Debendra Subudhi

10K posts

Debendra Subudhi banner
Debendra Subudhi

Debendra Subudhi

@DebendraSubudh1

ସେବାହି ମୋର ପରମ ଧର୍ମ

Puri, India Katılım Mayıs 2019
1.9K Takip Edilen2.3K Takipçiler
Dilip ray
Dilip ray@DilipRayOdisha·
Deeply humbled and grateful. Today’s victory in the Rajya Sabha election from Odisha is not mine alone — it reflects the trust and goodwill shown by Hon’ble Members of the Legislative Assembly across political lines. I sincerely thank the Hon’ble Members of the Bharatiya Janata Party for their steadfast support. I am equally grateful to the MLAs from the BJD, Congress, and the Independents who chose to extend their support. Such moments reflect the true strength of our democracy — where the larger interests of the people and the state bring everyone together. I accept this responsibility with humility and a deep sense of duty. In the Rajya Sabha, I will strive to represent the aspirations of the people of Odisha and work sincerely for the progress of our state and our nation. With folded hands, I thank everyone for the faith and trust placed in me. Jai Jagannath 🙏
English
175
94
1.2K
45K
Debendra Subudhi retweetledi
Balaram Nayak 🆎➕️🩸
Balaram Nayak 🆎➕️🩸@balaramnayak90·
ଜଳ_ହିଁ_ଜୀବନ @puriulb ଅନ୍ତର୍ଗତ ଚକ୍ରତୀର୍ଥ ରୋଡ #ସୁନାରଗୌରାଙ୍ଗ ମଠ ସାମ୍ନାରେ ଭୁତଳ ପାଣି ପାଇପ ଫାଟି ଗତକାଲି ଠୁ ପାନୀୟ ଜଳ ବହୁତ ମାତ୍ରା ର ନଷ୍ଟ ହେଉଛି. ବିଭାଗୀୟ ଅଧିକାରୀଙ୍କୁ ତୁରନ୍ତ ଦୃଷ୍ଟି ଦେବାକୁ ବିନମ୍ର ଅନୁରୋଧ. @dm_puri @OdishaWater @PWD_Puri @IPR_Odisha @CMO_Odisha @RWSS_Puri @OfficialTeamATA
Balaram Nayak 🆎➕️🩸 tweet media
OR
2
2
3
103
TP Central Odisha Distribution Ltd
TP Central Odisha Distribution Ltd@TPCentralOdisha·
@DebendraSubudh1 @OfficialTeamATA ସାର୍, ଏହି ସୂଚନା ପାଇଁ ଧନ୍ୟବାଦ । @puriulb ଅଧୀନରେ ଷ୍ଟ୍ରିଟଲାଇଟ୍ ଆସୁଥିବାରୁ ଆମେ ସମ୍ପୃକ୍ତ ଅଧିକାରୀଙ୍କୁ ଏନେଇ ଅବଗତ କରିବୁ । ଆମକୁ ଯୋଗାଯୋଗ କରିଥିବାରୁ ଧନ୍ୟବାଦ ।
OR
1
0
2
15
Debendra Subudhi
Debendra Subudhi@DebendraSubudh1·
ପୁରୀ ପେଣ୍ଠକଟା ଭୂଦାନ ନଗର ଅଫିସିକାଲ ରୋଡ ପୁରା ଅନ୍ଧାର ଆଜି କୁ ଚାରି ଦିନ ହେବ LIC ଅଫିସ, income ଟାକ୍ସ ଅଫିସ, DAG ଅଫିସ ଥିବା ସତେ ଲୋକ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି ଦୟାକରି ବିଭାଗୀୟ ଅଧିକାରୀ ମାନେ ନଜର ଦେବାକୁ ଅନୁରୋଧ @PuriMunicipali1 @TPCentralOdisha @CMO_Odisha
Debendra Subudhi tweet mediaDebendra Subudhi tweet media
OR
2
2
5
312
Debendra Subudhi retweetledi
ଦେବରାଜ ଦାସ 🇮🇳
ମାନନୀୟ @SPPuri1 @prsprateek ସାର୍। ପଞ୍ଚୁକ ଆଳରେ ପୁରୀ ସହର ବାସି ଙ୍କୁ ଆଉ ଏମିତି ହଇରାଣ କରନ୍ତୁ ନାହିଁ। ଆଧାର କାର୍ଡ ଦେଖିକି ହେଉ ପଛେ ପୁରୀ ସହର ବାସି ଙ୍କୁ ଗାଡ଼ି ନେଇ ଯିବା ଆସିବା କରିବାକୁ ଦିଅନ୍ତୁ। @CMO_Odisha @DGPOdisha @MohanMOdisha @Satya0168
