Ranjan Kumar Behera

740 posts

Ranjan Kumar Behera banner
Ranjan Kumar Behera

Ranjan Kumar Behera

@_Ranjan_04

‼️ଗର୍ବ କରେ ମୁଁ ଜଣେ ଓଡ଼ିଆ ‼️ ‼️ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ଭଲପାଉଥିବା ଗୋଟେ ଓଡ଼ିଆ ପୁଅ‼️ ‼️କଳା ବିଭାଗର ଛାତ୍ର‼️ ‼️‼️ହସ ଖୁସିରେ ବଞ୍ଚିବାକୁ ପସନ୍ଦ କରେ‼️

ଶଙ୍ଖ କ୍ଷେତ୍ର ପୁରୀ Katılım Temmuz 2021
160 Takip Edilen10 Takipçiler
Ranjan Kumar Behera
Ranjan Kumar Behera@_Ranjan_04·
ଗତ 4 ଘଣ୍ଟା ହେବ ବିଦ୍ୟୁତ ସରାବହ ବନ୍ଦ ରହିଛି କିନ୍ତୁ ଏତେ ସମୟ ପରେ ବି କରେଣ୍ଟ ଆସି ନାହିଁ କଣାସ ବ୍ଲକ ରେ...ବିଭାଗୀୟ ଅଧକାରୀ ଦୟାକରି ଉତ୍ତର ରଖିବେକି...@TPCentralOdisha @EnergyOdisha @CMO_Odisha @KVSinghDeo1 @IPR_Odisha
OR
3
0
1
50
TP Central Odisha Distribution Ltd
TP Central Odisha Distribution Ltd@TPCentralOdisha·
@_Ranjan_04 ସାର୍, ଘଟଣା ସମ୍ପର୍କରେ ଆମେ ସମ୍ପୃକ୍ତ ବିଭାଗକୁ ଅବଗତ କରିସାରିଛୁ । ଦୟାକରି ଆପଣ ସହଯୋଗ ରକ୍ଷାକରନ୍ତୁ ।
OR
1
0
0
20
Ranjan Kumar Behera
Ranjan Kumar Behera@_Ranjan_04·
ନବୀନ ପଟ୍ଟନାୟକ 24 ବର୍ଷରେ 78 ହଜାର କୋଟି ଋଣ.. ଏବେର ବାହାପିଆ ସରକାର 20 ମାସରେ 91 ହଜାର କୋଟି ଋଣ.. ପରିବର୍ତ୍ତନର ମଜା ସତରେ ନିଆରା..
OR
0
0
1
28
Ranjan Kumar Behera
Ranjan Kumar Behera@_Ranjan_04·
ପବିତ୍ର ଦୁର୍ଗା ପୂଜା ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି ! ଦୁର୍ଗତି ନାଶିନୀ ମା' ଦୁର୍ଗାଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନ ସୁଖ ଓ ମଙ୍ଗଳମୟ ହେଉ।🙏
OR
0
0
1
27
Ranjan Kumar Behera
Ranjan Kumar Behera@_Ranjan_04·
Lipstick,Cream, Powder ଖାଲି ମିଛରେ ବଦନାମ ହୁଅନ୍ତି, କିନ୍ତୁ ଅସଲି Glow ତ Salary Credit ମେସେଜରେ ହିଁ ଆସିଥାଏ... 😂
0
0
1
29
Ranjan Kumar Behera
Ranjan Kumar Behera@_Ranjan_04·
ଯେଉଁଦିନ ଓଡ଼ିଶାବାସୀ ଚାହିଁବେ ଭାରତୀୟ ଜନତା ପାର୍ଟି ସରକାର ଭାଙ୍ଗିଯିବ ୭୮ ବିଜେପି ୫୧ ବିଜେଡି ୧୪ କଂଗ୍ରେସ ୪ ଅନ୍ୟ ୭୮- ୬୯=୯ ରାଜନୀତି ଗୋଟି @Naveen_Odisha 🙏🏻ଦୟାକରି ଖେଳନ୍ତୁ ଓଡ଼ିଶା ଲୋକମାନେ ଯନ୍ତ୍ରଣା ରେ ଛଟପଟ ହେଲେଣି
Ranjan Kumar Behera tweet media
OR
0
0
1
28
Ranjan Kumar Behera
Ranjan Kumar Behera@_Ranjan_04·
ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ହରଷପଡା ଗ୍ରାମର ମାଳିସାହି କୁ ଯିବା ରାସ୍ତା ର ଅତି ନିକଟରେ ଥିବା ମୁକୁଳା ଟ୍ରାନ୍ସଫର୍ମର ବିପଦ ସଂକୁଳ ଅବସ୍ଥାରେ ଅଛି ସୁରକ୍ଷା ବାଡ଼ ଲଗାଇବାକୁ ଅନୁରୋଧ.@CMO_Odisha @Puri_Official @TPCentralOdisha @EnergyOdisha
