Sabitlenmiş Tweet
Arabinda K Padhee
20.1K posts

Arabinda K Padhee
@arvindpadhee
Optimist natus est | MPA, PhD, IAS | Additional Chief Secretary, @rdmodisha & Chief Administrator @SJTA_Puri | Shree Jagannatha culture | PERSONAL & POSITIVE
Bhubaneshwar, India Katılım Ocak 2012
579 Takip Edilen182.2K Takipçiler
Arabinda K Padhee retweetledi
Arabinda K Padhee retweetledi

ନୀଳାଦ୍ରୌ ଶଙ୍ଖମଧ୍ୟେ ଶତଦଳକମଳେ ରତ୍ନସିଂହାସନସ୍ଥଂ
ସର୍ବାଳଙ୍କାରଯୁକ୍ତଂ ନବଘନରୁଚିରଂ ସଂଯୁତଂ ଚାଗ୍ରଜେନ ।
ଭଦ୍ରାୟା ବାମଭାଗେ ରଥଚରଣଯୁତଂ ବ୍ରଦ୍ମରୁଦ୍ରେନ୍ଦ୍ରବନ୍ଦ୍ୟମ୍
ବେଦାନାଂ ସାରମୀଶଂ ସ୍ବଜନପରିବୃତଂ ବ୍ରଦ୍ମଦାରୁଂ ଭଜେଽହମ୍ ।।
Today's Patitapabana Darshan at Shree Jagannatha Temple.
#Puri #JaiJagannatha
OR
Arabinda K Padhee retweetledi
Arabinda K Padhee retweetledi

ଶ୍ରୀଜୀଉ ଆଡ଼ପ ମଣ୍ଡପକୁ ବିଜେ କରିବାର ଦିବ୍ୟ ଦୃଶ୍ୟ।
ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁ।🙏
#Rathayatra2026 #JaiJagannatha #RathaJatra2026 #RathaYatra #ShreeJagannathaDhaam #Puri
OR

Very well done, Sneha. Despite the inclement weather, the PMC team did a fantastic job. Your planning, coordination, and dedication ensured that everything was managed smoothly. Please convey my appreciation to the entire team. Keep up the excellent work! 👏🏻👏🏻👍
Sneha Arugula, IAS@snehaias
Extremely proud of my Team PMC! #Rathyatra2026
English
Arabinda K Padhee retweetledi

ମହାପ୍ରଭୁ ଶ୍ରୀଜଗନ୍ନାଥ ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି।
ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁ।🙏
#Rathayatra2026 #JaiJagannatha #RathaJatra2026 #RathaYatra #ShreeJagannathaDhaam #Puri

OR

ମହାପ୍ରଭୁଙ୍କ ପବିତ୍ର ଆଡ଼ପ ମଣ୍ଡପ ବିଜେ ନୀତି ଅତ୍ୟନ୍ତ ଶୃଙ୍ଖଳିତ, ସୁଚାରୁ ଓ ଭକ୍ତିମୟ ପରିବେଶରେ ସଫଳତାର ସହ ସମ୍ପନ୍ନ ହୋଇଛି। ଏହି ଅବସରରେ ସମସ୍ତ ସେବକ ଭାଇମାନଙ୍କୁ, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ ସଂସ୍ଥା, ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ଓଡ଼ିଶା ପୋଲିସର ଅଧିକାରୀ ଓ କର୍ମଚାରୀମାନଙ୍କୁ, ସ୍ୱେଚ୍ଛାସେବୀ, ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଏବଂ ସର୍ବୋପରି ଅଗଣିତ ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କୁ ହୃଦୟଭରା ଧନ୍ୟବାଦ ଜଣାଉଛୁ। ମହାପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତଙ୍କ ଉପରେ ତାଙ୍କର ଅସୀମ କୃପା ବର୍ଷା କରନ୍ତୁ ଏବଂ ସମସ୍ତଙ୍କ ଜୀବନକୁ ସୁଖ, ଶାନ୍ତି ଓ ମଙ୍ଗଳମୟ କରନ୍ତୁ। ଜୟ ଶ୍ରୀଜଗନ୍ନାଥ। 🙏🙏

OR
Arabinda K Padhee retweetledi

🛕ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ @arvindpadhee ଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ
🛕ବୈଠକରେ ଶ୍ରୀମନ୍ଦିରର ଗର୍ଭଗୃହ, ନାଟମଣ୍ଡପ ଓ ଭୋଗମଣ୍ଡପର ସଂରକ୍ଷଣ ଏବଂ ମରାମତି କାର୍ଯ୍ୟ କରାଯିବା ନେଇ ଆଲୋଚନା
🛕ଆସନ୍ତାକାଲି ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ କରାଯିବ
@SJTA_Puri
OR
Arabinda K Padhee retweetledi
Arabinda K Padhee retweetledi

