CHSE Odisha

17 posts

CHSE Odisha banner
CHSE Odisha

CHSE Odisha

@chseodisha

CHSE ODISHA

Bhubaneshwar, India Katılım Mayıs 2018
6 Takip Edilen2.7K Takipçiler
CHSE Odisha
CHSE Odisha@chseodisha·
#Odisha CHSE 2020 Plus II Science results announced. Pass percentage this year stands at 70.21, informs School & Mass Education Minister Samir Dash
English
12
0
45
0
CHSE Odisha
CHSE Odisha@chseodisha·
#Odisha 2020 CHSE Plus 2 Science Results Declared
English
8
0
36
0
CHSE Odisha retweetledi
BijuYuvaVahini
BijuYuvaVahini@OdishaBYV·
ବିଜୁ ଯୁବ ବାହିନୀର ସ୍ଵେଚ୍ଛାସେବୀ ସବୁଜ ଓ ସୁନ୍ଦର ଓଡିଶା ଗଠନ ଲକ୍ଷ୍ୟରେ ସାରା ରାଜ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଚଳାଇଛନ୍ତି। ଏହି କ୍ରମରେ ପୁରୀ ପୌରପାଳିକା ଅଞ୍ଚଳରେ ଆମ ସ୍ଵେଚ୍ଛାସେବୀ ନିଜେ ବୃକ୍ଷରୋପଣ କରିବା ସହ ଲୋକଙ୍କୁ ଏଥିପ୍ରତି ସଚେତନ କରିଛନ୍ତି । #GreenOdisha #Odisha #BYV
BijuYuvaVahini tweet mediaBijuYuvaVahini tweet mediaBijuYuvaVahini tweet mediaBijuYuvaVahini tweet media
OR
10
12
115
0
CHSE Odisha retweetledi
Naveen Patnaik
Naveen Patnaik@Naveen_Odisha·
#DrugAbuse has huge impact on the health and well-being of families and society. On International Day against #DrugAbuse and Illicit Trafficking, let’s join hands to prevent drug abuse and promote healthy lifestyle for a #DrugFree society.
Naveen Patnaik tweet media
English
41
66
440
0
CHSE Odisha retweetledi
Odisha Tourism
Odisha Tourism@odisha_tourism·
ସାଲବେଗ, ମୁସଲମାନ ପରିବାରରେ ଜନ୍ମିତ ପ୍ରଭୁ ଜଗନ୍ନାଥଙ୍କର ଜଣେ ମହାନ ଭକ୍ତ। ତାଙ୍କ ଇଚ୍ଛାକୁ ପୂରଣ କରିବାକୁ ଯାଇ ଦିନେ ମହାପ୍ରଭୁଙ୍କ ରଥ ବଡଦାଣ୍ଡେ ଅଟକି ଯାଇଥିଲା। ଏହାକୁ ସ୍ମରଣ କରିବାକୁ ଯାଇ ଏବେ ମଧ୍ୟ ନନ୍ଦିଘୋଷ ରଥ ସାଲବେଗଙ୍କ ସମାଧି ନିକଟରେ କିଛି ସମୟ ପାଇଁ ଅଟକି ଯାଏ।
Odisha Tourism tweet media
OR
15
44
295
0
CHSE Odisha retweetledi
Biju Janata Dal
Biju Janata Dal@bjd_odisha·
ଏକ ସୁସ୍ଥ ସମାଜ ଗଠନ ପାଇଁ ନିଶାର ମୂଳୋତ୍ପାଟନ ନିହାତି ଆବଶ୍ୟକ। ଆସନ୍ତୁ ଅନ୍ତର୍ଜାତୀୟ ନିଶା ଦ୍ରବ୍ୟ ସେବନ ଓ ଅବୈଧ ଚାଲାଣ ନିରୋଧ ଦିବସରେ ସଂକଳ୍ପ ନେବା, ଏକ ନିଶା ମୁକ୍ତ ସୁସ୍ଥ ସମାଜ ଗଠନ କରିବା । #WorldDrugDay
Biju Janata Dal tweet media
OR
45
14
143
0
CHSE Odisha retweetledi
Biju Janata Dal
Biju Janata Dal@bjd_odisha·
ସଭାପତି @Naveen_Odisha ଙ୍କ ନେତୃତ୍ଵ ସରକାର ସ୍କୁଲ ପିଲାଙ୍କ ଯାତାୟାତ ଖର୍ଚ୍ଚ ଦେବା ପାଇଁ ବନ୍ଦୋବସ୍ତ କରିଛନ୍ତି। ୩୦%ରୁ ଅଧିକ ଉପସ୍ଥାନ ଥିଲେ ସରକାରୀ ପ୍ରାଥମିକ ସ୍କୁଲ ପିଲାଙ୍କୁ ବାଟ ଖର୍ଚ୍ଚ ମିଳିବ।
Biju Janata Dal tweet media
OR
47
27
269
0
CHSE Odisha retweetledi
Kausik Mohapatra (Litu)
Kausik Mohapatra (Litu)@KausikLitu·
ପ୍ରକାଶ ପାଇଲା +2 କଳା, ବାଣିଜ୍ୟ ଓ ଧନ୍ଦା ମୂଳକ ପରୀକ୍ଷା ଫଳ । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଗୀତ ଗୋବିନ୍ଦ ଭବନରେ ପୁସ୍ତକ ଉନ୍ମୋଚନ କରିଛନ୍ତି । chse.odisha.nic.inodisharesults.nic.in ୱେବ ସାଇଟରେ ରେଜଲ୍ଟ ଜାଣି ପାରିବେ ଛାତ୍ରଛାତ୍ରୀ । #CHSE #results2019 @chseodisha
Kausik Mohapatra (Litu) tweet media
OR
0
2
14
0
CHSE Odisha retweetledi
Naveen Patnaik
Naveen Patnaik@Naveen_Odisha·
Yoga symbolizes union of body with consciousness and there are innumerable benefits of this gift from Ancient India. On #InternationalDayofYoga, let us make this invaluable gift a way of life for a peaceful and healthy world. #YogaDay2019
Naveen Patnaik tweet media
English
25
67
671
0
CHSE Odisha retweetledi
News18 Odia
News18 Odia@News18Odia·
ଆଜି ପ୍ରକାଶ ପାଇବ ଯୁକ୍ତ ୨ ବାଣିଜ୍ୟ ଓ କଳା ପରୀକ୍ଷା ଫଳ, ଭୁବନେଶ୍ବର ଗୀତ ଗୋବିନ୍ଦ ସଦନରେ ଘୋଷଣା ହେବ ଫଳ #CHSE #Odisha
News18 Odia tweet media
OR
1
1
9
0
CHSE Odisha retweetledi
ZEE Odisha News
ZEE Odisha News@ZeeOdisha·
ଆସନ୍ତାକାଲି ପ୍ରକାଶପାଇବ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ। ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷାଫଳ chseodisha.nic.inorissaresults.nic.in ରେ ଦେଖିପାରିବେ। @chseodisha #Odisha
ZEE Odisha News tweet media
OR
0
3
8
0