Ranjan Kumar Behera tweet mediaRanjan Kumar Behera tweet media
OR
7
0
1
74
Ranjan Kumar Behera
Ranjan Kumar Behera@_Ranjan_04·
ସ୍ନେହ ଓ ଶ୍ରଦ୍ଧାର ପବିତ୍ର ଗଣ୍ଠି, ବିଶ୍ୱାସର ନୀରବ ପ୍ରତିଜ୍ଞା, ଭାଇ ଏବଂ ଭଉଣୀଙ୍କ ମଧ୍ୟରେ ଅତୁଟ ପ୍ରେମର ଜୀବନ୍ତ ପ୍ରକାଶନ ରକ୍ଷା ବନ୍ଧନ ଅବସରରେ ସମସ୍ତ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି ।✨
OR
0
0
1
25
Ranjan Kumar Behera
Ranjan Kumar Behera@_Ranjan_04·
ସୌମ୍ୟାଶ୍ରୀ, ବଳଙ୍ଗା ପୀଡ଼ିତା ପରେ। ଜଳି ଗଲେ କେନ୍ଦ୍ରାପଡା ର ଆଉ ଜଣେ ନୀରିହ ଯୁବତୀ 😱 ଅପାରଗ ସରକାର ଥିବା ଯାଏ ନାରୀ ସୁରକ୍ଷିତ ନାହାଁନ୍ତି 🙏 @AprajitaSarangi
Ranjan Kumar Behera tweet media
OR
0
0
1
27
Ranjan Kumar Behera
Ranjan Kumar Behera@_Ranjan_04·
Good news on the Puri Airport project: > Union Civil Aviation Minister informed Rajya Sabha of significant progress so far> ‘In-principle’ approval already granted> Defence Ministry has given its no-objection> EAC recommended environmental clearance> Phase 1 designed to handle4.6
Ranjan Kumar Behera tweet mediaRanjan Kumar Behera tweet media
English
0
0
1
56
Ranjan Kumar Behera
Ranjan Kumar Behera@_Ranjan_04·
ମୁଁ ସେଇଦିନ ଜିତିଯିବି.... ଯେବେ ତୁମ ନା ଶୁଣିବା ପରେ ମୁଁ ପଚାରିବି ସେ ପୁଣି କିଏ....? 💔🥀
OR
0
0
1
18
Ranjan Kumar Behera
Ranjan Kumar Behera@_Ranjan_04·
ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ହରଷପଡା ଗ୍ରାମର ମାଳିସାହି କୁ ଯିବା ରାସ୍ତା ର ଅତି ନିକଟରେ ଥିବା ମୁକୁଳା ଟ୍ରାନ୍ସଫର୍ମର ବିପଦ ସଂକୁଳ ଅବସ୍ଥାରେ ଅଛି ସୁରକ୍ଷା ବାଡ଼ ଲଗାଇବାକୁ ଅନୁରୋଧ.@CMO_Odisha @Puri_Official @TPCentralOdisha @EnergyOdisha
Ranjan Kumar Behera tweet media
OR
3
0
1
73
Ranjan Kumar Behera
Ranjan Kumar Behera@_Ranjan_04·
ପୁରୀ ଜିଲ୍ଲାର ର ନୂତନ ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଥିବା ଦକ୍ଷ୍ୟ ଆଇଏସ୍ ଅଫିସର @ChanchalRanaIAS ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ 💐
Ranjan Kumar Behera tweet media
OR
0
0
1
34
Ranjan Kumar Behera
Ranjan Kumar Behera@_Ranjan_04·