OR
1
8
13
373
Debendra Subudhi retweetledi
Team ATA Official
Team ATA Official@OfficialTeamATA·
ପୁରୀ ନବକଳେବର ରୋଡ଼ର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଛି। ପିଚୁ ଦବି ବଡ଼ ଖାଲ ହେବା ଫଳରେ ଯାତାୟାତରେ ଅନେକ ଅସୁବିଧା ହେବା ସହିତ ଦୈନିକ ଅନେକ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ବିଭାଗୀୟ ଅଧିକାରୀ ଏଥିପ୍ରତି ତୁରନ୍ତ ଧ୍ୟାନ ଦେବାକୁ ଅନୁରୋଧ। @PWD_Odisha @STAOdisha @CMO_Odisha @dm_puri @PravatiPOdisha @SecyChief
OR
9
23
49
929
Debendra Subudhi retweetledi
Team ATA Official
Team ATA Official@OfficialTeamATA·
ଉତ୍ତର ପ୍ରଦେଶରୁ ଆସିଥିବା ଭକ୍ତ ଶ୍ରୀଗୁଣ୍ଡିଚା ମନ୍ଦିର ଦର୍ଶନ ନକରି ବୃଦ୍ଧା ମା ଙ୍କ ସହିତ ଦୁଃଖରେ 😢 ଫେରିଲେ। ଏହିଭଳି ଦୈନିକ ହଜାର ହଜାର ଭକ୍ତ ମନଦୁଃଖରେ ମହାପ୍ରଭୁଙ୍କ ଜନ୍ମବେଦୀ ଦର୍ଶନ ନକରି ବାଧ୍ୟତାମୂଳକ ଭାବେ ଫେରୁଛନ୍ତି। ଗେଟରେ ଥିବା ଗାର୍ଡ ମନ୍ଦିର କାମ ଚାଲୁଛି କହି ଫେରାଇ ଦେଉଛନ୍ତି। @arvindpadhee @myogiadityanath
OR
10
38
95
3.3K
Debendra Subudhi retweetledi
Mr. Journalist
Mr. Journalist@biswajit_iimc·
Could you please share what benefits or rebates are available for small and medium business owners if they pay their electricity bills on time or before due date ? @TPCentralOdisha @EnergyOdisha
English
3
4
7
381
Debendra Subudhi retweetledi
𝔻𝕖𝕓𝕒𝕤𝕚𝕤 𝔻𝕒𝕤𝕙
Respected Sir @SPPuri1 @puriulb @dm_puri @HUDDeptOdisha ପୁରୀ ବଡ଼ଶଙ୍ଖ ଛକ ସ୍ଥିତ ବଡ଼ଦାଣ୍ଡ ପାର୍ଶ୍ଵରେ ଥିବା ଏକ କ୍ଲବ ଦ୍ଵାରା ଆୟୋଜିତ ଗଣେଶ ପୂଜା ରୋଷେଇ କରିବା ପାଇଁ ଜଣକ ଘର ଏବଂ ଦୋକାନ ଘର ରାସ୍ତା ବନ୍ଧ କରିବା କଣ ଆଇନ ସାପେକ୍ଷ ? @DGPOdisha @odisha_police @homeodisha @prsprateek ଆଜି ସକାଳୁ ଦେଖିଲା ବେଳେ ଏପରି ରାସ୍ତା ବନ୍ଧ କରାଯାଇଛି। ଏହି ବିଶ୍ଵ ପର୍ଯ୍ୟଟନ ଐତିହାସିକ ପୁରୀ ସହର ରେ ଆଉ ଆଇନ୍ କାନୁନ୍ କିଛି ନାହିଁ, ଶ୍ରୀ ଜଗନ୍ନାଥଙ୍କ ଧାମ ରେ ଏହି ପରି ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଗଲାଣି ଯେ ଏଠାରେ ରହିବାକୁ ସାଧାରଣ ଲୋକ ଭୟ କରୁଛନ୍ତି। ବିଭାଗୀୟ ଅଧିକାରୀ ମାନେ ଏହି ଦିଗରେ ଦୟାକରି ଧ୍ୟାନ ଦିଅନ୍ତୁ ଓ ଉଚିତ୍ କାର୍ଯ୍ୟନୁଷ୍ଠାନ ଗ୍ରହଣ କରନ୍ତୁ। ସ୍ଥାନ: ବଡ଼ଶଙ୍ଖ ଛକ, ଗ୍ରାଣ୍ଡ ରୋଡ, ପୁରୀ @cmo_odisha @MohanMOdisha @dcmo_pravati @PravatiPOdisha @dpradhanbjp @SecyChief @KVSinghDeo1 @BJP4Odisha @grok @PTI_News @ANI @PIBHomeAffairs @PIBBhubaneswar
𝔻𝕖𝕓𝕒𝕤𝕚𝕤 𝔻𝕒𝕤𝕙 tweet media𝔻𝕖𝕓𝕒𝕤𝕚𝕤 𝔻𝕒𝕤𝕙 tweet media𝔻𝕖𝕓𝕒𝕤𝕚𝕤 𝔻𝕒𝕤𝕙 tweet media𝔻𝕖𝕓𝕒𝕤𝕚𝕤 𝔻𝕒𝕤𝕙 tweet media
OR
1
5
9
1.6K
Debendra Subudhi retweetledi
Team ATA Official
Team ATA Official@OfficialTeamATA·
ଶ୍ରୀମନ୍ଦିର ପୁରରେ ବ୍ୟବହାର ପାଇଁ ଆସୁଥିବା @OMFEDofficial ର ଘିଅ ଟିଣରେ ମହାପ୍ରଭୁଙ୍କ ଫୋଟ ଚିତ୍ର ପ୍ରିଣ୍ଟ କରାଯାଇଛି। ଘିଅ ବ୍ୟବହାର ପରେ ଉକ୍ତ ଟିଣକୁ ଅଳିଆ ସଫେଇ ସହିତ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର କରାଯାଉଛି। ଭକ୍ତଙ୍କ ମହଲରେ ଅନେକ ଦୁଃଖ ପ୍ରକାଶ ପାଇବା ସହିତ ମହାପ୍ରଭୁଙ୍କ ଫୋଟ ପ୍ରିଣ୍ଟ ନକରିବା ପାଇଁ ଅନୁରୋଧ କରାଯାଉଛି।
