Bdotihidi

271 posts

Bdotihidi

Bdotihidi

@bdotihidi

Katılım Ağustos 2018
60 Takip Edilen649 Takipçiler
Bdotihidi retweetledi
District Administration,Bhadrak
ତିହିଡି ବିଜ୍ଞାପିତ ଅଞ୍ଚଳ ପରିଷଦର ୱାର୍ଡ ବିଭାଜନ ଏବଂ ଆସନ ସଂରକ୍ଷଣ ଦର୍ଶାଉଥିବା ଅସ୍ଥାୟୀ ଅଧିସୂଚନା ।
District Administration,Bhadrak tweet mediaDistrict Administration,Bhadrak tweet mediaDistrict Administration,Bhadrak tweet media
OR
0
1
7
202
Bdotihidi retweetledi
District Administration,Bhadrak
Final notification showing division of Wards and Reservation of Seats in the Tihidi Notified Area Council .
District Administration,Bhadrak tweet mediaDistrict Administration,Bhadrak tweet mediaDistrict Administration,Bhadrak tweet mediaDistrict Administration,Bhadrak tweet media
English
0
1
13
465
Bdotihidi retweetledi
District Administration,Bhadrak
Invitation of objection or suggestion (if any )in respect of the draft notification showing division of Wards and Reservation of Seats in the Tihidi Notified Area Council under Bhadrak District.
District Administration,Bhadrak tweet mediaDistrict Administration,Bhadrak tweet mediaDistrict Administration,Bhadrak tweet mediaDistrict Administration,Bhadrak tweet media
English
1
2
19
391
Bdotihidi retweetledi
District Administration,Bhadrak
ଭଦ୍ରକ ଜିଲ୍ଲା ଅଧିନସ୍ଥ ତିହିଡ଼ି ବିଜ୍ଞାପିତ ଅଞ୍ଚଳ ପରିଷଦରେ ୱାର୍ଡ ବିଭକ୍ତିକରଣ ଏବଂ ଆସନ ସଂରକ୍ଷଣ ଦର୍ଶାଉଥିବା ଚିଠା ଅଧିସୂଚନା ସମ୍ବନ୍ଧୀୟ ଆପତ୍ତି କିମ୍ବା ପରାମର୍ଶ(ଯଦି କିଛି ଥାଏ) ଆହ୍ୱାନ ।
District Administration,Bhadrak tweet mediaDistrict Administration,Bhadrak tweet mediaDistrict Administration,Bhadrak tweet media
OR
0
3
35
965
Bdotihidi retweetledi
District Administration,Bhadrak
ଆଜି ତିହିଡି ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଅଭିଯୋଗ ପ୍ରକୋଷ୍ଠରେ ତଳଗୋପବିନ୍ଧା ଗ୍ରାମ ପଞ୍ଚାୟତ ର ସୀତା ସାମଲ ଏବଂ ସାୟା ଗ୍ରାମ ପଞ୍ଚାୟତ ର ହରିହର ନାୟକଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଛି।
District Administration,Bhadrak tweet mediaDistrict Administration,Bhadrak tweet media
OR
0
1
19
369
Bdotihidi
Bdotihidi@bdotihidi·
BBSA Camp -2025 held at Baisnabananda Uccha Vidyapitha Pirahat under Tihidi Block.
Bdotihidi tweet mediaBdotihidi tweet mediaBdotihidi tweet mediaBdotihidi tweet media
Indonesia
0
0
1
59
Bdotihidi
Bdotihidi@bdotihidi·
Distribution of Bus Pass to a beneficiary of Saya GP by BDO Tihidi.
Bdotihidi tweet media
English
0
0
2
91
Bdotihidi
Bdotihidi@bdotihidi·
ରାଷ୍ଟ୍ର ଗୀତ "ବନ୍ଦେ ମାତରମ" ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ତିହିଡି ବ୍ଲକ କାର୍ଯ୍ୟାଳୟରେ ସମସ୍ତ ସରକାରୀ କର୍ମଚାରୀମାନଙ୍କ ଉପସ୍ଥିତରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ବନ୍ଦେ ମାତରମ ଗାନ କରାଯାଇଥିଲା।
Bdotihidi tweet mediaBdotihidi tweet mediaBdotihidi tweet mediaBdotihidi tweet media
OR
0
0
0
46
Bdotihidi retweetledi
District Administration,Bhadrak
ସମ୍ବାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖ ଆଜି ଜିଲ୍ଲାପାଳ,ଭଦ୍ରକଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଆଭାଷୀ(ଓସୱାନ୍ VC)ଜରିଆରେ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଜିଲ୍ଲା ଭିସି କକ୍ଷରେ ଓ ବ୍ଲକ୍ ସ୍ତରୀୟ ଅଧିକାରୀମାନେ ବ୍ଲକ୍ ଭିସି କକ୍ଷରେ ଯୋଗଦେଇ ଥିଲେ।
