



dD@$h
45.4K posts







#ପ୍ରଧାନମନ୍ତ୍ରୀଙ୍କ_ବ୍ୟକ୍ତିତ୍ବରେ_ପ୍ରଭାବିତ- ଦେବାଶିଷ -ବିଜେପିରେ ମିଶିବା ପରେ ଦେବାଶିଷ ସାମନ୍ତରାୟଙ୍କ ପ୍ରଥମ ପ୍ରତିକ୍ରିୟା -ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିତ୍ବ ଓ କାର୍ଯ୍ୟରେ ପ୍ରଭାବିତ ହୋଇ ବିଜେପିରେ ମିଶିଲି -ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଜନରେ ଓଡ଼ିଶା ବିକଶିତ ହେଉଛି -ଗୁଣ୍ଡୁଚି ମୂଷା ଭଳି ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ସୁଯୋଗ ଦେଇଥିବାରୁ ଧନ୍ୟବାଦ -ଓଡ଼ିଶାରେ ବିଜେପି ପାଇଁ ବହୁତ କାମ କରିବି, ଦଳକୁ ଆହୁରି ସୁଦୃଢ଼ କରିବି #OdishaWithModi #BJPOdisha #DebashishSamantray #BJP #OTV



#WATCH | Chennai | Union Minister Dharmendra Pradhan says, " I asked the director of IIT Madras to look into the technical glitch. IIT Kanpur, IIT Chennai, and IIT Madras will look into the technical glitch faced by the CBSE portal. But today it is functioning smoothly. Those who applied for the revaluation will get a scanned copy. After that, further development will take place. We'll look into that issue. I've taken it seriously. The government is looking into it in detail. I am confident that with the guidance of IIT Madras and IIT Kanpur, it will be resolved"

ପ୍ରଚଣ୍ଡ ରୌଦ୍ରତାପରେ ଡହଳବିକଳ ଜନଜୀବନ.. ପାଣି ପାଇଁ ୨ କିମି ଚାଲି ଚାଲି ଯାଉଛନ୍ତି ତିହିଡି ବ୍ଲକ ଇଶାଣପୁର ଗାଁର ୧୫ ପରିବାର.. ପାଣି ପାଇଁ ବିଡିଓଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ.. #Bhadrak #WaterCrisis #Tihidi #RuralOdisha #OTV
















#WATCH | Gujarat: People of Valsad face severe water shortage. They are stepping down into wells which are more than 45 feet deep with the help of ropes to get water.