Ajit Patnaik ( ଅଜିତ୍ ପଟ୍ଟନାୟକ)

3.2K posts

Ajit Patnaik ( ଅଜିତ୍ ପଟ୍ଟନାୟକ) banner
Ajit Patnaik ( ଅଜିତ୍ ପଟ୍ଟନାୟକ)

Ajit Patnaik ( ଅଜିତ୍ ପଟ୍ଟନାୟକ)

@ajit_viewpoint

Insight, Influence,Involve, Impact,Inspire,Institutionalise & Introspect.

Chennai, India Katılım Ağustos 2017
651 Takip Edilen118 Takipçiler
dD@$h
dD@$h@dashman207·
@ajit_viewpoint Tomorrow they’ll come shoot few rockets into your home then you do this goal post changing talks
English
1
0
0
45
dD@$h
dD@$h@dashman207·
Forget Guinness records for Pakhala ….no amount of food festivals or PR gimmicks can hide the reality that even posh Bhubaneswar isn’t safe. This isn’t the progress Odisha deserves. This is a proper warning sign.‼️ #CrimeRate 📈 #Bhubaneswar
Pratap Jena@jenapratap66

ଆଜି ରାତିରେ, ୧୫ ରୁ ୨୦ ଜଣ ମଦ୍ୟପ ଗୁଣ୍ଡା — ଟଙ୍କା ନେଇ ରାଜ୍ୟସଭାରେ ଓଡ଼ିଶାକୁ ବିକ୍ରି କରିଥିବା BJD ବିଧାୟକଙ୍କ ସିଧା ନିର୍ଦ୍ଦେଶରେ — ଭୁବନେଶ୍ୱର ସହର ମଧ୍ୟଭାଗରେ ମୋ ପରିବାର ରହୁଥିବା ଘରକୁ ଜବରଦସ୍ତ ଭାବେ ପ୍ରବେଶ କଲେ। ଆମ ସୁରକ୍ଷା କର୍ମୀଙ୍କ ମୁଣ୍ଡରେ ବନ୍ଧୁକ ରଖି ଧମକ ଦିଆଗଲା। ଘର କର୍ମଚାରୀଙ୍କୁ ଅଶ୍ଳୀଳ ଗାଳି ଦେଇ ନିର୍ଦ୍ଦୟ ଭାବେ ମାଡ଼ ମାରିଲେ। ମୋ ପରିବାର ସେହି ମୁହୂର୍ତ୍ତରେ ଘର ଭିତରେ ଥିଲେ। ଏହା କେବଳ ଆକ୍ରମଣ ନୁହେଁ — ଏହା ସଶସ୍ତ୍ର ଆତଙ୍କ। ଆମେ ସମସ୍ତେ ଦେଖିଛୁ — ରାଜ୍ୟସଭା ନିର୍ବାଚନ ବେଳେ ଓଡ଼ିଶା ବିଧାନସଭା ଭିତରେ କ’ଣ ଘଟିଥିଲା। ସଭାଗୃହରେ ହୋଇଥିବା ସେ ବିଶ୍ୱାସଘାତ ବର୍ତ୍ତମାନ ବନ୍ଧୁକ ହାତରେ ଆମ ଘର ଦୁଆର ପର୍ଯ୍ୟନ୍ତ ପହଞ୍ଚିଲାଣି। ଆଜି ମୋ ଘର। କାଲି ଆପଣଙ୍କ ଘର ହୋଇପାରେ। ଯେଉଁ BJD ବିଧାୟକ ଜନତାଙ୍କ ବିଶ୍ୱାସ ଓ ନିଜ ଦଳକୁ ଟଙ୍କା ଲାଗି ବିକ୍ରି କଲେ — ସେ ବ୍ୟକ୍ତି ଏବେ ସଶସ୍ତ୍ର ଗୁଣ୍ଡା ପଠାଇ ସତ୍ୟର ସ୍ୱରକୁ ଦବାଇବାକୁ ଚାହୁଁଛନ୍ତି। ଏ ଉଭୟ ଅପକର୍ମ ଇତିହାସ କ୍ଷମା କରିବ ନାହିଁ। ମୁଁ CM @MohanMOdisha@DGPOdisha ସ୍ପଷ୍ଟ ଭାଷାରେ କହୁଛି — ରାଜଧାନୀ ସହରରେ ଖୋଲାଖୋଲି ବନ୍ଧୁକ ଦେଖାଇ ଆତଙ୍କ ସୃଷ୍ଟି ହେଉଛି। ଏ ଆପଣଙ୍କ ଶାସନ କାଳ। ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଦୋଷୀଙ୍କୁ ଗିରଫ କରନ୍ତୁ। ଯଦି ମୋ ସହ ଏହା ହୁଏ — ତ ଏ ରାଜ୍ୟର ସାଧାରଣ ଓଡ଼ିଆ ମଣିଷ କେଉଁଠି ଆଶ୍ରୟ ପାଇବ?

