
Bikash Jain
15.3K posts

Bikash Jain
@bikashindian
ଜୟ ଜଗନ୍ନାଥ Reader,Music lover,Traveler,Fitness enthusiast..... Service to #MANKIND is service to God...#Humanity is above everything .Spread #Positivity







Novotel Bhubaneswar is now open for bookings. Current room tariffs on MakeMyTrip are around Rs 12k-15k per night (including taxes).






ମହାପ୍ରଭୁଙ୍କ ପବିତ୍ର ଆଡ଼ପ ମଣ୍ଡପ ବିଜେ ନୀତି ଅତ୍ୟନ୍ତ ଶୃଙ୍ଖଳିତ, ସୁଚାରୁ ଓ ଭକ୍ତିମୟ ପରିବେଶରେ ସଫଳତାର ସହ ସମ୍ପନ୍ନ ହୋଇଛି। ଏହି ଅବସରରେ ସମସ୍ତ ସେବକ ଭାଇମାନଙ୍କୁ, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ ସଂସ୍ଥା, ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ଓଡ଼ିଶା ପୋଲିସର ଅଧିକାରୀ ଓ କର୍ମଚାରୀମାନଙ୍କୁ, ସ୍ୱେଚ୍ଛାସେବୀ, ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଏବଂ ସର୍ବୋପରି ଅଗଣିତ ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କୁ ହୃଦୟଭରା ଧନ୍ୟବାଦ ଜଣାଉଛୁ। ମହାପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତଙ୍କ ଉପରେ ତାଙ୍କର ଅସୀମ କୃପା ବର୍ଷା କରନ୍ତୁ ଏବଂ ସମସ୍ତଙ୍କ ଜୀବନକୁ ସୁଖ, ଶାନ୍ତି ଓ ମଙ୍ଗଳମୟ କରନ୍ତୁ। ଜୟ ଶ୍ରୀଜଗନ୍ନାଥ। 🙏🙏

















