BDO Bonth

1.1K posts

BDO Bonth

BDO Bonth

@bdo_bonth

Bonth

Katılım Nisan 2018
99 Takip Edilen2.4K Takipçiler
BDO Bonth
BDO Bonth@bdo_bonth·
ଜିଲ୍ଲାପାଳ,ଭଦ୍ରକ ଓ ଆରକ୍ଷୀ ଅଧିକ୍ଷକ,ଭଦ୍ରକଙ୍କ ପ୍ରତ୍ୟକ୍ଷ ଯୁଗ୍ମ ଜନ ଶୁଣାଣି ଶିବିର ପଞ୍ଚାୟତ ସମିତି ବନ୍ତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ,ମୁଖ୍ୟ ଉନ୍ନୟନ ଅଧିକାରୀ,ବିଡିଓ ଓ ତହସିଲଦାର, ବନ୍ତଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କରିଥିଲେ।
BDO Bonth tweet mediaBDO Bonth tweet mediaBDO Bonth tweet mediaBDO Bonth tweet media
OR
1
0
9
105
BDO Bonth
BDO Bonth@bdo_bonth·
ଜିଲ୍ଲାପାଳ,ଭଦ୍ରକ ଓ ଆରକ୍ଷୀ ଅଧିକ୍ଷକ,ଭଦ୍ରକଙ୍କ ପ୍ରତ୍ୟକ୍ଷ ଯୁଗ୍ମ ଜନ ଶୁଣାଣି ଶିବିର ପଞ୍ଚାୟତ ସମିତି କାର୍ଯ୍ୟାଳୟ,ବନ୍ତରେ ଅନୁଷ୍ଠିତ ହୋଇଯାଇଛି।ଏହି ଜନ ଶୁଣାଣି ଶିବିରରେ ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ,ଉପ ଜିଲ୍ଲାପାଳଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କରିଥିଲେ।
BDO Bonth tweet mediaBDO Bonth tweet mediaBDO Bonth tweet mediaBDO Bonth tweet media
OR
0
0
1
71
BDO Bonth retweetledi
District Administration,Bhadrak