@TPCentralOdisha ଦୟାକରି କହିବେକି ଆଉ କେତେ ଘଣ୍ଟା ପରେ ବିଦୁତ୍ ଆସିବ , ବାରମ୍ବାର ଅଭିଯୋଗ ପରେ ବି ସମସ୍ୟା ର ସମାଧାନ ହୋଇପାରୁନାହିଁ. ସାମାନ୍ୟ ବର୍ଷା ଆସିବା ମାତ୍ରେ ଘଣ୍ଟା ଘଣ୍ଟା ଧରି ବିଦୁତ୍ କଟା ଯାଉଛି.. କିନ୍ତୁ ବିଦୁତ୍ ବିଲ ରେ ଟିକେ ବି ଲେଟ ହେଲେ ବିଦୁତ୍ କଟାଯାଉଛି . ଧନ୍ୟ ଆଣଙ୍କ ଙ୍କ ସର୍ଭିସ୍ କୁ👏🏻👏🏻
OR
0
0
1
4
TP Central Odisha Distribution Ltd
TP Central Odisha Distribution Ltd@TPCentralOdisha·
@_Ranjan_04 ସାର୍, ଆପଣଙ୍କ ସମସ୍ୟାର ସମାଧାନ ପାଇଁ ସମ୍ପୃକ୍ତ ଡିଭିଜନକୁ ଅବଗତ କରାଯାଇଛି । ଏହା ସହିତ ଆପଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆମେ ଏନେଇ ଏକ ନୋଟିଫିକେସନ ନଂ 5011007396 ସୃଷ୍ଟି କରିଛୁ l ଆମକୁ ଯୋଗାଯୋଗ କରିଥିବାରୁ ଧନ୍ୟବାଦ l
OR
1
0
0
28
Ranjan Kumar Behera
Ranjan Kumar Behera@_Ranjan_04·
@TPCentralOdisha ଆମେ ନିଜକୁ ଧନ୍ୟ ମନେ କରୁଛୁ କି ଆମେ TPCODL ର ଉପଭୋକ୍ତା,, ଯିଏକି ସାମାନ୍ୟ ବର୍ଷା ରେ ଘଣ୍ଟା ଘଣ୍ଟା ଧରି ବିଦୂତ କଟ୍ କରୁଛି।।
OR
2
0
1
31
TP Central Odisha Distribution Ltd
TP Central Odisha Distribution Ltd@TPCentralOdisha·
@_Ranjan_04 ସାର୍, ଘଟଣା ସମ୍ପର୍କରେ ଆମେ ସମ୍ପୃକ୍ତ ବିଭାଗକୁ ଅବଗତ କରିସାରିଛୁ । ଦୟାକରି ଆପଣ ସହଯୋଗ ରକ୍ଷାକରନ୍ତୁ ।
OR
1
0
1
19
Ranjan Kumar Behera
Ranjan Kumar Behera@_Ranjan_04·
@TPCentralOdisha ଆପଣଙ୍କ ବିଭାଗ ଦୀର୍ଘ ୫ଘଣ୍ଟା ହେବ ତଦନ୍ତ କରୁଛି 👏🏻👏🏻
OR
1
0
1
20
TP Central Odisha Distribution Ltd
TP Central Odisha Distribution Ltd@TPCentralOdisha·
@_Ranjan_04 ସାର୍, ଏଭଳି ସମସ୍ୟା ପାଇଁ ଆମେ ଦୁଃଖିତ । ଆମେ ଏହି ଘଟଣାର ତଦନ୍ତ କରୁଛୁ ଏବଂ ଏନେଇ ଖୁବଶୀଘ୍ର ଆପଣଙ୍କୁ ଅବଗତ କରିବୁ ।
OR
1
0
1
63
Ranjan Kumar Behera
Ranjan Kumar Behera@_Ranjan_04·
@TPCentralOdisha ଦୀର୍ଘ ୪ଘଣ୍ଟା ହେବ ଆପଣଙ୍କ ବିଭାଗ ତଦନ୍ତ କରୁଛି 👏🏻👏🏻
OR
1
0
0
16
TP Central Odisha Distribution Ltd
TP Central Odisha Distribution Ltd@TPCentralOdisha·
@_Ranjan_04 ସାର୍, ଦୟାକରି ଆପଣଙ୍କର CA ନମ୍ବର Direct Message ମାଧ୍ୟମରେ ଆମକୁ ପ୍ରଦାନ କରନ୍ତୁ । ଫଳରେ ଆମେ ଉଚିତ୍ ପଦକ୍ଷେପ ଗ୍ରହଣ କରିପାରିବୁ । ଆମକୁ ଯୋଗାଯୋଗ କରିଥିବାରୁ ଧନ୍ୟବାଦ ।  i.ki.show/2CAD81C9
OR
1
0
0
22
Ranjan Kumar Behera
Ranjan Kumar Behera@_Ranjan_04·
ଦୀର୍ଘସମୟ ଧରି କଣାସ ବ୍ଲକର ହରଷପଡା ଗ୍ରାମ ରେ ବିଦୁତ୍ କଟିଛି। ସାମାନ୍ୟ ଟିକେ ବର୍ଷା ରେ ଦୀର୍ଘ୍ ସମୟ ଧରି ବିଦୂତ୍ କଟାଯାଇଛି ୫ଘଣ୍ଟା ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଦୁତ ଆସିନାହିଁ ବିଭାଗୀୟ ଅଧିକାରୀ ଉତ୍ତର ରଖିବେ କୀ....? @TPCentralOdisha @CMO_Odisha @EnergyOdisha
OR
2
0
1
93