District Administration,Bhadrak tweet mediaDistrict Administration,Bhadrak tweet mediaDistrict Administration,Bhadrak tweet mediaDistrict Administration,Bhadrak tweet media
OR
2
3
31
1.1K
Bdotihidi retweetledi
District Administration,Bhadrak
ବୈଠକରେ ଆସନ୍ତା ସମ୍ଭାବ୍ୟ ବତ୍ୟା ର ସଫଳ ମୁକାବିଲା ନିମିତ୍ତ ପ୍ରସ୍ତୁତି ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା।ବିଶେଷତଃ ତଳିଆ ଅଞ୍ଚଳ ରେ ବସବାସ କରୁଥିବା ଜନ ସାଧାରଣଙ୍କର ନିରାପଦ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର, ଯୋଗାଯୋଗ ବ୍ୟବସ୍ଥା, ରିଲିଫ ଓ ଉଦ୍ଧାରକାର୍ଯ୍ୟ ଉପରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରଖିବାକୁ ଗୁରୁତ୍ୱ ଦିଆଯାଇଥିଲା ।
OR
0
2
8
410
Bdotihidi retweetledi
District Administration,Bhadrak
ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥିମାନଙ୍କ ଦ୍ଵାରା ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ, ଖାଦ୍ୟ ସୁରକ୍ଷା ଯୋଜନାରେ ରାସନ କାର୍ଡ ବଣ୍ଟନ ସହିତ ମଧୁବାବୁ ପେନସନ ଯୋଜନା ରେ କାର୍ଡ ବଣ୍ଟନ କରାଯାଇଥିଲା।
OR
1
1
6
269
Bdotihidi retweetledi
District Administration,Bhadrak
ଆଜି ମାନ୍ୟବର ମନ୍ତ୍ରୀ ଶ୍ରୀ ସୂରଜ୍ ସୂର୍ଯ୍ୟବଂଶୀ,ମାନ୍ୟବର ସାଂସଦଶ୍ରୀ ଅଭିମନ୍ୟୁ ସେଠୀ,ମାନ୍ୟବର ବିଧାୟକ,ବାସୁଦେବପୁର ଶ୍ରୀ ଅଶୋକ ଦାସ,ଜିଲ୍ଲାପାଳ,ଭଦ୍ରକ ଏବଂ ଅନ୍ୟାନ୍ୟ ବରେଣ୍ୟ ଅତିଥିମାନଙ୍କ ଦ୍ୱାରା ତିହିଡି଼ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ନୂତନ କାର୍ଯ୍ୟାଳୟ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଥିଲା।
District Administration,Bhadrak tweet mediaDistrict Administration,Bhadrak tweet mediaDistrict Administration,Bhadrak tweet mediaDistrict Administration,Bhadrak tweet media
OR
1
2
18
636
Bdotihidi
Bdotihidi@bdotihidi·
Work orders under the AGJ scheme were distributed by the Hon’ble Minister, Higher Education in presence of Hon’ble MP, Bhadrak, Hon’ble MLA, Basudevpur, Collector sir and CDO Sir.
Bdotihidi tweet mediaBdotihidi tweet mediaBdotihidi tweet mediaBdotihidi tweet media
English
0
0
0
68
Bdotihidi
Bdotihidi@bdotihidi·
One day Block level Orientation Programme of PEOs/PRI members and Sanitation Workers on Swachhata Hi Seva- 2025 and distribution of PPE Kit for Sanitation workers has been organized today in Tihidi block in presence of BDO Tihidi. #SwachhataHiSeva2025
Bdotihidi tweet mediaBdotihidi tweet mediaBdotihidi tweet mediaBdotihidi tweet media
English
0
0
2
98
Bdotihidi
Bdotihidi@bdotihidi·
Celebration of Swachhata Hi Seva- 2025 has been observed in Tihidi Block today in presence of BDO Tihidi and other officials. #SwachhtaHiSeva2025
Bdotihidi tweet mediaBdotihidi tweet mediaBdotihidi tweet mediaBdotihidi tweet media
English
0
1
7
377
Bdotihidi retweetledi
District Administration,Bhadrak
ଜିଲ୍ଲାପାଳ,ଭଦ୍ରକ ଓ ଆରକ୍ଷୀ ଅଧିକ୍ଷକ,ଭଦ୍ରକଙ୍କ ପ୍ରତ୍ୟକ୍ଷ ଯୁଗ୍ମ ଜନ ଶୁଣାଣି ଶିବିର ପଞ୍ଚାୟତ ସମିତି କାର୍ଯ୍ୟାଳୟ,ତିହିଡ଼ିରେ ଅନୁଷ୍ଠିତ ହୋଇଯାଇଛି।ଏହି ଜନ ଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ,ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କରିଥିଲେ।
District Administration,Bhadrak tweet mediaDistrict Administration,Bhadrak tweet mediaDistrict Administration,Bhadrak tweet mediaDistrict Administration,Bhadrak tweet media
OR
1
3
38
1.2K
Bdotihidi retweetledi
District Administration,Bhadrak
୭୯ତମ ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ| #IndependenceDay2025 #ସ୍ୱାଧୀନତାଦିବସ
District Administration,Bhadrak tweet media
OR
3
4
39
900