ରଥାରୂଢ଼ ଦେବୀ ସୁଭଦ୍ରାଙ୍କ ଦିବ୍ୟ ମଙ୍ଗଳ ଆଳତି ।
#Rathayatra2026 #JaiJagannatha #RathaJatra2026 #RathaYatra #ShreeJagannathaDhaam #Puri
OR
Arabinda K Padhee retweetledi

ରଥାରୂଢ଼ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ଦିବ୍ୟ ମଙ୍ଗଳ ଆଳତି।
#Rathayatra2026 #JaiJagannatha #RathaJatra2026 #RathaYatra #ShreeJagannathaDhaam #Puri
OR

ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁ। 🙏🙏
Shree Jagannatha Temple, Puri@JagannathaDhaam
ନୀଳାଦ୍ରୌ ଶଙ୍ଖମଧ୍ୟେ ଶତଦଳକମଳେ ରତ୍ନସିଂହାସନସ୍ଥଂ ସର୍ବାଳଙ୍କାରଯୁକ୍ତଂ ନବଘନରୁଚିରଂ ସଂଯୁତଂ ଚାଗ୍ରଜେନ । ଭଦ୍ରାୟା ବାମଭାଗେ ରଥଚରଣଯୁତଂ ବ୍ରଦ୍ମରୁଦ୍ରେନ୍ଦ୍ରବନ୍ଦ୍ୟମ୍ ବେଦାନାଂ ସାରମୀଶଂ ସ୍ବଜନପରିବୃତଂ ବ୍ରଦ୍ମଦାରୁଂ ଭଜେଽହମ୍ ।। Today's Patitapabana Darshan at Shree Jagannatha Temple. #Puri #JaiJagannatha
OR
Arabinda K Padhee retweetledi

ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥାରୂଢ଼ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦିବ୍ୟ ମଙ୍ଗଳ ଆଳତି ଦର୍ଶନ। 🙏🙏
#RathaJatra
OR
Arabinda K Padhee retweetledi

ଭକ୍ତିମୟ ପରିବେଶରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଶ୍ରୀବିଗ୍ରହମାନଙ୍କ ତିନି ରଥ ପହଞ୍ଚିଛି।
ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁ।🙏
#Rathayatra2026 #JaiJagannatha #RathaJatra2026 #RathaYatra #ShreeJagannathaDhaam #Puri

OR
Arabinda K Padhee retweetledi

ବଡ଼ଦାଣ୍ଡରେ ରଥାରୂଢ଼ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦିବ୍ୟ ମଙ୍ଗଳ ଆଳତି।
ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁ।🙏
#Rathayatra2026 #JaiJagannatha #RathaJatra2026 #RathaYatra #ShreeJagannathaDhaam #Puri
OR
Arabinda K Padhee retweetledi

ନୀଳାଦ୍ରୌ ଶଙ୍ଖମଧ୍ୟେ ଶତଦଳକମଳେ ରତ୍ନସିଂହାସନସ୍ଥଂ
ସର୍ବାଳଙ୍କାରଯୁକ୍ତଂ ନବଘନରୁଚିରଂ ସଂଯୁତଂ ଚାଗ୍ରଜେନ ।
ଭଦ୍ରାୟା ବାମଭାଗେ ରଥଚରଣଯୁତଂ ବ୍ରଦ୍ମରୁଦ୍ରେନ୍ଦ୍ରବନ୍ଦ୍ୟମ୍
ବେଦାନାଂ ସାରମୀଶଂ ସ୍ବଜନପରିବୃତଂ ବ୍ରଦ୍ମଦାରୁଂ ଭଜେଽହମ୍ ।।
Today's Patitapabana Darshan at Shree Jagannatha Temple.
#Puri #JaiJagannatha
OR
Arabinda K Padhee retweetledi

ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁ।🙏
#Rathayatra2026 #JaiJagannatha #RathaJatra2026 #RathaYatra #ShreeJagannathaDhaam #Puri
OR
Arabinda K Padhee retweetledi
Arabinda K Padhee retweetledi

#WATCH | Puri, Odisha: Arabinda Kumar Padhee (Chief Administrator, Shree Jagannath Temple Administration) says, "...There has been no violation of the rituals. According to the information we have, about 1.2 million devotees gathered today to have the darshan of the deities. All the rituals were conducted smoothly while ensuring the safety of the devotees. As large numbers of devotees had gathered on the Bada Danda (Grand Road), we decided to stop the chariot pulling in the evening because it would have been unsafe to continue after dark. The pulling of all three chariots will resume at 9:30 am tomorrow..."
English
Arabinda K Padhee retweetledi