CMO Odisha

21.5K posts

CMO Odisha banner
CMO Odisha

CMO Odisha

@CMO_Odisha

Office of the Chief Minister, Odisha

Bhubaneswar, Odisha Katılım Ocak 2016
44 Takip Edilen1.7M Takipçiler
CMO Odisha
CMO Odisha@CMO_Odisha·
ଓଡ଼ିଶାରେ ଜଳ ଜୀବନ ମିଶନ ୨.୦ ଶୁଭାରମ୍ଭ ଅବସରରେ ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଏବଂ ଦିଲ୍ଲୀରୁ ଭିଡିଓ କନଫରେନ୍ସ ମାଧ୍ୟମରେ ମାନ୍ୟବର କେନ୍ଦ୍ର ଜଲ୍ ଶକ୍ତି ମନ୍ତ୍ରୀ ଶ୍ରୀ @CRPaatil ଉପସ୍ଥିତ ରହିଥିଲେ । #JalJeevanMission #JalMahotsav2026
CMO Odisha tweet mediaCMO Odisha tweet mediaCMO Odisha tweet mediaCMO Odisha tweet media
OR
1
4
6
319
CMO Odisha retweetledi
Mohan Charan Majhi
Mohan Charan Majhi@MohanMOdisha·
ମାନ୍ୟବର ପ୍ରଧାନମନ୍ତ୍ରୀ @narendramodi ଜୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ 'ପିଏମ-ସ୍ୱନିଧି' (PM-SVANidhi) ଯୋଜନା ଦେଶର ଉଠାଦୋକାନୀ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ସମୃଦ୍ଧିର ଏକ ନୂତନ ମାର୍ଗ ପ୍ରଶସ୍ତ କରିଛି। ଏହି ଯୋଜନାର ସଫଳ ରୂପାୟନ ସହ ଏହାର ପରିସରକୁ ଆହୁରି ୧୪୦ଟି ସହରକୁ ସମ୍ପ୍ରସାରିତ କରାଯାଇଛି, ଯାହାଦ୍ୱାରା ଅଗଣିତ କ୍ଷୁଦ୍ର ବ୍ୟବସାୟୀ ଆତ୍ମନିର୍ଭରଶୀଳ ହେବାର ସୁଯୋଗ ପାଇବେ।
Mohan Charan Majhi tweet media
OR
2
1
30
765
CMO Odisha
CMO Odisha@CMO_Odisha·
Empowering Villages, Accelerating Odisha’s Progress Stronger roads, improved village infrastructure, and reliable power supply are driving transformation across rural Odisha. Focused investments in road maintenance, development under Viksit Gaon Viksit Odisha, and electrification of remote areas through Biju Gram Jyoti Yojana are ensuring inclusive growth reaches every corner of the state. #OdishaBudget2026 #SamruddhaOdisha
CMO Odisha tweet media
English
2
0
7
464
CMO Odisha retweetledi
Mohan Charan Majhi
Mohan Charan Majhi@MohanMOdisha·
On World Tuberculosis Day, we reaffirm our commitment to a TB-free Odisha. Together, let us raise awareness, end stigma, and ensure timely treatment for all.
Mohan Charan Majhi tweet media
English
3
5
59
1.3K
CMO Odisha retweetledi
Mohan Charan Majhi
Mohan Charan Majhi@MohanMOdisha·
ହୀରାକୁଦ ଡ୍ୟାମ୍‌ର ସେଚ ପଦ୍ଧତିକୁ ଆଧୁନିକ ଓ ସୁଦୃଢ଼ କରିବା ପାଇଁ ଆମ ସରକାରଙ୍କ ଦୃଢ଼ ପ୍ରତିବଦ୍ଧ । ୨୦୨୫-୨୬ ଆର୍ଥିକ ବର୍ଷରେ ୮୫୫ କୋଟି ଟଙ୍କାର ବ୍ୟୟ ବରାଦ ମାଧ୍ୟମରେ ସେଚ ବ୍ୟବସ୍ଥାର ନବୀକରଣ କାର୍ଯ୍ୟ ଗତିଶୀଳ ଭାବେ ଅଗ୍ରସର ହେଉଛି । କୃଷକଙ୍କ ଜୀବନମାନ ବୃଦ୍ଧି, ସୁନିଶ୍ଚିତ ସେଚ ସୁବିଧା ଓ କୃଷିର ସମୃଦ୍ଧି ଆମ ପ୍ରାଥମିକତା।
OR
12
46
107
2.3K
CMO Odisha retweetledi
Mohan Charan Majhi
Mohan Charan Majhi@MohanMOdisha·
