Sabitlenmiş Tweet

ଅନ୍ୟାୟ ତେଣିକି ପଡୋଶୀ ସାଥିରେ ହେଉ , ଅନ୍ୟ ଗାଁ ଲୋକଙ୍କ ସାଥିରେ ହେଉ ବା ଆପଣଙ୍କ ଶତ୍ରୁ ସହିତ ହେଉ
ଯଦି ଆପଣଙ୍କୁ ନ୍ୟାୟ ଦରକାର , ତେବେ ଆପଣଙ୍କୁ ଅନ୍ୟାୟ ବିରୁଦ୍ଧରେ ସବୁବେଳେ ସ୍ୱର ଉତ୍ତୋଳନ କରିବାକୁ ହେବ।
ଭଲ ଭବିଷ୍ୟତ ପାଇଁ ଏଇଟା ଏକମାତ୍ର ରାସ୍ତା
#ଓଡ଼ିଆ #ଓଡିଶା #bbsrtweet
OR
