English
5
1
36
993
Titu panda
Titu panda@Titupanda2·
@ajit_viewpoint @1kandarpa BJP ଲୋକ ବିନା ପଇସା ରେ କାମ କରନ୍ତି କି? ତେବେ 10ହଜାର କୋଟି ଆସିଲା କୋଉଠୁ?
OR
1
0
0
13
Kandarpa Kumar Bishoyi
ନବୀନ ବାବୁ ତାମିଲ ଲୁଙ୍ଗି ପିନ୍ଧିଲେ ଧଜିଆ ଉଡୁନି? ପ୍ରଧାନ ମନ୍ତ୍ରୀ ପଖାଳ କୁ ଭଲ ପାଆନ୍ତି ସେଇଥି ପାଇଁ ଧଜିଆ ଉଡିଗଲା? 🤯
Titu panda@Titupanda2

ଆମ ପଖାଳ ଦିବସର ଧଜିଆ ଉଡେଇଲେଣି ଆମ ପ୍ରଧାନମନ୍ତ୍ରୀ @narendramodi ଜୀ 🤣 ଆମେ କଂସାରେ ଓ ହାତରେ ପଖାଳ ଖାଉ, ଏମିତି ଚାମଚରେ ନୁହଁ... ଓଡ଼ିଆ ଅସ୍ମିତା ଚୁଲିକି ଫିଙ୍ଗିଦେଲେଣି @BJP4Odisha @bjd_odisha @Vkpandianfancl1