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ 'ଜଳ ଜୀବନ ମିଶନ' ଆଜି ଦେଶରେ ଏକ ଜନ-ଆନ୍ଦୋଳନର ରୂପ ନେଇଛି। ପ୍ରତିଟି ଘରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ଆମର ସଂକଳ୍ପ ନୁହେଁ, ବରଂ ଏକ ପବିତ୍ର ପ୍ରତିଶ୍ରୁତି। ପ୍ରଧାନମନ୍ତ୍ରୀଙ୍କ ମୂଳମନ୍ତ୍ର ହେଉଛି 'ନାରୀ ଶକ୍ତିରୁ ରାଷ୍ଟ୍ର ଶକ୍ତି'। ସେ ଦୃଢ଼ଭାବେ ବିଶ୍ୱାସ କରନ୍ତି ଯେ, ଯେତେବେଳେ ଜଣେ ମା’ ବା ଭଉଣୀଙ୍କୁ ପାଣି ମୁନ୍ଦାଏ ପାଇଁ ସଂଘର୍ଷ କରିବାକୁ ପଡ଼େ ନାହିଁ, ସେତେବେଳେ ସେହି ସଞ୍ଚିତ ସମୟ ଓ ସାମର୍ଥ୍ୟକୁ ସେ ନିଜର ପରିବାର ତଥା ଦେଶର ବିକାଶ ପାଇଁ ବିନିଯୋଗ କରିପାରନ୍ତି। ଜଳ ଯୋଗାଣ କେବଳ ଏକ ସୁବିଧା ନୁହେଁ, ଏହା ମହିଳାମାନଙ୍କ ସମ୍ମାନ ଏବଂ ସଶକ୍ତିକରଣର ଏକ ନୂତନ ଅଧ୍ୟାୟ।
OR
5
43
73
1.5K
CMO Odisha
CMO Odisha@CMO_Odisha·
ଜାତୀୟ ଶିକ୍ଷା ନୀତି ଅଧୀନରେ ଆସନ୍ତା ଏପ୍ରିଲ ୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ‘ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ’। ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀର କୁନି ପିଲାମାନଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ @MohanMOdisha ପଠାଇଛନ୍ତି ସ୍ନେହର ନିମନ୍ତ୍ରଣ। ଅଧିକାରୀ ଓ ଜନପ୍ରତିନିଧିମାନେ ଘରକୁ ଘର ବୁଲି ଏହି ସ୍ନେହଭରା ନିମନ୍ତ୍ରଣ ପହଞ୍ଚାଉଛନ୍ତି। ଆସନ୍ତୁ, ସମସ୍ତେ ମିଶି ଆମ ପିଲାଙ୍କ ଭବିଷ୍ୟତ ଗଢ଼ିବା ଓ ଏକ ସମୃଦ୍ଧ ଓଡ଼ିଶା ଗଠନରେ ସାମିଲ ହେବା।
OR
54
13
65
2.6K
CMO Odisha
CMO Odisha@CMO_Odisha·
Boosting livestock productivity, empowering farmers Strategic investments under Mukhyamantri Kamadhenu Yojana, Prani Samruddhi Yojana, and Gomata Yojana are strengthening livestock health, improving productivity, and enhancing farmers’ incomes across #Odisha. Delivering timely care, improved services, and driving sustainable growth across the rural economy. #OdishaBudget2026 #SamruddhaOdisha
CMO Odisha tweet media
English
24
1
16
1.1K
CMO Odisha retweetledi
Mohan Charan Majhi
Mohan Charan Majhi@MohanMOdisha·
ରାଜ୍ୟରୁ ଦାଦନ ସମସ୍ୟାର ନିରାକରଣ ପାଇଁ ଆମ ସରକାର #DALKHAI କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ଅଞ୍ଚଳରେ ରୋଜଗାର ଓ ଗରିମାମୟ ଜୀବନ ଜୀବିକାର ସୁଯୋଗ ସୃଷ୍ଟି କରୁଛନ୍ତି। ବିଭିନ୍ନ ବିଭାଗର ମିଳିତ ସହଯୋଗରେ ଆମେ ପ୍ରତିଟି ପରିବାରକୁ ସଶକ୍ତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ନିଜ ମାଟିରେ ମିଳିବ କାମ, ସମ୍ମାନର ସହ ବଞ୍ଚିବ ଓଡ଼ିଆ।
Mohan Charan Majhi tweet media
OR
4
8
54
1.5K
CMO Odisha
CMO Odisha@CMO_Odisha·
ବିଶ୍ୱ ଜଳ ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @mohanmodisha ପ୍ରାୟ ୨୬୧୨ କୋଟି ଟଙ୍କାର ବିଭିନ୍ନ ଜଳ ସମ୍ପଦ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିରେ ୨୨୯୨ କୋଟି ଟଙ୍କାର ୧୭ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ ଓ ୩୨୦ କୋଟି ଟଙ୍କାର ୧୨୪ଟି ପ୍ରକଳ୍ପର ଲୋକାର୍ପଣ ଅନ୍ତର୍ଭୁକ୍ତ। ସୁଦୃଢ଼ ଜଳସେଚନ ଭିତ୍ତିଭୂମି ସହ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଏହା ଏକ ବଡ଼ ପଦକ୍ଷେପ। #WorldWaterDay #OdishaDevelopment
CMO Odisha tweet media
OR
4
3
33
1.2K
CMO Odisha
CMO Odisha@CMO_Odisha·