Team ATA Official tweet mediaTeam ATA Official tweet mediaTeam ATA Official tweet media
OR
25
49
138
6.8K
Debendra Subudhi retweetledi
DEEPA BARIK
DEEPA BARIK@CharubalaB·
ଆଜି ସକାଳୁ ଆମ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଧାନ୍ଦୁପାଲି ଗ୍ରାମରୁ ଏକ ଦୁଃଖଦ ଖବର ମିଳିଛି ଯାହାକି ଅତ୍ୟନ୍ତ ହୃଦୟ ବିଦାରକ। ନିଜର ଝାଳ ବୁହା ପରିଶ୍ରମରେ କରିଥିବା ପନିପରିବା ଫଳସ କୁ ରାତିରେ ଜଗିବା ପାଇଁ ସ୍ୱାମୀ ସ୍ତ୍ରୀ ଉଭୟେ ରହିଥିବା ବେଳେ ଏକ ବଣୁଆ ହାତୀ ଆକ୍ରମଣରେ ଉଭୟଙ୍କ ମୃତ୍ୟୁ ହୋଇଯାଇଛି।ବନବିଭାଗରେ @ForestDeptt ଏତେ ସବୁ କର୍ମଚାରୀ ନିଯୁକ୍ତି ସତ୍ୱେ କାହିଁକି ଉକ୍ତ ଦମ୍ପତ୍ତି ବଣୁଆ ହାତୀ ବୁଲୁଥିବା ଖବର ପାଇଲେ ନାହିଁ ତାହା ତଦନ୍ତ ସାପେକ୍ଷ।ଉକ୍ତ ପରିବାରକୁ ଅନୁକମ୍ପା ମୂଳକ ସହାୟତା ପ୍ରଦାନ ସହ ହାତୀ ଆକ୍ରମଣ ରୋକିବା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ @MohanMOdisha ଙ୍କୁ ଅନୁରୋଧ @CMO_Odisha @SecyChief @BargarhDfo @DMBargarh @PadampurSdm @kanak_news @otvkhabar @NandighoshaTV @SatpathyLive @sambad_odisha
DEEPA BARIK tweet mediaDEEPA BARIK tweet mediaDEEPA BARIK tweet mediaDEEPA BARIK tweet media
OR
0
5
14
366
Puri Police
Puri Police@SPPuri1·
ଆଜି ଶ୍ରୀ ପ୍ରତୀକ ସିଂ (ଭା.ପୁ.ସେ) ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶିଷ ଲାଭ କରି ବିଧିବଦ୍ଧ ଭାବେ ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭାବେ ଦାୟିତ୍ୱ ନେଇଛନ୍ତି।
Puri Police tweet mediaPuri Police tweet mediaPuri Police tweet media
OR
37
33
777
13.9K
Puri Police
Puri Police@SPPuri1·
Our Police Personnel, Sri Dusmanta Kumar Sahoo, exemplifies the spirit of service and compassion. Going above and beyond, he donated his own blood in an emergency, showcasing the true essence of humanity and duty.
Puri Police tweet media
English
10
11
52
2K
Debendra Subudhi retweetledi
𝔻𝕖𝕓𝕒𝕤𝕚𝕤 𝔻𝕒𝕤𝕙
Sir @SPPuri1 @odisha_police this inhumane and illegal act by these criminal tresspasser do need any more evidence? Still Kumbharapada P.S needs more evidence? #Police is inclined towards the culprits because after 5 days of the incident and FIR no action yet! cc: @homeodisha @DGPOdisha @dm_puri @CMO_Odisha @MohanMOdisha @PrithivirajBJP @dpradhanbjp @dcmo_pravati @PravatiPOdisha @KVSinghDeo1 @PandaJay @SecyChief @rdmodisha @GovernorOdisha @YBKhurania @PinakMishra2 @narendramodi @BJP4Odisha @otvnews @PTI_News @News18Odia @HMOIndia @PMOIndia @IPR_Odisha @NEWS7Odia @NaMoInOdia @odianews24 @Sambad_English @PrameyaEnglish @samajalive @DharitriLive1
𝔻𝕖𝕓𝕒𝕤𝕚𝕤 𝔻𝕒𝕤𝕙@JoinDebasis