District Administration,Bhadrak tweet mediaDistrict Administration,Bhadrak tweet mediaDistrict Administration,Bhadrak tweet media
OR
2
3
23
700
BDO Bonth
BDO Bonth@bdo_bonth·
Karunakara Nayak S/o Suryamani Nayak, residing at Panchabatia, GP Tillo has a disability of 62%. One hearing aid has been provided to him by the BDO, Bonth under the BBSA Scheme.
BDO Bonth tweet mediaBDO Bonth tweet media
English
0
0
1
81
BDO Bonth
BDO Bonth@bdo_bonth·
ଜିଲ୍ଲାପାଳ,ଭଦ୍ରକ ଓ ଆରକ୍ଷୀ ଅଧିକ୍ଷକ,ଭଦ୍ରକଙ୍କ ପ୍ରତ୍ୟକ୍ଷ ଯୁଗ୍ମ ଜନ ଶୁଣାଣି ଶିବିର ପଞ୍ଚାୟତ ସମିତି କାର୍ଯ୍ୟାଳୟ,ବନ୍ତରେ ଅନୁଷ୍ଠିତ ହୋଇଯାଇଛି।ଏହି ଜନ ଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ,ମୁଖ୍ୟ ଉନ୍ନୟନ ଅଧିକାରୀ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କରିଥିଲେ।
BDO Bonth tweet mediaBDO Bonth tweet mediaBDO Bonth tweet mediaBDO Bonth tweet media
OR
0
0
8
412
BDO Bonth
BDO Bonth@bdo_bonth·
Mega Plantation on "EK PED MAA KE NAAM 2.0" in different GP's of Bonth Block.
BDO Bonth tweet mediaBDO Bonth tweet mediaBDO Bonth tweet mediaBDO Bonth tweet media
English
0
1
9
372
BDO Bonth
BDO Bonth@bdo_bonth·
ଜିଲ୍ଲାପାଳ,ଭଦ୍ରକ ଓ ଆରକ୍ଷୀ ଅଧିକ୍ଷକ,ଭଦ୍ରକଙ୍କ ପ୍ରତ୍ୟକ୍ଷ ଯୁଗ୍ମ ଜନ ଶୁଣାଣି ଶିବିର ପଞ୍ଚାୟତ ସମିତି କାର୍ଯ୍ୟାଳୟ,ବନ୍ତରେ ଅନୁଷ୍ଠିତ ହୋଇଯାଇଛି।ଏହି ଜନ ଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ,ମୁଖ୍ୟ ଉନ୍ନୟନ ଅଧିକାରୀ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କରିଥିଲେ।
BDO Bonth tweet mediaBDO Bonth tweet mediaBDO Bonth tweet mediaBDO Bonth tweet media
OR
0
0
5
115
BDO Bonth
BDO Bonth@bdo_bonth·
ଜିଲ୍ଲା ପ୍ରଶାସନଙ୍କ ଦ୍ୱାରା ବ୍ଲକ୍ କାର୍ଯ୍ୟାଳୟ ରେ ଜିଲ୍ଲାପାଳ,ଭଦ୍ରକ ଙ୍କ #ମିଳିତ_ଜନ_ଅଭିଯୋଗ ଶୁଣାଣି ତା-୨୩-୬-୨୦୨୫ ରିଖ ରେ ଅନୁଷ୍ଠିତ ହୋଇଥିଲା। ଏହି ଅଭିଯୋଗ ପ୍ରକୋଷ୍ଠ ରେ ଆରକ୍ଷୀ ଅଧିକ୍ଷକ,ଭଦ୍ରକ ଙ୍କ ସହିତ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଅଂଶଗ୍ରହଣ କରିଥିଲେ.
BDO Bonth tweet mediaBDO Bonth tweet mediaBDO Bonth tweet mediaBDO Bonth tweet media
OR
0
0
4
134
BDO Bonth
BDO Bonth@bdo_bonth·
#BikashBahanYatra #OneYearOfMohanMajhi #OneYearofSushasan #BikashitaOdishaBikashitaBharat ବିକାଶ ବାହନ ରଥ କାର୍ଯ୍ୟକ୍ରମ ର ଆଜି ଦଶମ ଦିବସ ରେ ତୋଡୋଗାଁ, କେନ୍ଦୁଆପଦା, ଗୋବିନ୍ଦପୁର ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇ ଅଛି ଏଥିରେ ହିତାଧିକାରୀ ମାନଙ୍କୁ ଭତ୍ତାବଣ୍ଟନ,ଜବକାର୍ଡ ବଣ୍ଟନ,ରାସନକାର୍ଡ ବଣ୍ଟନ କରାଯାଇଥିଲା
BDO Bonth tweet mediaBDO Bonth tweet mediaBDO Bonth tweet mediaBDO Bonth tweet media
OR
2
0
4
137
BDO Bonth retweetledi
Panchayati Raj and Drinking Water Department
"ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ" ଶୀର୍ଷକ ବାର୍ତ୍ତା ସହ ଅନ୍ତର୍ଜାତୀୟ ଯୋଗ ଦିବସ - ୨୦୨୫ ଅବସରରେ ଆଜି କୋଣାର୍କର ଐତିହାସିକ ସୂର୍ଯ୍ୟ ମନ୍ଦିର ପରିସରରେ ଅନୁଷ୍ଠିତ ପୁରୀ ଜିଲ୍ଲାସ୍ତରୀୟ ଯୋଗ ଦିବସ ସମାରୋହରେ ମାନ୍ୟବର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ଜୁଏଲ ଓରାମ, ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ମାନ୍ୟବର ସାଂସଦ, ପୁରୀ ଡଃ ସମ୍ବିତ ପାତ୍ର ଓ ମାନ୍ୟବର ସାଂସଦ, ଜଗତସିଂହପୁର ଶ୍ରୀ ବିଭୁ ପ୍ରସାଦ ତରାଇ ଯୋଗ ଦେଇ ସମବେତ ଯୋଗାଭ୍ୟାସ କରିଛନ୍ତି। #IYD2025 #YogaForOneEarthOneHealth
Panchayati Raj and Drinking Water Department tweet mediaPanchayati Raj and Drinking Water Department tweet mediaPanchayati Raj and Drinking Water Department tweet mediaPanchayati Raj and Drinking Water Department tweet media
OR
0
9
48
1.3K
BDO Bonth
BDO Bonth@bdo_bonth·
ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ-୨୦୨୫ ପଞ୍ଚାୟତ ସମିତି ବନ୍ତ ପରିସରରେ ଅନୁଷ୍ଠିତ ହୋଇଯାଇ ଅଛି ଏଥିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ଅଧକ୍ଷ ବନ୍ତ ପଞ୍ଚାୟତ ସମିତି ଙ୍କ ସମତେ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ.
BDO Bonth tweet mediaBDO Bonth tweet mediaBDO Bonth tweet mediaBDO Bonth tweet media
OR
0
0
7
117
BDO Bonth retweetledi
District Administration,Bhadrak
ଆଜି ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ଭଦ୍ରକ ଜିଲ୍ଲାର ଲକ୍ଷପତି ଦିଦି ଶ୍ରୀମତୀ ସୁମିତ୍ରା ପଣ୍ଡା ଙ୍କୁ ମାନନୀୟ ପ୍ରଧାନମନ୍ତ୍ରୀ @narendramodi ସମ୍ବର୍ଦ୍ଧିତ କରିଥିଲେ ।
District Administration,Bhadrak tweet media
OR
1
2
16
724
BDO Bonth retweetledi
District Administration,Bhadrak
ଆଜି ମାନନୀୟ ପ୍ରଧାନମନ୍ତ୍ରୀ ଓଡ଼ିଶାର ବରପୁତ୍ରମାନଙ୍କର ଜନ୍ମସ୍ଥଳୀର ବିକାଶ ନିମନ୍ତେ ଆଜି ଭୁବନେଶ୍ୱରରୁ ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ଅନ୍ତର୍ଗତ ଆଗରପଡ଼ା ଗ୍ରାମକୁ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବ ପାଇଁ ବରପୁତ୍ର ଐତିହ ଗ୍ରାମ ଯୋଜନାରେ ଅନ୍ତର୍ଭୁକ୍ତ ହେବାନେଇ ଘୋଷଣା କରିଛନ୍ତି।
District Administration,Bhadrak tweet mediaDistrict Administration,Bhadrak tweet mediaDistrict Administration,Bhadrak tweet mediaDistrict Administration,Bhadrak tweet media
OR
2
1
25
651
BDO Bonth
BDO Bonth@bdo_bonth·
#BikashBahanYatra #OneYearOfMohanMajhi #OneYearofSushasan #BikashitaOdishaBikashitaBharat ବିକାଶ ବାହନ ରଥ କାର୍ଯ୍ୟକ୍ରମ ର ଆଜି ନବମ ଦିବସ ରେ ରାମକୃଷ୍ଣପୁର, ରାମପୁର ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇ ଅଛି ଏଥିରେ ହିତାଧିକାରୀ ମାନଙ୍କୁ ନୂତନ ଭତ୍ତାବଣ୍ଟନ,ଜବକାର୍ଡ ବଣ୍ଟନ,ରାସନ କାର୍ଡ ବଣ୍ଟନ କରାଯାଇଥିଲା.
BDO Bonth tweet mediaBDO Bonth tweet mediaBDO Bonth tweet mediaBDO Bonth tweet media
OR
0
0
3
66
BDO Bonth
BDO Bonth@bdo_bonth·
#BikashBahanYatra #OneYearOfMohanMajhi #OneYearofSushasan #BikashitaOdishaBikashitaBharat ବିକାଶ ବାହନ ରଥ କାର୍ଯ୍ୟକ୍ରମ ର ଆଜି ଅଷ୍ଟମ ଦିବସ ରେ ଗଣିଜାଙ୍ଗ, ଓଡ଼ଙ୍ଗ ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇ ଅଛି ଏଥିରେ ହିତାଧିକାରୀ ମାନଙ୍କୁ ନୂତନ ଭତ୍ତାବଣ୍ଟନ,ଜବକାର୍ଡ ବଣ୍ଟନ,ରାସନ କାର୍ଡ ବଣ୍ଟନ କରାଯାଇଥିଲା.
BDO Bonth tweet mediaBDO Bonth tweet mediaBDO Bonth tweet mediaBDO Bonth tweet media
OR
0
0
5
106
BDO Bonth retweetledi
District Administration,Bhadrak
ଡାଇରିଆ ହେଲେ ତୁରନ୍ତ ଓ.ଆର୍.ଏସ୍ ଦ୍ରଵଣ ଗ୍ରହଣ କରନ୍ତୁ।ଓ.ଆର୍.ଏସ୍ ଦ୍ରଵଣ ପ୍ରସ୍ତୁତ କରିବାର ପ୍ରଣାଳୀ, ଜନ ହିତରେ ଜାରୀ। #HealthForAll #ସମସ୍ତଙ୍କପାଇଁସ୍ୱାସ୍ଥ୍ୟ
District Administration,Bhadrak tweet mediaDistrict Administration,Bhadrak tweet media
OR
0
6
25
701
BDO Bonth retweetledi
District Administration,Bhadrak
ଡାଇରିଆ ରୋକିବା ପାଇଁ କିଛି ଉପଦେଶ ।
District Administration,Bhadrak tweet media
OR
0
6
28
1K
BDO Bonth retweetledi
District Administration,Bhadrak
ଭଦ୍ରକ ଜିଲ୍ଲାସ୍ତରୀୟ ବିକାଶ ମେଳା ଓ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟମେଳା ରେ ମାନନୀୟା,ଉପ ମୁଖ୍ୟମନ୍ତ୍ରୀ ଶ୍ରମତୀ ପ୍ରଭାତୀ ପରିଡ଼ା ଙ୍କ ସଦୟ ଯୋଗଦାନ ଓ ଜିଲ୍ଲାବାସୀ ଙ୍କୁ ସମ୍ବୋଧନ ର ।
OR
2
4
32
1.2K
BDO Bonth
BDO Bonth@bdo_bonth·
#BikashBahanYatra #OneYearOfMohanMajhi #OneYearofSushasan #BikashitaOdishaBikashitaBharat ବିକାଶ ବାହନ ରଥ କାର୍ଯ୍ୟକ୍ରମ ର ଆଜି ସପ୍ତମ ଦିବସ ରେ ପଧାନପଡା, ଛୟାଳସିଂ ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇ ଅଛି ଏଥିରେ ହିତାଧିକାରୀ ମାନଙ୍କୁ ନୂତନ ଭତ୍ତାବଣ୍ଟନ,ଜବକାର୍ଡ ବଣ୍ଟନ,ରାସନ କାର୍ଡ ବଣ୍ଟନ କରାଯାଇଥିଲା.
BDO Bonth tweet mediaBDO Bonth tweet mediaBDO Bonth tweet mediaBDO Bonth tweet media
OR
0
0
5
69