OR
2
0
1
31
Titu panda
Titu panda@Titupanda2·
@ajit_viewpoint @1kandarpa ନିଜେ କରିଥିବା କର୍ମ ଗୁଡାକ ଭୁଲିଯାଉଛ କାହିଁକି ଅଜିତ ଭାଇ? ମନେ ଅଛି ନା ସଂସଦ ରେ ରାହୁଲ ଗାନ୍ଧୀଙ୍କ ହିନ୍ଦୁ ଙ୍କୁ ନେଇ କହିଥିବା VDO clip ଯାହା ଅଧା ଖଣ୍ଡିଆ କରି cut କରି ଭାରତର ଜନତାଙ୍କୁ ଦେଖେଇଥିଲ? ସେବେ ତୁମ ଦଳ ଠିକ ଥିଲା?
OR
1
0
0
10
dD@$h
dD@$h@dashman207·
@ajit_viewpoint Patnaik babu how many of your friends get infront of your Odisha house for cracker bursting in Diwali when you are in other state ?
English
1
0
0
33
dD@$h
dD@$h@dashman207·
@ajit_viewpoint How many people get inside your home during Diwali for bursting their crackers?
English
1
0
0
50
Titu panda
Titu panda@Titupanda2·
ଆମ ପଖାଳ ଦିବସର ଧଜିଆ ଉଡେଇଲେଣି ଆମ ପ୍ରଧାନମନ୍ତ୍ରୀ @narendramodi ଜୀ 🤣 ଆମେ କଂସାରେ ଓ ହାତରେ ପଖାଳ ଖାଉ, ଏମିତି ଚାମଚରେ ନୁହଁ... ଓଡ଼ିଆ ଅସ୍ମିତା ଚୁଲିକି ଫିଙ୍ଗିଦେଲେଣି @BJP4Odisha @bjd_odisha @Vkpandianfancl1
Titu panda tweet media
OR
13
0
31
1.7K
Saroj Kumar Nayak
Saroj Kumar Nayak@NayakEsKay·
ସତର୍କ ରୁହନ୍ତୁ ରାଜ୍ୟର ସାର୍ଥକ ହେବ। ଯେଉଁ ଯେଉଁ ବାପର ପୁଅ ବିଧାୟକ ମାନେ @bjd_odisha ଏବଂ @INCOdisha ନିଜ ନିଜର ମୁଣ୍ଡ ବିକିଥିଲେ ଏବେ ସେମାନେ ସେମାନଙ୍କ ନିର୍ବାଚନ ମଣ୍ଡଳୀକୁ ଯିବା ପାଇଁ ଭୟ କରୁଛନ୍ତି। ଏ ନିର୍ବାଚନ ଲୋକଙ୍କୁ ସାମ୍ବିଧାନିକ ବ୍ୟବସ୍ଥା ପ୍ରତି ଜାଗ୍ରତ କରାଇବାରେ ବହୁତ ସୁନ୍ଦର ପ୍ରୟାସ ସେମାନେ କରିଥିବାରୁ ଆସନ୍ତୁ ଅଭିନନ୍ଦନ କରିବା
Saroj Kumar Nayak tweet media
OR
8
9
92
3.8K
dD@$h
dD@$h@dashman207·
No frills, no fuss, no taamjhaam…..just a heartfelt wish to all on Pakhala Dibasa. We are simple, our food is simple …. Keep the noise alive, keep Odisha shining 👍 #PakhalaDibasa #Odisha #Odia
dD@$h tweet media
English
3
4
55
931
Saroj Kumar Nayak
Saroj Kumar Nayak@NayakEsKay·
@ajit_viewpoint @Naveen_Odisha I would love to pen down a book but the question is who's going to buy it and read it? No publisher ever agrees to publish the same. I'm a poor man, can't afford to publish one. 😊🙏
English
2
0
3
177
Saroj Kumar Nayak
Saroj Kumar Nayak@NayakEsKay·
ସେତକ ବି ଲେଖିବାକୁ ଭୁଲିବେ ନାହିଁ ସ୍ୱ: ନୀଳମଣି ରାଉତରାୟଙ୍କ ଅନୁରୋଧରେ ଆପଣଙ୍କୁ ସେତେବେଳର ଜନତା ଦଳରୁ ଟିକେଟ ଦିଆ ଯାଇଥିଲା ଏବଂ ଲେଖିବେ ବି ୯୫ ନିର୍ବାଚନ ପୂର୍ବରୁ କିପରି ଦଳୀୟ ପାଣ୍ଠିକୁ ଟଙ୍କାଟିଏ ବି ଦେଇନଥିଲେ କିପରି ବ୍ୟସ୍ତ ବିବ୍ରତ ହୋଇ @Naveen_Odishaଙ୍କ ସ୍ୱ ପିତା ୩ ଔରେଙ୍ଗାଜେବ ରୋଡ଼ସ୍ଥିତ ନିଜସ୍ୱ ଘର ର ଅଧା ବିକ୍ରି କରି ନିର୍ବାଚନ ପାଇଁ ଅର୍ଥ ଦେଇଥିଲେ। ଲେଖିବେ କିପରି ତାଙ୍କ ପାଇଁ କୋଇଲା ମନ୍ତ୍ରୀ ହୋଇ ଅଜସ୍ର ଅର୍ଥ ରୋଜଗାର କରିଥିଲେ କିନ୍ତୁ କାଣିଚିଏ ପଇସା ଦଳକୁ ଦେଇ ନଥିଲେ ଏହା ବି ଲେଖିବେ ଘର ଭଙ୍ଗା ଶ୍ରୀକାନ୍ତ ଜେନା ଏବଂ ଆପଣଙ୍କ ଏବେକାର ଘଣୀ ବିଜୟ ମହାପାତ୍ରଙ୍କ ସାଙ୍ଗେ ମିଶି କିପରି କ୍ଷମତାଚ୍ୟୁତ କରିବାକୁ ବସିଥିଲେ ନବୀନ ବାବୁଙ୍କୁ। କିଛି ନିଜ ରୋଚକପୂର୍ଣ ପାରିବାରିକ ସମ୍ପର୍କ ବିଷୟରେ ବି ଲେଖିବେ। ଲୋକେ ଭଲ ଭାବରେ ଜାଣନ୍ତି ଯାହା ବି ଲେଖିବେ ନିଜସ୍ୱ ଲେଖା ହେବ ନାହିଁ ବରଂ @DasNavin2615 ଲେଖିବେ କିଛି ସମୟ ପୂର୍ବରୁ ସେ @dpradhanbjp ଅନୁଗ୍ରହରେ ନିଜ ସମ୍ରାଜ୍ୟ ବିସ୍ତାର କରିଥିଲେ ଏବେ ତାଙ୍କ ପଛରେ ଛୁରା ମାରିବାକୁ ପଛେଇ ନାହାନ୍ତି ସେତକ ବି ଭୁଲିବେ ନାହିଁ। ମନେ ରଖିବେ ନବୀନ ବାବୁଙ୍କ ପରି ସୁପ୍ରସିଦ୍ଧ ଲେଖକ ହୋଇ ପାରିବେ ନାହିଁ ହଁ ବହିର ନାଁ "ଖତରୁ କୋଇଲା ଓସ୍ତାଦ" ରଖିବେ।
ଓଟିଭି@otvkhabar