Sir @dgpodisha for information that one person namely Harihar Das violating Court Orders in Crl Msc Cs.308/2025 where Hon'ble SDM directed Restraining both parties to work on litigated plot no.869 in Mz:Kumbhrpada, whereas #Police is not in action @SPPuri1 @DGPOdisha becoz 1/2

English
3
12
18
674
Debendra Subudhi retweetledi
𝔻𝕖𝕓𝕒𝕤𝕚𝕤 𝔻𝕒𝕤𝕙
ବିଗତ ଦିନ ଗୁଡ଼ିକରେ ଶ୍ରୀମନ୍ଦିର ସେବାୟତ ମାନଙ୍କୁ ଦାନ ନେବାରୁ ତାଛଲ୍ୟ କରାଯାଉଥିଲା କିନ୍ତୁ ଆଜି @SJTA_Puri ର JTP ଏବଂ @odisha_police ର କର୍ମଚାରୀ ଭକ୍ତ ମାନଙ୍କୁ ଗଳା ବାଟରେ ଛାଡି ମାଲାମାଲ! ଟିକେ ଧ୍ୟାନ ଦିଅନ୍ତୁ ଆଜ୍ଞା @CMO_Odisha @SPPuri1 @DGPOdisha @SecyChief @PrithivirajBJP @dm_puri @JagannathaDhaam @ANI ଆମ୍ଭକୁ ପୁରୀ ବାସୀ ଭାବରେ ଲଜ୍ଜ୍ୟା ଲାଗୁଛି ଆଜ୍ଞା @dpradhanbjp @BJP4Odisha @dcmo_pravati @MohanMOdisha @PravatiPOdisha @KVSinghDeo1 @kanak_news @otvnews @PTI_News @News18Odia @NandighoshaTV @ZeeOdisha @ReutersAsia
𝔻𝕖𝕓𝕒𝕤𝕚𝕤 𝔻𝕒𝕤𝕙 tweet media
OR
1
7
16
553
Debendra Subudhi retweetledi
Dusmanta Sahoo
Dusmanta Sahoo@Dusmanta__Sahoo·
@OlaElectric My Ola S1 Pro front suspension is damaged for the last 6 months. Despite raising complaints multiple times via your app, service teams of Puri City always say "part not available." No resolution yet. How long should a customer wait for safety-related issues?
Dusmanta Sahoo tweet media
English
8
10
20
540
Debendra Subudhi retweetledi
Pratap Meher Beladula
Pratap Meher Beladula@pkmeher3120·
ପ୍ରଥମ ଆବେଦନ ରେ ଯାହାର 21 ବର୍ଷ ରୁ 5 ଦିନ ବି କମ୍ ଥିଲା ସେ ଆବେଦନ ରୁ ବଞ୍ଚିତ ,ଏବେ 21 ବର୍ଷ 5/7 ମାସ ହୋଇଥିବା ମହିଳା ମଧ୍ୟ ବଞ୍ଚିତ ହେଉଛନ୍ତି ନୂଆ ଆବେଦନ କେବେ ଆରମ୍ଭ ହେବ @CMO_Odisha @MohanMOdisha @odisha_subhadra @PravatiPOdisha @WCDOdisha @otvkhabar @ArgusNews_in @NandighoshaTV @bjd_odisha
Pratap Meher Beladula tweet media
OR
1
5
21
741