Ensuring comprehensive care and better nutrition for every mother A focused investment of ₹320 crore under Mamata Yojana and ₹180 crore under Pradhan Mantri Matru Vandana Yojana reinforces #Odisha’s commitment to supporting pregnant and lactating mothers. Ensuring better nutrition, enhanced care, and stronger health security at every stage of motherhood. #OdishaBudget2026 #SamruddhaOdisha
CMO Odisha tweet media
English
2
4
18
1K
CMO Odisha
CMO Odisha@CMO_Odisha·
Powering Odisha’s future through science & innovation With the establishment of a Biotechnology Research Centre, #Odisha is set to accelerate industrial growth, foster cutting-edge research, and drive patent generation & technology commercialization. This initiative will position Odisha as a leading biotech destination, unlocking new opportunities for innovation and employment. #OdishaBudget2026 #SamruddhaOdisha
CMO Odisha tweet media
English
2
2
13
1.2K
CMO Odisha retweetledi
Mohan Charan Majhi
Mohan Charan Majhi@MohanMOdisha·
ସ୍ପାନିସ ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲ ୨୦୨୬ରେ ଦୁଇଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତି ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଥିବା ଓଡ଼ିଆ କ୍ରୀଡ଼ାବିତ ପ୍ରମୋଦ ଭଗତଙ୍କୁ ମୋର ଅଶେଷ ଶୁଭେଚ୍ଛା ଓ ଅଭିନନ୍ଦନ। ତାଙ୍କର ଅଦମ୍ୟ ସାହସ, ନିଷ୍ଠା ଓ ଉତ୍କର୍ଷତା ଆଜି ସମଗ୍ର ଦେଶ ପାଇଁ ପ୍ରେରଣାର ଉତ୍ସ ସାଜିଛି। କଠିନ ପରିଶ୍ରମ ବଳରେ ସେ ବିଶ୍ୱ ଦରବାରରେ ଓଡ଼ିଶାର ପରିଚୟକୁ ଆହୁରି ସମୃଦ୍ଧ କରିଛନ୍ତି। ଆଗାମୀ ଦିନରେ ସେ ଏହିଭଳି ସଫଳତା ଜାରି ରଖି ଭାରତ ପାଇଁ ଅଧିକ ସୁନାମ ଆଣନ୍ତୁ। ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଅଶେଷ ଶୁଭକାମନା। @PramodBhagat83
Mohan Charan Majhi tweet media
OR
9
54
197
3.3K
CMO Odisha retweetledi
PCCF WL & CWLW, Odisha
PCCF WL & CWLW, Odisha@PCCFWL_Odisha·
The DFO, Rourkela Forest Division has been conferred the prestigious Economic Times GovTech Award 2026 Gold under AI for Social Impact for the initiative ‘Innovation and Conservation in Rourkela Forest Division’. Deployment of AI-enabled camera systems has strengthened monitoring, enabled early warning for human–elephant conflict, and supported elephant conservation by reducing injuries and fatalities. This recognition reflects the sustained field efforts of Odisha’s wildlife organisation in advancing technology-driven conservation and promoting human–wildlife coexistence. @DfoRourkela @ForestDeptt @Prem_CWLWOdisha #odisha #wildlifeodisha
PCCF WL & CWLW, Odisha tweet mediaPCCF WL & CWLW, Odisha tweet media
English
2
6
17
1.9K
CMO Odisha retweetledi
Mohan Charan Majhi
Mohan Charan Majhi@MohanMOdisha·
ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅନନ୍ୟ ସଂଗ୍ରାମୀ ଅମର ଶହୀଦ ଭଗତ ସିଂହ, ସୁଖଦେବ ଓ ରାଜଗୁରୁଙ୍କ ମହାନ ଆତ୍ମୋତ୍ସର୍ଗ ରାଷ୍ଟ୍ରୀୟ ଚେତନାର ଏକ ଅନିର୍ବାଣ ଶିଖା। ମାତୃଭୂମିର ମୁକ୍ତି ପାଇଁ ସେମାନଙ୍କର ଅସୀମ ସାହସ ଓ ସର୍ବୋଚ୍ଚ ବଳିଦାନ ପ୍ରତିଟି ଭାରତୀୟଙ୍କ ହୃଦୟରେ ସଦା ସ୍ମରଣୀୟ ହୋଇ ରହିବ। ଆଜି 'ଶହୀଦ ଦିବସ' ଅବସରରେ ଏହି ବୀରମାନଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ସେମାନଙ୍କ ତ୍ୟାଗ ଓ ମହାନ ଆଦର୍ଶରେ ଏକ ଶକ୍ତିଶାଳୀ ତଥା ସମୃଦ୍ଧ ଭାରତ ଗଠନ ପାଇଁ ଆମେ ସଂକଳ୍ପବଦ୍ଧ ହେବା।
Mohan Charan Majhi tweet media
OR
8
51
121
1.7K
CMO Odisha
CMO Odisha@CMO_Odisha·
'ବିଶ୍ୱ ଜଳ ଦିବସ ସମାରୋହ ୨୦୨୬' ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଯୋଗ ଦେଇ ବିଭିନ୍ନ ଜଳ ସମ୍ପଦ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଏହି ସମସ୍ତ ପ୍ରକଳ୍ପଗୁଡ଼ିକ ଦ୍ୱାରା ଜଳ ପରିଚାଳନା ସୁବ୍ୟବସ୍ଥିତ ହେବା ସହ ବିକଶିତ ଓଡ଼ିଶା ଗଠନ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।
CMO Odisha tweet media
OR
1
4
15
1.1K
CMO Odisha retweetledi
EducationOdisha
EducationOdisha@SMEOdisha·
ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀରେ ନାମଲେଖାଇବାକୁ ଥିବା ଛାତ୍ରଛାତ୍ରୀମାନେ ଅପ୍ରେଲ ୨ ରେ ଅନୁଷ୍ଠିତ ହେବାକୁ ଥିବା “ପ୍ରବେଶ ଉତ୍ସବ ଓ ଖଡିଛୁଆଁ” ରେ ଯୋଗଦାନ କରିବାପାଇଁ ମାନ୍ୟବର ବିଧାୟକ, ନବରଙ୍ଗପୁର, ଶ୍ରୀ ଗୌରୀ ଶଙ୍କର ମାଝୀ ତେନ୍ତୁଳିଖୁଣ୍ଟି ବ୍ଲକ୍ ର ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କ ଅଭିଭାବକ ମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱାକ୍ଷରିତ ନିମନ୍ତ୍ରଣ ପତ୍ର ପ୍ରଦାନ କରୁଛନ୍ତି।
EducationOdisha tweet mediaEducationOdisha tweet mediaEducationOdisha tweet mediaEducationOdisha tweet media
OR
3
8
77
3.3K
CMO Odisha
CMO Odisha@CMO_Odisha·
ସେହିପରି ଓଡ଼ିଶା ଭିଜନ ଡକୁମେଣ୍ଟ ୨୦୩୬ ଏବଂ ୨୦୪୭ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରୁ ବଢ଼ୁଥିବା ଚାହିଦାକୁ ପୂରଣ କରିବା ପାଇଁ ଜଳ ସୁରକ୍ଷା ଅତ୍ୟନ୍ତ ଆବଶ୍ୟକ। ଜଳ ପରିଚାଳନରେ ସମସ୍ତଙ୍କ ସମାନ ଯୋଗଦାନ ଦ୍ୱାରା ହିଁ ସମାଜରେ ପ୍ରକୃତ ପରିବର୍ତ୍ତନ ଆଣିପାରିବା। ଜଳକୁ ଜୀବନ ଭରି ଭଲ ପାଇବା ଓ ଏହାର ସୁରକ୍ଷା ପାଇଁ କାର୍ଯ୍ୟ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି।
CMO Odisha tweet mediaCMO Odisha tweet mediaCMO Odisha tweet media
OR
1
5
46
1.8K
CMO Odisha
CMO Odisha@CMO_Odisha·
'ବିଶ୍ୱ ଜଳ ଦିବସ ସମାରୋହ ୨୦୨୬' ଅବସରରେ ଲୋକସେବା ଭବନ କନଭେନସନ ସେଣ୍ଟରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଯୋଗ ଦେଇଛନ୍ତି। ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରାୟ ୨୬୧୨ କୋଟି ଟଙ୍କାର ବିଭିନ୍ନ ଜଳ ସମ୍ପଦ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଜଳର ଗୋଟିଏ ବୁନ୍ଦା ମଧ୍ୟ ବିଶ୍ୱର ଅନେକ ଲୋକଙ୍କ ପାଇଁ ଦୁର୍ମୂଲ୍ୟ। ତେଣୁ ଜଳର ଗୋଟିଏ ବୁନ୍ଦା ଯେପରି ନଷ୍ଟ ନ ହୁଏ, ସେଥିପାଇଁ ସମସ୍ତଙ୍କୁ ଶପଥ ନେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି।
CMO Odisha tweet mediaCMO Odisha tweet mediaCMO Odisha tweet mediaCMO Odisha tweet media
OR
7
8
60
2.3K