#ବିଜୁଙ୍କ_ଶେଷ_ଜୀବନ_ବହିରେ_ଲେଖୁଛି: #ଦିଲ୍ଲୀପ -ବିଜୁ ବାବୁଙ୍କ ସହ ତାଙ୍କ ଘନିଷ୍ଠ ସଂପର୍କ ବିଷୟରେ କହିଲେ ଦିଲ୍ଲୀପ -୧୯୮୪ ମସିହାରୁ ବିଜୁ ବାବୁ ମୋତେ ରାଜନୀତିକୁ ଆଣିଥିଲେ- ଦିଲ୍ଲୀପ -‘ଶେଷ ଜୀବନ ଦେଢ଼ ବର୍ଷ କାଳ ମୋତେ ତାଙ୍କ ସେବାର ସୁଯୋଗ ଦେଇଛନ୍ତି’ -ବିଜୁ ବାବୁ ନିଜର ଅନେକ ମନ କଥା ମୋତେ କହିଛନ୍ତି- ଦିଲ୍ଲୀପ -ସେସବୁ କଥା ମୁଁ ଏକ ବହିରେ ଲେଖୁଛି- ଦିଲ୍ଲୀପ ରାୟ -‘ବିଜୁ ବାବୁଙ୍କ ସହ ମୋ ସଂପର୍କ ଓ ତାଙ୍କ ଶେଷ ଜୀବନ ବହିରେ ରହିବ’ -‘ବହିରେ ଅନେକ ଅଜଣା ତଥ୍ୟ ସାମ୍ନାକୁ ଆସିବ, ଓଡ଼ିଶାବାସୀ ଜାଣିବେ’ #OtvSuperExclusive #DillipRay #RadhamadhabMishra #ExecutiveEditor #OTV #RajyasabhaElection #OdishaPolitics #BJP #BJD #Congress #Odisha

OR
7
19
96
7.4K
dD@$h
dD@$h@dashman207·
Today those Old speeches of Modi ji looks more like an AI model fine‑tuned on opposite data. Here he is blasting government for Rupee dropping against USD 😬 Indian currency down 3% this year . Modi ji is silent 🤫😂
English
5
11
50
4.1K