହି link ମାଧ୍ୟମରେ ଜଡିତ ହୁଅନ୍ତୁ
facebook.com/groups/8631184…
OR
ଉର୍ଜାବାନ ଓଡିଶା ଟ୍ରଷ୍ଟ ,ପୁରୀ retweetledi

@Niharik52164553 @Urjabaan @kumaralokdash1 @Santosh16377062 @AdityaN04819278 @Abinash38041732 ଏହା ତ ମୋର କର୍ତଵ୍ୟ.
ଭଉଣୀ 🩸
Puri, India 🇮🇳 OR

ତାରିଖ-29/08/2022
ଆସନ୍ତୁ ରକ୍ତ ଦେବା 🩸🩸
କାହା ଓଠରେ ହସ ର କାରଣ ହେବା 🥰✨✨
ଜୟ ଶ୍ରୀଜଗନ୍ନାଥ ❤️🙏🏻🙏🏻
ଉର୍ଜାବାନ ଓଡିଶା ର ଛୋଟିଆ ପ୍ରୟାସ l 🙏
ଜଗନ୍ନାଥ କୃପା ରୁ ଆପଣ ଙ୍କୁ ଆହୁରି ଶକ୍ତି ସାହସ ଦିଅନ୍ତୁ l ❤❤ @Balaram89169676 ଭାଇ ଓ 💐💐
#ଆଜିରରକ୍ତଦାତା
#ଛୋଟିଆପ୍ରୟାସ
#କର୍ତ୍ତବ୍ୟ

OR














